• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Mask
ମାସ୍କ ପିନ୍ଧି ସ୍କୁଲ ଆସିବାକୁ କହିଲେ ମନ୍ତ୍ରୀ, ପ୍ରଭାବିତ ହେବ କି ଦଶମ ଓ ଦ୍ୱାଦଶ ପରୀକ୍ଷା ?

ଭୟ ବଢ଼ାଇଲାଣି କରୋନା । ପୁଣି ପ୍ରଭାବିତ ହେବ କି ଦଶମ ଓ ଦ୍ୱାଦଶ ପରୀକ୍ଷା ? ସଂକ୍ରମଣମୁକ୍ତ ବୋର୍ଡ ପରୀକ୍ଷା ଲାଗି ପ୍ରସ୍ତୁତି ଆରମ୍ଭ କଲା ଗଣଶିକ୍ଷା ବିଭାଗ । କୋଭିଡ୍ କଟକଣା ଅନୁଯାୟୀ ପରୀକ୍ଷା କରିବାକୁ ହୋଇଛି ନିଷ୍ପତ୍ତି । ପରୀକ୍ଷା କେନ୍ଦ୍ରରେ ଥର୍ମାଲ ସ୍କାନିଂ,...

Odisha Politics
ରାଜ୍ୟବ୍ୟାପୀ BJPର ସତ୍ୟାଗ୍ରହ, କହିଲା ଅପରାଧୀଙ୍କୁ ସୁରକ୍ଷା ଦେଉଛି BJD

ବିଜେଡିର ୨୫ତମ ପ୍ରତିଷ୍ଠା ଦିବସକୁ ଜବରଦସ୍ତ କାଉଣ୍ଟର । ସତ୍ୟାଗ୍ରହ କରି ବିଜେପିର ପ୍ରତିବାଦ । ରାଜଧାନୀରୁ ରାଉରକେଲା ସମ୍ବଲପୁରରୁ ବାଲେଶ୍ୱର ପ୍ରତି ମଣ୍ଡଳରେ ବିଜେପିର ସତ୍ୟାଗ୍ରହ । ଅଭିଯୋଗ ଏୟା ଯେ, ଶାସକ ଦଳର ରାଜନୈତିକ ଅପରାଧୀକରଣ, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଖଂଳା, ମହିଳା ବିରୋଧୀ ଅପରାଧ...

Corona
କୋଭିଡ୍ ମୁକାବିଲାକୁ ବଡ଼ ବଳ: COWINରେ ସାମିଲ ନାଜାଲ ଭ୍ୟାକ୍ସିନ ଇନକୋଭ୍ୟାକ୍

କୋଭିଡ୍ ମୁକାବିଲା କ୍ଷେତ୍ରରେ କେନ୍ଦ୍ରର ସତର୍କତା ପରେ ରାଜ୍ୟରେ ବି ତତ୍ପରତା। ଆଜି ଭିଡିଓ କନ୍ଫରେନ୍ସିଂରେ ସ୍ୱାସ୍ଥ୍ୟ ବିଭାଗ କରିଛି ଉଚ୍ଚସ୍ତରୀୟ ବୈଠକ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, କୋଭିଡ୍ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ଜିଲ୍ଲାସ୍ତରୀୟ କୋଭିଡ୍ ମୁକାବିଲା ପ୍ରସ୍ତୁତି ପରଖିବାକୁ ଆସନ୍ତା ୨୭ରେ ହେବ...

Bhajanagar Murder Case
ଟଙ୍କା ନମିଳିବାରୁ ତାତିଲେ ଚିଟ୍‌ଫଣ୍ଡ ଜମାକାରୀ

ଟଙ୍କା ନମିଳିବାରୁ ତାତିଲେ ଚିଟ୍‌ଫଣ୍ଡ ଜମାକାରୀ। ଶେଷରେ ଆଇନକୁ ନେଲେ ହାତକୁ...

Hockey
ହକି ପାଇଁ ଏବେଠୁ ଦୁଲୁକିଲାଣି ଭୁବନେଶ୍ୱର। ସବୁଠି ହକି ଫିଭର...ଓଡିଶା ଫେରିଲା ବିଶ୍ୱକପ୍‌ ଟ୍ରଫି

ଓଡ଼ିଶା ଫେରିଲା ବିଶ୍ୱକପ ହକି ଟ୍ରଫି। ୧୩ଟି ରାଜ୍ୟ ଓ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଭ୍ରମଣ କରି ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା ଟ୍ରଫି। ବିମାନ ବନ୍ଦରରେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଏବଂ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା ଟ୍ରଫିକୁ ସ୍ୱାଗତ...

Russian tourist
କେମିତି ମଲେ ପର୍ଯ୍ୟଟକ?

ସାତ ଦରିଆ ଡେଇଁ ବୁଲିବାକୁ ଆସିଥିଲେ, ଏବେ ପ୍ରାଣ ହରାଇଲେ...ହେଲେ କେମିତି?

BJD gears up for celebrations in Puri for upcoming foundation day
୨୫ ବର୍ଷର ସଫଳତା ଅପେକ୍ଷା ବିଜେଡିକୁ ଘାରିଛି ଅନ୍ତଃ କନ୍ଦଳ ଚିନ୍ତା

ଜେଡିକୁ କାଲି ୨୫ ପୂରି ୨୬ ଚାଲିବ। ସିଲିଭର୍ ଜୁବଲି୍ ସମାରୋହ ପାଇଁ ପୁରୀରେ ବ୍ୟାପକ ଆୟୋଜନ। ତେବେ ରାଜ୍ୟରେ ୨୩ ବର୍ଷ ଧରି କ୍ଷମତାରେ ରହିବା ପରେ ଦଳ ପାଇଁ ଆଗକୁ ରହିଛି ଅନେକ ଚ୍ୟାଲେଂଜ। ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ପାଇଁ ସବୁଠାରୁ ବଡ଼ ଚିନ୍ତାର...

ଶତ୍ରୁଙ୍କୁ ଟାର୍ଗେଟ୍‌ ପାଇଁ ପ୍ରସ୍ତୁତ
ପୋଜିସନ୍‌ରେ ସୈନିକ : ଆତଙ୍କୀଙ୍କୁ ଖୋଜିବାକୁ ଚାଲିଛି ସର୍ଚ୍ଚ ଅପରେସନ୍‌

ପୋଜିସନ୍‌ରେ ସୈନିକ : ଆତଙ୍କୀଙ୍କୁ ଖୋଜିବାକୁ ଚାଲିଛି ସର୍ଚ୍ଚ ଅପରେସନ୍‌। ଶତ୍ରୁଙ୍କୁ ଦେଖିବା ମାତ୍ରେ ବାହାରିବ ଗୁଳି...ଭୁବନେଶ୍ୱରର ସୈନିକ ସ୍କୁଲର ଡାଇମଣ୍ଡ ଜୁବୁଲି ଉତ୍ସବରେ ୧୨୦ ବାଟାଲିଅନ ପକ୍ଷରୁ ଏମିତି ହୋଇଥିଲା ଆତଙ୍କବାଦୀ ଖୋଜିବାର ଅଭିଯାନ

Elephant Death
ହାତୀ ମୃତ୍ୟୁ ଘଟଣା : ଦୋଷ ଲୁଚାଇବାକୁ ନିରୀହ ଚାଷୀଙ୍କୁ ଗିରଫ କଲା ବନବିଭାଗ

ହାତୀ ମୃତ୍ୟୁ ହେବା ପରେ ବି ହାତ ପାହାନ୍ତାରେ ଝୁଲୁଛି ବିଦ୍ୟୁତ ତାର ଆଉ ମୁକୁଳା ହୋଇ ପଡିଛି ଟ୍ରାନ୍ସଫର୍ମର । ଏତେ ସବୁ ଘଟଣା ହେବା ପରେ ବି ନିଦାବିଷ୍ଣୁ ସାଜିଛି ବିଦ୍ୟୁତ ବିଭାଗ । ନିୟମ ଅନୁଯାୟୀ ବିଦ୍ୟୁତ ଖୁଂଟ ମଧ୍ୟରେ ଯେତିକି ଦୂରତା ରହିବାର...

Jagatsinghpur Special Story
ବିଛଣାରେ ଶୋଇଛି ବଢିଲା ଝିଅ...ସେବା କରିଚାଲୁଛି ମାଆ

ଛବିଳଙ୍କୁ ବୟସ ୭୦ ଉପରେ ହେଲାଣି । ବୟସାଧିକ କାରଣରୁ ସେ ବି ଠିକ୍‌ରେ କାମଧନ୍ଦା କରିପାରୁନାହାନ୍ତି। ହେଲେ ଘରେ ଯେତେବେଳେ ଦିବ୍ୟାଙ୍କ ଝିଅ ଅଛି ନିଜର କଷ୍ଟକୁ ଭୁଲି ସେବା କରିଚାଲିଛନ୍ତି ସସ୍ମିତାଙ୍କର। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଛବିଳଙ୍କୁ ୭୦ ବର୍ଷରୁ ଅଧିକ ବୟସ ହୋଇଥିବା...

Rice
ବର୍ଷେ ଯାଏ ମିଳିବ ମାଗଣା ରାସନ୍‌, ଉପକୃତ ହେବେ ୮୦ କୋଟିରୁ ଅଧିକ ଲୋକ

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ପୁଣି ବର୍ଷେ ପର୍ଯ୍ୟନ୍ତ ମାଗଣା ଚାଉଳ, ଗହମ ପାଇବେ ଆପଣ...୨୦୨୩ ଡିସେମ୍ବର ଯାଏଁ କାର୍ଯ୍ୟକାରୀ ହେବ ଯୋଜନା

Marriage
ବାହାହେବାକୁ କନ୍ୟା ମିଳୁନାହାଁନ୍ତି . . .ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଫେରାଦ ହେଲେ ୫୦ ଯୁବକ

ବ୍ୟାଣ୍ଡବାଜା ଓ ବରଯାତ୍ରୀ ନେଇ କଲେକ୍ଟର ଅଫିସରେ ପହଞ୍ଚିଲେ ୫୦ ଯୁବକ । ମୁଣ୍ଡରେ ପଗଡ଼ି, ମଥାରେ ଚନ୍ଦନ, ବରବେଶ ହୋଇ ଘୋଡ଼ା ପିଠିରେ ବସି ଆସିଥିବା ଏତେ ଯୁବକଙ୍କୁ ଦେଖି ଜିଲ୍ଲାପାଳଙ୍କ ଅକଲ ଗୁଡ଼ୁମ୍‌ । ମହାରାଷ୍ଟ୍ରର ସୋଲାପୁରରେ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି...

Jagatsinghpur Special Story
ବିଛଣାରେ ଶୋଇଛି ବଢିଲା ଝିଅ...ସେବା କରିଚାଲୁଛି ମାଆ

ଛବିଳଙ୍କୁ ବୟସ ୭୦ ଉପରେ ହେଲାଣି । ବୟସାଧିକ କାରଣରୁ ସେ ବି ଠିକ୍‌ରେ କାମଧନ୍ଦା କରିପାରୁନାହାନ୍ତି। ହେଲେ ଘରେ ଯେତେବେଳେ ଦିବ୍ୟାଙ୍କ ଝିଅ ଅଛି ନିଜର କଷ୍ଟକୁ ଭୁଲି ସେବା କରିଚାଲିଛନ୍ତି ସସ୍ମିତାଙ୍କର। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଛବିଳଙ୍କୁ ୭୦ ବର୍ଷରୁ ଅଧିକ ବୟସ ହୋଇଥିବା ପରେ...

Hockey fever grips Rourkela
ଷ୍ଟ୍ରିଟ୍‌ ଫୁଡ୍‌ ମେଳା : ଚିକେନ୍‌, ମଟନ୍‌ ସହ ମନ କିଣୁଛି ମସାଲା ପନିର୍‌

ଶୀତୁଆ ସଂନ୍ଧ୍ୟାରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କର ଲାଗିଛି ଭିଡ। ଖାଲି ସେତିକି ନୁହେଁ ମିଠା ପାନର ଆସର ମଧ୍ୟ ଦେଖିବାକୁ ମିଳୁଛି । କେବଳ ରଜ ସମୟରେ ପାନ ଷ୍ଟଲରେ ଭିଡ ଲାଗେ ବୋଲି ଆମେ ସମସ୍ତେ ଜାଣନ୍ତି। କିନ୍ତୁ ରାଉରକେଲାରେ ଅଦିନିଆ ସମୟରେ ପାନ ଦୋକାନରେ ଲାଗିଛି ଭିଡ

Tomato farmers
କାବେରୀ ବିହନ କରିଦେଲା କମାଲ : ବିଲାତି ଚାଷରୁ ଲାଭ ଲକ୍ଷଲକ୍ଷ

ପୂର୍ବରୁ ଗାଁ ସ୍ତ୍ରୀ ଲୋକମାନେ ପରିବା ଓ ଧାନ ଚାଷ କରି ଅଳ୍ପ ପରିମାଣରେ ରୋଜଗାର କରୁଥିଲେ। ହେଲେ କାବେରୀ ବିହନରେ ଭଲ ଲାଭ ହେଉଥିବା ଜାଣିବା ପରେ ସେହି ବିହନ ଆଣି କ୍ଷେତରେ ଚାଷ କଲେ। ଆଉ ସଠିକ୍‌ ଭାବରେ ରକ୍ଷଣବେକ୍ଷଣ ବି କଲେ...ଆଉ ତା’ପରେ କ୍ଷେତରେ...

Elephant Death
ହାତୀ ମୃତ୍ୟୁ ଘଟଣା : ଦୋଷ ଲୁଚାଇବାକୁ ନିରୀହ ଚାଷୀଙ୍କୁ ଗିରଫ କଲା ବନବିଭାଗ

ହାତୀ ମୃତ୍ୟୁ ହେବା ପରେ ବି ହାତ ପାହାନ୍ତାରେ ଝୁଲୁଛି ବିଦ୍ୟୁତ ତାର ଆଉ ମୁକୁଳା ହୋଇ ପଡିଛି ଟ୍ରାନ୍ସଫର୍ମର । ଏତେ ସବୁ ଘଟଣା ହେବା ପରେ ବି ନିଦାବିଷ୍ଣୁ ସାଜିଛି ବିଦ୍ୟୁତ ବିଭାଗ । ନିୟମ ଅନୁଯାୟୀ ବିଦ୍ୟୁତ ଖୁଂଟ ମଧ୍ୟରେ ଯେତିକି ଦୂରତା ରହିବାର କଥା...

Gobinda
ଗୋବିନ୍ଦଙ୍କ ଆଇନଜୀବୀ ଦେଲେ ବିସ୍ଫୋରକ ବୟାନ: ଆତ୍ମହତ୍ୟା ପରେ ବି ବଞ୍ଚିଥିଲେ !!

ଘଟଣା ଦିନ କୋର୍ଟରେ ଥିବାବେଳେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ସଂପର୍କରେ ମୁଁ ଖବର ପାଇଥିଲି। ତୁରନ୍ତ ମୁଁ ଜେଲ୍‌ରେ ପହଞ୍ଚିଥିଲି। ସେତେବେଳେ ତାଙ୍କୁ ହସ୍ପିଟାଲ୍ ନେବା ପାଇଁ ବ୍ୟବସ୍ଥା ହେଉଥିଲା। ସେତେବେଳକୁ ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ଚାଲିଥିଲା। ତେବେ ଯେଉଁ ପରିବେଶ ଓ ପରିସ୍ଥିତିରେ ଏହି ଘଟଣା ଘଟିଛି,...

Christmas Day
ଧରାବତରଣ କରିବେ ଯୀଶୁ

ଆଉ ମାତ୍ର ୪ ଘଂଟାର ଅପେକ୍ଷା...ଧରାବତରଣ କରିବେ ଯୀଶୁ...ଆନନ୍ଦ ଉଲ୍ଲାସରେ ବଡଦିନ ପାଳନ ପାଇଁ ସବୁଠି ସରିଛି ପ୍ରସ୍ତୁତି

 Markfed after unable to repay loan amount
ବାଜିଲା ଡେଙ୍ଗୁରା ! ନିଲାମ ହେବ ମାର୍କଫେଡ୍ କୋଠା

ନିଲାମ ହେବ ମାର୍କଫେଡ୍ କୋଠା ! ସଂପତ୍ତି ବିକି ଋଣ ଶୁଝିବ ମାର୍କଫେଡ୍ ! ଡେଙ୍ଗୁରା ବାଡ଼େଇ କରାଗଲା ଘୋଷଣା। ଋଣର ପାହାଡ଼ ତଳେ ଓଡ଼ିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ଲିମିଟେଡ୍- ମାର୍କଫେଡ୍। ଭୁବନେଶ୍ୱର ଲକ୍ଷ୍ମୀ ସାଗରରେ ମାର୍କଫେଡ୍‌ର ସେଇ ହତଭାଗା ମୁଖ୍ୟ କୋଠା, ଯାହାକି ଏବେ...

Gobinda
ରଶି ନାଁ ଗାମୁଛା?

ରଶି ନାଁ ଗାମୁଛା? କେଉଁଥିରେ ଗୋବିନ୍ଦଙ୍କର ଯାଇଛି ପ୍ରାଣ

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି