• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

OSSSC Exams
OSSSC ପରୀକ୍ଷାରେ ବିଭ୍ରାଟ ଅଭିଯୋଗରେ ତେଜୁଛି ଅସନ୍ତୋଷ

RI, ARI, ଅମିନ, ICDS ସୁପରଭାଇଜର୍, SFS ପରୀକ୍ଷା ବାତିଲ,ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ଏବଂ ଓ' ଟ୍ରିପିଲ୍ ଏସସି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ। ଏହି ତିନି ପ୍ରମୁଖ ଦାବି ସରକାର ନମାନିଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ ଦେଇଛି ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ ସଂଗଠନ।

Vegetable Price Hike
ଖାଉଟିଙ୍କୁ କନ୍ଦାଇଲାଣି ପରିବାର ଉଚ୍ଚା ଦର

ଆଳୁ, ପିଆଜ ପରେ ଏବେ କନ୍ଦାଇଲାଣି ପରିବା । ଟମାଟୋ, ବିନ୍ସ ୧୦୦ ପାର୍ କରିଥିବା ବେଳେ ପ୍ରାୟ ପରିବା ଦର ୬୦ ଟଙ୍କା ଉପରେ।

Gas Leak
ଭୁବନେଶ୍ବରରେ ଗ୍ୟାସ ଲିକକୁ ନେଇ ହଇଚଇ, ୨ ଘଣ୍ଟା ପରେ ସ୍ଥିତି ନିୟନ୍ତ୍ରଣ

ଗ୍ୟାସ ଲିକକୁ ଦେଖି ସଂପୃକ୍ତ ଅଞ୍ଚଳରେ ରାସ୍ତାଘାଟକୁ ବନ୍ଦ କରିଛି ପୋଲିସ । ବିଶେଷ କରି ପଟିଆରୁ ଇନଫୋସିଟି ରାସ୍ତାକୁ ପୋଲିସ ବନ୍ଦ କରିଥିବା ସୂଚନା ମିଳିଛି।

Traffic Jam
ବେଳ ବୁଡ଼ିଲେ ରାଜଧାନୀରେ ବଢୁଛି ଭିଡ଼, ଘଣ୍ଟା ଘଣ୍ଟା ଟ୍ରାଫିକ୍‌ରେ ଫସୁଛନ୍ତି ଲୋକେ

ଖାଲି ଜୟଦେବ ବିହାର ଛକ ନୁହେଁ ଆଚାର୍ଯ୍ୟ ବିହାର ଛକ ଫ୍ଲାଏଓଭର ବ୍ରିଜ ଠାରୁ ଆରମ୍ଭ କରି, ସତସଙ୍ଗ ବିହାର ଛକ, ରସୁଲଗଡ ଛକରୁ ପଳାଶୁଣି ଛକ ପର୍ଯ୍ୟନ୍ତ ଉପରେ ଏବଂ ତଳେ ଖଚାଖଚ୍ ଜାମ୍ ।

31 Naxals Killed
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ହମଲା, ନକ୍ସଲ ଦମନ ଅଭିଯାନରେ ଖତମ୍ ୩୧ ମାଓବାଦୀ

ଅମାବାସ୍ୟା ରାତିର ଘନ ଅନ୍ଧାରରେ ଲାଲଗଡ଼ରେ ପଶିଲେ, ଅନ୍ଧାଧୂନ ଫାୟାରିଂ କରି ଘଞ୍ଚ ଜଙ୍ଗଲରେ ୩୧ ମାଓବାଦୀଙ୍କୁ ନିପାତ କଲେ।

Vegetable Price Hike
ରୋଷେଇ ଘରେ ମହଙ୍ଗା ମାଡ଼, ଖାଉଟିଙ୍କୁ କନ୍ଦାଇଲାଣି ପରିବାର ଉଚ୍ଚା ଦର

ଆଳୁ, ପିଆଜ ପରେ ଏବେ କନ୍ଦାଇଲାଣି ପରିବା । ଟମାଟୋ, ବିନ୍ସ ୧୦୦ ପାର୍ କରିଥିବା ବେଳେ ପ୍ରାୟ ପରିବା ଦର ୬୦ ଟଙ୍କା ଉପରେ।

Potato Mission
ଆଳୁ ମିଶନ ନେଇ କୃଷିମନ୍ତ୍ରୀଙ୍କ ବଡ଼ ସୂଚନା, ୟୁପି ଓ ପଞ୍ଜାବରୁ ଆସିବ ଆଳୁ ବିହନ

ସେହିପରି ହାଇବ୍ରିଡ୍‌ ଶୀତଳ ଭଣ୍ଡାର ପାଇଁ ପିପିପି ମୋଡ଼ରେ ଲୋକଙ୍କୁ ପ୍ରସ୍ତାବ ଦିଆଯାଇଛି । ସବୁ ସବ୍ ଡିଭିଜନରେ ଶୀତଳ ଭଣ୍ଡାର ହେବ । ଅନେକ ଲୋକ ଆବେଦନ ବି କରିଛନ୍ତି ।

Maharastra Deputy CM
ସଚିବାଳୟର ତୃତୀୟ ମହଲାରୁ ଡେଇଁଲେ ଉପବାଚସ୍ପତି, ଅଳ୍ପକେ ବଞ୍ଚିଲା ଜୀବନ

ବିଧାନସଭାର ଉପବାଚସ୍ପତି ନରହରି ଝିରୱାଲ ଶୁକ୍ରବାର ଦିନ ମୁମ୍ବାଇରେ ମହାରାଷ୍ଟ୍ର ସରକାରଙ୍କ ପ୍ରଶାସନିକ ମୁଖ୍ୟାଳୟ 'ମନ୍ତ୍ରାଳୟ ଭବନ'ର ତୃତୀୟ ମହଲାରୁ ଡେଇଁପଡିଛନ୍ତି ।

Arman’s Song Goes Viral
ଇଣ୍ଟରନେଟରେ ଟ୍ରେଣ୍ଡ୍ କରୁଛି ଓଡ଼ିଆ ପୁଅର ଭଏସ୍, ଆସୁଛି ମିଲିୟନ ମିଲିୟନ ଭ୍ୟୁ...

ଇଣ୍ଟରନେଟରେ ଟ୍ରେଣ୍ଡ୍ କରୁଛି ଅର୍ମାନଙ୍କ ଗୀତ। ଆସୁଛି ମିଲିୟନ ମିଲିୟନ ଭ୍ୟୁ, ପ୍ରଶଂସା କରୁଛନ୍ତି ଦର୍ଶକ।

Bhubaneswar Airport
ଭୁବନେଶ୍ବରରେ ନିର୍ମାଣ ହେବ ନୂଆ ଟର୍ମିନାଲ, ୨ ବର୍ଷରେ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ

ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ । ଦୁଇ ବର୍ଷ ମଧ୍ୟରେ ନୂଆ ଟର୍ମିନାଲ ନିର୍ମାଣ ହେବାକୁ ଯୋଜନା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Elephant
କୋଇଡ଼ାରେ ଅଭାବନୀୟ ଘଟଣା, ରେଡିଓ କଲାର ଲାଗିବା ପରେ ବି କେମିତି ଦଳି ମାରୁଛି ଦନ୍ତା ?

ବନବିଭାଗ ହାତୀର ଚଳ ପ୍ରଚଳ ଉପରେ ଅତି ସହଜରେ ନଜର ରଖିବା କଥା କିନ୍ତୁ ଏଥିରେ ବ୍ୟତିକ୍ରମ ଘଟିବାରୁ ଆଜି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି ।

Arpana Rice
୨ କୋଟି ୮୬ ଲକ୍ଷ ଟଙ୍କାରେ ନିଲାମ ହେଲା ଅର୍ପଣ ଚାଉଳ

ସମୁଦାୟ ୧୦ ହଜାର ୩୨୨ କୁଇଣ୍ଟାଲ ଅର୍ପଣ ଚାଉଳ ନିଲାମ ହୋଇଥିବା ସୂଚନା ମିଳିଛି । ମୋଟ ୨ କୋଟି ୮୬ ଲକ୍ଷ ଟଙ୍କାରେ ଅର୍ପଣ ଚାଉଳକୁ ନିଲାମ କରାଯାଇଛି ।

Iron Dome
କ’ଣ ଏହି ଆଇରନ୍ ଡୋମ୍, ଇସ୍ରାଇଲକୁ ଏହା କିପରି ଦେଉଛି ସୁରକ୍ଷା ?

ଇସ୍ରାଇଲ ଓ ଇରାନ ଭୟଙ୍କର ଯୁଦ୍ଧରେ ଗୋଟିଏ ନାଁ ସାମ୍ନାକୁ ଆସୁଛି। ଯାହା ସମ୍ପର୍କରେ ଜାଣିବାକୁ ସମସ୍ତଙ୍କ ମନରେ ଉତ୍ସୁକତା ଭରି ରହିଛି। ଏହାର ନାଁ ଆଇରନ୍ ଡୋମ୍। ତେବେ ଏହାର କାର୍ଯ୍ୟ କ’ଣ ?

Samantha and Naga Chaitanya's Divorce
ସାମନ୍ଥା ଓ ନାଗା ଡିଭୋର୍ସ ପଛରେ ଜଣେ ମୁଖ୍ୟମନ୍ତ୍ରୀଙ୍କ ପୁଅ !

କାହିଁକି ଅଲଗା ହେଲେ ସାମନ୍ଥା ଓ ନାଗା ଚୈତନ୍ୟ ? ଡିଭୋର୍ସ ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ହାତ ? ଆସିଲା ସାଂଘାତିକ ଅଭିଯୋଗ, କ’ଣ ରହିଛି ଏହା ପଛର ସତ୍ୟତା ?

Narendra Modi
ଇରାନ-ଇସ୍ରାଏଲ ଯୁଦ୍ଧରେ ଭାରତ ହେବ କି ସଙ୍କଟ ମୋଚକ ?

ଯୁଦ୍ଧ ସ୍ଥିତିରେ ଥରହର ବିଶ୍ବ। ଇସ୍ରାଏଲ-ଇରାନ ଯୁଦ୍ଧ ଭିତରେ ତ୍ରସ୍ତ ହେଲାଣି ପ୍ରକୃତି। ଆଉ ଏତିକି ବେଳେ ଚର୍ଚ୍ଚାକୁ ଆସିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ ଟୁଇଟ୍। ଏହି ଯୁଦ୍ଧରେ ଭାରତ ହେବ କି ସଙ୍କଟ ମୋଚକ ?

Loot
ଚୋର ଲେଖିଲା ଚିଠି, ମୋ ପୁଅ ଦେହ ଖରାପ...ମୁଁ ରାତିରେ ଶୋଇପାରୁନି

'ମହାରାଜ ଜୀ ପ୍ରଣାମ, ମୁଁ ଏକ ବଡ଼ ଭୁଲ କରିଥିଲି । ଅଜ୍ଞତା ହେତୁ ମୁଁ ଗୁଋଘାଟରୁ ରାଧାକୃଷ୍ଣଙ୍କ ମୂର୍ତ୍ତି ଚୋରି କରିଥିଲି । ସେବେଠାରୁ ମୁଁ ଖରାପ ସ୍ୱପ୍ନ ଦେଖୁଥିଲି ଏବଂ ମୋ ପୁଅର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଯାଇଛି ।

Virendra Sehwag
ହରିୟାଣା ନିର୍ବାଚନରେ ଏଣ୍ଟ୍ରି ମାରିଲେ ସେହୱାଗ, କଂଗ୍ରେସର ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର

ନିର୍ବାଚନ ପ୍ରଚାର ସମୟରେ ସେହୱାଗ ଏକ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ‘ସେ ନିଜ କର୍ତ୍ତବ୍ୟ ପାଳନ କରିବାକୁ ଆସିଛନ୍ତି । ଯେତେବେଳେ ଜଣେ ବଡ଼ ଭାଇ କିଛି କାମ କରନ୍ତି, ସମସ୍ତଙ୍କୁ ଏକାଠି ହୋଇ ତାଙ୍କୁ ସାହାଯ୍ୟ କରିବାକୁ ପଡ଼ିବ’ ।

Virat Kohli
ବ୍ୟାଟ୍‌ ଉପହାର ଦେଲେ ବାଂଲା କ୍ରିକେଟ୍‌ର, ବେଙ୍ଗଲୀରେ ପ୍ରଶଂସା କଲେ ବିରାଟ

ମେହେଦି ହାସନ ବିରାଟ କୋହଲିଙ୍କୁ ବ୍ୟାଟ୍ ଦେଉଥିଲେ, କୋହଲି ବେଙ୍ଗଲୀରେ କହିଥିଲେ, ‘ଏମ୍‌କେଏସ୍‌ ବ୍ୟାଟ୍‌ ଖୁବ୍‌ ଭାଲୋ ଅଛି’ । ବିରାଟ ବେଙ୍ଗଲୀରେ ଏହା କହିବା ପରେ ଉଭୟ ହସିବାକୁ ଲାଗିଲେ ।

Sujata Sahu
ଯାଜପୁର ବିଧାୟିକାଙ୍କ ବଡ଼ ବୟାନ...ମୁଁ ଇସ୍ତଫା ଦେବାର ନାହିଁ କି ପ୍ରଣବ ଦାସ ଉପନିର୍ବାଚନ ଲଢ଼ିବାର ନାହିଁ

ଯାହା ସବୁ ପ୍ରଚାର ଚାଲିଛି ସେଥିରେ କୌଣସି ସତ୍ୟତା ନାହିଁ ବୋଲି ସୁଜାତା ସାହୁ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ‘ମୁଁ ଇସ୍ତଫା ଦେବି କହିନି କି ମୋ ନେତା ଉପନିର୍ବାଚନ ଲଢ଼ିବେ ବୋଲି କହିନାହାନ୍ତି ।

Badri Patra
ମନମୋହନଙ୍କୁ ବଦ୍ରିଙ୍କ ଚ୍ୟାଲେଞ୍ଜ; କହିଲେ, ଯଦି ତାକତ୍ ଅଛି ବିଜେଡି ଖାଲି କରିକି ଦେଖାଅ

ସାରା ଭାରତରେ ବିଜେଡି ଏକ ବଡ଼ ଆଞ୍ଚଳିକ ଦଳ । ଏ ଭାଡ଼ି ଖାଲି କରିବାର ତାକତ୍ ଅଛି କି ବୋଲି ବଦ୍ରି ପାତ୍ର କହିଛନ୍ତି ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।