ମିଡିଆ ସେଲ୍ ଅଧ୍ୟକ୍ଷଙ୍କ ସହ ଆଲୋଚନା କରି ଏବଂ ପିସିସି ସଭାପତିଙ୍କୁ ନ ଜଣାଇ କେହି ନିଜ ଆଡ଼ୁ ସାମ୍ବାଦିକ ସମ୍ମିଳନୀ କରିପାରିବେ ନାହିଁ ବୋଲି କୁହାଯାଇଛି ।
ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଗାଡ଼ି ଜଗିଥିବା ଜଣେ ସିକ୍ୟୁରିଟି ଗାର୍ଡଙ୍କ ଗାଡ଼ି ଚୋରିକୁ ନେଇ ବଲାଙ୍ଗିରରେ ଚର୍ଚ୍ଚା।
ଆସନ୍ତା ୨୨ ତାରିଖ ଦିନ ୧୨ଟା ୩୦ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ୬ ହଜାରରୁ ଅଧିକ ବିଶିଷ୍ଟ ବ୍ୟକ୍ତି ବିଶେଷ ସାମିଲ ହେବେ।
୪୮ ପୃଷ୍ଠାର ଏହି ପୁସ୍ତକରେ ଆମେରିକା, ନ୍ୟୁଜିଲାଣ୍ଡ, ସିଙ୍ଗାପୁର, କାନାଡା, କାମ୍ବୋଡିଆ ଏବଂ ଜାତିସଂଘ ଭଳି ସଂଗଠନ ସମେତ ୨୦ରୁ ଅଧିକ ଦେଶ ଜାରି କରିଥିବା ଷ୍ଟାମ୍ପ ରହିଛି।
ମରାମତି ପାଇଁ ୧୦ ତାରିଖରେ ବିମ୍ ଡିଜାଇନ୍ ମଧ୍ୟ ଚୂଡ଼ାନ୍ତ ହୋଇଥିବା କହିଛନ୍ତି ଆମିକସ୍ କ୍ୟୁରି ।
ଦୁର୍ବୃତ୍ତମାନେ ଏମିତି ଆତଙ୍କରାଜ କରିଥିଲେ ଯେ, ପରିବାର ଲୋକେ ଘରୁ ବାହାରିବାକୁ ଭୟ କରିଥିଲେ।
ଚନ୍ଦକା, ଇନ୍ଫୋସିଟ, ଭରତପୁର, ମଞ୍ଚେଶ୍ୱର ଥାନା ଅଂଚଳରେ ଥିବା ଆପାର୍ଟମେଣ୍ଟରୁ ଏହି ଗ୍ୟାଙ୍ଗ କଳାକନା ବୁଲାଇଛି।
ଗାଡ଼ି ତଳେ ଶୋଇଥିବା ବେଳେ ୪ ଜଣଙ୍କ ଉପରେ ମାଡ଼ିଗଲା ଏହି ବୋରୱେଲ୍ ଗାଡ଼ି। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ।
ଲୋକଙ୍କ ଭାବନା ସହ ଖେଳି ଚାଉଳ ସଂଗ୍ରହ କରି ଏମିତି ପକାଇ ରଖାଯିବାକୁ ନାପସନ୍ଦ କରିଛନ୍ତି ମାଲକାନଗିରି ବାସିନ୍ଦା ।
ନିଜ ଘର ପଛପଟ କୂଅରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି।
ଇରାନ ଆକ୍ରମଣର ଗୋଟିଏ ଦିନ ପରେ ପ୍ରତିଶୋଧ ନେଇଛି ପାକିସ୍ତାନ। ଇରାନରେ ଥିବା ଆତଙ୍କୀ ଠିକଣା ଉପରେ ପାକିସ୍ତାନ ଆକ୍ରମଣ କରିଥିବା ସୂଚନା ମିଳିଛି।
ଗତକାଲିଠାରୁ ଏମକେସି ହାଇସ୍କୁଲ ପରିସରରେ ଥିବା ଦନ୍ତାହାତୀ ସହର ଭିତରେ ଆତଙ୍କ ଖେଳାଳଇଥିଲା ।
ଜାନୁଆରୀ ୧୪ ତାରିଖର ଏହି ଘଟଣା ପାଇଁ ଇଣ୍ଡିଗୋ ଏୟାରଲାଇନ୍ସକୁ ୧ କୋଟି ୨୦ ଲକ୍ଷ ଟଙ୍କା ଫାଇନ୍ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ।
ବୁଧବାର ବେଙ୍ଗାଲୁରୁରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଆଫଗାନିସ୍ତାନକୁ ପରାସ୍ତ କରି ସିରିଜକୁ ୩-୦ରେ କ୍ଲିନ୍ ସ୍ୱିପ୍ କରିଛି ଭାରତ।
ଏକ ବଡ଼ କ୍ରେନ୍ ସହାୟତାରେ ରାମଲାଲାଙ୍କ ବିଗ୍ରହକୁ ଗର୍ଭଗୃହକୁ ନିଆଯାଇଛି ।
ଗାଁ ଗାଁରେ ବୁଲିଲା ଅର୍ପଣ ରଥ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତଙ୍କ ଠାରୁ ସଂଗ୍ରହ ହେଲା ଗୁଆ-ଚାଉଳ। ଏଥିପାଇଁ ପାଣି ଭଳି କୋଟି କୋଟି ଟଙ୍କା ବି ଖର୍ଚ୍ଚ କଲେ ସରକାର। ହେଲେ ପରିକ୍ରମା ପ୍ରକଳ୍ପ ତ ଲୋକାର୍ପଣ ହେଲା, କିନ୍ତୁ ମହାପ୍ରଭୁଙ୍କ ପାଖରେ ପହଞ୍ଚିଲାନି ଭକ୍ତଙ୍କ...
ସିଂହାସନ ପୂଜାର୍ଚ୍ଚନା ସହ ସରଜୁ ତଟରେ ହେଲା କଳସ ପୂଜନ । ବିଗ୍ରହ ପ୍ରତିଷ୍ଠା ଦିନକ ପୂର୍ବରୁ ଗର୍ଭଗୃହରେ ଶଙ୍ଖଧ୍ବନି ଓ ବେଦମନ୍ତ୍ର ।
ଟୋଲ ପ୍ଲାଜାରେ ନିରବଚ୍ଛନ୍ନ ଯାତାୟାତ ସହ ଇଲେକ୍ଟ୍ରୋନିକ୍ ଟୋଲ୍ ପ୍ଲାଜାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ NHAI ଏମିତି ପଦକ୍ଷେପ ନେଇଥିବା କହିଛି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ।
ଶ୍ରୀକ୍ଷେତ୍ର ଲେଖିଲା ନୂଆ ଇତିହାସ। ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେଲା ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଥିଲେ ।
ଏତେବଡ଼ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେଲା, ନା ନିମନ୍ତ୍ରଣ ମିଳିଲା ନା କାହାକୁ ଡାକି ସମ୍ମାନ କି ସମ୍ବର୍ଦ୍ଧନା ଖଣ୍ଡେ ଦିଆଗଲା।