• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Bhawanipatna Politics
ଭବାନୀପାଟଣାରେ ପୁଣି ପଦ୍ମ ଫୁଟିବ ନା ବଦଳିବ ବାଜି ?

ମୈଦାନରେ ପୁଣି ବିଜେପିର ସିଟିଂ MLA ପ୍ରଦୀପ୍ତ ନାୟକ । ମହିଳା କାର୍ଡ ଖେଳି ଦୁଷ୍ମନ୍ତଙ୍କ ସ୍ତ୍ରୀ ଲଳିତାଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

Khurdha Politics
ଅଙ୍କ ଛିଣ୍ଡୁନି ନା ବିଦ୍ରୋହୀ ଡର ? ବେଗୁନିଆ-ଖୋର୍ଦ୍ଧାରେ ଛିଣ୍ଡୁନି ତିନି ଦଳଙ୍କ ଟିକେଟ୍ ଗଣିତ

ପ୍ରାର୍ଥୀ ରିପିଟ୍ କରିବେ ନା ସପ୍ରାଇଜ୍ କାର୍ଡ ଖେଳିବେ ତାକୁ ନେଇ ଦ୍ୱନ୍ଦ୍ୱ । ଚିଲିକାରେ ପୃଥୀରାଜଙ୍କ ବିପକ୍ଷରେ ବିଜେଡି ଯୋଦ୍ଧା କିଏ ଚିତ୍ର ଅସ୍ପଷ୍ଟ ।

Odisha Politics BJD
କାମ ଦେବ ତ ବିଜେଡିର ଆସନ ବଦଳ ରଣନୀତି ?

ବ୍ରହ୍ମଗିରିରୁ ଉମା, ସତ୍ୟବାଦୀରୁ ସଂଜୟଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଭଦ୍ରକରେ ସଂଜୀବ-ପ୍ରଫୁଲ୍ଲଙ୍କୁ ବି ବିଜେଡି କରିଛି ଅଦଳବଦଳ ।

Odisha Politics
ନୋମିନେସନ୍‌କୁ ଆଉ ୮ ଦିନ ରହିଲା, ଏଯାଏଁ ପ୍ରାର୍ଥୀ ଘୋଷଣା କରି ନାହାନ୍ତି ଦଳ

୨୮ ବିଧାନସଭାର ଅନେକ ସିଟରେ ପ୍ରାର୍ଥୀ ବାକି । ଏବେ ବି ବହୁସ୍ଥାନରେ ପ୍ରାର୍ଥୀ ଦେଇନାହାନ୍ତି ୩ ପ୍ରମୁଖ ଦଳ ।

Odisha Politics
କୁଚିଣ୍ଡା-ସମ୍ବଲପୁର-ରେଢ଼ାଖୋଲ-ଦେବଗଡ଼ରେ ପ୍ରାର୍ଥୀ ଘୋଷଣାରେ ଆଣ୍ଠେଇଛି ବିଜେଡି !

ସମ୍ବଲପୁରରେ ରାସେଶ୍ୱରୀ ଓ ରେଢାଖୋଲରେ ପ୍ରସନ୍ନ, ରୋହିତଙ୍କୁ ନେଇ ଚର୍ଚ୍ଚା । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ନବୀନଙ୍କ ଏଣ୍ଟ୍ରିକୁ ନେଇ ବି ଜୋରଦାର ଚର୍ଚ୍ଚା ।

Baijayant Panda
କେନ୍ଦ୍ରାପଡ଼ାରେ ଜମିଲା ପ୍ରଚାର, ଡବଲ୍ ଇଞ୍ଜିନ ସରକାର ଦରକାର କହିଲେ ବୈଜୟନ୍ତ

କର୍ମୀ ସମ୍ମିଳନୀ ପରେ ବୈଜୟନ୍ତଙ୍କ ପ୍ରତିକ୍ରିୟା । ‘କେନ୍ଦ୍ରାପଡ଼ାରେ ୫ ବର୍ଷ ଧରି ବିକାଶର ଧାରା ଅଟକି ଯାଇଛି’ ।

congress manifesto
‘ମାଗଣା ଯୋଜନା ପାଇବାକୁ ହେଲେ ମଧ୍ୟବିତ୍ତଙ୍କ ଟିକସ ବଢ଼ାଇବାକୁ ପଡ଼ିବ’

ଉକ୍ତ ବ୍ୟକ୍ତିଙ୍କ କଥାକୁ ସ୍ୱୀକାର କରିଛନ୍ତି ପିଟ୍ରୋଡା, ଆଉ ସେହି ଭିଡିଓରେ ହିଁ କହିଛନ୍ତି ଯେ, ମଧ୍ୟବିତ୍ତଙ୍କ ପାଇଁ ଟିକସ ବଢ଼ିବ ସତ । ହେଲେ ଏହା ବିଶେଷ ପ୍ରଭାବ ପକାଇବ ନାହିଁ ।

Drugs
ମଣିଷ ହାଡ଼ରୁ ତିଆରି ଡ୍ରଗ୍ସ କବଳରେ ପୂରା ଦେଶ, ଲାଗୁ ହେଲା ଜରୁରୀ ପରିସ୍ଥିତି

ଡ୍ରଗ୍ ସେବନ ହେତୁ ଲୋକଙ୍କ ଶରୀର ଫୁଲି ଯାଉଛି । ଲୋକଙ୍କ କହିବାନୁଯାୟୀ, ସେମାନେ ଏହି ନିଶା ସେବନରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ।

Ram Lala
ରାମ ନବମୀରୁ ଅଯୋଧ୍ୟା ରାମ ମନ୍ଦିରରେ ‘ସୂର୍ଯ୍ୟ ତିଲକ’

ଅପଟି-ମେକାନିକାଲ ସିଷ୍ଟମର ପ୍ରୟୋଗରେ କରାଯାଇ ଏହି ସୂର୍ଯ୍ୟ ତିଲକ ପାଇଁ ପ୍ରୟାସ କରାଯାଇଛି। ତେବେ ଓଡିଶା ପାଇଁ ଗୌରବର କଥା ହେଉଛି ଏହି ପ୍ରୋଜେକ୍ଟର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ଜଣେ ଓଡିଆ ବୈଜ୍ଞାନିକ ଡକଟର ସରୋଜ ପାଣିଗ୍ରାହୀ।

Slipper Garland
ସ୍ଲିପର ଚପଲକୁ ମାଳ କରି ବେକରେ ପକାଇଛନ୍ତି ସ୍ୱାଧିନ ପ୍ରାର୍ଥୀ

ଉତ୍ତରପ୍ରଦେଶର ଆଲିଗଡ଼ ଲୋକସଭା ଆସନରୁ ସ୍ୱାଧିନ ଭାବେ ପ୍ରାର୍ଥୀ ହୋଇଥିବା ପଣ୍ଡିତ କେଶବ ଦେବ ପ୍ରଚାରକୁ ଗଲା ବେଳେ ବେକରେ ଚପଲ ମାଳ ପିନ୍ଧି ଯାଉଛନ୍ତି । କାରଣ ତାଙ୍କର ଚିହ୍ନ ‘ସ୍ପିପର ଚପଲ’ ।

Deadlifting
ଆଶ୍ଚର୍ଯ୍ୟ ! ୯ ବର୍ଷ ବୟସରେ ୭୫ କେଜି ଡେଡ୍‌ଲିପ୍‌ଟିଂ...

ଏତେ କମ୍‌ ବୟସରେ ୭୫ କେଜି ଡେଡ୍‌ଲିପ୍ଟିଂ ପୂର୍ବରୁ କେହି କରି ନାହାନ୍ତି ।

Dilip Ray
‘ଦିଲୀପ ରାୟଙ୍କୁ କେନ୍ଦ୍ରୀୟ ନେତୃତ୍ୱ ବାଛିଛନ୍ତି, ଏଥର ସେ ଲଢ଼ିବେ’

ରାଉରକେଲାରୁ ଯଦି ନିର୍ବାଚନ ଲଢ଼ନ୍ତି ଦିଲୀପ ତାହେଲେ ଏଥର ସେଠି ହେବ କଡ଼ା ମୁକାବିଲା। ବିଜେଡି ରାଉରକେଲାରୁ ଦିଲୀପଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ସାରଦା ନାୟକଙ୍କୁ ଟିକେଟ୍ ଦେଇଛି।

Rajeev Kumar
ଗୁଇନ୍ଦା ରିପୋର୍ଟ ପରେ ରାଜୀବ କୁମାରଙ୍କ ବଢ଼ିଲା ସୁରକ୍ଷା, ଚାରିପଟେ ଜଗିବେ NSG କମାଣ୍ଡୋ

‘Z’ ସୁରକ୍ଷାରେ ପ୍ରାୟ ୨୨ ଜଣ ସଶସ୍ତ୍ର ସୁରକ୍ଷାକର୍ମୀ ମୁତୟନ ରୁହନ୍ତି। ଯେଉଁଥିରେ ୪ ଜଣ NSG କମାଣ୍ଡୋ ବି ଥାନ୍ତି ।

VK Pandian
କ୍ୟାଣ୍ଡିଡେଟ୍ ନୁହେଁ, ନବୀନଙ୍କୁ ଦେଖି ଭୋଟ୍ ଦେବାକୁ ପାଣ୍ଡିଆନଙ୍କ ଅପିଲ୍

BJD ଲୋକସଭା ପ୍ରାର୍ଥୀଙ୍କ ଏକାକୀ ଜିତିବାର ନାହିଁ କି ଦମ୍ ?

Odisha Politics
ଟିକେଟ୍ ପାଇଁ ରାଜଧାନୀରେ ସବୁ ଦଳର ଗଣ୍ଡା ଗଣ୍ଡା ଆଶାୟୀ

ଘଡ଼ିକେ ଘୋଡ଼ା ଛୁଟୁ ଥିବାରୁ ଡରରେ କେହି ଛାଡୁନାହାଁନ୍ତି ହେଡକ୍ୱାର୍ଟର ।

DS Kuttey
IIC-SPଙ୍କୁ ଫୋନ୍‌ କରି ବିଜେଡି କାମ କରାଉଛନ୍ତି IPS ଡି.ଏସ୍. କୁଟ୍ଟେ

‘ରାଜ୍ୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେଉଛି କହିଲା ବିଜେପି । କୁଟ୍ଟେଙ୍କ ସବୁ ମୋବାଇଲ ସିଜ୍ କରି କଲ୍ ଡିଟେଲ୍ ଯାଞ୍ଚ ହେଉ’

Superman
ଆଶ୍ଚର୍ଯ୍ୟ ! ୪୯ କୋଟି ଟଙ୍କାରେ ବିକ୍ରି ହେଲା ସୁପରମ୍ୟାନ୍‌ ଓରିଜିନାଲ କମିକ୍‌ ବୁକ୍‌...

କିଛି ବର୍ଷ ପୂର୍ବରୁ ଏହାର ଗୋଟିଏ ଗପ ବହି ମାତ୍ର କିଛି ଟଙ୍କାରେ ମିଳି ଯାଉଥିଲା । କିନ୍ତୁ ସମୟ ବଦଳିବା ସହିତ ଏହାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଲା । ହେଲେ ଆଜିର ନିଲାମୀ ବିଷୟରେ ଯିଏ ଶୁଣିବ ତା’ର ହୋସ୍‌ ଉଡ଼ିଯିବ । ଏକ କି...

Dilip Ray
ଦିଲ୍ଲୀ ହାଇକୋର୍ଟରୁ ଦିଲୀପଙ୍କୁ ଆଶ୍ୱସ୍ତି, ଏଥର ଲଢ଼ିପାରିବେ ନିର୍ବାଚନ

ଦିଲୀପଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ । କୋଇଲା ଦୁର୍ନୀତି ମାମଲାରେ ଦଣ୍ଡାଦେଶ ଉପରେ ରୋକ ।

Stock Market
ନୂଆ ଇତିହାସ ରଚିଲା BSE, 400 ଲକ୍ଷ କୋଟିରେ ପହଞ୍ଚିଲା m-cap

ଇତିହାସରେ ପ୍ରଥମ ଥର ପାଇଁ BSE ରେ ତାଲିକାଭୁକ୍ତ କମ୍ପାନୀଗୁଡିକର ମିଳିତ ମିଡ୍‌କ୍ୟାପ୍‌ ୪୦୦ ଲକ୍ଷ କୋଟି ଅତିକ୍ରମ କରିଛି ।

Roti On Pressure Cooker
କେଇ ମିନିଟ୍‌ରେ ରୁଟି ପ୍ରସ୍ତୁତ, ନା ଗରମ କରାଗଲା ନା ସେକିବାକୁ ପଡ଼ିଲା

ସବୁ ରୁଟିକୁ ନେଇ ସେହି ବେଲା ଉପରେ  ପ୍ରେସର କୁକରରେ ରଖିଲେ ଏବଂ ଢ଼ାଙ୍କୁଣି ଦେଇଦେଲେ । କିଛି ମିନିଟ୍‌ ପରେ ପ୍ରେସର ସିଟି ବାଜିବା ପରେ ଢ଼ାଙ୍କୁଣି ଖୋଲି ଦେଖିଲା ବେଳକୁ ରୁଟି ପୁରା ତୟାର । 

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।