କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ସ୍ବଦେଶ ଫେରିବା ସହ ରାଜୀବ ଓଡ଼ିଶାରେ ପହଞ୍ଚିଛନ୍ତି ।
ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ମାରିୟାପ୍ପନ ଥଙ୍ଗାଭେଲୁ କ୍ରମାଗତ ତୃତୀୟ ପାରାଲିମ୍ପିକ୍ ଗେମ୍ସରେ ପଦକ ଜିତିଛନ୍ତି ।
ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ଶେଷ ତାରିଖ ଘୋଷଣା ହୋଇନାହିଁ । ତେଣୁ ଶେଷ ଆବେଦନକାରୀ ଥିବା ଯାଏଁ ଜାରି ରହିବ ଫର୍ମ ଗ୍ରହଣ ।
ପୁରୀ ନିମାପଡ଼ାରେ ପହଞ୍ଚିଛନ୍ତି ୩ ଜଣିଆ କେନ୍ଦ୍ରୀୟ ବିଶେଷଜ୍ଞ ଦଳ। ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକଙ୍କ ସହ ୩ ଜଣିଆ ଟିମ୍ ପହଞ୍ଚି ଗ୍ରାଉଣ୍ଡରେ ଯାଞ୍ଚ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଚଳିତ ବର୍ଷରୁ ପ୍ରତି ଜିଲ୍ଲାରେ ଜୈବିକ ଚାଷ ଲାଗି ପଦକ୍ଷେପ ନିଆଯିବ ବୋଲି ମଧ୍ୟ ତଥ୍ୟ ରଖିଛନ୍ତି କୃଷିମନ୍ତ୍ରୀ ।
ସାଧାରଣ ନିର୍ବାଚନ ପୂର୍ବରୁ ୨ଟି ବ୍ୟାଗ୍ ସହ ପରିବାର ପିଛା ୧ ହଜାର ଟଙ୍କା ବଣ୍ଟାଯାଇଥିଲା । ୧ ହଜାର ଟଙ୍କା ବଣ୍ଟନରେ ଖର୍ଚ୍ଚ ହୋଇଛି ମୋଟ ୯୫୯ କୋଟି ୫ ଲକ୍ଷ ।
ଏହି ମ୍ୟାଚ୍ ଜୁନ୍ ୧୧ରୁ ୧୫ ତାରିଖ ମଧ୍ୟରେ ଖେଳାଯିବ । ତେବେ ଜୁନ୍ ୧୬ ତାରିଖକୁ ରିଜର୍ଭ ଡେ ଭାବେ ରଖାଯାଇଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଇତିହାସରେ ଏହା ତୃତୀୟ ଫାଇନାଲ୍ ମ୍ୟାଚ୍ ହେବ ।
ଏମିତିକି ଦିନକୁ ୨୦ରୁ ୩୦ ଝୁଡ଼ି ଭଳିକି ଭଳି ଚୁନା ମାଛ ପଡୁଥିବାରୁ ମତ୍ସବୀଜୀ ତାକୁ ୨୦ରୁ ୩୦ଟଙ୍କାରେ କିଲୋ ପିଛା ବିକ୍ରି କରି ଦେଉଛନ୍ତି।
ଏବେ E-KYC ଯାଞ୍ଚ ଚାଲିଛି, ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି । ନୂଆ ରାସନ କାର୍ଡ ପାଇଁ ୯ ଲକ୍ଷରୁ ଅଧିକ ଆବେଦନ କରିଛନ୍ତି ।
ସହରର ଉପକଣ୍ଠରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଆଦର୍ଶ ପୋଖରୀ । କିନ୍ତୁ ତିନି ବର୍ଷ ପୁରିନି ପୋଖରୀର ରୂପ ବଦଳିଗଲା ।
ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ମୋ ସେବା, ଜନସେବା କେନ୍ଦ୍ରରେ ଅନଲାଇନରେ ଆବେଦନ କରିହେବ ।
ଝୁଲୁଛି କୋରାପୁଟ ବସ୍ ଟର୍ମିନାଲର ଭାଗ୍ୟ । ବସ ଷ୍ଟାଣ୍ଡଟି ଅବ୍ୟବସ୍ଥା ଘେରରେ ଥିବା କେତେବେଳେ ଯେ ଅଘଟଣ ଘଟିବ କିଛି କହିହେବ ନାହିଁ ।
କଟକରୁ ଅବକାରୀ କମିଶନରଙ୍କ ଅଫିସ୍ ଉଠାଇ ନେବାକୁ ହୋଇଥିଲା କି ବଡ଼ ଷଡ଼ଯନ୍ତ୍ର? ବିଜେଡି ସରକାର ଅମଳରେ ଜଣେ ଗେହ୍ଲା ଆଇପିଏସ୍ ବାବୁ ନିଜ ସୁବିଧା ଏଭଳି ଚକ୍ରାନ୍ତ କରିଥିବା ବିଜେପି ଆଣିଛି ଅଭିଯୋଗ।
ସୁଭଦ୍ରା ଯୋଜନା ଘୋଷଣା ପରେ ଜନସେବା କେନ୍ଦ୍ର ଆଗରେ ଲମ୍ବା ଲାଇନ । ଆଧାର ଅପଡେଟ୍ କରିବାକୁ କେଉଁଠି ଠେଲାପେଲା ତ’ ଆଉ କେଉଁଠି ରାତିରୁ ଧାଡ଼ିରେ ଚପଲ ନହେଲେ ଛତା ।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଖୋର୍ଦ୍ଧାର ବିଧାୟକ ପ୍ରଶାନ୍ତ ଜଗଦେବ ଅତିଥି ଭାବେ ଯୋଗ ଦେଇଥିଲେ ।
ରାଜ୍ୟରେ ୧ କୋଟି ସଦସ୍ୟ ସଂଗ୍ରହ ପାଇଁ କର୍ମକର୍ତ୍ତାଙ୍କୁ ଅହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସନ୍ଦୀପ ଘୋଷଙ୍କ ରିମାଣ୍ଡରେ ଯାଇଥିବା ଅନ୍ୟ ୩ ଜଣ ହେଲେ ବିପ୍ଲବ ସିଂହ, ସୁମନ ହଜାରା ଓ ଅଫସର ଅଲ୍ଲୀ ଖାନ୍ । ଏହି ୪ ଅଭିଯୁକ୍ତଙ୍କୁ ଆସନ୍ତା ୧୦ ତାରିଖରେ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଭଲ ରୋଜଗାର ଆଶାରେ, ଧୀରୁଭାଇ ୟେମେନର ଆଡେନକୁ ଯାଇଥିଲେ । ସେଠାରେ ସେ ଏ. ବେସେ ଆଣ୍ଡ୍ କମ୍ପାନୀ ପାଇଁ ଏକ ଗ୍ୟାସ୍ ଷ୍ଟେସନ୍ ଆଟେଣ୍ଡାଣ୍ଟ୍ ଭାବରେ କାର୍ଯ୍ୟ କରିଥିଲେ। ଯେଉଁଠାରେ ସେ ମାସକୁ ଦରମା ବାବଦକୁ ମାତ୍ର ୩୦୦ ଟଙ୍କା ପାଉଥିଲେ ।
କଟକରେ ଅବକାରୀ କମିଶନର ଅଫିସ ଅଛି, ସ୍ଥାନାନ୍ତର ପ୍ରସ୍ତାବ ନାହିଁ । ଭୁବନେଶ୍ବରରେ କେବଳ କ୍ୟାମ୍ପ ଅଫିସ୍, ଜରୁରୀ କାମ ପଡ଼ିଲେ ଆସେ ।
ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିବା ବେଳେ ସୁନୀତି ମୁଣ୍ଡଙ୍କୁ କର୍ମୀ ଘଉଡ଼ାଇ ଦେଇଥିବା ଦେଖିବାକୁ ମିଳିଛି । ନିଲମ୍ବନ ସତ୍ତ୍ବେ ପାର୍ଟି ଅଫିସକୁ ଆସିଥିବାରୁ କର୍ମୀମାନେ ଏଭଳି କରିଥିବା ସୂଚନା ମିଳିଛି ।