ବୁଧବାର ରାତି ପ୍ରାୟ ସାଢ଼େ ଦଶଟା ବେଳେ ଜଣେ ଅଜଣା ବ୍ୟକ୍ତି ପୋଲିସକୁ କଲ କରିଥିଲେ । ଆଉ କହିଲେ ସେହି ଝିଅକୁ ହତ୍ୟା କରାଯାଇଛି । ଏହି ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ଏକ ଟିମ୍ ପଠାଇଥିଲା ।
୧୯୮୯ରୁ ୧୯୯୧ ଯାଏ ସେ ଦେବଗଡ଼ରୁ ଜନତା ଦଳ ସାଂସଦ ଥିଲେ। ୨୦୦୯ରେ ବିଜେଡି ଟିକଟରେ ପାଲଲହଡ଼ାରୁ ବିଧାୟକ ହୋଇଥିଲେ। ଏପରିକି ଦଳର ମୁଖ୍ୟ ସଚେତକ ହୋଇଥିଲେ। ୨୦୧୯ରେ ବିଜେଡି ବିଧାୟକ ଟିକଟ ନ ମିଳିବାରୁ ବିଜେପିରେ ସାମିଲ ହୋଇଥିଲେ ରବି ପାଣି।
ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୁଳୁଗୁଳିର ପ୍ରଭାବ ଅଧିକ ରହିବ। ଗତକାଲି ଦିନର ତାପମାତ୍ରା ୪୨ ଡିଗ୍ରୀକୁ ଛୁଇଁବା ସହ ପ୍ରବଳ ଖରାରେ ସିଝିଥିଲା ସାରା ଓଡ଼ିଶା।
କ୍ରମାଗତ ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ । ଗତ ଫେବୃଆରୀରେ ଶେଷ ଥର ରେପୋ ରେଟରେ ପରିବର୍ତ୍ତନ ହୋଇଥିଲା ।
କିଷାନ ନ୍ୟାୟରେ MSP ବା ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ମାନ୍ୟତା ଦେବା ଏବଂ ଋଣଛାଡ଼ ପାଇଁ ଆୟୋଗ ଗଠନ କରିବା ସହ କୃଷିକୁ GST ମୁକ୍ତ କରିବା ନେଇ ପ୍ରତିଶ୍ରୁତି ଦେଇଛି।
ସୁସ୍ଥ ହେବା ପରେ ମଧ୍ୟ ପରିବାରର କେହି ନେଉ ନାହାନ୍ତି । ୫ ପୁଅ ଥିବା ସତ୍ତ୍ବେ ନିରାଶ୍ରୟ ହୋଇ ପଡ଼ିଛନ୍ତି ।
ଗଞ୍ଜେଇ ଚୋରା ଚାଲାଣର ଅଭିନବ ଉପାୟ । ଦେହରେ ୨୨ କିଲୋ ଗଞ୍ଜେଇକୁ ସେଲୋ ଟ୍ୟାପରେ ପ୍ୟାକିଂ ।
ଆମ ନଜରକୁ ଯେଉଁ ବର ଗାଡ଼ି ଆସିଛି ସେଥିରେ କୌଣସି ଫୁଲ କିମ୍ବା ବୁକେ ଲାଗିନି । ସେଥିରେ ଲାଗିଛି ଶହ ଶହ ଚିପ୍ସ ପ୍ୟାକେଟ୍ ।
ତାମିଲନାଡୁ ରାମେଶ୍ବରମ୍ ଅଞ୍ଚଳର ଘଟଣା । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ।
ଜଣେ ପରେ ଜଣେ ଟାଣୁଆ ନେତା ବିଜେଡି ବିରୋଧରେ ସ୍ୱର ଶାଣିତ କରି ଦଳ ଛାଡୁଛନ୍ତି । ଆଉ ଏହି ତାଲିକାରେ ଏବେ ଯୋଡ଼ି ହୋଇଛନ୍ତି ବରିଷ୍ଠ ନେତା ରାମଚନ୍ଦ୍ର ପଣ୍ଡା । ଦଳରେ ଗଣତନ୍ତ୍ର ନଥିବା କହି ବର୍ଷିଲେ । ଗୋଟିଏ ପୃଷ୍ଠାରେ ନିଜର ଅସନ୍ତୋଷ ଝାଡ଼ି ଦଳ ଛାଡ଼ିଛନ୍ତି ।
୧୨୦ ବର୍ଷ ତଳେ କାଲିର ଦିନରେ ଏପ୍ରିଲ ୪ରେ କାଙ୍ଗ୍ରାରେ ପ୍ରଳୟ ରଚିଥିଲା ଭୟଙ୍କର ଭୂମିକଂପ। ଏଥିରେ ୨୦ ହଜାର ଲୋକଙ୍କ ଜୀବନ ଯାଇଥିଲା।
ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ନିଖୋଜ କିମ୍ବା ଘରୁ ପଳାଇଥିବା ୧୪୫ ଶିଶୁ ଉଦ୍ଧାର । ରାଜ୍ୟ ତଥା ରାଜ୍ୟ ବାହାରୁ ଉଦ୍ଧାର ପରେ ଅଭିଭାବକ କିମ୍ବା ପରିବାରକୁ ହସ୍ତାନ୍ତର ।
ଛାତ୍ରଛାତ୍ରୀଙ୍କ ଠାରୁ ଶହେ ଟଙ୍କା ଲେଖାଏଁ ନିଆଯାଇଥିବା ଅଭିଯୋଗ । ଭାଇରାଲ ହେଉଛି ପିଲାମାନେ ଟଙ୍କା ଦେବା ବେଳର ଦୃଶ୍ୟ ।
ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ଅଣାୟତ୍ତ ସ୍ଥିତି । ୨୪ ଘଣ୍ଟା ଭିତରେ ଦଳ ଛାଡ଼ିଲେଣି ୫ ବରିଷ୍ଠ ନେତା
ଝୁଲି ରହିଛି ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ଭାଗ୍ୟ । ସ୍ୱାଧୀନ ଭାବେ ଲଢ଼ିବାକୁ ବିରଞ୍ଚିଙ୍କ ଘୋଷଣା ପରେ ଅକଳରେ ଦଳ ।
ବିଧାୟକ ବିରୋଧୀ ପ୍ରଚାର ପାଇଁ ଚେତାବନୀ । କୁଜଙ୍ଗରେ ମେଳି ବାନ୍ଧିଲେ ବିଜେଡି କର୍ମୀ ।
ଟିକେଟ୍ ନମିଳିବା ପରେ ଦଳ ଛାଡ଼ିଛନ୍ତି ଅନେକ ଦୃଢ଼ ସଂଗଠକ। ଦଳ ସେମାନଙ୍କୁ ଅଣଦେଖା କରିଥିବା ନେଇ ଖୋଲା ଖୋଲି ବୟାନ ବାଜି କରିବା ସହ ସିଧାସଳଖ ନେତୃତ୍ୱଙ୍କ ଉପରେ ଝାଡ଼ିଛନ୍ତି ଅସନ୍ତୋଷ।
ମାର୍ଚ୍ଚ ୩୦ ତାରିଖରେ ରାଜସ୍ଥାନ ହିଣ୍ଡାଉନ୍ ସହରରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଗ୍ୟାଙ୍ଗରେପ୍ର ଶିକାର ହୋଇଥିବା ଜଣେ ଯୁବତୀ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ବୟାନ ରେକର୍ଡ କରିବାକୁ ଆସିଥିବା ବେଳେ, ଜଜ୍ ତାଙ୍କୁ ପୋଷାକ ଖୋଲି କ୍ଷତ ଚିହ୍ନ ଦେଖାଇବାକୁ କହିଥିଲେ । ଏନେଇ ବାର ଓ ବେଞ୍ଚ...
ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେପି । ରୋଚକ ହେଉଛି କୋରେଇ ଲଢେଇ ।
ବୋରୱେଲରେ ପଡିଥିବା ଶିଶୁଟିର ନାଁ ସତ୍ୟଭିକ୍ ମୁଜାଗୋଣ୍ଡ। ପିଲାଟି ଘର ପାଖରେ ଖେଳୁଥିବା ସମୟରେ ଅସାବଧାନତା ବଶତଃ ବୋରୱେଲରେ ପଡ଼ିଯାଇଥିଲା । ଏହି ବୋରୱେଲଟିକୁ ଶିଶୁର ପିତା ସତୀଶ ମୁଜାଗୋଣ୍ଡ ନିଜ ଜମିରେ ଖୋଳାଇଥିଲେ।