ଚଳିତ ବର୍ଷ ଭାରତରୁ ଚିନି ଆମଦାନୀ କରିବାକୁ ପାକିସ୍ତାନ ମନା କରି ଦେଇଛି। ଯାହାକି ଦେଶ ପାଇଁ ମହଙ୍ଗା ହୋଇଛି। ପାକିସ୍ତାନ କ୍ରିକେଟର ଶୋଏବ ଅଖତରଙ୍କ ସହର ରାୱଲପିଣ୍ଡିରେ ଚା’ କପ୍ ମୂଲ୍ୟ ୪୦ ଟଙ୍କା ହୋଇଛି। ପୂର୍ବରୁ ଏଠାରେ ଏକ କପ୍ ଚା’ର ମୂଲ୍ୟ ଥିଲା ୩୦...
ତାଇୱାନରେ ବଡ଼ ଦୁର୍ଘଟଣା। ଏକ ୧୩ ମହଲା ଘରେ ନିଆଁ ଲାଗିଯିବାକୁ ୪୬ ଜଣଙ୍କ ପ୍ରାଣ ଯାଇଛି। ଏହାସହ ଅନେକ ଲୋକ ପୋଡ଼ି ହୋଇ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ଅପରାହ୍ନ ୩ଟାରେ ଏକ ବିଶାଳ କୋଠାରେ ନିଆଁ ଲାଗିଯିବାରୁ ଏପରି ଦୁର୍ଘଟଣା ଘଟିଛି।...
ବର୍ଷକୁ ଲକ୍ଷେ ଲୋକଙ୍କ ଜୀବନ ନେଉଛି ଏକ ବିଷାକ୍ତ କେମିକାଲ୍ । ଏହି ରାସାୟନିକ ପଦାର୍ଥ ହୃଦରୋଗ କରାଉଛି ଓ ସେଥିରୁ ଲୋକଙ୍କ ମୃତ୍ୟୁ ଘଟୁଛି । ଏକ ଗବେଷଣାରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବା ପରେ ଆତଙ୍କିତ ଆମେରିକୀୟ । ତେବେ ସବୁଠୁ ଅଧିକ ଚିନ୍ତାର...
ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ବିଜୟ। ଆଜି ଜଗଜ୍ଜନନୀ ମା ଦୁର୍ଗାଙ୍କର ବିଜୟା ଦଶମୀ ବା ଦଶହରା ପର୍ବ। ଏଥିପାଇଁ ଆଜି ଉଭୟ ପୀଠ ଓ ପୂଜା ମଣ୍ଡପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ହେଲେ କଟକଣା ପାଇଁ ନାହିଁ ଭକ୍ତଙ୍କ ଗହଳି
ଦିନ କେତେଟାର ବ୍ରେକ୍ ପରେ ଏବେ ରାଜ୍ୟରେ ପୁଣି ଉର୍ଦ୍ଧ୍ୱ ମୁହାଁ କରୋନା ସଂକ୍ରମଣ ସ୍ଥିତି। ଗଲା ତିନି ଭିତରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଦୈନିକ ସଂକ୍ରମିତଙ୍କ ମଧ୍ୟରୁ ଅଧା ଚିହ୍ନଟ ହେଉଛନ୍ତି କେବଳ ଖୋର୍ଦ୍ଧା ଜିଲ୍ଲାରୁ
ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା । କୋଭିଡ୍ କଟକଣା ଭିତରେ ମଣ୍ଡପରେ ବିଧି ପାଳନ ପୂର୍ବକ ମାଆଙ୍କର ପୂଜାର୍ଚ୍ଚନା ହୋଇଛି । ଚଣ୍ଡିପାଠରେ ପରିବେଶ ଗୁଞ୍ଜରିତ ହୋଇଛି । ହେଲେ ସବୁ ବିନା ଭକ୍ତରେ । ସେପଟେ ଆଜି ବିଭିନ୍ନ ଶକ୍ତି ପୀଠରେ ପାଳିତ ହୋଇଛି ମହାନବମୀ ।...
ମନୀଷ ମୃତ୍ୟୁ ରହସ୍ୟରୁ ପରଦା ହଟାଇବ କି ଅକ୍ଟୋବର ୯ ରାତି । ୩ଟା୨୯ରୁ ୪ଟା ୧୩ ମଧ୍ୟର ୪୪ ମିନିଟ୍ ଏହି ସମୟରେ ଘଟିଲା କଣ ? କେମିତି ହେଲା ମନୀଷଙ୍କ ମୃତ୍ୟୁ? ସେଦିନ ରାତିରେ ମନୀଷଙ୍କ ସହ ଥିବା ଫୁଲବାଣୀର ଦୁଇ ଯୁବକ ମୃତ୍ୟୁଞ୍ଜୟ ଓ...
ମେଧା ବନାମ ସାମାଜିକ ନ୍ୟାୟ । ଉଠିଯିବା ଉଚିତ୍ କି ମେଡିକାଲ ପଢିବା ଲାଗି ଉଦ୍ଦିଷ୍ଟ ନ୍ୟାସନାଲ ଏଲିଜିବିଲିଟି ଇଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ? ଏହାକୁ ନେଇ ବିତର୍କ ଭିତରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ ଲୋଡିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ।
ଦେଶର କିଛି ପ୍ରାଚୀନ ଓ ବଡ଼ ମନ୍ଦିରରେ ପ୍ରବେଶ ପୂର୍ବରୁ ରହିଛି ସ୍ୱତନ୍ତ୍ର ଡ୍ରେସକୋର୍ଡ ନିୟମ । ଅର୍ଥାତ୍ ସେବକ ହୁଅନ୍ତୁ କି କର୍ମଚାରୀ ଅବା ଭକ୍ତ, ସମସ୍ତେ ପାରମ୍ପରିକ ପୋଷାକ ପିନ୍ଧିବାକୁ ବାଧ୍ୟ । ତାକୁ ଆଖିରେ ରଖି ଶ୍ରୀମନ୍ଦିରରେ ବି ଏଭଳି ବ୍ୟବସ୍ଥା ଲାଗୁ ପାଇଁ...
ମନୀଷ ମୃତ୍ୟୁ ରହସ୍ୟରୁ ପରଦା ହଟାଇବ କି ଅକ୍ଟୋବର ୯ ରାତି । ୩ଟା୨୯ରୁ ୪ଟା ୧୩ ମଧ୍ୟର ୪୪ ମିନିଟ୍ ଏହି ସମୟରେ ଘଟିଲା କଣ ? କେମିତି ହେଲା ମନୀଷଙ୍କ ମୃତ୍ୟୁ?
ଦିନ କେତେଟାର ବ୍ରେକ୍ ପରେ ଏବେ ରାଜ୍ୟରେ ପୁଣି ଉର୍ଦ୍ଧ୍ୱ ମୁହାଁ କରୋନା ସଂକ୍ରମଣ ସ୍ଥିତି। ଗଲା ତିନି ଭିତରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଦୈନିକ ସଂକ୍ରମିତଙ୍କ ମଧ୍ୟରୁ ଅଧା ଚିହ୍ନଟ ହେଉଛନ୍ତି କେବଳ ଖୋର୍ଦ୍ଧା ଜିଲ୍ଲାରୁ।
ପୁଣି ମୟୂରଭଂଜ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କହିଲେ ଜିଲ୍ଲାପାଳ, ଜିଲ୍ଲା ବିଜେଡି ସଭାପତି ଭଳି କାର୍ଯ୍ୟ କରୁଛନ୍ତି । ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ କିଭଳି ସମ୍ମାନ ଦିଆଯାଏ ଜିଲ୍ଲାପାଳ ତାହା ଜାଣିନାହାନ୍ତି।
କଂଗ୍ରେସ ଭବନ ଭଙ୍ଗାରୁଜା ନେଇ ମୁହଁ ଖୋଲିଲେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। କହିଲେ, ଆମ ଅଫିସ୍ରେ ବେଳେ ବେଳେ ଏମିତି ଭଙ୍ଗାରୁଜା ଅନେକ ସମୟରେ ହୁଏ
ନଭେମ୍ବର ମାସରୁ ପିଲାଙ୍କୁ ଦିଆଯିବ କରୋନା ଟିକା। ୨ ରୁ ୧୮ ବର୍ଷ ପିଲାଙ୍କୁ ଚଳିତ ନଭେମ୍ବର ମାସରୁ ହିଁ ଦିଆଯିବ ଭ୍ୟାକ୍ସିନ। ସୂଚନା ଅନୁସାରେ, ନଭେମ୍ବର ଦ୍ୱିତୀୟ ସପ୍ତାହରୁ ପିଲାମାନଙ୍କୁ ଦିଆଯିବ ଟିକା
ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ପାଇଁ ବଡ଼ ଖବର। ଏଣିକି ରାତି ୧୧ଟାରୁ ସକାଳ ୬ ପର୍ଯ୍ୟନ୍ତ ଖୋଲିବ ନାହିଁ ହ୍ୱାଟ୍ସଆପ୍। ଏହି ନିର୍ଦ୍ଦେଶ ଭାରତ ସରକାରଙ୍କ ପକ୍ଷରୁ ଦିଆଯାଇଛି। ଯାହା ଜଣାପଡ଼ିବା ପରେ ହ୍ୱାଟ୍ସଆପ୍ ୟୁଜର୍ସଙ୍କ ଚିନ୍ତା ବଢିଛି।
କିଙ୍ଗ୍ ଖାନଙ୍କ ପୁଅ ଆର୍ୟନଙ୍କୁ ଜେଲ୍ ନା ବେଲ୍ ? ଆଜି ମୁମ୍ବାଇ ସ୍ୱତନ୍ତ୍ର NDPS କୋର୍ଟରେ ଆର୍ୟନଙ୍କ ଜାମିନ୍ ଆବେଦନର ହେଉଛି ଶୁଣାଣି। ନିମ୍ନ କୋର୍ଟରୁ ଜାମିନ୍ ଖାରଜ ହେବା ପରେ ସ୍ୱତନ୍ତ୍ର କୋର୍ଟରେ ଆବେଦନ ହୋଇଛି
ଦୁନିଆରେ ଏମିତି ଏକ ସ୍ଥାନ ରହିଛି ଯେଉଁଠାରେ ଏକା ସାଙ୍ଗରେ ୪୮ ଶହ କିଲୋର ମିଠା ଭାତ ଏକା ସାଙ୍ଗରେ ତିଆରି ହୁଏ। କୁହାଯାଉଛି ଏତେ ମାତ୍ରାରେ ଏକା ସାଙ୍ଗରେ ଭୋଗ ଅନ୍ୟ କେଉଁଠାରେ ତିଆରି କରାଯାଏ ନାହିଁ
ପେଟିଏମ୍ ବ୍ୟବହାରୀଙ୍କ ପାଇଁ ବଡ ଖବର। ଡିଜିଟାଲ୍ ପେମେଣ୍ଟ ଏବଂ ଆର୍ଥିକ ସେବା ନେଣଦେଣ କରୁଥିବା କମ୍ପାନୀ ପେଟିଏମ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର ଦେଇଛି। ବାସ୍ତବରେ, ବର୍ତ୍ତମାନ ପେଟିଏମ୍ ବ୍ୟବହାରକାରୀମାନେ ଡିଜିଲୋକର୍ ବ୍ୟବହାର କରିପାରିବେ
ଏୟାର ଇଣ୍ଡିଆକୁ କିଣିଛି ଟାଟା ଗ୍ରୁପ। ଦେଶର ଏକମାତ୍ର ସରକାରୀ ଏୟାରଲାଇନ୍ସକୁ ୧୮ ହଜାର କୋଟି ଟଙ୍କାରେ କିଣିବାରେ କଂପାନୀ ସଫଳ ହୋଇଛି। ଗତ ୨ ହଜାର ମସିହାରୁ ଆଜି ଯାଏଁ ଟାଟା ଗ୍ରୁପ ଏକ ଡଜନ କମ୍ପାନି ଅଧିଗ୍ରହଣ କରି ସାରିଛି। ଏବେ ଜାଣନ୍ତୁ କେବେ କେଉଁ...
ଚୀନରେ ଆତଙ୍କ। ଏଥର କରୋନା ନୁହେଁ, ବ୍ୟାପୁଛି ଆଉ ଏକ ମହାମାରୀ। ନେଉଛି ଗୋଟିଏ ପରେ ଗୋଟିଏ ମୁଣ୍ଡ। ଏହା ଦେଖି ଛାନିଆ ହୋଇଗଲେନି ଚାଇନା ଲୋକେ। କଣ କରିବେ ସେ କଥା ଭାବି ନ ପାରି ତ୍ରାହି ତ୍ରାହି ଡାକ ଛାଡିଲେଣି। ଏମିତି ବେଳେ ବିଶ୍ୱ ସ୍ୱାସ୍ଥ୍ୟ...