ବାତ୍ୟା ‘ୟାଗି’ ଚାଇନାରେ ତାଣ୍ଡବ ରଚିବା ପରେ ଏବେ ଧୀରେ ଧୀରେ ଗୋଟିଏ ଗୋଟିଏ ଦୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି ।
କାନପୁର ମୁଡେରି ଗାଁ ନିକଟରେ ରେଳ ଲାଇନ ଉପରେ ରଖା ଯାଇଥିଲା ଏକ ଗ୍ୟାସ ସିଲିଣ୍ଡର ।
୨୫ଟି ଦେଶର ପ୍ରାୟ ୧୩୦ରୁ ଅଧିକ ସହରରେ ଏହି ବିରୋଧ ଦେଖିବାକୁ ମିଳିଛି ।
ପଞ୍ଜାବରୁ ଫେରି ଗାଁରେ ପହଞ୍ଚିବା ପରେ ଆୟୁଷଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଘର ଦୁଆରେ ବସି ବାହୁନି ବାହୁନି ଆଖିରୁ ଲୁହ ଗଡ଼ାଉଛନ୍ତି ମା’ । ବୁଢ଼ା ବାପାଟା ବି ନିଃସହାୟ । ଦୁର୍ଘଟଣାର ଶିକାର ହୋଇ ଘରେ ବସି କାନ୍ଦୁଛନ୍ତି ୨୪ ବର୍ଷୀୟ ଝିଅ କୁନିରାଣୀ ।
ପାକିସ୍ତାନ ସେନା ମୁଖ୍ୟ ଜେନେରାଲ୍ ଅସୀମ ମୁନିର ପ୍ରତିରକ୍ଷା ଦିବସ ପାଳନ ଅବସରରେ କାର୍ଗିଲ ଯୁଦ୍ଧରେ ସୈନିକଙ୍କ ମୃତ୍ୟୁ ହୋଇଥିବା ମାନିଛନ୍ତି ।
ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କୋଲାବ ନଦୀ ଫୁଲୁଥିବାରୁ କିଛି ତଳିଆ ଅଞ୍ଚଳରେ ପାଣି ପଶିଛି । କୋଲାବ ନଦୀରେ ଦୀଗାପୁର ଠାରେ ଥିବା ବ୍ରିଜ୍ ଉପରେ ଚାଲୁଛି ପାଣି ।
ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ପତ୍ର ଲେଖି ଇସ୍ତଫା ବିଷୟରେ ଅବଗତ କରିବା ସହ ରାଜନୀତିରୁ ମଧ୍ୟ ସନ୍ନ୍ୟାସ ନେବା କଥା ଉଲ୍ଲେଖ କରିଛନ୍ତି ।
ଜାଭେଲିନରେ ନବଦୀପଙ୍କ ପ୍ରଥମ ପ୍ରୟାସକୁ ଫାଉଲ୍ କରାଯାଇଥିଲା । କିନ୍ତୁ ସେ ଦ୍ୱିତୀୟ ପ୍ରୟାସରେ ୪୬.୩୯ ମିଟର ଥ୍ରୋ କରି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ।
ନୂଆପଡ଼ାରୁ ଭୁବନେଶ୍ବର ଯାଉଥିବା ବେଳେ ଗତକାଲି ବିଜୟଙ୍କ ଗାଡ଼ିରୁ ୧ ଲକ୍ଷ ୩୨ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।
ଏହି ଦୁଇ ଦେଶରେ ଯୁଦ୍ଧରେ ବିରାମ ଓ ଶାନ୍ତି ଫେରାଇ ଆଣିବାକୁ ଭାରତ ମଧ୍ୟସ୍ତି କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ସପ୍ତାହ ତଳେ ଋଷ ଓ ୟୁକ୍ରେନ୍ ଗସ୍ତରେ ଯାଇଥିଲେ ।
ରାଉରକେଲା ସେକ୍ଟର ୧୪ରେ ଥିବା ନନ୍ଦ ଗାଁ । ଏଠାରେ କେବଳ ଗୋଟିଏ ଦିନ ନୁହେଁ, ବର୍ଷ ତମାମ ଏମିତି ଗୋ’ ମାତାଙ୍କ ପାଇଁ ଲାଗି ହୁଏ ୫୬ ଭୋଗ ।
ପୂର୍ବରୁ କାରଖାନାରୁ ବାହାରୁଥିବା ଦୁର୍ଗନ୍ଧ ଧୂଳିଧୂଆଁ ଅଞ୍ଚଳବାସୀଙ୍କୁ ଅସହ୍ୟ କରୁଥିଲା । ହେଲେ ଏବେ କାରଖାନାରୁ ନିଷ୍କାସିତ ରାସାୟନିକ ପାଣି ସବୁ ଉଜାଡ଼ି ଦେଉଛି ।
ଛିଡୁଛି ବିଜେଡି, ବଢୁଛି ବିଜେପି। ସୁଜିତ କୁମାର ଶଙ୍ଖ ଛାଡ଼ି ପଦ୍ମ ଧରିବା ପରେ ଏହି ଚର୍ଚ୍ଚା ବଢିଛି। ବିଜେଡିର ଆଉ କିଛି ସାଂସଦ ଏବେ ସେଇ ଲାଇନରେ ଥିବା ଆଲୋଚନା ହେଉଥିବା ବେଳେ ରାଜନୈତିକ ବୟାନବାଜି ବି ଜୋର୍ ଧରିଛି।
ବିକ୍ରି ହେଉଛି ସରକାରୀ ଚାକିରି! ରାଜ୍ୟରେ ଗ୍ରୁପ୍-ସି ପଦବି ପାଇଁ ପ୍ରାର୍ଥୀ ବାଛୁଥିବା ଓଡ଼ିଶା ଅଧସ୍ଥନ କର୍ମଚାରୀ ଆୟୋଗ ବା ଓ-ଟ୍ରିପିଲ୍ ଏସ୍ ସି ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।
କଳାହାଣ୍ଡିରେ ବ୍ୟାପକ ଦୁର୍ନୀତି କାରବାର ଚାଲିଥିବା ନେଇ ସୁଜିତ କୁମାରଙ୍କ ବିସ୍ଫୋରକ ବୟାନ ପରେ ଏବେ ଜିଲ୍ଲା ରାଜନୀତିରେ ବଡ଼ ଧରଣର ହଲଚଲ୍ ।
ଆଉ ବେଶି ଦିନ ନୁହେଁ, ଖୁବଶୀଘ୍ର ମହିଳାଙ୍କ ଆକାଉଣ୍ଟଙ୍କୁ ଯିବ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା । ତାପୂର୍ବରୁ ଆଜିଠୁ ରାଜ୍ୟରେ ଗଡ଼ିଛି ସଚେତନତା ରଥ ।
ଅଗ୍ରପୂଜ୍ୟଙ୍କ ଆବାହନ ସହ ଆରମ୍ଭ ହୋଇଛି ପାର୍ବଣ। ଗଜାନନଙ୍କ ପୂଜା ପାଇଁ ସାରା ରାଜ୍ୟ ଉତ୍ସବମୁଖର। ଜଟଣୀ ଓ ତାଳଚେରରେ ମହାଆଡମ୍ବରରେ ଗଣେଶ ପୂଜା ହେଉଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ସାମ୍ନା କଲୋନୀରେ ଲୁଟେରାଙ୍କ ହଲ୍ଲାବୋଲ । ସବୁଠୁ ହାଇ ସିକ୍ୟୁରିଟି ଅଞ୍ଚଳରୁ ଲୁଟି ନେଲେ । ପୋଲିସ ଘରେ କଳାକନା ବୁଲାଇଲେ ।