• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

python-playing
ଯୁବତୀଙ୍କ ସହ ଗେଲ ହେଉଛି ଅଜଗର, ଭାଇରାଲ ହେଲା ଭିଡ଼ିଓ

ଅଜଗର। ନାଁ ଶୁଣିଲେ ଲାଗେ ଡ଼ର। କାରଣ ଏହି ସାପଟି ଅତି ସହଜରେ କାହାକୁ ବି ଗିଳିଦେଇପାରେ। ତେଣୁ ଅଜଗର ନାଁ ଶୁଣିବା ମାତ୍ରେ ଲୋକେ ଭୟଭୀତ ହେବା ସ୍ୱାଭାବିକ କଥା। କିନ୍ତୁ ସୋସିଆଲ ମିଡ଼ିଆରେ ଏମିତି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବି...

corona
ଦେଶରେ କମୁଛି ସଂକ୍ରମଣ: ୨୪ ଘଂଟାରେ ୧୮ ହଜାର ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ ଆଜି ବି କମ୍‌ ରହିଛି ଦୈନିକ ସଂକ୍ରମଣର ଟ୍ରେଣ୍ଡ୍‌। ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୮,୧୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧୪ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୫୩,୪୭୫ରେ ପହଞ୍ଚିଛି

Amazon
ଦିନକୁ ୪ ଘଂଟା କାମ କରନ୍ତୁ, ମାସକୁ ୭୦ ହଜାର ଦରମା ନିଅନ୍ତୁ

ମାତ୍ର ୪ ଘଂଟା କାମ କରିବେ ଆଉ ମାସକୁ ୭୦ ହଜାର ଟଙ୍କାର ଦରମା ପାଇବେ। ହୁଏତ ଏହି କଥା ଶୁଣିବା ପରେ ଆପଣ କହିବେ, ମାତ୍ର ୪ ଘଂଟା କାମ କଲେ ମାସକୁ ୭୦ ହଜାର ଦେବ କିଏ? କିନ୍ତୁ ଏହା ପୂରା ସତ।

Ration
ଘରେ ପହଞ୍ଚିବ ରାସନ ସାମଗ୍ରୀ, ରାଜ୍ୟର ଯୋଜନାକୁ କେନ୍ଦ୍ରର ନା !

କଂଟ୍ରୋଲ ନୁହେଁ ବରଂ ଘରେ ରାସନ ପହଞ୍ଚାଇବାକୁ ଉଦ୍ୟମ କରୁଥିଲେ ଦିଲ୍ଲୀ ସରକାର। ଅର୍ଥାତ୍‌ ଏବେ ସରକାରୀ ସୁଲଭ ବିକ୍ରୟ କେନ୍ଦ୍ରରେ ନୁହେଁ ବରଂ ଖାଉଟିମାନେ ନିଜ ନିଜ ଘରେ ରାସନ ପାଇବେ ବୋଲି ଦିଲ୍ଲୀ ସରକାର କହିଥିଲେ।

Farmer In odisha
ଚାଷୀଙ୍କ ପାଇଁ ଜରୁରୀ ଖବର... ଏହି ସବୁ ଡକ୍ୟୁମେଣ୍ଟ୍ ଥିଲେ ପିଏମ କିଷାନ କିସ୍ତି ମିଳିବ ୪ ହଜାର ଟଙ୍କା

ଭାରତର ସବୁ ଚାଷୀଙ୍କ ପାଇଁ ଆସିଲା ଜରୁରୀ ଖବର। ଯଦି ଆପଣ ପିଏମ କିଷାନ ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତାହେଲେ ଫଟାଫଟ୍ ଦାଖଲ କରନ୍ତୁ ଏହି ସବୁ ଡକ୍ୟୁମେଣ୍ଟ । ନଚେତ ଆପଣଙ୍କ ହାତକୁ ଆସିବ ନାହିଁ ପିଏମ କିଷାନ କିସ୍ତି ଟଙ୍କା। ଆଉ ଏମିତି କଲେ...

Snake Bite
ଛୁଆକୁ ଚୋଟ ମାରିଲା ସାପ, ଉଭା ହେଲେ କାଳିସୀ, ସାପ ବଞ୍ଚିଲେ ଛୁଆ ବଞ୍ଚିବ !

ତିନିବର୍ଷ ଛୁଆକୁ କାମୁଡିଦେଲା ନାଗସାପ। ଆଉ ମେଡିକାଲରୁ ଛୁଆ ନଫେରିବା ପର୍ଯ୍ୟନ୍ତ ସାପକୁ ଛଡ଼ାଯିବ ନାହିଁ ବୋଲି ଜିଦ୍ ଧରି ଏକ ବଡ଼ ଡ୍ରମ ଭିତରେ କଳା ନାଗସାପକୁ ବନ୍ଦୀକରି ରଖିଲେ ଗ୍ରାମବାସୀ। ଆଉ ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାଗସାପକୁ ଉଦ୍ଧାର କରିଛନ୍ତି।

ଫିକା ଫିକା ପୂଜା ପ୍ରସ୍ତୁତି
କାଲି ମହାମାୟୀଙ୍କ ଷଷ୍ଠୀ ପୂଜା, ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

ଆସନ୍ତାକାଲି ମଣ୍ଡପରେ ମହାମାୟୀଙ୍କ ଷଷ୍ଠୀ ପୂଜା । ମଣ୍ଡପରେ ପୂଜା ପାଇବେ ଜଗତଜନନୀ । ମାଆଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର। କୋଭିଡ କଟକଣା ମଧ୍ୟରେ ମାଆଙ୍କ ପୂଜା କରିବାକୁ ବ୍ୟବସ୍ଥା କରିଛନ୍ତି ବିଭିନ୍ନ ପୂଜା କମିଟି। ଏଥର ବି ଦର୍ଶନ କଟକଣା ଥିବାରୁ ଷଷ୍ଠୀରୁ ଦଶମୀ...

Kotia
ବାତ୍ୟା ଗଲା କିନ୍ତୁ କୋଟିଆବାସୀଙ୍କୁ ଦୁଃଖ ଦେଇଗଲା

କୋରାପୁଟ ଜିଲ୍ଲା କୋଟିଆରେ ବାତ୍ୟା ଗୁଲାବରେ ଉଜୁଡିଗଲା ଚାଷବାଷ । ମୁଷଳ ଧାରାରେ ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ହୋଇଥିବା କ୍ଷୟକ୍ଷତିର ଏଯାଏଁ ସମ୍ପୂର୍ଣ୍ଣ ଭରଣା ହୋଇନି। ହେଲେ କିଛି କିଛି ସ୍ଥାନରେ ହୋଇଥିବା ରାସ୍ତା ଅବରୋଧ ହଟିଛି। ଏଭଳି ପରିସ୍ଥିତିରେ ଜିଲ୍ଲାପାଳ କୋଟିଆ ଗସ୍ତ କରିଛନ୍ତି ।...

heavy rain
ପାର୍ବଣରେ ଛେଚିବ ଲଘୁଚାପ ବର୍ଷା

ବର୍ଷାରେ ଭିଜିବ ଦଶହରା। ଉତ୍ତର ଆଣ୍ଡାମାନ ସାଗରେ ଘନଉଥିବା ଘୂର୍ଣ୍ଣିବଳୟ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ତେବେ ବାତ୍ୟାର ରୂପ ନେବ କି ନାହିଁ ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।...

India-China meeting
ଆଜି ଭାରତ-ଚୀନ୍ କୋର୍ କମାଣ୍ଡରସ୍ତରୀୟ ବୈଠକ

ଆଲୋଚନା ମାଧ୍ୟମରେ ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ଆଜି ପୁଣି ବସୁଛି ଭାରତ-ଚୀନ୍ କୋର୍ କମାଣ୍ଡର୍ ସ୍ତରୀୟ ବୈଠକ। ଏହି ୧୩ତମ ବୈଠକ ଦିନ ସାଢ଼େ ୧୦ଟାରେ ଚୁଶୁଲ୍ ମୋଲ୍ଡୋରେ ଅନୁଷ୍ଠିତ ହେବ

Union minister's son Ashish Mishra
କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା, ତଦନ୍ତରେ ସହଯୋଗ କରୁନାହାନ୍ତି ଆଶିଷ୍‌

ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ଗିରଫ ହୋଇଛନ୍ତି କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା। ୧୧ ଘଣ୍ଟାକୁ ଉର୍ଦ୍ଧ୍ୱ ସମୟ ଧରି ଏସଆଇଟିର ମାରାଥନ ଜେରା ପରେ ଗତକାଲି ରାତିରେ ଆଶିଷଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ

Corona
“ପାର୍ବଣରେ ବ୍ୟତିକ୍ରମ, ସଂକ୍ରମଣ ବଢିବାର ହେବ କାରଣ”

ସ୍ୱାସ୍ଥ୍ୟ ବିଭାଗ ପାଇଁ ପୂଜା ଚ୍ୟାଲେଞ୍ଜ। ପାର୍ବଣ ବେଳରେ ସଂକ୍ରମଣ ଜଗିବାକୁ ବଡ଼ ନିଆଗଲା ପଦକ୍ଷେପ। ସଂକ୍ରମଣ ବ୍ୟାପୁଥିବା ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣାକୁ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭିଡିଓ କନଫରେନସିଂରେ ଆଲୋଚନା ପରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସତର୍କ...

Farmer Problem
ଜମିରୁ ପାଣି ନିଷ୍କାସନ ହୋଇନପାରିବାରୁ ଚିନ୍ତାରେ ଚାଷୀ

ପୁରୀ ସଦର ବ୍ଲକ ଚାଳିସି ବାଟିଆ ମୌଜା ସହ ବାଲିପଡା ଏବଂ ଗଡ ପଞ୍ଚାୟତର ୩୦ରୁ ଅଧିକ ଗାଁର ଚାଷୀ ଏବେ ସମସ୍ୟା ଘେରରେ । ଚାଷ ଜମିରୁ ଜଳ ନିଷ୍କାସନ ହୋଇପାରୁନଥିବା ବେଳେ ଉର ଗ୍ରାମବାସୀଙ୍କ ପକ୍ଷରୁ ଖଲାସି ନାଳକୁ ଅବରୋଧ ଯୋଗୁଁ ଶହ ଶହ ଏକର...

akhilesh-yadav
“ୟୁପି ସରକାରର ଆଇନକାନୁନ୍‌ ଜିପ୍‌ ଚକାତଳେ ଚାପି ହୋଇ ରହିଛି”

ୟୁପିର ଲଖିନପୁର ଦୁର୍ଘଟଣାକୁ ନେଇ ଉଷ୍ମ ହେବାରେ ଲାଗିଛି ରାଜନୀତି। ଆଉ ଆଜି ସାମ୍ବାଦିକ ସମ୍ମିଳନୀ କରି ୟୁପି ସରକାର ଉପରେ ପ୍ରବଳ ବର୍ଷିଛନ୍ତି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ। ଆଜି ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ କେମିତି ଚାଲିଛି? ସରକାର କଣ କରୁଛନ୍ତି ଏବଂ...

power crisis
୨ ଦିନ ପରେ ଅନ୍ଧାର ହୋଇଯିବ ଦିଲ୍ଲୀ !

ଦୁଇ ଦିନ ପରେ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯିବ ରାଜଧାନୀ ଦିଲ୍ଲୀ? ଏକଥା ଆମେ ନୁହେଁ ଖୋଦ୍‌ ଦିଲ୍ଲୀର ଜଣେ ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଦିଲ୍ଲୀରେ କୋଇଲା ଅଭାବ ଦେଖାଯାଇଛି। ତେଣୁ ଆଗାମୀ ଦୁଇ ଦିନ ମଧ୍ୟରେ ଯଦି ଆବଶ୍ୟକୀୟ କୋଇଲା ନମିଳିଲେ ତେବେ ପରିସ୍ଥିତି ସଙ୍ଗୀନ ହୋଇପାରେ...

Mamata Banerjee
କଂଗ୍ରେସ କନ୍ଦଳ ପଛରେ ମମତା !

କଂଗ୍ରେସ-ତୃଣମୂଳ କଂଗ୍ରେସ ମଧ୍ୟରେ ବଢୁଛି ବିବାଦ। କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ବୟାନକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। କଂଗ୍ରେସ ଦଳରେ ଲାଗୁଥିବା କନ୍ଦଳ ପାଇଁ ସେ ସିଧାସଳଖ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସିର ମୁଖ୍ୟ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି। ଏହାସହ ସେ...

lakhimpur-kheri-violence
ବିଜେପି ବିଧାୟକଙ୍କ ସହ ସ୍କୁଟିରେ ବସି କ୍ରାଇମ୍‌ବ୍ରାଞ୍ଚ ଅଫିସ୍‌ରେ ପହଞ୍ଚିଥିଲେ ଆଶିଷ୍‌ !

ଉତ୍ତରପ୍ରଦେଶ ଲଖିମପୁର ଘଟଣାକୁ ନେଇ ଥମିବାରେ ନା ନେଉନାହିଁ ଚର୍ଚ୍ଚା। କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଲଖିମପୁର ହିଂସା ମାମଲାରେ ଅଭିଯୁକ୍ତ କୁହାଯାଉଛି । ଆଶିଷ ମିଶ୍ରା ଆଜି କ୍ରାଇମବ୍ରାଞ୍ଚ୍‌ ପାଖରେ ହାଜର ହୋଇଛନ୍ତି, ଯେଉଁଠାରେ ତାଙ୍କୁ ନିରନ୍ତର ପଚରାଉଚରା ମଧ୍ୟ କରାଯାଉଥିବା ସୂଚନା...

india coronavirus update 25 september 2021
ଦେଶରେ କମୁଛି ସଂକ୍ରମଣ: ୨୪ ଘଂଟାରେ ୧୯ ହଜାର ସଂକ୍ରମିତ ଚିହ୍ନଟ

ଦେଶରେ ଆଜି କମିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୧୯,୭୪୦ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୪୮ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୩୯,୩୫,୩୦୯ରେ ପହଞ୍ଚିଛି ମୋଟ୍‌ ସଂକ୍ରମଣଙ୍କ ସଂଖ୍ୟା। ସେହିପରି ଭାବରେ ମୃତକଙ୍କ ସଂଖ୍ୟା ୪,୫୦,୩୭୫ରେ ପହଞ୍ଚିଛି।

Aryan Khan
ବିଜେପି ସହ କଥା ହୋଇଥିଲେ କି ଏନସିବି ଅଧିକାରୀ ଓ୍ୱାଙ୍ଖଡ଼େ?

ଦିନକୁ ଦିନ ଅଧିକ ଘନଉଛି ମୁମ୍ବାଇ କ୍ରୁଜ୍ ରେଭ୍ ପାର୍ଟି ମାମଲା । ଡ୍ରଗ୍ସ ମାମଲାକୁ ନେଇ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ପରି ସେଲିବ୍ରିଟି ଓ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ଗିରଫ କରି ଏନସିବି ପୁରା ଦେଶରେ ହଲଚଲ୍ ସୃଷ୍ଟି କରିଥିବା ବେଳେ ଏବେ ଏନସିବି ଓ...

Anubhav Mohanty
ବାନ୍ଧବୀଙ୍କ ସହ ରେସ୍ତୋରାଁରେ ଖାଇବା ବେଳର ଫଟୋ ସେୟାର କରି ଚର୍ଚ୍ଚାରେ ଅନୁଭବ

ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ବିଜେଡ଼ି ସାଂସଦ ଅନୁଭବ ମହାନ୍ତି। ନିଜର ଇନଷ୍ଟାଗ୍ରାମ୍‌ ପେଜ୍‌ରେ ସେ ଯେଉଁ ଫଟୋ ସେୟାର କରିଛନ୍ତି ତାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି। ପୋଷ୍ଟ ହୋଇଥିବା ଫଟୋରେ ଦେଖାଯାଉଛି ଯେ, ଅନୁଭବ ନିଜର ଜଣେ ବାନ୍ଧବୀଙ୍କ ସହ କୌଣସି ଏକ ରେସ୍ତୋରାଁରେ ଖାଉଛନ୍ତି।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି