Advertisment

ଦାଦା ସହ ପୁତୁରା ମିଶି.. ଏମିତି ହେଲେ ଲକ୍ଷପତି

କୁହନ୍ତି ନା ହାତକୁ ହାତ ମିଶିଲେ ବଳ ବଢିଯାଏ.. ଯେମିତି ଏ ଦାଦା ପୁତୁରା ଯୋଡ଼ି ଗରିବ ଚାଷୀରୁ ହେଇଗଲେ ଲକ୍ଷପତି

author-image
Santosh Kumar Sahoo

ତର ତର ହୋଇ ଷ୍ଟ୍ରବେରୀ ତୋଳୁଛନ୍ତି ଦାଦା ପୁତୁରା.. ଟିକିଏ ବିଳମ୍ବ ହୋଇଗଲେ କାଳେ ବିକ୍ରିବଟା ବିଳମ୍ବ ହୋଇଯିବ.. ସେ ନେଇ ଦାଦା ପିତବାସ ପ୍ରଧାନ ଓ ପୁତୁରା ରତିରଂଜନ ପ୍ରଧାନଙ୍କ ପାଖରେ ଟିକିଏ ହେଲେ ଫୁରସତ ନାହିଁ.. ତୋଳା ସରିବା ମାତ୍ରେ ରାସ୍ତା କଡରେ ଉଭୟ ଦାଦା ପୁତୁରା ଆନନ୍ଦ ମନରେ ଷ୍ଟ୍ରବେରୀ ବିକ୍ରି କରୁଛନ୍ତି.. କାହିଁକି ବା ନ କରିବେ..ଗୋଟିଏ ମାସ ଭିତରେ ଷ୍ଟ୍ରବେରୀ ବିକ୍ରି କରି ଏମାନେ ୩ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି..କମ ପରିଶ୍ରମ କରି ଅଧିକ ଲାଭ ହେଉଥିବା ନେଇ ସେମାନେ ଏହି ଚାଷ ପ୍ରତି ମନ ବଳାଇଥିଲେ..ଆଉ ଏବେ ସେମାନଙ୍କ ପରିଶ୍ରମର ଫଳ ମିଳି ସାରିଛି..

Advertisment
Baliguda Farming
Advertisment
Advertisment