• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Puri Shree Mandir
ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ !

ଶ୍ରୀମନ୍ଦିରରେ ପରିସରରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ବାମନ ମନ୍ଦିରରେ ଜଣେ ପୂଜକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ପରିବାର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଛି।

Aryan Khan case
ବେଲ୍‌ ମିଳିଲାନାହିଁ, ଜେଲ୍‌ ଗଲେ ଆର୍ୟନ ଖାନ୍‌

ମୁମ୍ବାଇ କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ମିଳିଲାନି ଜାମିନ୍। ଜାମିନ ଆବେଦନ ଖାରଜ କଲେ ମୁମ୍ବାଇ କୋର୍ଟ। ତେବେ ଆଜି ପୁଣି ନିରାଶ ହେଲେ ଆର୍ୟନ।

bhadrak farmer
ଲାଭଜନକ ଜିଆ ଚାଷ, ହଜାରେ ଟଙ୍କାରେ ଆରମ୍ଭ କରି ରୋଜଗାର କରିପାରିବେ ଲକ୍ଷାଧିକ ଟଙ୍କା

ଚାଷ କଲେ କେତେବେଳେ ଲାଭ ତ ଆଉ କେତେବେଳେ କ୍ଷତି ହୋଇଥାଏ । କିନ୍ତୁ ଜିଆ ଚାଷ ଏମିତି ଏକ ଚାଷ ଯେଉଁଥିଲେ କେବଳ ଲାଭ ହିଁ ଲାଭ ରହିଛି। ଏଥିପାଇଁ ବିଶେଷ ଆବଶ୍ୟକତା ମଧ୍ୟ ନଥାଏ

MI Division
MI ସଂସ୍ଥା ସହକାରୀ ଯନ୍ତ୍ରୀଙ୍କ ପଦୋନ୍ନତି ହେବାରେ କେଉଁଠି ରହିଲା କେଁ?

ରାଜ୍ୟ ସରକାରଙ୍କ ଜଳ ସେଚନ ବିଭାଗକୁ ନେଇ ଥମିବାରେ ନା ନେଉନାହିଁ । କିଛିଦିନ ତଳେ ଜଳସେଚନ ବିଭାଗ ସମ୍ପର୍କରେ ଆମେ ଖବର ପ୍ରସାରଣ କରିଥିଲୁ। M.I କ୍ୟାଡ଼ର ଅନ୍ତର୍ଭୁକ୍ତ ସହକାରୀ ଯନ୍ତ୍ରୀମାନଙ୍କୁ ପଦୋନ୍ନତି ଦେବାରେ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ପରି ଚାଚଂଲ୍ୟ ଖବର ପ୍ରକାଶ...

keonjhar Police
ପୋଲିସ କାର୍ଯ୍ୟକଳାପକୁ ନେଇ ବଢୁଛି ଅସନ୍ତୋଷ

ପୋଲିସ ଚଲାଇଛି ଦମନଲିଳା, କାନ୍ଦୁଛନ୍ତି ଲୋକେ। ନିଜର ନାର୍ଯ୍ୟ ଦାବିକୁ ନେଇ ଯୋଡା ଅଞ୍ଚଳର ଟ୍ରକ ମାଲିକ ମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇ ଥିବା ବେଳେ ଏବେ କିଛି ନପାଇ ଏହି ଟ୍ରକ ମାଲିକ ମାନଙ୍କର କଣ୍ଠରୋଧ କରିବା ପାଇଁ ପୋଲିସ ଦମନ ଲିଳା ଆରମ୍ଭ କରିଛି ।...

2021 Nobel Peace prize
୨ ସାମ୍ବାଦିକଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

ଚଳିତ ଥରର ନୋବେଲ ଶାନ୍ତି ପୁରସ୍କାର ପାଇବେ ଦୁଇ ଜଣ ସାମ୍ବାଦିକ । ଆମେରିକୀୟ ସାମ୍ବାଦିକ ମାରିଆ ରେସା ଓ ଋ଼ଷିଆର ସାମ୍ବାଦିକ ଦିମିତ୍ରି ମୁରାତୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଘୋଷଣା କରାଯାଇଛି । ବିଶ୍ୱ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ବାକ୍ ସ୍ୱାଧିନତା ପାଇଁ କାର୍ଯ୍ୟ...

Farmer
ଚାଷୀ ଭାଇଙ୍କ ପାଇଁ ବଡ଼ ଖବର: ଏମିତି ପାଇବେ ୧୦ମ କିସ୍ତିର ଟଙ୍କା

ପିଏମ୍ କିଷାନ ସମ୍ମାନନିଧି ଯୋଜନାରେ ଆପଣ ସାମିଲ ଅଛନ୍ତି କି? ଯଦି ହଁ ତେବେ ଆପଣଙ୍କ ପାଇଁ ଏହା ବଡ଼ ଖବର। ଯଦି କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ଆର୍ଥିକ ଟଙ୍କା ଯଦି ଆପଣ ପାଇନାହାନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆପଣ...

two arrest
ଦେଢ ଲକ୍ଷ ଲାଂଚ ମାଗି ଗିରଫ ହେଲେ ସରପଂଚ

ସରପଂଚଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ। କାରଖାନା ଚାଲୁ କରିବା ଲାଗି ମାଗୁଥିଲେ ଦେଢ ଲକ୍ଷ ଲାଂଚ। ତେବେ ଗୁଜରାଟ୍‌ର ଦୁର୍ନୀତି ନିବାରଣ ବ୍ୟୁରୋ ଘଟଣାର ପର୍ଦ୍ଦାଫାସ କରିବା ସହ ସରପଂଚକୁ ଗିରଫ କରିଛି। ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି।

supreme court
ଲଖିମପୁର ହିଂସା: ୟୁପି ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା

ଉତ୍ତରପ୍ରଦେଶ ଲଖିମପୁର ହିଂସା ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆଉ ଉତ୍ତର ପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ରାଜ୍ୟ ସରକାରଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ସଫା ସଫା କହିଛନ୍ତି କୋର୍ଟ

Accident
ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମେଡ଼ିକାଲ ନେଲେ ମିଳିବ ଲକ୍ଷେ ଟଙ୍କା ପୁରସ୍କାର

ଦିନକୁ ଦିନ ବଢିବାରେ ଲାଗିଛି ଦୁର୍ଘଟଣା। ସ୍ଥିତି ଏମିତି ହେଲାଣି ଯେ, ଦୁର୍ଘଟଣାର ଶିକାର ହୋଇ ରାସ୍ତା ଉପରେ ହିଁ ଅନେକ ଲୋକ ପ୍ରାଣ ହରାଉଛନ୍ତି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କର ଚିନ୍ତା ବଢିଛି। ଦୁର୍ଘଟଣାକୁ ଏଡ଼ାଇବା ପାଇଁ କେନ୍ଦ୍ରଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଅନେକ...

Supreme Court
ଲଖିମପୁର ଖେରି ହିଂସାକାଣ୍ଡ: ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ଏତଲାରେ ଅଛି କେତେ ଜଣଙ୍କ ନାଁ ? ମାମଲାରେ କେଉଁମାନେ ଅଛନ୍ତି ଅଭିଯୁକ୍ତ? ସେମାନଙ୍କୁ ଗିରଫ କରାଗଲାଣି କି ନାହିଁ? କେତେଜଣଙ୍କୁ ଗିରଫ କଲାଣି ପୋଲିସ? ଲଖିମପୁର ଖେରି ହିଂସାକାଣ୍ଡ ମାମଲାର ଶୁଣାଣି କରି, ଏହିସବୁ ଦିଗରୁ ଉତ୍ତରପ୍ରଦେଶ ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ଆଜି...

Jaish terrorist organization
“ଆତଙ୍କୀଙ୍କୁ ଚ୍ୟାଲେଞ୍ଜ, ସାହାସ ଅଛି ତ ସାମ୍ନାସାମ୍ନି ହୁଅ”

ବିଦ୍ୱେଷର ମଞ୍ଜି ବୁଣୁଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI । ସୀମା ସେପଟୁ ଆତଙ୍କୀଙ୍କୁ ଅନୁପ୍ରବେଶ କରାଇ, କାଶ୍ମୀରରେ ହିଂସା ସୃଷ୍ଟି ପାଇଁ ଚଳାଇଛି ହୀନ ପ୍ରୟାସ । ଗତ କିଛି ଦିନ ହେଲାଣି ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି । ପୂର୍ବରୁ ସେମାନେ...

Old Vehicles
ଆପଣଙ୍କ ଗାଡ଼ି ପୁରୁଣା ହୋଇଥିଲେ ଭୋଗିବେ ଅସୁବିଧା, ଜାଣନ୍ତୁ ସରକାରଙ୍କ ନୂଆ ନିୟମ

ରାସ୍ତାରେ ଆଉ ଗଡି ପାରିବନି ପୁରୁଣା ଗାଡି। ପୁରୁଣା ଗାଡି ରାସ୍ତାକୁ ଉଠାଇଲେ ଦେବେ ମୋଟା ଅଙ୍କର ଫାଇନ। ୧୫ ବର୍ଷ କିମ୍ବା ତା’ଠାରୁ ପୁରୁଣା ଗାଡି ପାଇଁ ନିୟମ କଡାକଡି କରିଛନ୍ତି ସରକାର। ଯଦି ଆପଣଙ୍କ ପାଖରେ ପୁରୁଣା ଗାଡି ଅଛି, ତେବେ ଆଜିଠାରୁ ହୋଇ ଯାଆନ୍ତୁ...

Shah Rukh Khan
ଡ୍ରଗ୍ସ ମାମଲାରେ ପୁଅ ଫସିବା ପରେ ବିଜ୍ଞାପନ ଦୁନିଆରେ କମୁଛି କିଙ୍ଗଖାନଙ୍କ କ୍ରେଜ୍

କମୁଛି କିଙ୍ଗ ଖାନଙ୍କ କ୍ରେଜ। ପୁଅ ଦୋଷ କରିବା ପରେ ଏବେ ଶାହାରୁଖଙ୍କୁ ସବୁ କିଛି ଶୁଣିବାକୁ ପଡୁଛି। ଅପବାଦ ମୁଣ୍ଡାଇବା ସହ ଆର୍ଥିକ ଅବସ୍ଥା ବିଗାଡିବାରେ ଲାଗିଛି। ଡ୍ରଗ୍ସ ମାମଲାରେ ପୁଅ ଆର୍ଯ୍ୟନ ଗିରଫ ହେବା ପରେ ଶାହରୁଖ୍‌ ଖାନ୍‌ଙ୍କ ବ୍ରାଣ୍ଡ ଭାଲ୍ୟୁ ସଙ୍କଟ ଆଡକୁ ମୁହାଁଇଛି

corona
ଆଜି ସାମାନ୍ୟ କମିଲା ସଂକ୍ରମଣ: ୨୪ ଘଂଟାରେ ୨୧,୨୫୭ ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ ଆଜି ସାମାନ୍ୟ କମିଛି ସଂକ୍ରମଣ। ଗତ ୨୪ ଘଂଟା ମଧ୍ୟରେ ଦେଶରେ ମୋଟ୍‌ ୨୧,୨୫୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି। ଏହାସହ ୨୪ ଘଂଟାରେ ମୋଟ୍‌ ୨୭୧ ଜଣଙ୍କ ପ୍ରାଣ ନେଇଛି ମହାମାରୀ

PM Modi mementos
ଶେଷ ହେଲା ମୋଦିଙ୍କ ଉପହାରର ନିଲାମ, ଜାଣନ୍ତୁ କାହାର ମୂଲ୍ୟ ସବୁଠୁ ଅଧିକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାର ସଦୃଶରେ ମିଳିଥିବା ବିଭିନ୍ନ ସାମଗ୍ରୀର ନିଲାମ ଶେଷ ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଅଲିମ୍ପିକ୍ସ ବିଜୟୀ ଦେଇଥିବା ଉପହାରର ନିଲାମ ମଧ୍ୟ ଶେଷ ହୋଇଛି । ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରାଙ୍କ ଜାଭଲିନ୍ ସବୁଠାରୁ ଅଧିକ ଅର୍ଥାତ୍‌ ଦେଢ କୋଟି ଟଙ୍କାରେ ନିଲାମ...

covid-vaccination
୨ଟି ଡୋଜ୍ କୋଭିସିଲ୍ଡ ନେଇଥିଲେ ଭାରତୀୟଙ୍କୁ କ୍ୱାରେଣ୍ଟିନ ମନା : ୟୁକେ

ଭାରତ ପ୍ରତି ଆଭିମୁଖ୍ୟ ବଦଳାଇଲା ୟୁନାଇଟେଡ୍ କିଙ୍ଗଡମ୍। ୨ଟି ଡୋଜ୍ କୋଭିସିଲ୍ଡ ନେଇଥିଲେ ଭାରତୀୟଙ୍କୁ କ୍ୱାରେଣ୍ଟିନ ମନା। ଅକ୍ଟୋବର ୧୧ ତାରିଖରୁ ପରିବର୍ତ୍ତିତ ନିୟମ କାର୍ଯ୍ୟକାରୀ ନେଇ ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ବ୍ରିଟିଶ ହାଇକମିଶନର ଆଲେକ୍ସ ଏଲିସ। ତେବେ ଏହି ନିୟମକୁ ନେଇ ଖୁସି ବ୍ୟକ୍ତ...

Aryan khan Issue
ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟିରେ ଓଡ଼ିଶାରୁ ଥିଲେ କେତେ ଓଡ଼ିଆ ?

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ। ଆର୍ୟନଙ୍କୁ ୧୧ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଏନସିବି ଆବେଦନ କରିଥିଲେ ମଧ୍ୟ କୋର୍ଟ ଏଥିପାଇଁ ଅନୁମତି ଦେଇ ନାହାନ୍ତି

Onion Price
ମହଙ୍ଗା ମାଡ଼ରେ ଆକ୍ତାମାକ୍ତ ଖାଉଟି, ଆଖିରେ ପାଣି ଆଣୁଛି ପିଆଜ ଦର

ପେଟ୍ରୋଲ ମହଙ୍ଗା, ପିଆଜ ମହଙ୍ଗା, ଗ୍ୟାସ ବି ମହଙ୍ଗା । ଅତ୍ୟାବଶ୍ୟକ ସାମଗ୍ରୀ ପିଆଜ ଦର ମାସେ ତଳେ ଯାହା ଥିଲେ ଏବେ ଡବଲ ହେଲାଣି। କିଛି ସ୍ଥାନରେ କିଲୋ ୫୫ ରେ ବିକା ହେଲାଣି।

Aryan Khan
ଜେଲ୍‌ ଗଲେ ଆର୍ୟନ ଖାନ୍

ନିରାଶ ହେଲେ ଆର୍ୟନ। ଜେଲ ଗଲେ କିଙ୍ଗ୍ ଖାନଙ୍କ ପୁଅ। କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ନେଇ ଗିରଫଦାରୀ ପ୍ରସଙ୍ଗରେ ଆର୍ୟନ ଖାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ ପଠାଯାଇଛି।।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି