ଘର ନାହିଁ ବୋଲି ପର କରିଦେଇଛି ପତ୍ନୀ । ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ନଥିବାରୁ ସାତ ବର୍ଷ ହେଲା ସ୍ୱାମୀ ଘର ଛାଡ଼ି ବାପ ଘରେ ପିଲାଙ୍କୁ ନେଇ ଦିନ କାଟୁଛି ପତ୍ନୀ ।
ମୁଣ୍ଡ ଗୁଞ୍ଜି ରହୁଥିବା ଘର ଅତି ବିପଦ ସଂକୁଳରେ । ପିଲାଙ୍କ ଭବିଷ୍ୟତ ଅନ୍ଧାରରେ । ପାଠ ପଢା ସାଙ୍ଗକୁ ସବୁଥିରେ ଏମାନଙ୍କ ସମସ୍ୟା। ଦୁର୍ଦ୍ଦଶା ମଧ୍ୟରେ କାଳ କାଟୁଛନ୍ତି ଗଞ୍ଜାମ ଧରାକୋଟ ଗ୍ରାମ ପଞ୍ଚାୟତର ଟାଟା କଲୋନୀ ବା ଘୋଡ଼ାପଲି ବାସିନ୍ଦା ।
ସୈାର ମକର ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୨୧ ତାରିଖ ରବିବାର। ଚନ୍ଦ୍ର- ବୃଷ ଅହୋରାତ୍ର। ତିଥି- ୧୧ଶୀ ସନ୍ଧ୍ୟା ୦୭.୨୭ ଗତେ ୧୨ ଶୀ।ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର।
ମହାଦେବଙ୍କ ଆଶିଷ ନେବା ସହ ମନ୍ଦିର ପରିସରରେ ଥିବା ଦିବ୍ୟ ୨୨ ତୀର୍ଥ କୂଅ ପାଣିରେ ସ୍ନାନ କରିଛନ୍ତି ପ୍ରଧାନମନ୍ତ୍ରୀ।
ଏକା ସଙ୍ଗରେ ନିର୍ବାଚନ ହେଲେ ୪୬ ଲକ୍ଷ ୭୫ ହଜାର ଶହେଟି ବାଲଟ୍ ୟୁନିଟ୍, ୩୩ ଲକ୍ଷ ୬୩ ହଜାର ୩ ଶହଟି କଣ୍ଟ୍ରୋଲ ୟୁନିଟ୍ ଏବଂ ୩୬ ଲକ୍ଷ ୬୨ ହଜାର ୬ ଶହଟି ଭିଭିପାଟ୍ ଆବଶ୍ୟକ ପଡିବ।
ମିଆଁମାର ସୀମାରେ ମୁକ୍ତ ଚଳାଚଳକୁ ବନ୍ଦ ରଖାଯିବ ବୋଲି ଶାହ କହିଛନ୍ତି।
ବିଜେପି ଫୋକସରେ SHG। ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବେ ବିଜେପିର ଶକ୍ତି ସାଥୀ। ରାଜ୍ୟ କାର୍ଯ୍ୟଳୟରେ ଅନୁଷ୍ଠିତ ବିଜେପିର ଶକ୍ତି ବନ୍ଦନ କର୍ମଶାଳାରେ କ୍ଲାସ୍ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନା ଜ୍ୟୋତି ଓ ଧର୍ମେନ୍ଦ୍ର ପ୍ରଧାନ।
ସାବଧାନ! ମହଙ୍ଗା ପଡ଼ିବ ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ବିକ୍ରି । ଧରାପଡ଼ିଲେ, ଆଇନ ଅନୁସାରେ ଦଣ୍ଡିତ ହେବେ। ମେଡିସିନ୍ ଷ୍ଟୋର ଲାଇସେନ୍ସ ବି ରଦ୍ଦ ହୋଇପାରେ।
ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭବ୍ୟ ଶ୍ରୀରାମ ମନ୍ଦିରର ଦିବ୍ୟ ରୂପ। ସୁଗନ୍ଧ ପୁଷ୍ପରେ ପ୍ରସ୍ଫୁଟିତ ନବନିର୍ମିତ ମନ୍ଦିର।ଆକର୍ଷଣୀୟ, ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟ। ଯେମିତି ସ୍ୱର୍ଗପୁରୀ ପାଲଟିଛି ଶ୍ରୀରାମ ଜନ୍ମଭୂମି।
ଓଡ଼ିଶା ଭୂଇଁରେ ରାମ କାହାଣୀ। ଆଜିର କାହାଣୀରେ କିମ୍ବଦନ୍ତୀ ନାହିଁ କି ପୌରାଣିକ କଥାବସ୍ତୁ ନାହିଁ। ଆଜି ଭେଟିବା ଏମିତି କିଛି ଓଡ଼ିଆଙ୍କୁ, ଯାହାଙ୍କ ସୃଜନଶୀଳତାରେ ଭରି ରହିଛି କେବଳ ରାମ ମନସ୍କ ଭାବନା, ଆବେଗ ଆଉ ଉତ୍କଣ୍ଠା।
ପ୍ରତିଶ୍ରୁତି ପୂରଣରେ ବିଳମ୍ବ ଅଭିଯୋଗ। ରାସ୍ତାକୁ ଓହ୍ଲାଇଲେ ବଡ଼ଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀ। ଗତକାଲିର ଧାରଣା ପରେ ଆଜି ଶୋଭାଯାତ୍ରା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।
ନିଜର ଯାଦୁଗରୀ ସ୍ପର୍ଶରେ କିଏ ପ୍ରଭୁ ଶ୍ରୀରାମଙ୍କ କ୍ଷୁଦ୍ର ମୂର୍ତ୍ତିଟିଏ କରି ଚର୍ଚ୍ଚାକୁ ଆସିଛନ୍ତି ତ ଆଉ କିଏ ୨୫ ଲକ୍ଷ ରାମନାମ ଲେଖି ନିଜକୁ ଉତ୍ସର୍ଗ କରିଦେଇଛନ୍ତି ମର୍ଯ୍ୟାଦାପୁରୁଷଙ୍କ ଉଦ୍ଦେଶ୍ୟରେ।
ସାବଧାନ! ମହଙ୍ଗା ପଡ଼ିବ ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ବିକ୍ରି । ଧରାପଡ଼ିଲେ, ଆଇନ ଅନୁସାରେ ଦଣ୍ଡିତ ହେବେ। ମେଡିସିନ୍ ଷ୍ଟୋର ଲାଇସେନ୍ସ ବି ରଦ୍ଦ ହୋଇପାରେ।
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବିଦେଶୀ କଣ୍ଠଶିଳ୍ପୀଙ୍କ କଣ୍ଠରେ ଶୁଣିବାକୁ ମିଳିଛି ରାମ ଭଜନ।
ବର୍ଷକ ତଳେ ଯେଉଁ ଜମି ପଡ଼ିଆ ପଡ଼ିଥିଲା.. ସେଠାରେ ଆଜି ଫଳୁଛି କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ପରିବା..ଦିନେ ରୋଜଗାର ପାଇଁ ଚିନ୍ତିତ ଥିଲେ..ଆଉ ଆଜି ୮ ଜଣଙ୍କୁ ରୋଜଗାର ଦେଇଛନ୍ତି
ରାମଲାଲାଙ୍କ ପାଇଁ ତିଆରି ଚାଲିଛି ଏଇ ବିରାଟ ଦୀପ ସାଙ୍ଗକୁ ୧୨ ଫୁଟ ଉଚ୍ଚର ପ୍ରଭୁ ରାମଙ୍କ ପ୍ରତି ମୂର୍ତ୍ତି..
ସେମ୍-ଟୁ-ସେମ୍ ସରକାରୀ ଲଫାଫା, ସିଲ୍ ଆଉ ଦସ୍ତଖତ। ଡାକରେ ଆସିଲା ନିଯୁକ୍ତିପତ୍ର। ହେଲେ ଜଣାପଡ଼ିଲା ସବୁ ଜାଲି..
ମଥାରେ କେଶ ରଖନ୍ତି ନାହିଁ… ଦେହରେ ବି ପୋଷାକ ଖୁବ୍ କମ୍ ପିନ୍ଧନ୍ତି.. କଥାରେ ଅଛି ବଣ୍ଡା-ଲଣ୍ଡା.. କିନ୍ତୁ ଏହା ପଛରେ ରହିଛି ରାମାୟଣର ସମ୍ପର୍କ.. ସେଦିନ ମାତା ସୀତା କାହିଁକି ଦେଇଥିଲେ ଅଭିଶାପ !
ସୈାର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୯ ତାରିଖ ଶୁକ୍ରବାର। ଚନ୍ଦ୍ର- ମେଷ ଅହୋରାତ୍ର। ତିଥି- ୯ମୀ ରାତ୍ରି ୦୭.୫୨ ଗତେ ୧୦ମୀ। ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର।