ଶହେରେ ୨୦ ଟଙ୍କିଆ ସୁଧ। ରାଜଧାନୀ ଭୁବନେଶ୍ୱର ଅଞ୍ଚଳରେ ମହାଜନୀ କାରବାର। ଚକ୍ରବୃଦ୍ଧି ସୁଧରେ କିଏ ବର୍ବାଦ ହୋଇଯାଉଛି ତ ଆଉ କିଏ ହରାଉଛି ଘରଡ଼ିହ। ସୁଧ ଟଙ୍କା ନ ଦେଲେ ଘରେ ପଶି ହାଣୁଛନ୍ତି ସାହୁକାରର ଲୋକ। ସତେଯେମିତି ପଦ୍ମକେଶରୀପୁରରେ ଛ’ମାଣ ଆଠଗୁଣ୍ଠ କାହାଣୀର ହୋଇଛି ପୁନରାବୃତ୍ତି।
Published By: Satyendu Shekher Mishra
Last updated: 11 April 2024, 10:32 PM IST
ସୁନ୍ଦରଗଡ଼ ଜିଲ୍ଲାର ୧୧୨ଟି ଗାଁର ଲୋକଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରତି ସଶକ୍ତ କରିଥିଲେ ରଣଜିତ୍। ପରିବେଶ ସଂରକ୍ଷଣ ଓ ପୁନଃଦ୍ଧାର କ୍ଷେତ୍ରରେ ବି ସେ ପ୍ରୋତ୍ସାହିତ କରିଛନ୍ତି।