ଆଜି ପ୍ରକାଶ ପାଇଛି UPSC ୨୦୨୩ ପରୀକ୍ଷା ଫଳ । ଓଡ଼ିଶା ପୁଅ ଅନିମେଶ ପ୍ରଧାନ ସର୍ବ ଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଏହା ସହ ଆଦିତ୍ୟ ଶ୍ରୀବାସ୍ତବ ପୂରା ଦେଶରେ ଟପ୍ପର ହୋଇଛନ୍ତି ।
ନକ୍ସଲଙ୍କ ପାଲଟା ଆକ୍ରମଣରେ ୩ ଯବାନ ଆହତ ହୋଇଥିବା ସୂଚନା ରହିଛି ।
ନୂଆ ଚେହେରା ବଦଳରେ ପୁରୁଖାଙ୍କ ଉପରେ କରିଛି ଭରସା। ୨୦୧୪ରେ ଶ୍ରୀକାନ୍ତ ଜେନା ବାଲେଶ୍ୱରରୁ ହାରିବାପରେ ଦଳର ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୨୦୧୯ରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ନିକଟରେ ସେ ପୁଣି ଥରେ ହାତ ଧରିବା ପରେ ତାଙ୍କୁ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ଦଳ।
ମୋଦି ଓ ରାହୁଲଙ୍କ ପ୍ରଚାରକୁ ନେଇ ମଇଦାନ ବେଶ୍ଚ ସରଗରମ। ଆସନ୍ତା ୨୬ ତାରିଖ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ କେରଳର ସମସ୍ତ ୨୦ ଆସନ ପାଇଁ ହେବ ଭୋଟ୍।
କବିତା ସର୍ଜନା କ୍ଷେତ୍ରରେ ଉଭୟେ ସକ୍ରିୟ ଥିବା ବେଳେ ଶକ୍ତି ସାମାଜିକ ପ୍ରତିବଦ୍ଧତା ସାଙ୍ଗକୁ ସମ୍ପର୍କ ଓ ସମାଜର ସହାବସ୍ଥାନକୁ ନେଇ କବିତା ଲେଖୁଥିବା ବେଳେ ହେମନ୍ତ ବଞ୍ଚିତ ମଣିଷର ଆର୍ତ୍ତ ଓ ଅସହାୟତାକୁ ନେଇ କବିତା ଲେଖି ନୂଆ କାବ୍ୟ ପରମ୍ପରା ସୃଷ୍ଟି କରିଛନ୍ତି। ଉଭୟେ ଏକାଧିକ...
‘ନିର୍ବାଚନ ପରେ ପ୍ରଥମ ୧୦୦ ଦିନ ପାଇଁ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି । ବିଭିନ୍ନ ବିଭାଗର ଦକ୍ଷ ଅଫିସରଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି ।
୨ କାର୍ପଟଦାରଙ୍କୁ ଏହି ଘଟଣାରେ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା।
ଆଉ କେତେ ବା ସାନ ପୁଅମାନଙ୍କ ଗଞ୍ଜଣା ସହିଥାନ୍ତା ବିଚରା ମାଆଟି । ଆଉ ସେଇଥି ପାଇଁ ପୁଅର ସ୍କୁଲରେ ପହଞ୍ଚିଛି ମାଆ । ଆମେ କହୁଛୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମତୋ ଅଞ୍ଚଳର ଏକ ଘଟଣା । ବଡ଼ ପୁଅ ନାଁରେ ଏପରି ଅଭିଯୋଗ ଆଣି...
ଆଶ୍ରମ ପ୍ରତିଷ୍ଠାତା ଆତ୍ମାରାମ ମହାରାଜଙ୍କ ଉଦ୍ଦେଶ୍ୟ ରହିଛି ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଭାବ ଧାରାର ପ୍ରସାର । ଯାହା ସମସ୍ତଙ୍କୁ ଭକ୍ତି ମାର୍ଗରେ ବାନ୍ଧି ରଖିଛି ।
ଜବତ ହୋଇଥିବା ୪୬୫୦ କୋଟି ମଧ୍ୟରେ ୩୯୫.୯୫ କୋଟିର ନଗଦ ଟଙ୍କା, ୪୮୯.୩୧ କୋଟିର ମଦ, ୨୦୬୮.୫୮ କୋଟିର ଡ୍ରଗ୍ସ, ୫୬୨.୧୦ କୋଟିର ସୁନା ଓ ୧୧୪୨.୪୯ କୋଟିର ଅନ୍ୟାନ୍ୟ ସାମଗ୍ରୀ ଥିବା ସୂଚନା ମିଳିଛି।
କରୋନା ବେଳେ ନବୀନ ବାବୁ କଳାକାରମାନଙ୍କୁ ସହାୟତା କରିନଥିଲେ, ମୋଦି କଳାକାର ମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ।
ଗୁରୁବାର ସନ୍ଧ୍ୟା ସମୟରେ ମାନସିକ ଭିନ୍ନକ୍ଷମ ପିଲାଟି ଘର ନିକଟରେ ସାଙ୍ଗଙ୍କ ସହ ଖେଳୁଥିଲ। ମାତ୍ର ହଠାତ୍ ପିଲାଟି ଘରଠୁ ଦୂର କୋଲାବା ଅଞ୍ଚଳକୁ ଚାଲି ଯାଇଥିଲା। ସେଠାରୁ ଆଉ ସେ ଫେରିବା ବାଟ ପାଇ ପାରି ନ ଥିବା ବେଳେ ରାସ୍ତାରେ ଏକୁଟିଆ ଛିଡ଼ା ହୋଇଥିଲା।
ତାମିଲନାଡ଼ୁର ତିରୁଚିରାପଲ୍ଲିର ଏଟ୍ଟାରାଇ ଗାଁରେ ଫ୍ଲାଇଂ ସ୍କ୍ୱାର୍ଡ ଚଢ଼ାଉ କରି ଯାହା ଦେଖିଲେ ସେମାନଙ୍କ ଆଖି ଖୋସି ହୋଇଗଲା। ଏଟ୍ଟାରାଇ ଗାଁର ଏକ ଘରୁ ବ୍ୟାଗରେ ଭର୍ତ୍ତି ହୋଇଥିବା କୋଟିଏ ଟଙ୍କା ଜବତ ହୋଇଛି।
ଅଭିଯୁକ୍ତଜଣକ ଫେରାର ହୋଇ ଯାଇଥିବା ବେଳେ ତାଙ୍କ ସମ୍ପର୍କରେ ସୂଚନା ମିଳି ପାରିନି। ଏଥିସହ ଗୁଳି ମାଡ଼ ପଛର କାରଣ ବି ସ୍ପଷ୍ଟ ହୋଇ ପାରିନି। ତେବେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି।
ପାମେଲାଙ୍କ ଏହି ପୋଷ୍ଟକୁ ନେଟିଜେନ୍ସ ଖୁବ୍ ପସନ୍ଦ କରିବା ସହ ତାଙ୍କର କାର୍ଯ୍ୟ ପ୍ରତି ଥିବା ପ୍ରତିବଦ୍ଧତା ଏବଂ ପୁଅ ପ୍ରତି କର୍ତ୍ତବ୍ୟକୁ ପ୍ରଶଂସା କରିଛନ୍ତି।
ରୋହନ ଆହୁରି କହିଛନ୍ତି, ସେ ନିଜ ପିତାଙ୍କ ପରାମର୍ଶରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରିଥିଲେ, ତାଙ୍କ ପିତା ଚାହୁଁ ନଥିଲେ ଯେ ମୁଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରେ ।
ନିର୍ବାଚନ ବେଳେ ଅଧିକାଂଶ ସ୍ୱାଧିନ ପ୍ରାର୍ଥୀ ହିଁ ନିଆରା ଢ଼ଙ୍ଗରେ ପ୍ରଚାର କରିଥାନ୍ତି । ଏଥର ବି ଠିକ୍ ସେମିତି କିଛି ଦେଖିବାକୁ ମିଳିଛି ।
‘ଦିନ ସାରା କାମ କରିବା ପରେ ମୁଁ ଘରକୁ ଆସିଥିଲି। ମୁଁ ଘରେ ଥିବା ବେଳେ ପୋଲିସ୍ ପହଞ୍ଚିଥିଲା। ମୋ ନାଁରେ ୱାରେଣ୍ଟ ଥିବା ସେମାନେ କହିଥିଲେ। ପ୍ରାୟ ମଧ୍ୟରାତ୍ର ହେବ। ସେମାନେ ମୋତେ ଗିରଫ କରି ଜେଲକୁ ନେଇ ଯାଇଥିଲେ।’
ମୈଦାନରେ ଆରମ୍ଭ ହୋଇଗଲାଣି ବଳ କଷାକଷି। ସାହି ଗଳିରେ ଚାଲିଲାଣି ଘମାଘୋଟ ପ୍ରଚାର।
ସତେଯେମିତି ପଦ୍ମକେଶରୀପୁରରେ ଛ’ମାଣ ଆଠଗୁଣ୍ଠ କାହାଣୀର ହୋଇଛି ପୁନରାବୃତ୍ତି।