• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Blast
ବାଣ ଗୋଦାମରେ ବିସ୍ଫୋରଣ: ୩ ମୃତ

ବେଙ୍ଗାଲୁରୁରେ ବାଣ ଗୋଦାମରେ ବିସ୍ଫୋରଣ ଘଟି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣର ମାତ୍ରା ଏତେ ତୀବ୍ର ଥିଲା ଯେ, ଆଖପାଖ ଅଞ୍ଚଳ ବି ଥରି ଉଠିଥିଲା। ବାଙ୍ଗାଲୋରରେ ଥରାଗ୍ ଉପେଟ ଅଞ୍ଚଳରେ ଏଭଳି ଘଟଣା ଘଟିଛି

Narendra Modi
ଆଉ କିଛି ସମୟ ପରେ କମଲା ହାରିସଙ୍କୁ ସାକ୍ଷାତ୍‌ କରିବେ ମୋଦି

ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସମ୍ବର୍ଦ୍ଧନା। ୩ ଦିନିଆ ଗସ୍ତରେ ଯାଇଁ ଓ୍ୱାଶିଂଟନରେ ପହଞ୍ଚିବା ପରେ ବାଇଡେନ୍ ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀ, ଭାରତୀୟ ରାଷ୍ଟ୍ରଦୂତ ତରନଜିତ୍ ସିଂହ ସାନ୍ଧୁ ପ୍ରମୁଖ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ ଜଣାଇଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଲାଗି ପହଞ୍ଚିଥିଲେ ବହୁସଂଖ୍ୟାରେ ପ୍ରବାସୀ ଭାରତୀୟ। ମୋଦି...

Police
CISF ଯୱାନ କରୁଥିଲେ ଚୋରା ମଦ ବ୍ୟବସାୟ : ରେଳ ଷ୍ଟେସନ୍‌ରୁ ଗିରଫ କଲା ପୋଲିସ

ପୋଲିସ କର୍ମଚାରୀଙ୍କୁ ସମାଜରେ ଉଚ୍ଚସମ୍ମାନ ଦିଆଯାଏ, ଏପରିକି ସେମାନଙ୍କୁ ଜନସାଧାରଣଙ୍କ ରକ୍ଷକ ରୂପେ ବେଶ ପରିଚିତ, କିନ୍ତୁ କିଛି ଅର୍ଥ ଲୋଭି କର୍ମଚାରୀଙ୍କ ଯୋଗୁଁ ଏଥିରେ କଳଙ୍କ ଲାଗିଛି, ଏହିପରି କଳଙ୍କିତ ଘଟଣା ଘଟିଛି ବିଶାଖପାଟଣାରେ

Flood
ଚିନ୍ତା ବଢାଉଛି ସୁବର୍ଣ୍ଣରେଖା: ବନ୍ୟା ପାଣିରେ ଦିନ କାଟୁଛନ୍ତି ହଜାର ହଜାର ଲୋକ

ମାତ୍ର ୫ ଦିନର ବ୍ୟବଧାନ ପରେ ପୁଣି ଜଳ ପ୍ରଳୟ। ଜନବସତି, ରାସ୍ତାଘାଟ, ବିଲଗହିର ସବୁଆଡ଼େ ଖାଲି ପାଣି ଆଉ ପାଣି ଦେଖିବାକୁ ମିଳିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଓ ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜର ଅଧିକ ଗେଟ୍ ଖୋଲାଯିବା ପରେ ଫୁଲୁଛି ସୁବର୍ଣ୍ଣରେଖା। ଆଉ ତାର ପ୍ରଭାବରେ ବାଲେଶ୍ୱର...

China Mobile
ଚାଇନା ଫୋନ୍‌ କରୁଛି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି? ଜାଣନ୍ତୁ କଣ ରହିଛି ପୂରା ଘଟଣା....

ଆପଣ ଚାଇନା ମୋବାଇଲ ବ୍ୟବହାର କରୁଛନ୍ତି କି? ସାବଧାନ ହୋଇଯାଆନ୍ତୁ...କାରଣ ଆପଣଙ୍କ ମୋବାଇଲର ସମସ୍ତ ଡାଟା ଚୋରି କରି ନେଉଛି ଚାଇନା। ସମସ୍ତ ଚୀନ୍‌ ନିର୍ମିତ ଫୋନ୍‌ମାନଙ୍କରେ ସେନସର୍‌ସିପ୍‌ ଥିବା କଥା ଏକ ଯାଂଚ୍‌ରେ ଜଣା ପଡିଥିବା କଥା କୁହାଯାଇଛି । ଯାହାଦ୍ୱାରା ଆପଣ ଆପଣଙ୍କ ମୋବାଇଲରେ ଯେଉଁ...

Biraja Ratha
ବିରଜା ରଥଯାତ୍ରାରେ ଏଥର ସାମିଲ ହେବେ କି ଶ୍ରଦ୍ଧାଳୁ?

ବିରଜା କ୍ଷେତ୍ରରେ ଦୁର୍ଗା ରୁପରେ ପୁଜା ପାଇବେ ପୀଠ ଦେବୀ ମା’ ବିରଜା । ଶାରଦୀୟ ପୂଜା ଲାଗି ପୀଠ ଉତ୍ସବମୁଖର ହୋଇପଡିଲାଣି । ବିରଜାଦେବୀଙ୍କ ଷୋଡଶ ଉପଚାର ପୂଜା ଏବଂ ନବଦିନ ବ୍ୟାପି ରଥ ଯାତ୍ରା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି

visut
ଭିସୁଟ୍‌ରେ ପୁଣି ଛାତ୍ରଙ୍କୁ କରାଗଲା ରାଗିଂ !

ବୁର୍ଲା ଭିସୁଟ୍‌ରେ ପୁଣି ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି । ଜଣେ ୩ୟ ବର୍ଷ ଛାତ୍ରଙ୍କୁ ୪ର୍ଥ ବର୍ଷ ଛାତ୍ରଙ୍କ ମାଡ଼ ଅଭିଯୋଗ । କାଲି ରାତିରେ ଏକ ହଷ୍ଟେଲରେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ ହୋଇଥିବା ନେଇ ସୂଚନା ମିଳିଛି । ଛାତ୍ରଙ୍କ ମୁହଁ, ପିଠି, ହାତରେ...

Baijayant Panda
ବରିଷ୍ଠ ନାଗରିକଙ୍କ ଭଳି ଜୀବନ୍ତ ଦେବତାଙ୍କ ଆଶୀର୍ବାଦଠାରୁ ମୂଲ୍ୟବାନ ଆଉ କିଛି ନୁହେଁ : ବୈଜୟନ୍ତ

ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ଓ ଅନ୍ୟ ବିଭିନ୍ନ କାର୍ଯ୍ୟକ୍ରମ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ମଙ୍ଗଳବାର ତିନି ଦିନିଆ ଆସାମ ଗସ୍ତ କରିଛନ୍ତି।

Heavy Rainfall
ଓଡ଼ିଶାକୁ ମାଡ଼ି ଆସୁଛି ବର୍ଷା: ଏହି ସବୁ ସ୍ଥାନରେ ପ୍ରବଳ କାଚିବ

ମାଡ଼ି ଆସୁଛି ଲଘୁଚାପ। ଗୋଟିଏ ନୁହେଁ, ଦୁଇ ଦୁଇଟି ଲଘୁଚାପ ଓଡ଼ିଶା ଆଡେ ମୁହାଁଇଛନ୍ତି। ଏମିତି ସୂଚନା ଦେଇଛନ୍ତି ଅନେକ ଘରୋଇ ପାଣିପାଗ ସଂସ୍ଥା। ଚଳିତ ମାସରେ ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାରେ ଲାଗିଛି

CBI
ଝାଡ଼ଖଣ୍ଡ ରାଞ୍ଚିରେ ଜଜ୍‌ଙ୍କ ହତ୍ୟା ଉଦ୍ଦେଶ୍ୟମୂଳକ ଥିଲା: ସିବିଆଇ

ଝାଡ଼ଖଣ୍ଡ ରାଞ୍ଚିରେ ଜୁଲାଇ ୨୮ରେ ଜିଲ୍ଲା ଜଜଙ୍କୁ ହତ୍ୟା ଘଟଣା ଉଦ୍ଦେଶ୍ୟମୂଳକ ଥିଲା। ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦ ପ୍ରାତ ଭ୍ରମଣରେ ଯାଉଥିବାବେଳେ ୨ ଜଣ ଅଟୋ ରିକ୍ସା ଚାଳକ ତାଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଅଟୋ ଧକ୍କା ଦେଇ ମଡ଼ାଇ ଦେଇଥିଲେ ବୋଲି ସିବିଆଇ କହିଛି

DL AND RC
ଗାଡି କାଗଜପତ୍ର ଦରକାର ନାହିଁ, ମୋବାଇଲ ଦେଖିଲେ ଛାଡି ଦେବ ପୋଲିସ୍

ଗାଡି ଚାଳକଙ୍କ ପାଇଁ ଖୁସି ଖବର। ଚେକିଂ ବେଳେ ଆପଣ ଆଉ ଅସୁବିଧାରେ ପଡିବେନି। ଏବେ ଡ୍ରାଇଭିଂ ଲାଇସେନ୍ସ ବା ଡିଏଲ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ ବା ଆରସି ଧରି ଘରୁ ବାହାରିବାର ଆବଶ୍ୟକ ନାହିଁ। ଡିଜି-ଲକର ପ୍ଲାଟଫର୍ମ ବା ଏମ୍-ପରିବହନ ମୋବାଇଲ ଆପରେ ନିଜ ଡକ୍ୟୁମେଣ୍ଟକୁ ରଖି...

refrigerator
ଛୋଟିଆ ଫ୍ରିଜ୍ ତିଆରି କରି ଚର୍ଚ୍ଚାରେ ଓଡ଼ିଆ ପୁଅ, ଖର୍ଚ୍ଚ ହୋଇଛି ମାତ୍ର...

ଭଦ୍ରକ ଜିଲ୍ଲା ତିହିଡି ସାଲପୁର ଅଞ୍ଚଳର ବିଟେକ ଛାତ୍ର କମଲ କିଶୋର ମାଝି। ସବୁ ବେଳେ ନୂଆ ନୂଆ ଆବିଷ୍କାର କରି ସେ ଚର୍ଚ୍ଚାକୁ ଆସିଥାନ୍ତି। ଏଥର SMALLEST FUNCTIONAL REFRIGERATORଟିଏ ତିଆରି କରି ଚର୍ଚ୍ଚାରେ ରହିବା ସହ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ଏହାକୁ...

Mahant Narendra Giri
ଅମାପ ସଂପତ୍ତି ଜନିତ ବିବାଦ ହିଁ କାଳ ସାଜିଲା କି ମହନ୍ତଙ୍କ ପାଇଁ?

ପ୍ରୟାଗରାଜ ବାଗମ୍ବରୀ ମଠ ପରିସରରେ ଭୂ-ସମାଧିସ୍ଥ ହେଲେ ୭୨ ବର୍ଷୀୟ ସନ୍ଥ ନରେନ୍ଦ୍ର ଗିରି । ସେପଟେ ଅଖିଳ ଭାରତୀୟ ଆଖଡ଼ା ପରିଷଦର ଏହି ଦିବଂଗତ ଅଧ୍ୟକ୍ଷଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତଦନ୍ତ ଜାରି ରଖିଛି ୟୁପି ପୋଲିସ

mamata
ଉଠୁଛି ପଡ଼ୁଛି ଭବାନୀପୁର: ମମତାଙ୍କୁ ହରାଇବାକୁ ବିଜେପିର ଜୋରଦାର ପ୍ରଚାର

ପଶ୍ଚିମବଙ୍ଗ ଭବାନୀପୁର ଉପ-ନିର୍ବାଚନରେ ମମତା ବାନାର୍ଜୀଙ୍କୁ କଡା ଟକ୍କର ଦେବାକୁ ବିଜେପି ଚଲାଇଛି ଜୋରଦାର କ୍ୟାମ୍ପେନ। ମମତାଙ୍କ ବିପକ୍ଷରେ ଲଢୁଥିବା ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲ ନିଜ ପ୍ରଚାର ଅଭିଯାଜକୁ ଜୋରଦାର କରିଛନ୍ତି। ଆଜି ପ୍ରିୟଙ୍କାଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ

Narendra Modi
ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ: ବାଇଡ଼େନଙ୍କ ଡ଼ିନର ପାର୍ଟିରେ ହୋଇପାରେ ଗମ୍ଭୀର ପ୍ରସଙ୍ଗରେ ଆଲୋଚନା

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ମୋଦି ଆମେରିକା ଯାଇଛନ୍ତି ବୋଲି ସେ ଟୁଇଟ୍ କରିଛନ୍ତି। ଏହି ଗସ୍ତ ଅବସରରେ ସେ କ୍ୱାଡ୍ ବୈଠକରେ ଯୋଗ ଦେବା ସହ ବିଭିନ୍ନ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।

DOG Death
ଗୁଲୁଗୁଲାରେ ବିଷ ଦେଇ ୨୦ କୁକୁରକୁ ମାରିଦେଲା ଜଳଖିଆ ଦୋକାନୀ !

ଜଳଖିଆ ଦୋକାନୀର ବର୍ବରକାଣ୍ଡ । ଜଳଖିଆ ଦୋକାନୀ ୫ ଦିନରେ ହତ୍ୟା କଲାଣି ୨୦ କୁକୁର । ଶଙ୍କରପୁର ଗାଁରେ କୁକୁରଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ ହୋଇଛି । ଆଜି ସ୍ଥାନୀୟ ଅଞ୍ଚଳରୁ ୧୦ କୁକୁରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୧୦ କୁକୁରଙ୍କ ମୃତଦେହ ଉଦ୍ଧାର...

dharmendra
ଆନ୍ଧ୍ର-ଓଡିଶା ସୀମା ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଆନ୍ଧ୍ର-ଓଡିଶା ସୀମା ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଚିଠିରେ ୪ଟି ପ୍ରସ୍ତାବ ରଖିଛନ୍ତି ଧର୍ମେନ୍ଦ୍ର । ଆନ୍ଧ୍ର-ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଲାଗି ସେ ପ୍ରସ୍ତାବ ଦେଇଛନ୍ତି।

Delhi Resturant
ଶାଢ଼ୀ ପିନ୍ଧିଥିଲେ ବୋଲି ରେସ୍ତୋରାଁ ମଧ୍ୟକୁ ମହିଳାଙ୍କୁ ପ୍ରବେଶ ପାଇଁ ମିଳିଲାନି ଅନୁମତି: ଭାଇରାଲ ହେଲା ଭିଡ଼ିଓ

ଶାଢ଼ୀ ପିନ୍ଧିଥିଲେ ବୋଲି ରେସ୍ତୋରାଁ ମଧ୍ୟକୁ ପ୍ରବେଶର ଅନୁମତି ମିଳିଲା ନାହିଁ ଜଣେ ମହିଳାଙ୍କୁ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଏହି ଘଟଣା। ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି କି ମହିଳା ଜଣକ ନିଜର ପୁରୁଷଷ ବନ୍ଧୁଙ୍କ ସହିତ ରେସ୍ତୋରାଁ ମଧ୍ୟକୁ ଯିବା ସମୟରେ ଏହି ଘଟଣା ଘଟିଛି।

Naveen Patnaik
ବଲାଙ୍ଗିର ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆଜି ଟିଟିଲାଗଡରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ ଶୁଭାରମ୍ଭ କରିଛନ୍ତି। ଏଥିସହିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Pipili
ଲଢେଇ ଚାଲିଛି ପିପିଲିରେ: ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ସମ୍ବିତ ପାତ୍ର

ପିପିଲିରେ ଚାଲିଛି ଘମାଘୋଟ ପ୍ରଚାର। ୩୦ ତାରିଖରେ ଭୋଟ୍ ଥିବା ବେଳେ ପ୍ରଚାର ପାଇଁ ହାତଗଣତି କିଛି ଦିନ ଥିବାରୁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପ୍ରଚାରରେ ଲାଗିପଡିଛନ୍ତି

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି