• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Tara
ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଲେ ତାରା ବାହିନୀପତି

କୋରାପୁଟ ଜୟପୁର ସ୍ଥିତ ବିକ୍ରମଦେବ କଲେଜର ପ୍ଲାଟିନମ ଜୁବଲି ଓ ବିଶ୍ୱବିଦ୍ୟାଳୟ ଘୋଷଣା ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଙ୍କ ଭୁରିଭୁରି ପ୍ରଶଂସା ଓ ଜିନ୍ଦାବାଦ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

Pintu
ପିଣ୍ଟୁଙ୍କୁ ସାହାଯ୍ୟ କର

ଉତ୍ତମ ଚିକିତ୍ସା ପାଇଁ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀ ନିଆଯିବ ବୋଲି ଜଣାପଡ଼ିଛି । ଏବେ ଆପଣମାନଙ୍କଠାରୁ ସାହାଯ୍ୟ ଅପେକ୍ଷାରେ ରହିଛନ୍ତି ପିଣ୍ଟୁ ନନ୍ଦ...

Auto Accident
ରାସ୍ତାରେ ଛକିଥିଲା ଯମ...ମକର ସଜ ପାଇଁ ଯାଉଥିଲେ, ପ୍ରାଣ ହାରିଲେ

ବାରିପଦା ଦେଉଳି ରାସ୍ତାର ଛେନାଧୁଆ ଛକରେ ଯେଉଁ ଭୟଙ୍କର ଦୁର୍ଘଟଣାର ଦୃଶ୍ୟ ଦେଖିବାକୁ ମିଳିଛି ତାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚା । ରାସ୍ତାରେ ଅଟୋ ଯାଉଥିବା ବେଳେ ସାମ୍ନାରୁ ଧକ୍କା ଦେଇଥିଲା ପିକଅପ ଭ୍ୟାନ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋ ତଳେ ଚାପି...

MKCG
ଏମରଜେନ୍ସି ଡ୍ୟୁଟିରେ ଅଛନ୍ତି...ଅଚିନ୍ତା ନିଦରେ ଘୁଙ୍ଗୁଡି ମାରୁଛନ୍ତି

ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ। ଦକ୍ଷିଣ ଓଡିଶାର ବଡ ମେଡିକାଲ। ଚିକିତ୍ସା ପାଇଁ ନିଇତି ଏଠାକୁ ହଜାର ହଜାର ରୋଗୀ ଆସନ୍ତି। ହେଲେ ନିଜ ଦାୟିତ୍ୱକୁ କେମିତି ସରକାରୀ ବାବୁମାନେ ସଂପାଦନ କରୁଛନ୍ତି ତାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି

Pavel Antov
ଆଣ୍ଟୋଭ୍‌ଙ୍କ ମୃତ୍ୟୁକୁ ନେଇ ହଇଚଇ

ଋଷ ସାଂସଦ ପାଭେଲ ଆଣ୍ଟୋଭ୍‌ଙ୍କ ମୃତ୍ୟୁକୁ ନେଇ ହଇଚଇ। ସପ୍ତାହ ପରେ ବି ସତ ସାମ୍ନାକୁ ଆସୁନଥିବାରୁ ଘନଉଛି ରହସ୍ୟ

Zero night New Year party
ପାଖେଇ ଆସୁଛି ନୂଆବର୍ଷ ୨୦୨୩ : ୨ବର୍ଷର ନିରସତା ପରେ ଜମିବ ଜିରୋନାଇଟ୍

ଘଣ୍ଟାରେ ୧୨ ବାଜିବ... କ୍ୟାଲେଣ୍ଡର୍ ବଦଳିବ... ଆଉ ଚାରିଆଡ଼େ ଶୁଭିବ ହାପି ନିୟୁ ଇୟର୍ । ଜିରୋ ନାଇଟ୍ର ଧୁମରେ, ଧମାଲ୍ କରିବ କ୍ୟାପିଟାଲ୍ ସିଟି । ରାଜଧାନୀ ଭୁବନେଶ୍ୱରରେ ମିଡ୍ ନାଇଟ୍ ସେଲିବ୍ରେସନ୍ ପାଇଁ ଜାଗା ଜାଗାରେ ଆୟୋଜନ । ରାଜଧାନୀବାସୀଙ୍କୁ ବର୍ଷ ଆରମ୍ଭରୁ ମଉଜର ସ୍ପେଶାଲ୍...

tragic story
ରାତି ଅନ୍ଧାରରେ ଗାଁ ଦାଣ୍ଡରେ ଡେଙ୍ଗୁରା ବାଜୁଛି ! ରାଉତ ପରିବାରକୁ ନିଆଁ ପାଣି ବାସନ୍ଦ

ରାତି ଅନ୍ଧାରରେ ଗାଁ ଦାଣ୍ଡରେ ଡେଙ୍ଗୁରା ବାଜିଲା, ରାଉତ ପରିବାରକୁ ନିଆଁ ପାଣି ବାସନ୍ଦ । ବଲାଙ୍ଗୀର ସଦରଥାନା ଅନ୍ତର୍ଗତ ମିର୍ଦ୍ଧାପାଲିରେ ଗତକାଲି ରାତିରେ କଙ୍ଗାରୁ କୋର୍ଟରେ ନିଷ୍ପତ୍ତି ପରେ ବାସନ୍ଦ ସରୋଜ ରାଉତଙ୍କ ପରିବାର ଜୀବନ ପ୍ରତି ବିପଦ । ଭୟରେ ଘରେ ତାଲା ଦେଇ, ବିଲ...

BJD
କାହା ରିମୋଟ୍ କଣ୍ଟ୍ରୋଲରେ ବିଜେଡି ସରକାର ? ନଡ୍ଡାଙ୍କ ଟାର୍ଗେଟ୍ ପରେ ତେଜିଲା ରାଜନୀତି

ରାଜ୍ୟରେ ଚାଲିଛି ଛାୟା ସରକାର । ତୁମୁଡିବନ୍ଧ ଓ ବାଣପୁର ସଭାରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେ.ପି ନଡ୍ଡାଙ୍କଠୁ ନେଇ ଦଳର ବରିଷ୍ଠ ନେତାମାନେ ଏଭଳି ଅଭିଯୋଗ କରି ବିଜେଡି ସରକାରକୁ ଟାର୍ଗେଟ୍ କରିବା ପରେ ତେଜିଛି ରାଜନୀତି । ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି ।...

Bhubaneswar Railway Station
ଭୁବନେଶ୍ୱର ରେଳ ଷ୍ଟସନ୍‌ରେ ଖର୍ଚ୍ଚ ହେବ ୩୯୮ କୋଟି, ବିମାନବନ୍ଦର ଭଳି ଚମକିବ

ଭୁବନେଶ୍ୱରର ରେଳ ଷ୍ଟେସନର ହେବ ନବୀକରଣ । ବିମାନ ବନ୍ଦର ଭଳି ଏଠାରେ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଷ୍ଟେସନ ନବକଳେବର ପ୍ରକଳ୍ପର ଶୁଭ ଦେଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ସହ...

special story
ଦେଶୀ ବୁଦ୍ଧି ଆପଣାଇଲେ...ପାହାଡ ଚିରି କ୍ଷେତକୁ ପାଣି ମଡେଇଲେ

ଦେଶୀ ବୁଦ୍ଧି ଆପଣାଇ ୨୫ ଏକର ଚାଷ ଜମିକୁ ପାଣି ମଡେଇବାକୁ ନୂଆ ରଣନୀତି ଅବଲମ୍ବନ କଲେ ଚାଷୀ। ପାହାଡ ଚିରିଲେ, ନିଜ କ୍ଷେତକୁ ପାଣି ମଡେଇଲେ। ପାଣି ବିନା ଯେଉଁ ଚାଷ ଜମି ଦିନେ ଟାଙ୍ଗରା ଥିଲା ଆଜି ସେଇ ଚାଷ ଜମିରେ ଭଲରେ ମାଡୁଛି ପାଣି

Odisha Politics - BJD
ସାକାର ହେବ କି BJDର ଶହେ ବର୍ଷ କ୍ଷମତା ସ୍ୱପ୍ନ, ଦଳକୁ ଚଲାଇ ପାରିବ ତ ତୃତୀୟ ପିଢ଼ି ?

ବିଜେଡିରେ ଏବେ ତୃତୀୟ ପିଢ଼ିର ଦବ୍‌ଦବା । ପ୍ରଥମ, ଦ୍ୱିତୀୟ ଭଳି ଦଳ ପାଇଁ ସଫଳତା ଦୋହରାଇ ପାରିବ ତ ଏହି ପିଢ଼ି ? ସେମାନଙ୍କ ପାଖରେ ଅଛି କି ସେଭଳି ସାଂଗଠନିକ ଦକ୍ଷତା ? ନା କେବଳ କ୍ଷମତା କେନ୍ଦ୍ରର ହଁରେ ହଁ ଭରୁଥିବାରୁ ମିଳୁଛି ଗୁରୁତ୍ୱ...

JP Nadda
ଆସୁଛନ୍ତି ନଡ୍ଡା, ପୁଣି ବିଜେଡି ବିରୋଧରେ କରିବେ କି ଗର୍ଜନ ?

ପୁଣି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ୨୪ ଲଢ଼େଇ ପାଇଁ ନେତାଙ୍କୁ ମନ୍ତ୍ର ଦେବେ, କର୍ମୀଙ୍କ ମନରେ ଭରିବେ ଯୋଶ୍ । କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ତୁମୁଡ଼ିବନ୍ଧ ସଭାମଞ୍ଚକୁ ଭୁବନେଶ୍ୱରରୁ ହେକିକପ୍ଟରେ ଆସିବେ ନଡ୍ଡା । ଆସନ୍ତାକାଲି ଦିନ ସାଢ଼େ ୧୧ଟାରେ...

Pavel Antov
ରାୟଗଡ଼ାରେ କୋଟିପତି ଋଷ ସାଂସଦଙ୍କ ରହସ୍ୟଜନକ ମୃତ୍ୟୁ, ରହିଛି କି ରାଷ୍ଟ୍ରପତି ପୁଟିନ୍‌ଙ୍କ ସମ୍ପୃକ୍ତି ?

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍‌ଙ୍କ ଯିଏ ଥିଲେ କଠୋର ସମାଲୋଚକ । ୟୁକ୍ରେନ୍-ରୁଷ୍ ଯୁଦ୍ଧକୁ ଯିଏ କହୁଥିଲେ ଏହା ପୁତିନ୍‌ଙ୍କ ଆତଙ୍କରାଜ୍, ଓଡ଼ିଶାରେ ରୁଷ୍‌ର ସେହି ସାହସୀ ରାଜନେତାଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଏବେ ସାରା ବିଶ୍ୱରେ ହଟଚମଟ । ଦେଶର ହିତ ଉଦ୍ଦେଶ୍ୟରେ ରୁଷ୍‌ର ସଂସଦ ଭବନକୁ...

Puri Lord Jagannath
ଅବ୍ୟବସ୍ଥିତ ବନ୍ଦୋବସ୍ତରେ କଲବଲ ଜଗା ଭକ୍ତ, ମିରିଚିକୋଟ ଯାଏଁ ଲମ୍ବିଲା ବ୍ୟାରିକେଡ୍

ଅସମ୍ଭାଳ ଭି଼ଡ଼... ଅବ୍ୟବସ୍ଥିତ ବନ୍ଦୋବସ୍ତ.. ଅସ୍ତବ୍ୟସ୍ତ ଜନତା..। ଗଲା ଦୁଇ-ତିନି ଦିନ ଧରି ଶ୍ରୀକ୍ଷେତ୍ରରେ ଅନିୟନ୍ତ୍ରିତ ଭିଡ଼ ପାଇଁ କଲବଲ ହେଉଛନ୍ତି ଜଗା ଦର୍ଶନ ପାଇଁ ଆସୁଥିବା ଜନତା । ସ୍ଥିତି ଏଭଳି ହୋଇଥିଲା ଯେ ଗତକାଲି ବାଇଶି ପାହାଚରେ ଠେଲାପେଲାରେ ଅଣନିଃଶ୍ୱାସୀ ହୋଇ ଅଚେତ ହୋଇଯାଇଥିଲେ ମୟୂରଭଞ୍ଜର...

Fake Doctor
ଖୋଦ୍ ରାଷ୍ଟ୍ରପତିଙ୍କ ବ୍ଲକ୍‌ରେ ବି ମାତିଛନ୍ତି କ୍ୱାକ୍ ? ବେଧଡକ୍ କ୍ଲିନିକ୍ ଖୋଲୁଛନ୍ତି ନକଲି ଡାକ୍ତର

ଜଣେ କହୁଛନ୍ତି ଫୋଡ଼ା ଶିଖିଛି, ଯଦି କେହି ଇଞ୍ଜେକସନ୍ ଆଣୁଛି ମୁଁ ଫୋଡି ଦେଉଛି, ନ ହେଲେ ସେମିତି କିଛି ନାହିଁ । ଆଉ ଜଣେ କହୁଛନ୍ତି, ବାହାରୁ ନେଇ ଆସେ, ଥଣ୍ଡା କାଶ ହେଲେ ପାରାସିଟାମଲ ଦେଇ ଦିଏ । ଆମର ଏଠି ଡାକ୍ତର ନାହାନ୍ତି ।...

Pakistan Grocery hike
ପାକ୍‌ରେ ଭୋକରେ ଲୋକ...ଅଟା କିଲୋ ୧୨୫

ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ କରାଚିରେ ବର୍ତ୍ତମାନ ସମୟରେ ଅଟା କିଲୋର ଦାମ୍‌ ୧୨୫ ଟଙ୍କା ରହିଛି। ଯାହାକି ଇସଲାମବାଦ ଓ ପଞ୍ଜାବ ପ୍ରଦେଶ ତୁଳନାରେ ପାଖାପାଖି ୧୦୦ ପ୍ରତିଶତ ଅଧିକ।

SoumyaRanjan Patnaik
ମଞ୍ଚ ଉପରେ ଥିଲେ ନବୀନ ପଟ୍ଟନାୟକ, ଏମିତି ଢଙ୍ଗରେ ନିଜ ମନ କଥା କହିଲେ ସୌମ୍ୟରଂଜନ

ପୁରୀରେ ଆମେ ପ୍ରତିଷ୍ଠା ଦିବସ ପାଳୁଛେ। ଜଗନ୍ନାଥଙ୍କୁ ଦର୍ଶନ କରୁଛେ...ହେଲେ ଏ ପ୍ରତିଷ୍ଠା ଦିବସ ଯେମିତି ଡିସେମ୍ବର ମାସ ପାର୍ଟି ନହେଉ...ବାସ୍‌ ଏହି କଥାକୁ ନେଇ ଏବେ ରାଜ୍ୟରାଜନୀତିରେ ହଟ୍ଟଚମଟ ହୋଇଛି।

BJD- Naveen Patnaik
ପ୍ରତିଷ୍ଠା ଦିବସରେ BJD ଖେଳିଲା ମହିଳା କାର୍ଡ, ପରାମର୍ଶ ଆଳରେ ବରିଷ୍ଠ ମାରିଲେ ତେର୍ଛା ବାଣ

ଶ୍ରୀକ୍ଷେତ୍ରରୁ ବିଜେଡି ଫୁଙ୍କିଲା ୨୪ ନିର୍ବାଚନ ପ୍ରସ୍ତୁତି ଶଙ୍ଖ । ଭିଡିଓ ବାର୍ତ୍ତାରେ ନେତା-କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ । ମହିଳା କାର୍ଡ ବି ଖେଳିଲେ ସୁପ୍ରିମୋ ନବୀନ । କେନ୍ଦ୍ର ଅବହେଳା କଥା ଉଠାଇ ବର୍ଷିଲେ ନେତା । ପୁରୀରେ ୨୫ ତମ ଜନ୍ମଦିନ ପାଳନ ଅବସରରେ ବରିଷ୍ଠ,...

Sambalpur Court
ଗୁମ୍‌ସୁମ୍‌ ସମ୍ବଲପୁର କୋର୍ଟ; ନାକେଦମ୍‌ ହେଲେଣି ମହକିଲ..

ନିଜର ତାରିଖ ପଡିଲେ ନ୍ୟାୟ ପାଇଁ ସମ୍ବଲପୁର କୋର୍ଟକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଆଉ କେତେ ବା ଧୈର୍ଯ୍ୟ ରୁହନ୍ତା । ସହିବାର ସୀମା ଡେଇଁଗଲା ପରେ ଆଉ ବା କି ପ୍ରତିକ୍ରିୟା ରୁହନ୍ତା ମହକିଲ ମାନଙ୍କର । ଏକଦା ସକାଳ ୯ଟା ହେଲେ ଓକିଲ...

Hockey
ଅବହେଳିତ ହକିର ଅନ୍ତୁଡିଶାଳ; ମାଟି ପଡ଼ିଆ-କାଠ ଗୋଲପୋଷ୍ଟରେ ଖେଳାଳି କରୁଛନ୍ତି ଅଭ୍ୟାସ

ଆବୁଡା ଖାବୁଡା ଖାଲ ଢିପ ଭରା ମାଟି ପଡିଆ, ତାରି ଭିତରେ ୬ ଖଣ୍ଡ କାଠରେ ତିଆରି ହୋଇଛି ଗୋଲ ପୋଷ୍ଟ । ହାତରେ ଖଣ୍ଡିଏ ଖଣ୍ଡିଏ ହକି ଷ୍ଟିକ୍ ଧରି ସେଠାରେ ଅଭ୍ୟାସ କରୁଛନ୍ତି ଖେଳାଳି । ସୁନ୍ଦରଗଡ଼ ବାଲିଶଙ୍କରା ବ୍ଳକ୍‌ର ଲୁଲକିଡିହି ଗାଁ, ଏହି ଗାଁରୁ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି