• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

Jobs Scam
ବାଦ ପଡୁଛନ୍ତି ମେଧାବୀ, ବିକ୍ରି ହେଉଛି ସରକାରୀ ଚାକିରି !

ବିକ୍ରି ହେଉଛି ସରକାରୀ ଚାକିରି ! ରାଜ୍ୟରେ ଗ୍ରୁପ୍-ସି ପଦବି ପାଇଁ ପ୍ରାର୍ଥୀ ବାଛୁଥିବା ଓଡ଼ିଶା ଅଧସ୍ଥନ କର୍ମଚାରୀ ଆୟୋଗ ବା ଓ-ଟ୍ରିପିଲ୍ ଏସ୍ ସି ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ।

Sujeet Kumar
ମମତା ଓ ସୁଜିତଙ୍କ ପରେ ଆଗକୁ କିଏ ? ମମତା କହିଲେ, ଲାଇନରେ ଅଛନ୍ତି ଆହୁରି ଅନେକ

ଛିଡୁଛି ବିଜେଡି, ବଢୁଛି ବିଜେପି। ସୁଜିତ କୁମାର ଶଙ୍ଖ ଛାଡ଼ି ପଦ୍ମ ଧରିବା ପରେ ଏହି ଚର୍ଚ୍ଚା ବଢିଛି। ବିଜେଡିର ଆଉ କିଛି ସାଂସଦ ଏବେ ସେଇ ଲାଇନରେ ଥିବା ଆଲୋଚନା ହେଉଥିବା ବେଳେ ରାଜନୈତିକ ବୟାନବାଜି ବି ଜୋର୍ ଧରିଛି।

5T School
ଉପର ଚକଚକିଆ, ଭିତର ଫମ୍ପା

ବିଜେଡି ସରକାର ଗଲା ପରେ ଖୋଲୁଛି ଫାଇଭ୍ ଟି ସ୍କୁଲ ରୁପାନ୍ତୀକରଣ ପୋଲ୍। କେଉଁଠି ୫୦ ଲକ୍ଷ ଟଙ୍କାରେ ରଙ୍ଗ ମାରି ଚକ ଚକିଆ କରି ଦେଇଛନ୍ତି ହେଲେ ସ୍କୁଲରୁ ପାଣି ଗଳୁଛି ତ, କେଉଁଠି ପୁରା ଟଙ୍କା ନେଇ ଫେରାର ଠିକାଦାର।

Sujit Kumar
ରାଜ୍ୟ ସଭାରେ ଭୁଶୁଡୁଛି ବିଜେଡି ଗଡ଼

ଛିଡୁଛି ଭରସା, ତୁଟୁଛି ଆଶା। ଅତିଷ୍ଠ ହୋଇ ଦଳ ଛାଡୁଛନ୍ତି ବିଜେଡି ରାଜ୍ୟସଭା ସାଂସଦ। ସାଂସଦ ମମତା ମହାନ୍ତ ଦଳ ଛାଡି ବିଜେପିରୁ ରାଜ୍ୟସଭା ଯିବାପରେ ଏବେ ବିଜେଡିକୁ ଲାଗିଛି ସୁଜିତ ଝଟକା।

Bangladeshi Immigrants
ଓଡ଼ିଶାରେ ଚିହ୍ନଟ ହେବେ ବାଂଲାଦେଶୀ

ସରକାରଙ୍କ ସ୍କାନରକୁ ଆସିବା ପରେ, ଛାନିଆ ବାଂଲାଦେଶୀ ଅନୁପ୍ରବେଶକାରୀ। ବେଆଇନ ଭାବେ ଓଡ଼ିଶା ମାଟିରେ ରହୁଥିବା ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ ପାଇଁ ମୋହନ ମାଝୀ ସରକାର ନିର୍ଦ୍ଦେଶ ଦେବା ପରେ ଗ୍ରାଉଣ୍ଡରେ ଦେଖାଦେଇଛି ତତ୍ପରତା।

Sujit Kumar
ବିଜେଡି ଉପରେ ଭୟଙ୍କର ଭାବେ ବର୍ଷିଲେ ସୁଜିତ୍ କୁମାର

ବିଜେପିରେ ମିଶୁ ମିଶୁ ବିଜେଡି ବିରୋଧରେ ସୁଜିତ୍ କୁମାରଙ୍କ ବିଷୋଦଗାର୍ । କହିଛନ୍ତି ବିଜେଡି ସରକାରରେ ଜମି, ଛତୁଆ, ପଥର ଖଣି ଓ ଟେଣ୍ଡର ଫିକ୍ସିଂରେ ହଜାର ହଜାର କୋଟିର ଦୁର୍ନୀତି ଚାଲିଥିଲା ।

Ravenshaw University
ରେଭେନ୍ସା ପ୍ରସଙ୍ଗକୁ ହାୱା ଦେଉଛି କି ବିଜେଡି ?

ରେଭେନ୍ସା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ମଶାଲ ଶୋଭାଯାତ୍ରା ଓ ଗଣ୍ଡଗୋଳ ଘଟଣାରେ ମାଲଗୋଦାମ ପୋଲିସ ବିଧାୟକ ବ୍ୟୋମକେଶଙ୍କ ସମେତ ତିନି ବିଜେଡି ନେତାଙ୍କ ନାଁରେ ମାମଲା ରୁଜୁ କରିଛି।

Amit Shah
‘ଧାରା ୩୭୦ ଏବେ ଇତିହାସ, ଆଉ ଫେରିବାର ନାହିଁ’

ଜାମ୍ମୁ-କାଶ୍ମୀରରେ ଆସନ୍ତା ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ହେବାକୁ ଥିବା ବେଳେ, ଆଜି ଉନ୍ମୋଚିତ ହୋଇଛି ବିଜେପିର ସଂକଳ୍ପ ପତ୍ର ।

5T School
ବିଜେଡି ସରକାର ଗଲା ପରେ ଖୋଲୁଛି 5T ସ୍କୁଲ ଗୁମର

ବିଜେଡି ସରକାର ଗଲା ପରେ ଖୋଲୁଛି ଫାଇଭ୍ ଟି ସ୍କୁଲ ରୁପାନ୍ତୀକରଣ ପୋଲ୍। କେଉଁଠି ୫୦ ଲକ୍ଷ ଟଙ୍କାରେ ରଙ୍ଗ ମାରି ଚକ ଚକିଆ କରି ଦେଇଛନ୍ତି ହେଲେ ସ୍କୁଲରୁ ପାଣି ଗଳୁଛି ତ, କେଉଁଠି ପୁରା ଟଙ୍କା ନେଇ ଫେରାର ଠିକାଦାର।

Sujit Kumar
ବିଜେପିରେ ମିଶିଲେ, ବିଜେଡି ଉପରେ ଭୟଙ୍କର ଭାବେ ବର୍ଷିଲେ

ବିଜେପିରେ ମିଶୁ ମିଶୁ ବିଜେଡି ବିରୋଧରେ ସୁଜିତ୍ କୁମାରଙ୍କ ବିଷୋଦଗାର୍ । କହିଛନ୍ତି ବିଜେଡି ସରକାରରେ ଜମି, ଛତୁଆ, ପଥର ଖଣି ଓ ଟେଣ୍ଡର ଫିକ୍ସିଂରେ ହଜାର ହଜାର କୋଟିର ଦୁର୍ନୀତି ଚାଲିଥିଲା ।

Sujit Kumar
ଛିଡୁଛି ଭରସା, ତୁଟୁଛି ଆଶା; ଅତିଷ୍ଠ ହୋଇ ଦଳ ଛାଡୁଛନ୍ତି ବିଜେଡି ରାଜ୍ୟସଭା ସାଂସଦ

ଛିଡୁଛି ଭରସା, ତୁଟୁଛି ଆଶା। ଅତିଷ୍ଠ ହୋଇ ଦଳ ଛାଡୁଛନ୍ତି ବିଜେଡି ରାଜ୍ୟସଭା ସାଂସଦ। ସାଂସଦ ମମତା ମହାନ୍ତ ଦଳ ଛାଡି ବିଜେପିରୁ ରାଜ୍ୟସଭା ଯିବାପରେ ଏବେ ବିଜେଡିକୁ ଲାଗିଛି ସୁଜିତ ଝଟକା।

Rahul Dravid
IPLକୁ ପୁଣି ଫେରିଲେ ଦ୍ରାବିଡ୍‌, ରାଜସ୍ଥାନ ରୟାଲ୍ସର ହେଲେ ହେଡ୍‌ କୋଚ୍‌

ରାହୁଲ ଦ୍ରାବିଡ ୨୦୧୫ ପରେ ପ୍ରଥମ ପାଇଁ ରାଜସ୍ଥାନକୁ ଫେରିବେ । ସେ ୨୦୧୨ ଓ ୨୦୧୩ରେ ଆଇପିଏଲରେ ରାଜସ୍ଥାନର ନେତୃତ୍ୱ ନେଇଥିଲେ ।

Ravenshaw University
କ୍ୟାମ୍ପସରେ ସୁରକ୍ଷା ପାଇଁ ଡିସିପିଙ୍କୁ ଚିଠି ଲେଖିଲେ ରେଭେନ୍ସା କର୍ତ୍ତୃପକ୍ଷ

କଟକ ଡିସିପିଙ୍କୁ ଚିଠି ଲେଖି ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ଅନୁରୋଧ କରିଛନ୍ତି ରେଭେନ୍ସା ରେଜିଷ୍ଟ୍ରାର।

Ravindra Jadeja
ବିଜେପିରେ ସାମିଲ ହେଲେ ରବୀନ୍ଦ୍ର ଜାଡେଜା, ବିଧାୟକ ପତ୍ନୀ ସେୟାର କଲେ ଫଟୋ

ରବୀନ୍ଦ୍ର ଜାଡେଜା ରାଜନୀତିରେ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ବିଜେପିରେ ତାଙ୍କର ଭୂମିକା କ’ଣ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Narendra Modi
ସିଙ୍ଗାପୁରରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଭେଟିଲେ ମୋଦି

ପ୍ରଧାନମନ୍ତ୍ରୀ ଲେଖିଛନ୍ତି, CII ଏଣ୍ଟରପ୍ରାଇଜେସ୍ ସିଙ୍ଗାପୁର ଇଣ୍ଡିଆ ପ୍ରୋଗ୍ରାମରେ ଆସିଥିବା ଓଡ଼ିଶାର ବିଶ୍ୱ ଦକ୍ଷତା କେନ୍ଦ୍ରର ଇଣ୍ଟର୍ଣ୍ଣଙ୍କ ସହ କଥା ହେଲି । AEM ହୋଲ୍ଡିଂସରେ କାମ କରୁଥିବା ଭାରତୀୟ ଇଞ୍ଜିନିୟର ଟିମକୁ ବି ଭେଟିଲି।

Ravenshaw University
ବିଧାନସଭାରେ ଉଠିଲା ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗ, ଶୂନ୍ୟକାଳରେ ମୁହାଁମୁହିଁ ହେଲେ ଶାସକ-ବିରୋଧୀ

ବିଜେଡିକୁ କାଉଣ୍ଟର କରିଥିଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ସେ କହିଥିଲେ, କେନ୍ଦ୍ରମନ୍ତ୍ରୀଙ୍କ ମତ ବ୍ୟକ୍ତିଗତ । ଓଡ଼ିଶାବାସୀ ଗ୍ରହଣ କରିଛନ୍ତି । ଯେଉଁମାନେ ରିମୋର୍ଟରେ ପରିଚାଳିତ ହେଉଛନ୍ତି ସେମାନେ ବିରୋଧ କରୁଛନ୍ତି ।

Shaheed Madho Singh Allowance Scheme
ଚଳିତ ବର୍ଷରୁ ଲାଗୁ ହେବ ସହିଦ ମାଧୋ ସିଂ ହାତ ଖର୍ଚ୍ଚ, ଉପକୃତ ହେବେ ୩ ଲକ୍ଷ ଛାତ୍ରଛାତ୍ରୀ

ଚଳିତ ବର୍ଷ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ୧୫୬ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ ଉପକୃତ ହେବେ ୩ ଲକ୍ଷ ଛାତ୍ରଛାତ୍ରୀ ।

Mohan Majhi
ଗୁରୁଜୀ ବେଳର କଥା ମନେ ପକାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମାସିକ ଦକ୍ଷିଣା ଥିଲା ୩ ଶହ

ମଡେଲ୍ ସ୍କୁଲ୍ ଗୁଡ଼ିକର ନାଁ ରହିବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଏମିତି ୫୦୦ ସ୍କୁଲ ବିକଶିତ କରାଯିବ ।

Lightning Death
‘ବଜ୍ରପାତ ମୃତ୍ୟୁରେ ଓଡ଼ିଶା ଆଗ, ୫ ବର୍ଷରେ ଯାଇଛି ୧୧୦୩ ଜଣଙ୍କ ମୃତ୍ୟୁ’

ଗତ ୫ ବର୍ଷରେ ଝାରସୁଗୁଡ଼ାରେ ୭୨ ଓ ବଲାଙ୍ଗିରରେ ୫୫ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି ।

Encounter
ତେଲେଙ୍ଗାନାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ଟଳିଲେ ୬ ମାଓବାଦୀ

କୋଥଗୁଡେମ୍ ଜିଲ୍ଲା ନୀଳାଦ୍ରିପେଟ୍ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ନକ୍ସଲ ନିପାତ ହୋଇଛନ୍ତି ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।