• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Kapil Sibal
ମହିଙ୍ଗା ପଡ଼ିଲା ମନ୍ତବ୍ୟ, ସିବଲଙ୍କ ଗାଡ଼ି ଭାଙ୍ଗିଲେ କଂଗ୍ରେସ କର୍ମୀ

କଂଗ୍ରେସ ନେତୃତ୍ୱକୁ କପିଲ ସିବଲଙ୍କ ଟାର୍ଗେଟ୍ । ପରେ ତାଙ୍କ ବାସଭବନ ଆଗରେ ଜୋରଦାର ବିରୋଧ କରାଯାଇଛି। ସିବଲଙ୍କ ଦିଲ୍ଲୀସ୍ଥିତ ବାସଭବନ ଆଗରେ ଗାନ୍ଧି ପରିବାର ସମର୍ଥକମାନେ ବହୁ ସଂଖ୍ୟାରେ ଏକାଠି ହୋଇ ବିକ୍ଷୋଭ ଓ ନାରାବାଜି କରିଥିଲେ

Heart attack
କରୋନା ବେଳେ ବଢୁଛି ହୃଦ୍‌ରୋଗ?

କରୋନା ମହାମାରୀ ତ ମଣିଷ ପାଇଁ କାଳ ହୋଇଛି, ତେବେ କରୋନା ଏକା ଆସିନାହିଁ ଏହାର ପ୍ରଭାବରେ ହୃଦଘାତ, ମଧୁମେହ, ଉଚ୍ଚ ରକ୍ତଚାପ ଓ ଶ୍ୱାସ ଭଳି ନନ୍ କମୁନିକେବଲ ଡିଜିଜ୍ ବି ବଢିବାରେ ଲାଗିଛି। ତେବେ ଚିନ୍ତା ବଢାଇଛି ଅଧିକରୁ ଅଧିକ ଯୁବ ପୀଢି କରୋନା ସଂକ୍ରମଣ...

Pipili BY Election
କାହାର ହେବ ପିପିଲି? କାଲି ଭୋଟ୍‌, ୩ରେ ଫଳ

ପିପିଲିରେ ହେବ କାହାର ବିଜୟ? ମହାରଥୀଙ୍କ ଗଡରେ କିଏ ମାରିବ ବାଜି ? ଆସନ୍ତାକାଲି ପିପିଲି ବିଧାନସଭା ଆସନ ଲାଗି ଉପ ନିର୍ବାଚନ ହେଉଥିବା ବେଳେ ବଢିଛି ରାଜନୈତିକ ତାତି। ଏପଟେ ଭୋଟ ଗ୍ରହଣ ଲାଗି ସରିଛି ପ୍ରସ୍ତୁତି ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚି ସାରିଛନ୍ତି। ଇଭିଏମ୍ ଓ...

Kapil Sibal
କାହିଁକି ଛାମୁଆ ନେତା ଦଳ ଛାଡ଼ୁଛନ୍ତି? ସଭାନେତ୍ରୀ ଚିନ୍ତା କରିବା କଥା : କପିଲ ସିବଲ୍‌

ଗୋଟିଏ ପଟେ ପଞ୍ଜାବ ସଂକଟକୁ ନେଇ କଂଗ୍ରେସ ସ୍ଥିତି ଟଳମଳ ଥିବା ବେଳେ, ଏପଟେ ଦଳୀୟ ନେତୃତ୍ୱ ଉପରେ ବର୍ଷିଛନ୍ତି ବରିଷ୍ଠ ନେତା କପିଲ୍ ସିବଲ୍। ଆଜି ପୁଣି ସେହି ପୁରୁଣା ପ୍ରସଙ୍ଗ ଅର୍ଥାତ୍ ସାଂଗଠନିକ ପରିବର୍ତ୍ତନ ପ୍ରସଙ୍ଗ ଉଠାଇବା ସହ, ବିଭିନ୍ନ ରାଜ୍ୟର ବହୁ ବଡ଼ ବଡ଼...

Kotia
କୋଟିଆରେ ପଶିଲେ, ଓଡ଼ିଆ ବୋର୍ଡ଼କୁ ଲିଭାଇ ତେଲଗୁ ବୋର୍ଡ଼ ଲଗାଇଲେ ଦୁର୍ବୃତ୍ତ

କୋଟିଆରେ ଓଡ଼ିଆ ବୋର୍ଡକୁ ଲିଭାଇଲେ ଦୁବୃର୍ତ୍ତ। ପଡ଼ୋଶୀ ଆନ୍ଧ୍ରପ୍ରଦେଶର କିଛି ଦୁବୃର୍ତ୍ତ କୋଟିଆର ନେରେଡିବାଲସାରେ ପଶି ଏଭଳି କାଣ୍ଡ ଭିଆଇଛନ୍ତି । ଗତ ଉତ୍କଳ ଦିବସରେ କୋଟିଆର ବିଭିନ୍ନ ଗାଁରେ ସୂଚନା ଫଳକ ଓ ଉନ୍ନୟନମୂଳକ କାର୍ଯ୍ୟର ଫଳକ ଲଗାଯାଇଥିଲା। ଓଡ଼ିଆରେ ଏସବୁ ଫଳକ ଲାଗିଥିଲା। ହେଲେ ଗୁଲାବ...

Narega Work
କାମ କଲେ କିନ୍ତୁ ମଜୁରୀ ପାଇଲେ ନାହିଁ

NREGAରେ କାମ କରିବା ପରେ ମିଳୁନି ପାରିଶ୍ରମିକ । ଏନେଇ ବାରମ୍ବାର ଦାବି ପରେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ସମ୍ବଲପୁର କେଶାଇବାହାଲ ପଞ୍ଚାୟତର ଶହ ଶହ ଶ୍ରମିକ ଏଭଳି ଅଭିଯୋଗ ଆଣି ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି।

Taliban Hang 4 Bodies From Cranes In Herat Says Its Lesson For Kidnapper
ରାସ୍ତା ଉପରେ ନୀରିହ ଶିଶୁକୁ ନିର୍ମମ ହତ୍ୟା କଲା ତାଲିବାନ୍‌

ଉଗ୍ର ହେବାରେ ଲାଗିଛି ତାଲିବାନ। ଶାସନ କ୍ଷମତାକୁ ଫେରିବା ପରେ ମନଇଚ୍ଛା କାମ କରୁଛନ୍ତି ତାଲିବାନ ନେତା। କିନ୍ତୁ ଏବେ ଗୋଟିଏ ପରେ ଗୋଟିଏ ବର୍ବରତାର କାହାଣୀ ସାମ୍ନାକୁ ଆସୁଛି ଯାହାକୁ ନେଇ ବିଶ୍ୱ ଚିନ୍ତା ପ୍ରକାଶ କରିଛି। ପୂର୍ବରୁ ଏମାନଙ୍କ ଆକ୍ରୋଷର ଶିକାର ହେଉଥିଲେ ପୁରୁଷ ଓ...

Kapil Sibal
“କଂଗ୍ରେସରେ କେହି ମୁଖିଆ ନାହାନ୍ତି, ଦଳ ମୁରବୀଶୂନ୍ୟ”

ପୁଣି ଥରେ ସାମ୍ନାକୁ ଆସିଲା କଂଗ୍ରେସ ଦଳର କନ୍ଦଳ। ଦଳରେ କେହି ସଭାପତି ନାହାନ୍ତି, କିଏ ନିଷ୍ପତ୍ତି ନେଉଛି କିଛି ଜଣାପଡୁନି । ତୁରନ୍ତ ଏକ ସାଂଗଠନିକ ପରିବର୍ତ୍ତନ ଆବଶ୍ୟକ । କାହିଁକି ବଡ଼ ବଡ଼ ନେତା ଦଳ ଛାଡୁଛନ୍ତି? ଏନେଇ ପ୍ରଶ୍ନ ପଚାରିଲେ ସିବଲ

Narendra Modi
୭ ଅକ୍ଟୋବର ମୋଦିଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ: ଜାଣନ୍ତୁ କାହିଁକି?

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି। ଅକ୍ଟୋବର ୭ରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଜଲି ଗ୍ରାଣ୍ଟ ବିମାନବନ୍ଦର ଟର୍ମିନାଲକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି।

air india222
ଭାରତ ସରକାରଙ୍କୁ ଚିଠି ଲେଖିଲା ତାଲିବାନ : କାବୁଲ-ନୂଆଦିଲ୍ଲୀ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଅନୁରୋଧ

ଚିଠିରେ ତାଲିବାନୀମନ୍ତ୍ରୀ କହିଛନ୍ତି, ନୂଆ ସରକାର ଗଠନ ହେବା ପରେ ଆଫଗାନିସ୍ତାନରେ ରାଜସ୍ୱ ସଂକଟ ଦେଖାଦେଇଛି। ଏହାସହ ଆମେରିକା ସୈନ୍ୟ ମଧ୍ୟ କାବୁଲ ଏୟାରପୋର୍ଟରେ ଅନେକ କ୍ଷୟକ୍ଷତି କରିଛନ୍ତି। ତେଣୁ ବର୍ତ୍ତମାନ ସମୟରେ କତାର ବୈଷୟିକ ଟିମ୍‌ ସହାୟତାରେ ବିମାନ ବନ୍ଦର ପୁଣି ଥରେ କାର୍ଯ୍ୟକ୍ଷମ ହୋଇଛି। ଏନେଇ...

india coronavirus update 25 september 2021
ଦେଶରେ କମିବାରେ ଲାଗିଛି ସଂକ୍ରମଣ: ୨୪ ଘଂଟାରେ ୧୮ ହଜାର ସଂକ୍ରମିତ ଚିହ୍ନଟ

ଦେଶରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୧୮ ହଜାର ୮୭୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ୩ ଶହରୁ ଅଧିକ ଲୋକଙ୍କ ପ୍ରାଣ ନେଇଛି ମହାମାରୀ

Kendrapara
ଖରସ୍ରୋତା ଜଳବିବାଦ: RTI ତଥ୍ୟକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ସରକାର

ଖରସ୍ରୋତା ମେଗା ଜଳଯୋଗାଣ ପ୍ରକଳ୍ପକୁ ନେଇ ପୁଣି ତେଜିଲା ବିବାଦ। ପ୍ରକଳ୍ପ ନେଇ ଆଇଆଇଟି ହାଇଦ୍ରାବାଦ୍ କୌଣସି ରିପୋର୍ଟ ଦେଇନଥିବା ଆରଟିଆଇରେ ଜଣାପଡିବା ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

Heavy Rainfall Alert In Odisha
ପୁଣି ଲଘୁଚାପ: କାଲିଠୁ ପ୍ରବଳ ବର୍ଷିବ

ବାତ୍ୟା ଗୁଲାବ ଯାଉ ଯାଉ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ କ୍ଷେତ୍ର। ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବ। ପଶ୍ଚିମବଙ୍ଗ ନିକଟରେ ଥିବାରୁ ଉତ୍ତର ପଶ୍ଚିମ ଭାଗରେ ଏହାର ଅଧିକ ପ୍ରଭାବ ରହିବ

Jammu
ଜୋଜିଲା ଟନେଲ୍ : ଗ୍ରାଉଣ୍ଡ ଜିରୋରେ ଓଟିଭି ଟିମ୍

ଶ୍ରୀନଗରରୁ ଲେହକୁ ଫିଟିବ ବାର ମାସିଆ ରାସ୍ତା। ଖୁବ୍ ଶୀଘ୍ର ଯାତାୟତା ଯୋଗ୍ୟ ହେବ ଜୋଜିଲା ଟନେଲ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରି ଆଜି ଜେଡ୍-ମୋଡ୍ ଓ ଜୋଜିଲା ମୁଖ୍ୟ ଟନେଲ ନିର୍ମାଣ ଅଗ୍ରଗତିର ସମୀକ୍ଷା କରିଛନ୍ତି

mukesh ambani
ପ୍ରତି ମିନିଟ୍‌ରେ ୧୩ କୋଟି ଟଙ୍କା ରୋଜଗାର କରୁଛନ୍ତି ମୁକେଶ ଅମ୍ବାନୀ

ଆକସ୍ମିକ ଭାବରେ ବଢିବାରେ ଲାଗିଛି ରିଲାଏନ୍ସ ସେୟାର। ସପ୍ତାହର ଦ୍ୱିତୀୟ ଦିନରେ ରେଡ ମାର୍କରେ ସେୟାର ମାର୍କେଟ ୬୦ ହଜାରରୁ କମ୍ ବନ୍ଦ ହୋଇଯାଇଥିଲା। ଏହା ସତ୍ତ୍ୱେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାରଗୁଡିକ ଆଜି ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହା ପ୍ରାୟ ୧ ପ୍ରତିଶତ ଲାଭ ସହିତ ୨୫୪୮.୦୫...

sidhhu
ଆପ୍‌ରେ ସାମିଲ ହେବେ କି ସିଦ୍ଧୁ?

ପଞ୍ଜାବ ରାଜନୀତିରେ ବଡ଼ ଧରଣର ହଲଚଲ୍‌। ସିଦ୍ଧୁଙ୍କ ଇସ୍ତଫା ପରେ ସରଗରମ ରାଜ୍ୟ ରାଜନୀତି। ଦାୟିତ୍ୱ ନେବାର ମାତ୍ର ୭୨ ଦିନ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଧୁ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅରବିନ୍ଦ କେଜ୍ରିୱାଲ୍‌ଙ୍କ ମନ୍ତବ୍ୟ ଏବେ ଟ୍ୱିଷ୍ଟ ଆଣିଛି। କୁହାଯାଉଛି ଗତକାଲି ଆପ୍‌ କିଛି...

Imran Khan
ପୁଣି ଥରେ ପାକିସ୍ତାନକୁ ଅପମାନିତ କଲା ଆମେରିକା !

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଅପମାନିତ ହେବାକୁ ପଡ଼ିଛି। ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ନିକଟରେ ମୋଦି ବାଇଡ଼େନଙ୍କୁ ଭେଟିଥିଲେ

Congress
କଂଗ୍ରେସରେ ଯୋଗ ଦେଲେ କହ୍ନେୟା କୁମାର, ଜିଗ୍ନେଶ ମେୱାନୀ

ଅପେକ୍ଷାର ହେଲା ଅନ୍ତ, ଶେଷରେ କଂଗ୍ରେସରେ ଯୋଗଦେଲେ କହ୍ନେୟା କୁମାର, ଜିଗ୍ନେଶ ମେୱାନୀ । ଦିଲ୍ଲୀ ମୁଖ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ଯୋଗଦେବା ନେଇ ସୂଚନା ମିଳିଛି । ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି ଏହି ଦୁଇ ନେତା।

vegetable price hike
ଆକାଶ ଛୁଆଁ ପରିବା ଦର, ୮୦ ତଳକୁ କିଛି ନାହିଁ...

ରାତି ପାହିଲେ ଦ୍ୱିତୀୟା ଓଷା । ଦ୍ୱିତୀୟା ଭାର ସହ ଘରେ ଘରେ ପ୍ରସ୍ତୁତ ହେବ ଘାଂଟ ତରକାରୀ । ଏଥିପାଇଁ ଆବଶ୍ୟକ ବିଭିନ୍ନ କିସମର ପନିପରିବା । ତେବେ ଏହି ସମୟରେ ପନବିପରିବା ଦର ଆକାଶ ଛୁଆଁ ହୋଇଛି ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାହକ...

cm amarinder singh
ବିଜେପିରେ ସାମିଲ ହେବେ କି କ୍ୟାପଟେନ୍‌ !

ଦିଲ୍ଲୀ ଗସ୍ତରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ। କ୍ୟାପଟେନ ଅମରିନ୍ଦର ସିଂ ଆଜି ଦିଲ୍ଲୀରେ ପହଞ୍ଚିବେ। ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହା ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ। ସୂଚନାନୁସାରେ, ଏହି ଗସ୍ତ ସମୟରେ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ନେଇ ଜାତୀୟ ଗଣମାଧ୍ୟମରେ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି