• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Crime
ଖୋଲୁଛି କଟକର ଭଣ୍ଡ ମୌଲାନାର କଳା କାରନାମା : ସୁନା ଇଟା ନାଁରେ ୫ ଲକ୍ଷ ଠକେଇ

ନିଜକୁ ମୌଲାନା କହି ଲୋକଙ୍କ ଘରେ କଳା କନା ବୁଲାଉଥିବା କଟକର ଠକ ୪୨୦ କୈଫ ଖାନ୍ ବିରୋଧରେ ଲମ୍ବୁଛି ଅଭିଯୋଗର ଫର୍ଦ୍ଦ । ଗୁପ୍ତଧନ ଦେବାକୁ କହି ମହିଳାଙ୍କୁ ୬୨ ଲକ୍ଷ ଚୂନା ଆରୋପ ପରେ ସାମ୍ନାକୁ ଆସିଲା ଆଉ ୨ ସଙ୍ଗୀନ ମାମଲା। ଏପଟେ କୈଫ୍...

Narendra Modi
ସେଞ୍ଚୁରି ମାରିବ 'ମନ୍ କୀ ବାତ୍' ! ସେଦିନର ଅଭିନବ ପ୍ରୟାସ କାଲି ଐତିହାସିକ ପାଲଟିବ

ସେଞ୍ଚୁରି ମାରିବ 'ମନ୍ କୀ ବାତ୍'। ଦେଶବାସୀଙ୍କ ସହିତ ସିଧାସଳଖ ଯୋଡ଼ି ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ବର୍ଷ ତଳେ ଆରମ୍ଭ କରିଥିବା ଏହି କାର୍ଯ୍ୟକ୍ରମ ଆସନ୍ତା କାଲି ୧୦୦ ତମ ଅଧ୍ୟାୟ ପୂରା କରିବ। ସେତେବେଳେ ଅଭିନବ ଥିବା ଏହି ପ୍ରୟାସ କାଲି ଐତିହାସିକ ପାଲଟିବ।...

Naba Das
ସଂଜୟ ଦାସବର୍ମାଙ୍କୁ ନବୀନ ନିବାସ ଡାକି ଟିକଟ୍ ଅଫର ଚର୍ଚ୍ଚା

ଦଳରେ ବିଦ୍ରୋହର ଆଶଙ୍କା କରୁଛି କି ବିଜେଡି ? ସାଧାରଣ ନିର୍ବାଚନ ପୂର୍ବରୁ ଅକଳ ସ୍ଥିତିର ବାସ୍ନା ବାରୁଛି କି ଦଳ ? କାରଣ ଏବେଠୁ ଆରମ୍ଭ ହେଲାଣି ଅଲୋଡ଼ା ନେତାଙ୍କ ମାନଭଞ୍ଜନ। ଆଉ ଏହି ପର୍ବରେ ଚର୍ଚ୍ଚାରେ ସଂଜୟ ଦାସବର୍ମା। ଦଳ ଭିତରେ ଦୀର୍ଘ ଦିନ ଧରି...

Naba Das murder case
ନବ ଦାସ ମର୍ଡର ମିଷ୍ଟ୍ରିକୁ ପୂରିଲା ୩ ମାସ, ହେଲେ ସାମ୍ନାକୁ ଆସିପାରିଲାନି ହତ୍ୟା ପଛର ମୋଟିଭ୍

ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ପୂରିଲା ୩ ମାସ। କାରଣ ଜାଣିବାକୁ କ୍ରାଇମବ୍ରାଞ୍ଚ ତଦନ୍ତଠୁ ଆମେରିକୀୟ ତଦନ୍ତକାରୀ ସଂସ୍ଥା FBI ଯାଏଁ କଥା ଉଠିଲା। ହେଲେ କାଣିଚାଏ ବି ଜଣାପଡ଼ିଲାନି, ଏହି ଜଘନ୍ୟ ଅପରାଧ ପଛର ସତ କ’ଣ। କାହିଁକି ମାରିଲା ଅଭିଯୁକ୍ତ ଗୋପାଳ ଦାସ, ତା’...

sambalpur
ସମ୍ବଲପୁର ହିଂସା: ଗୁଇନ୍ଦା ରିପୋର୍ଟକୁ ଅଣଦେଖା; OTV ହାତରେ ଚାଞ୍ଚଲ୍ୟକର ଡକ୍ୟୁମେଣ୍ଟ

ଏପ୍ରିଲ ୧୨ ତାରିଖ ସମ୍ବଲପୁର ହନୁମାନ ଜୟନ୍ତୀ ହିଂସା ଘଟଣାରେ ଓଟିଭି ହାତରେ ଲାଗିଛି ଚାଞ୍ଚଲ୍ୟକର ଡକ୍ୟୁମେଣ୍ଟ। ହିଂସା ନେଇ ଜିଲ୍ଲା ଏସପିଙ୍କୁ ଆଗୁଆ ସତର୍କ କରିଥିଲା ଗୁଇନ୍ଦା ବିଭାଗ। ସମ୍ବଲପୁର ଏସପିଙ୍କୁ ଚିଠି ଲେଖି ସୂଚନା ଦେଇଥିଲେ ଗୁଇନ୍ଦା ଏସପି।

Weather Update
ଆସିବ କି ଖରାଦିନିଆ ବାତ୍ୟା ? ମେ' ପ୍ରଥମ ସପ୍ତାହରୁ ଆସୁଛି ଲଘୁଚାପ

ଆଇଏମଡି ଡିଜିଙ୍କ ସୂଚନା ଅନୁଯାୟୀ ପ୍ରାକ୍ ମୌସୁମୀ ସମୟର ମେ ଓ ମୌସୁମୀ ପରବର୍ତ୍ତୀ ନଭେମ୍ବର ମାସ ହେଉଛି ବାତ୍ୟାର ସବୁଠୁ ପ୍ରକୃଷ୍ଟ ସମୟ। ଏପରିକି ମେ ରେ ଫନି, ୟଶ, ଅମ୍ପନ ଭଳି ବାତ୍ୟା ରାଜ୍ୟକୁ ଲଗାତର ଭାବେ ପ୍ରଭାବିତ କରିଛି।

Super Cyclone-hit victim
ଯୋଜନାକୁ ଉପହାସ : ୪ ଫୁଟିଆ ଚାଳଘର, ସେଇଠି ଛେଳି...ପୁଣି ସେଇଠି ଶୋଉଛି ମଣିଷ

ଯୋଜନା ବାଟବଣା । ମହାବାତ୍ୟାରେ ଘର ଭାଙ୍ଗିଥିଲା, ଆଜିଯାଏଁ ମିଳିଲାନି । ପ୍ରଶାସନକୁ ଗୁହାରି କରିବାରୁ ବାବୁ କହୁଛନ୍ତି ନୂଆ ତାଲିକା ଆସିଲେ ଦେଖିବା...

Thousands of trees felled
ରାସ୍ତା ନାଁରେ ଗଛ କାଟିଦେଲେ : କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ କୁନ୍ଥୁକୁନ୍ଥୁ

ରାସ୍ତା ପ୍ରଶସ୍ତିକରଣ ନାଁରେ ଭୟଙ୍କର ଦୁର୍ନୀତି । ୪୫୦ ବଦଳରେ କାଟିଦେଲେ ହଜାର ହଜାର ଗଛ । ବନ ବିଭାଗ କହୁଛି ପୂର୍ତ୍ତ ବିଭାଗର ଦୋଷ, ପୂର୍ତ୍ତ ବିଭାଗ କହୁଛି ସେ ବିଭାଗର ଦୋଷ

Admin gives green signal
ମୁଖ୍ୟମନ୍ତ୍ରୀଙ୍କ ପାଇଁ...କାମ ସରିନି, ଉଦଘାଟନ ହେଲା ସ୍କୁଲ

ଇଏ କେମିତିକା ନିୟମ? କାମ ସରିନି, ଚେୟାର ଟେବୁଲ ପଡିନି । ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ବୋଲି ଅଧପନ୍ତରିଆ ସ୍କୁଲର ଉଦଘାଟନ ପାଇଁ ଗ୍ରୀନ ସିଗ୍ନାଲ ଦେଇଦେଲା ପ୍ରଶାସନ

Devastated Family In Anandapur Suffer To Make Ends Need
ଚାଲିଗଲେ ବାପ-ପୁଅ...ତେନ୍ତୁଳି, ଆମ୍ବ ଖାଇ ବଞ୍ଚୁଛି ପରିବାର

ଏକା ସାଙ୍ଗରେ ଚାଲିଗଲେ ବାପା-ପୁଅ । ଭାତ ସାଙ୍ଗରେ ତିଅଣ ଏମାନଙ୍କ ଲାଗି ସାତ ସପନ । କଇଁଆ, ଆମ୍ବ ଖାଇ ବଞ୍ଚୁଛି ପୂରା ପରିବାର । ପୁଣି ମୁଣ୍ଡ ଉପରେ ବିଧବା ବୋହୂ ସହ ନାତିନାତୁଣୀଙ୍କ ବୋଝ

OTV Impact: Dead Man Comes Out Alive
ଓଟିଭିରେ ଖବର ବାଜିଲା, ମଲା ଲୋକ ବଞ୍ଚିଗଲା !

ଓଟିଭିରେ ଖବର ବାଜିଲା, ମଲା ଲୋକ ବଞ୍ଚିଲା । ୫ ମାସର ଭତ୍ତା ବି ପାଇଲା...ଜାଣନ୍ତୁ କଣ ଥିଲା ପୂରା ଘଟଣା

Water scarcity
ଯୋଜନାକୁ ଲାଜ ନାହିଁ ! ବ୍ଲକ୍‌ ଅଫିସ୍‌ ଗାଁରେ ମିଳୁନି ପାଣି

ଯୋଜନା ନାଁକୁ ମାତ୍ର । ବ୍ଲକ୍‌ ଅଫିସ୍‌ କାର୍ଯ୍ୟାଳୟ ଗାଁରେ ମିଳୁନି ପିଇବା ପାଣି । ବାରମ୍ବାର ଗୁହାରି ପରେ ବି ଶୁଣୁନି ପ୍ରଶାସନ

Pond rejuvenation
ଇଏ କେମିତିକା ଉନ୍ନତୀକରଣ? ୨୦ ବର୍ଷ ହେଲା ହେଉଛି?

ଭୟଙ୍କର ଦୁର୍ନୀତି ! ୨୦ ବର୍ଷ ହେଲାଣି ପୋଖରୀର ଉନ୍ନତୀକରଣ ଚାଲିଛି ଯେ ସରିବାର ନା ନେଉନି । ଯେଉଁଠି ଦିନେ ଲୋକେ ଗାଧୋଉ ଥିଲେ ଆଜି ସେଇ ପାଣିରେ ଗୋଡ ଧୋଇବାକୁ ଇଚ୍ଛା କରୁନାହାନ୍ତି ଲୋକେ

Mo Bus Plying On Bypass Route Instead Of Pipili Bazaar
ନିୟମକୁ ଫୁ’ : ବାଇପାସ୍‌ରେ ପଳାଉଛି ମୋ ବସ୍‌

ନିୟମ କାନୁନ କିଛି ମାନୁନି ମୋ ବସ୍‌ । ପିପିଲି ବଜାର ଦେଇ ଯିବା ପରିବର୍ତ୍ତେ ବାଇପାସ୍‌ରେ ପଳାଉଛି ବସ୍‌ । ହନ୍ତସନ୍ତ ହେଉଛନ୍ତି ଯାତ୍ରୀ

ବର୍ଷା ପାଇଁ ବନ୍ଦ ରହିଛି ରଥକାମ
ପୁରୀରେ ପ୍ରବଳ ବର୍ଷା : ରଥଖଳାରେ କାମ ଵନ୍ଦ

ପୁରୀରେ ପ୍ରବଳ ବର୍ଷା : ରଥଖଳାରେ କାମ ଵନ୍ଦ ହେଲା । ଆଜି ସୁତାବାଡିଆ ଯାଇଥାଆନ୍ତା..ବର୍ଷା ଥମିବା ପରେ ସୂତାବାଡିଆ କାମ ସରିବ

Jharsuguda bypoll
ଝାରସୁଗୁଡ଼ା ଉପନିର୍ବାଚନ: କାହା ପାଖକୁ ଯିବ ଆଦିବାସୀ ଓ ଅଘରିଆ ଭୋଟ୍ ?

କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ମହେନ୍ଦ୍ର ନାୟକଙ୍କୁ ଧରି ବିଜେଡି ଆଦିବାସୀ ଭୋଟ୍ ନେବାକୁ ରଣନୀତି କରିଛି। ଅନ୍ୟପକ୍ଷରେ ସ୍ବାଧୀନତା ସଂଗ୍ରାମୀ କରୁଣାକର ସିଂ ନାୟକଙ୍କ ଦାୟାଦ ଅମରେନ୍ଦ୍ର ପ୍ରତାପ ସିଂଙ୍କୁ ବିଜେପି ସାମିଲ କରି ଆଦିବାସୀ ଭୋଟ ନେବାକୁ ଉଦ୍ୟମ କରିଛି।

Sudan
ଆତଙ୍କ ଦୁନିଆରୁ ଫେରିଆସିଲେ ୬ ଓଡ଼ିଆ, ବଖାଣିଲେ ଅଙ୍ଗେଲିଭା କଥା

ସୁଦାନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଘରକୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେସନ କାବେରୀ ଜାରି ରହିଛି। ଯାତ୍ରୀଙ୍କୁ ପ୍ରଥମେ ନୌସେନାର INS ସୁମେଧାରେ ପୋର୍ଟ ସୁଦାନରୁ ସାଉଦି ଆରବର ଜେଦାହକୁ ଅଣାଯାଉଛି।

Son conducts symbolic funeral of mother in Bhadrak missing for 26 years
ଶବ ବଦଳରେ କୋକେଇରେ ଗଲା ପିତୁଳା

ଶବ ବଦଳରେ କୋକେଇରେ ଗଲା ପିତୁଳା...ରୀତିନୀତିରେ ସତ୍କାର ସାଙ୍ଗକୁ ଚାଲିଛି କ୍ରିୟାକର୍ମ...ଭଦ୍ରକ ଧାମନଗରରେ ପୁଅ ଦେଖିଥିବା ସ୍ବପ୍ନ ପାଇଁ ୨୪ ବର୍ଷ ଧରି ନିଖୋଜ ଥିବା ମାର ପିତୁଳାର ହେଲା ଶେଷକୃତ୍ୟ

Vande Bharat Express
ସଫଳତାର ସହ ସରିଲା ବନ୍ଦେ ଭାରତ ଏକ୍ସପ୍ରେସର ପ୍ରଥମ ଟ୍ରାଏଲ ରନ୍

ରାଜ୍ୟରେ ନିୟମିତ ଚଳାଚଳ ପୂର୍ବରୁ ସଫଳତାର ସହ ସରିଲା ବନ୍ଦେ ଭାରତ ଏକ୍ସପ୍ରେସର ପ୍ରଥମ ଟ୍ରାଏଲ ରନ୍...୬ଟି ଷ୍ଟପେଜ୍ ସହ ମାତ୍ର ୬ଘଣ୍ଟା ୨୫ ମିନିଟରେ ହାୱଡ଼ାରୁ ପହଞ୍ଚିଲା ପୁରୀ...ସେମି ହାଇସ୍ପିଡ ଟ୍ରେନରେ ଯାତ୍ରୀଙ୍କ ପାଇଁ କଣ ରହିଛି ବ୍ୟବସ୍ଥା ଦେଖିବା ରିପୋର୍ଟ

BJP
ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ସମ୍ବଲପୁରରେ କାହିଁକି ହେଲା ହିଂସା, କିଏ ଦାୟୀ?

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ସମ୍ବଲପୁରରେ କାହିଁକି ହେଲା ହିଂସା, କିଏ ଦାୟୀ... ସରଜମିନ ତଦନ୍ତ ପାଇଁ ୪ ଜଣିଆ କମିଟି ଗଢ଼ିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ...ଏପଟେ ହିନ୍ଦୁ ସମାଜ ପ୍ରତି ଅତ୍ୟାଚାର ବଢୁଥିବା କହି ବର୍ଷିଲେ ଧର୍ମେନ୍ଦ୍ର...ଜବାବ ରଖିଲା ବିଜେଡି

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି