• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Aryan Khan
ଆର୍ୟନଙ୍କୁ ୧୧ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେବା ପାଇଁ ଆବେଦନ କଲା NCB

ବଢ଼ିଲା ସୁପରଷ୍ଟାର ଶାହାରୁଖ୍ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ପାଇଁ ଅଡୁଆ ମୁମ୍ବାଇରୁ ଗୋଆ ଯାଉଥିବା ବିଳାସମୟ କର୍ଡେଲିଆ କ୍ରୁଜରେ ରେଭ୍ ପାର୍ଟି, ଡ୍ରଗ୍ସ ଲିଙ୍କ ମାମଲା ଗିରଫ ହୋଇଥିବା ଆର୍ୟନଙ୍କୁ ଆସନ୍ତା ୧୧ ତାରିଖ ଯାଏଁ ରିମାଣ୍ଡରେ ନେବାକୁ ଆବେଦନ କରିଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ-ଏନିସିବି

Russian Movie
ମହାକାଶରେ ତିଆରି ହେବ ବିଶ୍ୱର ପ୍ରଥମ ଫିଲ୍ମ... ସୁଟିଂ ପାଇଁ ସ୍ପେସ ଗଲେ ଡାଇରେକ୍ଟର ଓ ହିରୋଇନ୍

ବିଶ୍ୱ ଇତିହାସରେ ପ୍ରଥମ। ମହାକାଶରେ ହେବ ଫିଲ୍ମ ସୁଟିଂ। ଏକଥାଟି ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ହେଲେ ମହାକାଶରେ ଫିଲ୍ମ ସୁଟିଂ ହୋଇନାହିଁ। ରୁଷର ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ କ୍ଲିମ୍‌ ଶିପେଙ୍କୋ ମହାକାଶରେ ଫିଲ୍ମ ସୁଟିଂ କରି ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି

Abdulrazak Gurnah
ସାହିତ୍ୟ ପାଇଁ ନୋବେଲ ପାଇବେ ଅବଦୁଲ ରଜାକ ଗୁର୍‌ନାହା

ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଅବଦୁଲ ରଜାକ ଗୁର୍‌ନାହା ପାଇବେ ନୋବେଲ ପୁରସ୍କାର। ତାଞ୍ଜାନିଆ ଜନ୍ମିତ ଔପନ୍ୟାସିକ ଗୁର୍‌ନାହା ବ୍ରିଟେନରେ ରହୁଥିବା ନେଇ ମିଳିଛି ସୂଚନା। ଉପନ୍ୟାସବାଦୀ ଅବଦୁଲ ରଜାକ ଉପନିବେଶବାଦର ପ୍ରଭାବ ତଥା ସଂସ୍କୃତି ଏବଂ ମାଳଦ୍ୱୀପ ମଧ୍ୟରେ ଥିବା ଶରଣାର୍ଥୀଙ୍କ ଭାଗ୍ୟର ଆପୋଷ...

Dabang Officers
ଆର୍ଯ୍ୟନଙ୍କ ଗିରଫ ପଛର ମାଷ୍ଟରମାଇଣ୍ଡ ଏହି ୩ ସିଂଘମ ଅଫିସର

କିଙ୍ଗଖାନଙ୍କ ଲାଡଲା ଆର୍ଯ୍ୟନଙ୍କୁ ନେଇ ଉଠୁଛି ପଡୁଛି ସାରା ଦେଶ। ଆର୍ଯ୍ୟନଙ୍କୁ ଦୋଷମୁକ୍ତ କରିବା ପାଇଁ ଶାହାରୁଖଙ୍କ ସପକ୍ଷରେ ବାହାରିଛନ୍ତି ଅନେକ ସେଲିବ୍ରେଟି। ହେଲେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ନଛୋଡ ବନ୍ଧା। ସେଲିବ୍ରିଟିଙ୍କ ପୁଅକୁ ଗିରଫ କରିବାକୁ ସାହସ ଜୁଟାଇଥିବା ଏନସିବିର ଦବଙ୍ଗଗିରିକୁ ଚାରିଆଡୁ ମିଳୁଛି ଢେର ସାରା...

trump
ଚୀନ ସହ ଯୁଦ୍ଧ କଲେ ହାରିଯିବ ଆମେରିକା ! ଜାଣନ୍ତୁ ଏପରି ଆକଳନ କଲା କିଏ?

ଚୀନ-ଆମେରିକା ମଧ୍ୟରେ ହେବ କି ଫାଇଟ୍‌? ଯଦି ଫାଇଟ୍‌ ହେବ ତେବେ ହାରିଯିବ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା। ଏତେ ମାତ୍ରାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଉନ୍ନତ ‌ଜ୍ଞାନକୌଶଳ ଥାଇ ମଧ୍ୟ ଚାଇନ୍‌ଠାରୁ ପରାଜୟ ସ୍ୱୀକାର କରିବ ଆମେରିକା

corona
ଦେଶରେ ଆଜି ପୁଣି ବଢିଲା ସଂକ୍ରମଣ: ୨୪ ଘଂଟାରେ ୨୨ ହଜାର ଆକ୍ରାନ୍ତ ଚିହ୍ନଟ

ଦେଶରେ ପୁଣି ଥରେ ବଢିଲା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଚ୍‌ ୨୨,୪୩୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଂଟାରେ ଦେଶରେ ୩୧୮ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ଏହାସହ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୩୮,୯୪,୩୧୨ରେ ପହଞ୍ଚିଛି

Accident
କ୍ରେନ୍‌ ତଳେ ଘଂଟାଏ ପର୍ଯ୍ୟନ୍ତ ଚାପି ହୋଇ ରହିଲେ ୨ ବାଇକ୍‌ ଆରୋହୀ...

ନୂଆପଡା ଜିଲ୍ଲା ଖଡ଼ିଆଳ ବୋଡେନ ଛକରେ ଅଭାବନୀୟ ଘଟଣା ଘଟିଛି। ଗୋଟିଏ କ୍ରେନ ତଳେ ଘଣ୍ଟାଏ ପର୍ଯ୍ୟନ୍ତ ଚାପି ହୋଇଥିଲେ ଦୁଇ ବାଇକ ଆରୋହୀ। ବଡ଼କଷ୍ଟରେ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି

BJP
ବିଜେପି ଜାତୀୟ କାର୍ଯ୍ୟକାରିଣୀ: ଓଡ଼ିଶାରୁ ଧର୍ମେନ୍ଦ୍ର, ଅଶ୍ୱିନୀ, ଜୁଏଲ

ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନୂଆ ତାଲିକା ଘୋଷଣା ହୋଇଛି। ଜାତୀୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ,ମୂରଲୀ ମନୋହର ଯୋଶୀଙ୍କ ସମେତ ଅମିତ ଶାହା ଓ ରାଜନାଥ ସିଂ ପ୍ରମୁଖ ରହିଛନ୍ତି

Aryan Khan case
ଆର୍ୟନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଲା NCB

NCB ହେପାଜତରେ ଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ରିମାଣ୍ଡ ଅବଧି ଆସନ୍ତାକାଲି ଶେଷ ହେଉଛି। ତା ପୂର୍ବରୁ ଆଜି ଏନସିବି ଟିମ୍ ଆର୍ୟନ ଖାନ୍ ଏବଂ ଅନ୍ୟ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛି

deadbody5
ବିଜୁଳି ନେଲା ଜୀବନ, କରେଣ୍ଟ ଲାଗିବାରୁ ଗୋଟିଏ ପରିବାରର ୩ ମୃତ

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ପୂରା ପରିବାର। ଟଳିପଡିଲେ ବାପା, ମାଆ ଓ ଝିଅ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଣିତୋ ଗାଁରେ ସନ୍ଧ୍ୟାରେ ଏହି ଦୁଃଖଦ ଘଟଣା ଘଟିଛି। ଘର ଚାର୍ଜ ହୋଇଯିବାରୁ ଅଘଟଣ ଘଟିଥିଲା

Corona
କରୋନାରେ ପ୍ରାଣ ହରାଇଥିବା ପରିବାରକୁ ମିଳିବ ୫୦ ହଜାର ଟଙ୍କା , ଜାଣନ୍ତୁ କେମିତି ପାଇବେ ସହାୟତା...

କୋଭିଡରେ ମୃତକଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଗୃହ ମନ୍ତ୍ରଣାଳୟର ଚିଠି ପରେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ଜିଲ୍ଲାସ୍ତରରେ କୋଭିଡ ମୃତ୍ୟୁ ଡକ୍ୟୁମେଣ୍ଟ ଦେବା ଲାଗି କମିଟି ଗଠନ କରିବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ରାଜ୍ୟ...

DRDO Espionage Case
ଡିଆରଡିଓ ତଥ୍ୟ ଚୋରି ପଛରେ ପ୍ରକ୍ସି ପାକିସ୍ତାନର ରହିଛି ସୈତାନୀ ଦିମାକ୍

ଯାହା ସନ୍ଦେହ କରାଯାଉଥିଲା, ତାହା ହିଁ ସତ ହେଲା। ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନରୁ ତଥ୍ୟ ଚୋରି ପଛରେ ପାକିସ୍ତାନର ସୈତାନୀ ଦିମାକ୍! ବହୁଚର୍ଚ୍ଚିତ ବାଲେଶ୍ୱର DRDO ଗୁପ୍ତଚରୀ ମାମଲାରେ ପାକିସ୍ତାନୀ ଲିଙ୍କ୍ ନେଇ ଏବେ ତଥ୍ୟ ସାମ୍ନାକୁ ଆଣିଛି କ୍ରାଇମବ୍ରାଞ୍ଚ୍

satish-maneshinde
ସଞ୍ଜୟ ଦତ୍ତ, ସଲମାନ ଖାନ୍‌ଙ୍କ ପରେ ଆର୍ଯ୍ୟନ୍‌ଙ୍କ କେସ୍ ଲଢିବେ ଏହି ଓକିଲ... ଜାଣନ୍ତୁ ସେ କିଏ?

ଏନସିବି ହାତରେ କିଙ୍ଗ ଖାନଙ୍କ ପୁଅ ଆର୍ୟନ। ପୁଅକୁ ମୁକୁଳାଇବାକୁ ଲାଗି ପଡିଛନ୍ତି ଶାହରୁଖ ଖାନ୍‌। ସୁଟିଂ ଛାଡ଼ି ସ୍ପେନରୁ ଫେରିଆସିଛନ୍ତି ଭାରତ, ବରିଷ୍ଠ ଆଇନଜୀବୀ ସତୀଶ ମନେଶିନ୍ଦେଙ୍କୁ ବାଛିଛନ୍ତି ଓକିଲ

Air India
ଦିଲ୍ଲୀ ବିମାନବନ୍ଦର ନିକଟ ଓଭରବ୍ରିଜ ତଳେ ଫସିଗଲା ଏୟାର ଇଣ୍ଡିଆ ବିମାନ!

ବ୍ରିଜ ତଳେ ଫସିଗଲା ପ୍ଲେନ। ଏହା ହେଖି ତାଜୁବ ହୋଇଗଲେ ଲୋକେ। ଫଟୋ ଉଠାଇଲେ, ଭିଡିଓ ବି କଲେ। ଏହା ପରେ ସୋସିଆଲ ମିଡିଆରେ ଛାଇ ହୋଇଗଲା ପ୍ଲେନର ଫଟୋ ଓ ଭିଡିଓ

Third gender
ସବୁ କ୍ଷେତ୍ରରେ ତୃତୀୟ ଲିଙ୍ଗିଙ୍କୁ ମିଳିବ ସମାନ ସୁବିଧା

କାର୍ଯ୍ୟକ୍ଷେତ୍ରରେ ତୃତୀୟ ଲିଙ୍ଗିଙ୍କୁ ବାଛବିଚାର ମନା, ମିଳିବ ସମାନ ସୁବିଧା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି ହୋଇଛି। କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ଭଳି ତୃତୀୟ ଲିଙ୍ଗିଙ୍କୁ ସମାନ ମିଳିବ ସୁବିଧା ଓ ସୁଯୋଗ ଦେବା ପାଇଁ ନିଷ୍ପତ୍ତି ହୋଇଛି

Porn
ଅଶ୍ଳୀଳ ଭିଡ଼ିଓ ଦେଖିଲେ ଶରୀରରେ ପଡ଼ିଥାଏ ଏମିତି ପ୍ରଭାବ, ଡାକ୍ତର କଲେ ବଡ଼ ଖୁଲାସା

କରୋନା ଲକ୍‌ ଡାଉନ୍‌ ସମୟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା କି ଅଶ୍ଳୀଳ ଫିଲ୍ମ ଦେଖିବାର ସଂଖ୍ୟା ବହୁମାତ୍ରାରେ ବଢିଯାଇଛି। କିନ୍ତୁ ଏବେ ପୁଣି ସମାନ ରିପୋର୍ଟ ଆସିଛି। ଜାତୀୟ ଗଣମାଧ୍ୟମ ନ୍ୟୁଜ୍‌ ୧୮ର ରିପୋର୍ଟ ଅନୁସାରେ, ଲଗାତାର ଦେଶରେ ପର୍ଣ୍ଣ ଫିଲ୍ମ ଦର୍ଶକଙ୍କ ସଂଖ୍ୟା ବଢିବାରେ ଲାଗିଛି

Maa Biraja Ratha Jatra
ଆଜି ସନ୍ଧ୍ୟାରୁ ମା’ ବିରଜାଙ୍କ ରଥଯାତ୍ରା, ସୁରୁଖୁରୁରେ ଚାଲିଛି ନୀତିକାନ୍ତି

ଆଜି ପବିତ୍ର ମହାଳୟା । ପିତୃପକ୍ଷଙ୍କୁ ପିଣ୍ଡ ଦେବାର ଶେଷ ଦିନ । ସେପଟେ ଆଜି ସଂଧ୍ୟାରୁ ଆରମ୍ଭ ହେବ ମା ବିରଜାଙ୍କ ସିଂହଧ୍ୱଜ ରଥ ଯାତ୍ରା। ୯ ଦିନ ଗଡିବ ରଥ। ପୂର୍ବପରି ଏଥର ମଧ୍ୟ ବିନା ଭକ୍ତରେ ବିରଜାଙ୍କ ରଥ ଟଣାଯିବ । ପବିତ୍ର ମହାଳୟା...

Nobel Prize in Chemistry
ରସାୟନ ବିଜ୍ଞାନ ପାଇଁ ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ମିଳିବ ନୋବେଲ ପୁରସ୍କାର

ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ଦୁଇ ରସାୟନ ବିଜ୍ଞାନୀଙ୍କୁ ମିଳିତ ଭାବେ ଏହି ଉତ୍କୃଷ୍ଟ ପୁରସ୍କାର ମିଳିବା ନେଇ ଘୋଷଣା ହୋଇଛି । ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ମିଳିତ ଭାବେ ନୋବେଲ ଆସିମେଟ୍ରିକ ଅର୍ଗାନୋକାଟାଲିସିସ୍ ପାଇଁ ନୋବେଲ ପୁରସ୍କାର ମିଳିବ...

PDS
ମଦ ପିଇଲେ ଆଉ ମିଳିବ ନାହିଁ ରାସନ

ମଦୁଆଙ୍କୁ ଏଣିକି ମିଳିବ ନାହଁ ସରକାରୀ ରାସନ। ଯେଉଁମାନେ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି ଅର୍ଥାତ୍‌ ଯେଉଁମାନେ ଚାଉଳ, ଗହମ ଓ କିରୋସିନ୍‌ ସୂଲଭ ମୂଲ୍ୟରେ ପାଉଛନ୍ତି ସେମାନଙ୍କ ପାଇଁ ଏହା ବଡ଼ ଖବର। କାରଣ ଆଉ ମଦ ପିଇବା ଲୋକଙ୍କୁ ଦିଆଯିବ ନାହିଁ ସରକାରୀ ରାସନ।

india coronavirus update 25 september 2021
ପାର୍ବଣ ଆସୁଛି, ଦେଶରେ ସଂକ୍ରମଣ କମୁଛି

ଦେଶରେ କମିଲା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୧୮,୮୩୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଂଟାରେ ମୋଟ୍‌ ୨୭୮ ଜଣଙ୍କ ପ୍ରାଣ ନେଇଛି ମହାମାରୀ

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି