• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

social media
ସୋସିଆଲ ମିଡ଼ିଆ ସର୍ଭର ଡାଉନ୍‌, କାମ କରୁନାହିଁ ଫେସ୍‌ବୁକ୍, ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ୍

ଡାଉନ୍‌ ହୋଇଗଲା ସୋସିଆଲ ମିଡ଼ିଆ। ସୋସିଆଲ ମିଡ଼ିଆର କୌଣସି ଆପ୍‌ ଚାଲୁନାହିଁ। କିଛି ସମୟ ପୂର୍ବରୁ ଆପ୍‌ ଖୋଲୁନଥିବା ଦେଖାଯାଉଛି। ତେବେ କାହିଁକି ଏମିତି ହୋଇଛି ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସୂଚନା ହସ୍ତଗତ ହୋଇନାହିଁ।

pipili by election postmortem
ପିପିଲି ପୋଷ୍ଟମର୍ଟମ: କାହାର ବଢିଲା, କାହାର କମିଲା?

ଭୋଟ୍ ସରିଲା, ଆରମ୍ଭ ହେଲା ଫାଇଦା-ଘାଟାର ପୋଷ୍ଟମର୍ଟମ। ଭୋଟ୍ ପ୍ରତିଶତ ହିସାବକୁ ଦେଖିଲେ, ବିଜେଡି ଫାଇଦାରେ ଥିବା ବେଳେ ବିଜେପି ନିଜ ଭୋଟ୍ ବ୍ୟାଙ୍କ ବଜାୟ ରଖିବା ସହ ସାମାନ୍ୟ ଉନ୍ନତି କରିଛି। କିନ୍ତୁ ଢେର୍ ଘାଟା ଖାଇଛି କଂଗ୍ରେସ୍।

arindam das
ଅରିନ୍ଦମଙ୍କ ନାଁରେ OTV ର ସ୍କଲାରସିପ୍‌ ଘୋଷଣା

ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ନାଁରେ OTV ପକ୍ଷରୁ ସ୍କଲାରସିପ୍ ଘୋଷାଣା ହୋଇଛି। ଏକାଦଶାହ ଅବସରରେ ଅରିନ୍ଦମଙ୍କ ନାଁରେ ସ୍କଲାରସିପ୍ ଘୋଷଣା ହେଲା। ପ୍ରତିବର୍ଷ ଜଣେ ସାମ୍ବାଦିକତା ଛାତ୍ର ବା ଛାତ୍ରୀଙ୍କୁ ଦିଆଯିବ ଏହି ସ୍କଲାରସିପ୍। ସାମ୍ବାଦିକତା ପାଠ ପଢ଼ିବା ପାଇଁ ଦିଆଯିବ ସ୍କଲାରସିପ୍, ସ୍ମୃତି-ସଭାରେ ଓଟିଭି...

DTP Operator
ମାସକୁ ପାଉଥିଲେ ୮ ହଜାର ଦରମା, ରାତାରାତି କୋଟିପତି ପରେ ଦାନ କଲେ ଲକ୍ଷ ଲକ୍ଷ

ଦିନେ ସେ ଥିଲେ ଡାଟା ଏଣ୍ଟ୍ରି ଅପରେଟର। କମ୍ପୁଟରରେ ଡିଟିପି କରି କରି ମାସକୁ ପାଉଥିଲେ ୮ ହଜାର ଟଙ୍କା ଦରମା। ହଠାତ ଖୋଲି ଗଲା ତାଙ୍କର ଭାଗ୍ୟ। ରାତାରାତି ହୋଇଗଲେ କୋଟିପତି।

Marriage
ଜେସିବି ଉପରେ ବସି ବିବାହ କଲେ ଏହି ଦମ୍ପତି, ଦେଖନ୍ତୁ ଏହି ଭିଡ଼ିଓ

ଜୀବନରେ ବିବାହ ଏକ ସୁନ୍ଦର ମୁହୂର୍ତ୍ତ। ଏହି ଦିନକୁ ସ୍ମରଣୀୟ କରିବାକୁ ଚାହିଁଥାନ୍ତି ଦମ୍ପତି। ଏମିତିକି ବର-କନ୍ୟାଙ୍କ ପରିବାର ଲୋକକେ ଅନେକ ସାଜସଜ୍ଜା କରି ସେଲିବ୍ରେଟ କରିଥାନ୍ତି। ବେଳେ ବେଳେ ବିବାହ ଉତ୍ସବରେ ଦେଖିବାକୁ ମିଳେ କିଛି ଅଲଗା

Munmun Dhamecha
ଆର୍ୟନଙ୍କ ସହ ମୁନ୍‌ମୁନ୍‌ଙ୍କ ସହ ସମ୍ପର୍କ କ’ଣ? ଜାଣନ୍ତୁ ପୂରା ଘଟଣା...

ନିଶା କାରବାର ଅଭିଯୋଗରେ ରବିବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଛି। ଆର୍ୟନଙ୍କ ସହ ଏଜେନ୍ସି ଆଉ ୭ ଜଣଙ୍କୁ ମଧ୍ୟ ଗିରଫ କରିଛି। ଏହାପୂର୍ବରୁ ଏନସିବି ଆର୍ୟନଙ୍କ ସହ କେବଳ ଅରବାଜ ମର୍ଚାଣ୍ଟ ଏବଂ ମୁମୁନ...

Gangster Hyder's son
ହାଇଦର ପୁଅକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ଗାଙ୍ଗଷ୍ଟାର ତଥା ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର ପୁଅ ସେକ୍‌ କାଦିର ଓରଫ ମୁନ୍ନାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଦୌରା ଜଜ୍‌ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

Nobel Prize Awarded
ମେଡିସିନ୍ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ଘୋଷଣା, ଡେଭିଡ ଜୁଲିଅସ୍ ଓ ଆର୍ଡେମ ପାଟାପୋସିଆନଙ୍କୁ ମିଳିତ ନୋବେଲ

ମେଡିସିନ୍‌ କ୍ଷେତ୍ରରେ ଘୋଷଣା ହେଲା ନୋବେଲ ପୁରସ୍କାର। ଚଳିତଥର ଡେଭିଡ ଜୁଲିଅସ୍ ଓ ଆର୍ଡେମ ପାଟାପୋସିଆନଙ୍କୁ ମିଳିତ ଭାବେ ଏହି ସମ୍ମାନଜନକ ପରସ୍କାର ମିଳିବ। ଏହି ଦୁଇ ଜଣ ନୋବେଲ ବିଜେତା ବଡି ଟେମ୍ପରେଚର ଓ ସ୍ପର୍ଶ ପାଇଁ ରେସ୍‌ପେଟର୍ସର ଆବିଷ୍କାର କରିଥିବାରୁ ସେମାନଙ୍କୁ ଏହି ଭବ୍ୟ ପୁରସ୍କାର...

Orissa High Court
ହାଇକୋର୍ଟ ଗଲା ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

ହାଇକୋର୍ଟ ଗଲା ସୌମ୍ୟ ମୃତ୍ୟୁ ମାମଲା। ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ହାଇକୋର୍ଟ ଯାଇଛି। ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୌମ୍ୟରଞ୍ଜନଙ୍କ ପରିବାର। ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା ଦାଏର କରାଯାଇଛି

Puri Srimandir
ଶେଷ ହେଲା ୭ ଦ୍ୱାରର ରୂପା ଛାଉଣି କାମ

ଶ୍ରୀମନ୍ଦିରର କଳାହାଟା ଦ୍ୱାର ପାଇଁ ଆସିଥିବା ସମସ୍ତ ୫ କ୍ୱିଣ୍ଟାଲ ରୁପାକୁ ଆସନ୍ତାକାଲି ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗରୁମରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର କରାଯିବ। ଜିଲ୍ଲାପାଳଙ୍କଠାରୁ ସବୁଜ ସଂକେତ ମିଳିବା ପରେ କୋଷାଗାରରେ ରୁପାକୁ ସୁରକ୍ଷିତ ରଖିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିସ୍ପତ୍ତି ନିଆଯାଇଛି। ସେପଟେ ୭ଟି ଦ୍ୱାରର...

aryan-khan
କୋର୍ଟରେ ହାଜର ହେଲେ ଆର୍ୟନ

ଡ୍ରଗ୍ସ ମାମଲାରେ ଫସିଥିବା ପୁଅ ଆର୍ୟନଙ୍କ ସହ ୨ ମିନିଟ ପାଇଁ କଥା ହୋଇଛନ୍ତି ଶାହରୁଖ ଖାନ୍। ସେପଟେ ତାଙ୍କର ପୋଲିସ କଷ୍ଟଡି ଅବଧି ସରୁଥିବାରୁ ଆର୍ୟନଙ୍କୁ କୋର୍ଟରେ ହାଜର କରାଯାଇଛି। ଗତକାଲିଠାରୁ ଆର୍ୟନଙ୍କୁ ଗିରଫ ପରେ ଏନ୍ସିବି ପଚରାଉଚରା ଜାରି ରଖିଥିଲା। ଜେରାବେଳେ ଆର୍ୟନଙ୍କ ପାଖରୁ ଅନେକ...

Politics In School
ଓଡ଼ିଆ ଭାଷାର ସୁରକ୍ଷା ବଦଳରେ ବିଲୋପ ପାଇଁ ଚକ୍ରାନ୍ତ, ଷଡ଼ଯନ୍ତ୍ର!

ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାକୁ ଉପେକ୍ଷା, ଅଣଦେଖା ! ବର୍ଷ ବର୍ଷ ଧରି ପ୍ରଚଳିତ ଓଡ଼ିଆ ଭାଷାର ସୁରକ୍ଷା ବଦଳରେ ବିଲୋପ ପାଇଁ ଚକ୍ରାନ୍ତ, ଷଡ଼ଯନ୍ତ୍ର! ସୀମାନ୍ତ ଝାଡ଼ଖଣ୍ଡର ଷଢ଼େଇକଳା ଓ ଖରସୁଁଆରେ ପୁରୁଷ ପୁରୁଷ ଧରି ଲୋକେ ଓଡ଼ିଆକୁ ମାତୃଭାଷା ଭାବେ ବ୍ୟବହାର କରୁଥିବା ବେଳେ ଏବେ ସେମାନଙ୍କ...

durga puja idol
ପୂଜାରେ ଗୀତ ଓ ନାଚ ବନ୍ଦ: ପରିବାର ଚଳାଇବା ଚିନ୍ତାରେ କଳାକାର

ସମସ୍ତଙ୍କ ଅପେକ୍ଷା ରହିଥାଏ କେବେ ଆସିବ ଦଶହରା । କାରଣ ଦଶହରାରେ ମାଆଙ୍କ ମୂର୍ତ୍ତି ତିଆରିଠୁ ଆରମ୍ଭ କରି ସାଜସଜା, ସାଂସ୍କୃତିକ ଆଦି କାର୍ଯ୍ୟକ୍ରମରୁ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି ବିଭିନ୍ନ କାରବାରରେ ଜଡିତ ବ୍ୟବସାୟୀ

Sameer Wankhede
କିଏ ସେ ୱାଙ୍ଖଡେ? କାହିଁକି ତାଙ୍କୁ ନେଇ ଚାଲିଛି ଚର୍ଚ୍ଚା?

କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ରେଡ୍ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ମୁମ୍ବାଇ ଏନସିବି ଜୋନାଲ୍ ଡିରେକ୍ଟର ସମୀର ୱାଙ୍ଖଡେ । କାରଣ ସେ ହିଁ ଏହି ରେଡର ନେତୃତ୍ୱ ନେଇଥିଲେ। ଗତ ୧୫ ଦିନ ପୂର୍ବରୁ ଏହି କ୍ରୁଜରେ ପାର୍ଟି ସମ୍ପର୍କରେ ଆଗୁଆ ସୂଚନା ପରେ ସେ...

Mamata Banarjee
ନିର୍ବାଚନ ହାରିଲେ କିନ୍ତୁ ନିଜକୁ "ମ୍ୟାନ୍‌ ଅଫ ଦି ମ୍ୟାଚ୍‌" ଘୋଷଣା କଲେ ପ୍ରିୟଙ୍କା

ପଶ୍ଚିମବଙ୍ଗର ଭବାନୀପୁର ଆସନରେ ହୋଇଥିବା ବିଧାନସଭା ଉପ-ନିର୍ବାଚନରେ ​​ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିପୁଳ ପରିମାଣ ଭୋଟ୍‌ ବ୍ୟବଧାନରେ ବିଜୟ ହୋଇଛନ୍ତି। ମମତା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରିୟଙ୍କା ତିବ୍ରେୱାଲଙ୍କୁ ପାଖପାଖି ୫୮ ହଜାର ଭୋଟରେ ପରାସ୍ତ କରିଛନ୍ତି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ହାରିବା ପରେ ପ୍ରତିକ୍ରିୟା...

Navjot Singh Sidhu
ପଞ୍ଜାବ AG ଓ DGP ଙ୍କୁ ହଟାଇବା ଜିଦ୍‌ରେ ସିଦ୍ଧୁ

ପଂଜାବ ରାଜନୀତିକୁ ନେଇ ଥମିବାରେ ନା ନେଉନାହିଁ ଚର୍ଚ୍ଚା। ପୁଣି ଥରେ ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି ସିଦ୍ଧୁ। କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପୁଣି ଥରେ ପଞ୍ଜାବ ସରକାର ଉପରେ ଆକ୍ରମଣ କରିଛନ୍ତି

mamata banerjee
ବାଜି ମାରିଲେ ଦିଦି: ପୂର୍ବ ନିର୍ବାଚନରେ କାହିଁକି ହାରିଥିଲେ ସେନେଇ କଲେ ଖୁଲାସା

ବହୁମତ ସହ ଭବାନୀପୁର ଆସନରୁ ବିଜୟ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ୫୮ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ସେ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲଙ୍କୁ ୫୮ ହଜାରରୁ ଅଧିକ ଭୋଟରେ ହରାଇ ମମତା ଏହି ବିଜୟ ହାସଲ କରିଛନ୍ତି

plitvice-lakes-croatia
ପ୍ଲିଟବିସ୍ ହ୍ରଦ: ଖଣିଜ ପଦାର୍ଥ ଅନୁଯାୟୀ ବଦଳିଯାଏ ଏହାର ରଙ୍ଗ

ବେଳେ ବେଳେ ପ୍ରକୃତିକୁ ଦେଖିଲେ ଆପେ ଆପେ କଥାଟି ମନକୁ ଆସିଯାଏ ଯେ, ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ମନ ଭରେ ନାହିଁ । ଆଉ ଏକଥାକୁ ସମ୍ପୂର୍ଣ୍ଣ ଭାବେ ପ୍ରମାଣିତ କରେ କ୍ରୋଏଶିଆର ପ୍ଲିଟବିସ୍ ହ୍ରଦ ନ୍ୟାଶନାଲ୍ ପାର୍କ । ହ୍ରଦ ତ ସେମିତିରେ...

China
ପୁନର୍ଜନ୍ମରେ ବିଶ୍ୱାସ କରୁଛି ଚାଇନା !

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଚୀନ ମଧ୍ୟ ପ୍ରାଚୀନ ମିଶ୍ର ଭଳି ପୁର୍ନଜନ୍ମରେ ବିଶ୍ୱାସ କରୁଥିଲା । ଯେଉଁ ପ୍ରକାରରେ ପ୍ରାଚୀନ ମିଶ୍ରରେ ମୃତ ଶରୀର ସହ ଆବଶ୍ୟକୀୟ ଜିନିଷପତ୍ର ମହଜୁଦ ତଥା ସଂରକ୍ଷଣ କରି ରଖାଯାଉଥିଲା । ଠିକ୍ ସେହିଭଳି କିଛି ପ୍ରମାଣ ଚୀନରେ ମଧ୍ୟ...

Telegram Hacker
ଟେଲିଗ୍ରାମ ବ୍ୟବହାର କରୁଥିଲେ ସାବଧାନ, ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି ହ୍ୟାକର...

ଆପଣ ଟେଲିଗ୍ରାମ ବ୍ୟବହାର କରୁଛନ୍ତି କି? ଯଦି ଆପଣଙ୍କ ଉତ୍ତର ହଁ ହୋଇଥାଏ, ତେବେ ହୋଇ ଯାଆନ୍ତୁ ସାବଧାନ। କାରଣ ଆପଣଙ୍କ ଉପରେ ନଜର ରଖିଛନ୍ତି ହ୍ୟାକର। କୌଣସି ସମୟରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରି ପାରନ୍ତି। ଏମିତି ଚର୍ଚ୍ଚା ଏବେ ଜୋର ଧରିଛି।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି