ଶହେରେ ୨୦ ଟଙ୍କିଆ ସୁଧ। ରାଜଧାନୀ ଭୁବନେଶ୍ୱର ଅଞ୍ଚଳରେ ମହାଜନୀ କାରବାର। ଚକ୍ରବୃଦ୍ଧି ସୁଧରେ କିଏ ବର୍ବାଦ ହୋଇଯାଉଛି ତ ଆଉ କିଏ ହରାଉଛି ଘରଡ଼ିହ। ସୁଧ ଟଙ୍କା ନ ଦେଲେ ଘରେ ପଶି ହାଣୁଛନ୍ତି ସାହୁକାରର ଲୋକ। ସତେଯେମିତି ପଦ୍ମକେଶରୀପୁରରେ ଛ’ମାଣ ଆଠଗୁଣ୍ଠ କାହାଣୀର ହୋଇଛି ପୁନରାବୃତ୍ତି।
Published By: Satyendu Shekher Mishra
Last updated: 11 April 2024, 10:32 PM IST
E-KYC ସରିବା ପରେ ନୂଆ ପୋର୍ଟାଲ ଖୋଲିଦେବୁ। ଯେଉଁମାନେ ରାସନ କାର୍ଡ ଆବେଦନ କରିବା କଥା କରିବେ। ୬ ଲକ୍ଷ ଲୋକ ରାସନ କାର୍ଡ ଆବେଦନ କରିଛନ୍ତି, ସେମାନଙ୍କର ମଧ୍ୟ ସର୍ଭେ କରାଯିବ, ତାହା ପରେ ରାସନ କାର୍ଡ ଦିଆଯିବ।