• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

Subhadra Yojana
ରାତି ପାହିଲେ ଆସିବ ସୁଭଦ୍ରା ଟଙ୍କା

ଆସନ୍ତାକାଲି ଖାତାକୁ ଆସିବ ସୁଭଦ୍ରା ଟଙ୍କା । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୩୫ ଲକ୍ଷ ହିତାଧିକାରୀ ପାଇବେ ପ୍ରଥମ କିସ୍ତି ।

Haryana BJP
ହରିୟାଣାରେ ବିଜେପିର ବିଜୟ ହାଟ୍ରିକ୍

ହରିୟାଣାରେ ବିଜେପି, ଜାମ୍ମୁ-କାଶ୍ମୀରରେ କଂଗ୍ରେସ-ଏନସି ମେଣ୍ଟ। ଏକଜିଟ୍ ପୋଲ୍ ଆକଳନର ସଂପୂର୍ଣ୍ଣ ବିପରୀତ ଆସିଛି ଏକଜାଟ୍ ପୋଲ ଗଣତିର ଫଳ। ସବୁଠୁ ଆଶ୍ଚର୍ଯ୍ୟଜନକ ଫଳ ଆସିଛି ହରିୟାଣାରେ।

E-bus
ମାସ ମାସ ଧରି ଖତ ଖାଉଛି ଇ-ବସ୍

ଶ୍ରୀକ୍ଷେତ୍ରରେ ସାଧାରଣ ଭକ୍ତଙ୍କ ସୁବିଧା ଲାଗି ପୁରୀକୁ ଆସିଥିଲା ୩୫ଟି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବସ୍ । ହେଲେ ଆଜିକୁ ପ୍ରାୟ ୧୦ ମାସ ହେବ ଏ ଦାମୀ ଇ-ବସ୍ ଗୁଡ଼ିକ ବ୍ୟବହାର ନ ହୋଇ ପଡ଼ି ରହିଛି ।

Narendra Modi
‘ଜାତି ନାଁରେ ବିଷ ବୁଣୁଛି କଂଗ୍ରେସ, ଦେଶକୁ ବଦନାମ ପାଇଁ କରୁଛି ଷଡ଼ଯନ୍ତ୍ର’

ଯୁବକଙ୍କୁ ବି କଂଗ୍ରେସ ଉସୁକାଇଥିଲା, ହେଲେ ସେମାନେ କଂଗ୍ରେସକୁ ଉଚିତ୍ ଶିକ୍ଷା ଦେଲେ । ଆଜିର ଫଳାଫଳରୁ ସ୍ପଷ୍ଟ ହୋଇଛି, କଂଗ୍ରେସ ଏବେ ପରଜୀବୀ ପାର୍ଟି ।

Jammu & Kashmir
ଘାଟିରେ ବି ବାଟ ହୁଡ଼ିଲା ବୁଥ୍ ବାହୁଡ଼ା ମତ; ଝୁଲା ନୁହେଁ, ସ୍ଥିର ସରକାର ବାଛିଲେ ଭୋଟର୍

ଏହି ବିଜୟ ସହ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଚେହେରା ବି ଏକପ୍ରକାର ସ୍ପଷ୍ଟ । ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଘୋଷଣା କରିଛନ୍ତି, ତାଙ୍କ ପୁଅ ଓମାର୍ ଅବଦୁଲ୍ଲା ବନିବେ ନେକ୍ସଟ ସିଏମ୍ ।

Haryana BJP
ଭୁଲ୍‌ ହେଲା ଏକଜିଟ୍‌ ପୋଲ୍‌ ଆକଳନ, ହରିୟାଣାରେ ବିଜେପିର ବିଜୟ ହାଟ୍ରିକ୍

ହରିୟାଣାରେ ବିଜେପି, ଜାମ୍ମୁ-କାଶ୍ମୀରରେ କଂଗ୍ରେସ-ଏନସି ମେଣ୍ଟ। ଏକଜିଟ୍ ପୋଲ୍ ଆକଳନର ସଂପୂର୍ଣ୍ଣ ବିପରୀତ ଆସିଛି ଏକଜାଟ୍ ପୋଲ ଗଣତିର ଫଳ। ସବୁଠୁ ଆଶ୍ଚର୍ଯ୍ୟଜନକ ଫଳ ଆସିଛି ହରିୟାଣାରେ।

Jalebi
ଜଲେବି ଖାଇଲେ ରାହୁଲ, ସ୍ବାଦ ନେଇଗଲା ବିଜେପି

ହରିୟାଣା ନିର୍ବାଚନ ଫଳାଫଳ ପରେ ଜଲେବିକୁ ନେଇ ଚର୍ଚ୍ଚା । କୁହାଯାଉଛି- ଜଲେବି ଖାଇଲେ ରାହୁଲ, ହେଲେ ସ୍ୱାଦ ନେଇଗଲା ବିଜେପି । ହରିୟାଣାରେ ବିଜେପିର ଜବରଦସ୍ତ ବିଜୟ ପରେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି ହାସ୍ ଟ୍ୟାଗ୍ ଜଲେବି ।

OSSC Exam
OSSC ପରିଚାଳିତ ପରୀକ୍ଷାରେ ତ୍ରୁଟି ! ଆଗୁଆ ପ୍ରଶ୍ନପତ୍ର ପ୍ୟାକେଟ୍‌ ସିଲ୍‌ ଖୋଲାଯାଇଥିବା ଅଭିଯୋଗ

ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ଦସ୍ତଖତ ନେଇ ପ୍ରଶ୍ନପତ୍ର ଖୋଲାଯିବା କଥା। କିନ୍ତୁ ପୂର୍ବରୁ ହିଁ ପ୍ରଶ୍ନପତ୍ର ପ୍ୟାକେଟ୍‌ ସିଲ୍‌ ଖୋଲାଯାଇଥିବା ଅଭିଯୋଗ କରିଥିଲେ ।

India vs Pakistan
ମହିଳା ଟି-୨୦ ବିଶ୍ୱକପ୍‌: ଆଜି ଭାରତ-ପାକ୍‌ ମହାମୁକାବିଲା, ଜାଣନ୍ତୁ କେତେବେଳେ ଖେଳାଯିବ ଏହି ମ୍ୟାଚ୍‌

ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍‌ । ଭାରତୀୟ ସମୟ ଦିନ ୩.୩୦ରେ ଖେଳାଯିବ ଏହି ମ୍ୟାଚ୍‌ ।

Mohan Majhi
ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ବୈଠକରେ ଯୋଗଦେବେ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ମାଓ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆସନ୍ତାକାଲି ବୈଠକ ରହିଛି ।

Ragging Case
ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କୁ ରାଗିଂ ଘଟଣା: ୧୭ ଛାତ୍ରଙ୍କ ବିରୋଧରେ ଆକ୍ସନ୍

ଗତ ମାସ ୨୧ ତାରିଖ ରାତିରେ ନୂତନ ଛାତ୍ରାବାସରେ ରହୁଥିବା ପ୍ରଥମ ବର୍ଷ ଛାତ୍ରଙ୍କୁ ଅନ୍ୟ ହଷ୍ଟେଲର ଦ୍ବିତୀୟ ବର୍ଷ ଛାତ୍ରମାନେ ମାନସିକ ନିର୍ଯାତନା ସହ ରାଗିଂ କରିଥିବା ନେଇ ୟୁଜିସିର ଆଣ୍ଟିରାଗିଂ ସେଲରେ ଅଭିଯୋଗ ହୋଇଥିଲା।

Migratory Avians
ଗାଁକୁ ଆସିଛନ୍ତି ବିଦେଶୀ ଅତିଥି, ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ

ଗ୍ରାମବାସୀଙ୍କ ସୁରକ୍ଷାରେ ବିଦେଶୀ ଅତିଥି। ଆମେ କହୁଛୁ ଏହି ବିଦେଶୀ ପକ୍ଷୀଙ୍କ କଥା। ଅନେକ ବର୍ଷ ହେବ ଏମାନେ ଗ୍ରାମରେ ୪/୫ ମାସ ଅତିଥି ହୋଇ ରୁହନ୍ତି। ଅଣ୍ଡା ଦେଇ, ଛୁଆ ବଡ ହେଲାପରେ ନିଜ ଦେଶକୁ ଚାଲିଯାଆନ୍ତି।

Illegal Mining
ଓଟିଭିର ପ୍ରଭାବ: ବେଆଇନ ଖନନ ମାମଲାରେ ଖଣି ବିଭାଗର ଆକ୍ସନ, ୨୪ କୋଟି ଗଣିବେ ଖଣି ଲିଜଧାରୀ

ଦୀର୍ଘ ବର୍ଷ ଧରି ବିଜେଡି ନେତା ତଥା ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ କାସିଆ ଖଣି ଏବଂ ରାଜସ୍ବ ବିଭାଗର ଅଧିକାରୀଙ୍କୁ ହାତ କରି ପାହାଡ଼ରୁ ବେଆଇନ ଭାବେ ଖନନ ଜାରି ରଖିଥିଲେ । ଏ ସଂପର୍କରେ ଗତ ଜୁଲାଇ ୨୦ରେ ଓଟିଭି ଖବର ପ୍ରସାରଣ କରିଥିଲା...

Bhattarika Temple
କିପରି ପ୍ରତିଷ୍ଠା ହୋଇଥିଲେ ମା’ ଭଟ୍ଟାରିକା ?

କିପରି ପ୍ରତିଷ୍ଠା ହୋଇଥିଲେ ମା’ ଭଟ୍ଟାରିକା ? କ’ଣ ରହିଛି ଏହା ପଛର ଅଲୌକିକ କାହାଣୀ ?

Tirupati Temple
ତିରୁପତିଙ୍କ ପ୍ରସାଦ ନେଇ ପୁଣି ଅଭିଯୋଗ ଆଣିଲେ ଭକ୍ତ, କହିଲେ…

ଜଣେ ଭକ୍ତମାନେ ଏବେ ଦାବି କରିଛନ୍ତି ଯେ ଆନ୍ଧ୍ରପ୍ରଦେଶର ତିରୁମାଲା ମନ୍ଦିରରେ ସେମାନଙ୍କୁ ଦିଆଯାଇଥିବା ପ୍ରସାଦରେ ପୋକ ମିଳିଛି ।

Bhubaneswar
ଦାଦାବଟି ନାଁରେ ଦାଦାଗିରି, ୫ ଲକ୍ଷ ନ ଦେବାରୁ ଦୋକାନ ଆଗରେ ଗଦେଇ ଦେଲେ ପଥର

ଜଣେ ମିଠା ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କା ଦାଦା ବଟି ମାଗୁଥିଲା ଜେଲ ଫେରନ୍ତା ଅଭିଯୁକ୍ତ ରଘୁନାଥ ବାରିକ । ଦାଦା ବଟି ନ ଦେବାରୁ ଦୋକାନ ସାମ୍ନାରେ ଏକ ଟ୍ରାକ୍ଟରରେ ପଥର ଆଣି ଗଦେଇ ଦେବା ସହ ଦୋକାନ ବନ୍ଦ କରିବା ପାଇଁ ଧମକ ଦେଇଥିଲା ।...

Special Food for prisoners
ଜେଲରେ ମିଳିବ ଭୁରି ଭୋଜନ, ଉଡିବ ମଟନ୍ ବିରିଆନି-ଚିଙ୍ଗୁଡି-କୁକୁଡା ଝୋଳ

କଏଦୀଙ୍କୁ ମଟନ୍ ବିରିୟାନୀ, ଚିକେନ ତରକାରୀ ସହ ଅନ୍ୟାନ୍ୟ ବଙ୍ଗୀୟ ପାରମ୍ପରିକ ଖାଦ୍ୟ ପରଷାଯିବ ।

Amit Shah
୭ରେ ମାଓ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ, ଆଲୋଚନା କରିବେ କେନ୍ଦ୍ର ଗୃହ ମନ୍ତ୍ରୀ

ମାଓ ପ୍ରଭାବିତ ରାଜ୍ୟ ଗୁଡ଼ିକୁ ବିକାଶମୂଳକ ସହଯୋଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୫ ଜଣ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଏହି ବୈଠକରେ ଯୋଗଦେବେ ।

31 Naxals Killed
ନକ୍ସଲ ଦମନ ଅଭିଯାନରେ ଖତମ୍ ୩୧ ମାଓବାଦୀ

ଅମାବାସ୍ୟା ରାତିର ଘନ ଅନ୍ଧାରରେ ଲାଲଗଡ଼ରେ ପଶିଲେ, ଅନ୍ଧାଧୂନ ଫାୟାରିଂ କରି ଘଞ୍ଚ ଜଙ୍ଗଲରେ ୩୧ ମାଓବାଦୀଙ୍କୁ ନିପାତ କଲେ।

Raj Bhawan Politics
ତେଜିଲା ରାଜଭବନକୁ ଟାର୍ଗେଟ୍ ପଲିଟିକ୍ସ

ଘନେଇଲା ରାଜନୀତି। ରାଜ୍ୟପାଳ ରଘୁବର ଦାସ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭେଟଘାଟକୁ ନେଇ ତେଜିଲା ରାଜନୈତିକ ବିବାଦ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।