• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସୌର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ। ଇଂରାଜୀରେ ୦୧ ତାରିଖ ଶୁକ୍ରବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି-୫ ମୀ (ମଳ) ପ୍ରାତଃ ୦୬.୨୨ ଗତେ ୬ଷ୍ଠୀ।ଘାତଚନ୍ଦ୍ର- ନାସ୍ତି। ଘାତବାର- ବିଛା, ଧନୁ ଓ ମୀନ। ପୁଷ୍କର ଦୋଷ- ଦିବା ୧୨.୪୭ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।

ଶୁଭ ସମୟ

ପ୍ରାତଃ-୦୬.୦୯ ରୁ ୦୬.୫୬
ପ୍ରାତଃ-୦୭.୪୨ ରୁ ୦୯.୦୪

ଦିବା-୧୨.୨୨ ରୁ ୦୨.୪୨
ଦିବା-୦୪.୧୫ ରୁ ୦୫.୪୮
ସନ୍ଧ୍ୟା-୦୭.୨୭ ରୁ ୦୮.୫୩
ରାତ୍ରି- ୦୨.୦୨ ରୁ ୦୪.୩୦

ଅଧିକ ପଢ଼ନ୍ତୁ: ଏହି ବାରରେ କେବେବି ଆରମ୍ଭ କରନ୍ତୁ ନାହିଁ ଘର; ମିଳିପାରେ ମୃତ୍ୟୁ ଭଳି ଯନ୍ତ୍ରଣା

ଅଶୁଭ ସମୟ

ରାହୁକାଳ - ଦିବା ୧୦.୩୧ ରୁ ୧୧.୫୯
କାଳବେଳା- ଦିବା ୧୦.୩୧ ରୁ ୧୧.୫୯
ବାରବେଳା- ଦିବା ୦୯.୦୪ ରୁ ୧୦.୩୧
କାଳରାତ୍ରି-  ରାତ୍ରି ୦୮.୫୩ ରୁ ୧୦.୨୬