• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Firemishap
ରୋଷେଇ ଘରୁ ବ୍ୟାଙ୍କରେ ବ୍ୟାପିଥିଲା ନିଆଁ, ବାଥ୍‌ରୁମ୍‌ରେ ଫସିଥିଲେ କର୍ମଚାରୀ

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ। ୩ଟି ଦମକଳ ଗାଡି ନିଆଁ ଲିଭା କାମରେ ନିୟୋଜିତ ହୋଇଥିଲେ । ତୃତୀୟ ମହଲାରେ ଥିବା କ୍ୟାଣ୍ଟିନରୁ ନିଆଁ ଲାଗିଥିବା ଜଣାପଡ଼ିଛି।  ତେବେ କେମିତି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି। 

Indore Politics
ନାମାଙ୍କନ ଭରି ପ୍ରଚାର ଚଳାଇଥିଲେ, ହଠାତ୍‌ ବଦଳାଇ ଦେଲେ ଦଳ

ନାମାଙ୍କନ ପ୍ରତ୍ୟାହାର ପରଠୁ ଅକ୍ଷୟ କାନ୍ତିଙ୍କ ଫୋନ୍ ଅଫ୍‌ ଥିଲା । ଅକ୍ଷୟ କାନ୍ତି ବିଜେପିରେ ସାମିଲ ହେବା ପଛରେ ବରିଷ୍ଠ ନେତା କୈଲାଶ ବିଜୟବର୍ଗିଙ୍କ ହାତ ଥିବା କୁହାଯାଉଛି ।

Firemishap
ହୋଟେଲ୍‌ରେ ଲାଗିଲା ଭୟଙ୍କର ନିଆଁ...୬ ଜଳିଗଲେ,୨୦ ଗୁରୁତର

ଅଗ୍ନିକାଣ୍ଡର ମୁଖ୍ୟ କାରଣ ଏବେ ସୁଦ୍ଧା ଜଣାପଡ଼ି ନାହିଁ । କିନ୍ତୁ ସିଲିଣ୍ଡର ବ୍ଲାଷ୍ଟ କିମ୍ବା ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

Free Dosa
ହାତରେ ଭୋଟ୍ କାଳି ଲାଗିଥିଲେ ମାଗଣା ମିଳିବ ବିୟର-ଦୋସା-କଫି

ପିଜା ବର୍ଗର ଦୋକାନୀ ଡିସ୍‌କାଉଣ୍ଟ ଦେବେ କହିଛନ୍ତି । କେହି କେହି ବିୟର କମ୍ପ୍ଲିମେଣ୍ଟାରୀ ଦେବେ ବୋଲି ବି କହିଛନ୍ତି । ଆଉ କିଛି ଦୋକାନୀ କଫି ସମ୍ପୂର୍ଣ୍ଣ ମାଗଣା କରିଛନ୍ତି ।

Heart Transplant
ପାକିସ୍ତାନୀ ଯୁବତୀଙ୍କ ଶରୀରରେ ଧକ୍‌ ଧକ୍‌ କରୁଛି ଭାରତୀୟ ହୃଦୟ

ପାକିସ୍ତାନୀ ଯୁବତୀଙ୍କୁ ମିଳିଲା ଭାରତୀୟଙ୍କ ହୃଦୟ। ପାଇଲେ ନୂଆ ଜୀବନ। ପାକିସ୍ତାନର କରାଚୀରେ ରହୁଥିବା ଜଣେ ଯୁବତୀଙ୍କ ହୃଦୟରେ ସମସ୍ୟା ଥିବା ସହ ଜୀବନ ବଞ୍ଚାଇବା ପାଇଁ ହୃଦୟ ପ୍ରତିରୋପଣ ହିଁ ଏକମାତ୍ର ବାଟ ବୋଲି କହିଥିଲେ ଡାକ୍ତର।

Election, Husband Wife Face to face
ରାଜନୀତି ଏମିତି ବି ହୋଇପାରେ ! ଭୋଟ ପାଇଁ ମୈଦାନରେ ସ୍ୱାମୀ-ସ୍ତ୍ରୀ ମୁହାଁମୁହିଁ

ଗଣତନ୍ତ୍ରରେ ସମସ୍ତେ ନିର୍ବାଚନ ଲଢ଼ିବା ଅଧକାର ରହିଛି, ତେଣୁ ସେ ବି ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ମୃଦୁଳା।

Bonemarrow Transplant
ସଫଳ ହେଲା ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ, ୪୫ ଦିନ ପରେ ବି ସୁସ୍ଥ ଅଛନ୍ତି ରୋଗୀ

ପୂର୍ବରୁ କଟକ ଏସସିବି ମେଡିକାଲରେ ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ କରାଯାଇଥିଲା । ହେଲେ ସେତେବେଳେ ରୋଗୀଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଏଥର ରୋଗୀ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।

JEE Result
JEE ରେଜଲ୍ଟ ! ୫୬ ପରୀକ୍ଷାର୍ଥୀ ରଖିଛନ୍ତି ଶତପ୍ରତିଶତ ମାର୍କ

ଚଳିତ ବର୍ଷ, JEE ମେନ୍ ଜାନୁଆରୀ ଏବଂ ଏପ୍ରିଲରେ ଦୁଇଟି ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା। ଉଭୟ ସେସନରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ସେମାନଙ୍କର ରେଜଲ୍ଟ ଏବଂ ମେରିଟ ଲିଷ୍ଟ ତାଲିକା ପାଇପାରିବେ। 

JDU Leader Killed
ସକାଳୁ ସକାଳୁ ବିଚ୍ ରାସ୍ତାରେ ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା, ପାଟନାରେ ଉତ୍ତେଜନା

ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରାଜନୈତିକ ଆକ୍ରୋଶ ରଖି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବର ଲେଖା ହେବା ସୁଦ୍ଧା ଅଭିଯୁକ୍ତମାନେ ଧରାପଡି ନାହାନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

Sofia Firdous
ବାରବାଟୀ-କଟକରୁ ଲଢ଼ିବେ କି ମୋକିମଙ୍କ ଝିଅ ସୋଫିଆ ?

ଦଳୀୟ କର୍ମକର୍ତ୍ତା ବୈଠକରେ ଯୋଗଦେଲେ ସୋଫିଆ ଫିର୍ଦ୍ଦୋସ । ସୋଫିଆଙ୍କ ପ୍ରାର୍ଥୀତ୍ବ ପ୍ରସ୍ତାବକୁ ସର୍ବସମ୍ମତି: ମହମ୍ମଦ ମୋକିମ ।

Politics
ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ, ୧୨୦୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା

୧୩ ରାଜ୍ୟର ୧୨ ଶହ ୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । ରାହୁଲ ଗାନ୍ଧୀ, ଅରୁଣ ଗୋବିଲ୍, ଶଶି ଥରୁର, ହେମାମାଳିନୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ ।

Amit Shah
ଅପରାହ୍ନ ୩.୪୫ରେ ଝାରସୁଗୁଡ଼ାରେ ପହଞ୍ଚିବେ ଶାହ, ରାତିରେ ଭୁବନେଶ୍ୱର ଆସିବେ

ଓଡ଼ିଶାରେ ଶାସନ ପରିବର୍ତ୍ତନର ମୂଳଦୁଆ ପକାଇବେ। ଲଢେଇ ପାଇଁ ବିଗୁଲ ବଜାଇବେ ଶାହ।

Digapahandi Congress
ଅଜବ ରାଜନୀତି ! ନାମାଙ୍କନ ଭରିସାରିଥିଲେ କଂଗ୍ରେସ ପ୍ରାର୍ଥୀ, ସନ୍ଧ୍ୟାରେ କଟିଲା ଟିକେଟ...

କାହିଁକି ପ୍ରାର୍ଥୀ ବଦଳାଇଥିଲା କଂଗ୍ରେସ, ସେନେଇ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Politics on ‘lungi’
ରାଜ୍ୟ ରାଜନୀତିରେ ଏବେ ‘ଲୁଙ୍ଗି’ ତଡ଼କା

ଯାହାକୁ ନେଇ ଗତକାଲି ଝାରସୁଗୁଡ଼ା ଜିଲ୍ଲା ଲଇକେରାଠାରେ ଆୟୋଜିତ ବିଜେପିର ମିଶ୍ରଣ ପର୍ବରେ ନିଶାନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Heat Wave
କଳାହାଣ୍ଡି ହେଉ କି ବାରିପଦା। ସବୁଠି ଖରାର ତାଉ

୭ ଜିଲ୍ଲାରେ ପାରଦ ୪୫ ଡିଗ୍ରୀ ଟପିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି, ଗତ ୯ ଦିନ ହେଲା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।

Odisha Politics, BJP
ବିଜେଡିକୁ ଦଣ୍ଡାଦେଶ ଦେବେ ଜନତା। ଓଡ଼ିଶା ରାଜନୀତିରେ ବିଜେଡି ବିରୋଧରେ ବିଜେପିର ଚାର୍ଜଫ୍ରେମ

ଦୁର୍ନୀତି, ଅନ୍ୟାୟ, ପିସି କାରବାରକୁ ନେଇ ୬୦ ପୃଷ୍ଠାର ଚାର୍ଜସିଟ୍ ପ୍ରସ୍ତୁତ କରିଛି ଦଳ।

Sofia Firdous
ସୋଫିଆ ଫିର୍ଦ୍ଦୋସ... ବାରାବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ

ସୋଫିଆଙ୍କ କଂଗ୍ରେସ ପ୍ରାର୍ଥୀତ୍ୱକୁ ନେଇ ଆରମ୍ଭ ହେଲାଣି କସରତ ।

Odisha Politics
୨୪ ମହାଲଢ଼େଇ ପାଇଁ ପ୍ରଚାର ମୈଦାନରେ ନବୀନ

ଶେରଗଡ଼ରେ ନବୀନଙ୍କ 5T ରୂପାନ୍ତରଣ ଗ୍ୟାରେଣ୍ଟି ନାଁରେ ଜନସଭା କରି ନିଜ ପାଇଁ ଓ ଦଳ ପାଇଁ ଭୋଟ୍  ମାଗିଛନ୍ତି।

Baijayant Panda
ମାହାଙ୍ଗାରେ ବୈଜୟନ୍ତଙ୍କ ପାୱାର ସୋ’, ଧର୍ମଶାଳାରେ ସ୍ମୃତିରେଖାଙ୍କ ବିଶାଳ ରାଲି

ଧର୍ମଶାଳା ବିଜେପି ନେତ୍ରୀ ତଥା ବିଧାୟକ ପ୍ରାର୍ଥୀ ସ୍ମୃତିରେଖା ପହିଙ୍କ ସହ ଯାଜପୁର ଲୋକସଭା ପ୍ରାର୍ଥୀ ଡ଼.ରବୀନ୍ଦ୍ର ନାରାୟଣ ବେହେରା, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିଲେ।

Vote
‘ଆମେ ଭୋଟ ଦେବା, ଅନ୍ୟମାନଙ୍କୁ ଦେବା ପାଇଁ ବି ପ୍ରବର୍ତ୍ତାଇବା’

ବୁଥ ଗହଳି ତଥା ବୁଥ ସମ୍ବନ୍ଧୀୟ ଅନ୍ୟ ତଥ୍ୟ ଜାଣିବା ପାଇଁ ଆପ୍ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି। ଭୁବନେଶ୍ୱରର ସମସ୍ତ ବୁଥରେ ସକ୍ଷୀ ବୁଥ ବାହ ମହିଳା ବୁଥ କରାଯାଇଛି।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।