• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

suspension removed from 3 congress leaders
ନିର୍ବାଚନ ପୂର୍ବରୁ କଂଗ୍ରେସର ଘର ସଜଡ଼ା, ଦୁଇ ବରିଷ୍ଠ କଂଗ୍ରେସ ନେତାଙ୍କ ଉପରୁ ଉଠିଲା ନିଲମ୍ବନ

କଂଗ୍ରେସକୁ ଫେରିଲେ ୩ ବରିଷ୍ଠ ନେତା। ବରିଷ୍ଠ କଂଗ୍ରେସ ନେତାଙ୍କ ଉପରୁ ନିଲମ୍ବନ ହଟାଇଲା ଦଳ ।

Samaleswari Temple
ମା’ ତୁଇ ମୋର୍ ସାହା ଭରସା...ଆମ ଦୁଇ ଜଣଙ୍କୁ ଏକ କରିଦେ ମା’...

ମା’ ମୁଁ ବହୁତ ଭରସାରେ ତୋତେ ଚିଠି ଲେଖୁଛି... ମୁଁ ଶୁଣିଛି ତୁ ସମସ୍ତଙ୍କ ମନସ୍କାମନା ପୂରା କରୁ... ମୋର ବି କରିଦେ ମା’... ତୁତ ଜାଣିଛୁ ମୁଁ କାହ୍ନାକୁ କେତେ ଭଲ ପାଉଛି...ମୋ ଉପରେ ଏତିକି କୃପା କର, ଆମ ଦୁଇ ଜଣଙ୍କୁ ସବୁଦିନ ପାଇଁ ଏକ...

IPL 2024 Inaugration Date
ମାର୍ଚ୍ଚ ୨୨ରୁ ଆରମ୍ଭ ହେବ IPL ସିଜିନ୍‌-୧୭ ! ଏହି ଦିନ ଖେଳାଯାଇପାରେ ଫାଇନାଲ ମ୍ୟାଚ୍‌

କ୍ରିକ୍‌ବଜ୍‌ର ଏକ ରିପୋର୍ଟ ଅନୁସାରେ, ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୭ତମ ସିଜିନ୍‌ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇପାରେ। ଏହା ସହ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ମେ’ ୨୬ରେ ଖେଳାଯିବ।

Diamod Crown for Ramlalla
ରାମଲାଲାଙ୍କୁ ଦାନ କଲେ ୧୧ କୋଟିର ହୀରା ମୁକୁଟ

ରାମଲାଲାଙ୍କୁ ୧୧ କୋଟିର ହୀରା ମୁକୁଟ ଦାନ କରିଛନ୍ତି ଜଣେ ରାମଭକ୍ତ। ସୁରତର ବ୍ୟବସାୟୀ ତଥା ଗ୍ରୀନ୍ ଲ୍ୟାବ ଡାଇମଣ୍ଡ କମ୍ପାନୀ ମାଲିକ ମୁକେଶ ପଟେଲ ଏହି ମୁକୁଟ ଦାନ କରିଛନ୍ତି।

Fire in Hospital
ଭବାନୀପାଟଣା ମେଡିକାଲ କଲେଜରେ ଅଗ୍ନିକାଣ୍ଡ, ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଲାଗିଲା ନିଆଁ

ନିଆଁ ଲାଗିବା ପରେ ତୁରନ୍ତ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ।

Light Show In Ayodhya
ପ୍ରାଣ ପ୍ରତିଷ୍ଠା ପରେ ଦୀପୋତ୍ସବ, ଆତସବାଜିରେ ଝଲସିଲା ସରଜୁ ତଟ

ଛତିଶଗଡ଼ ରାୟପୁରରେ ଭକ୍ତିର ସହ ଶ୍ରଦ୍ଧାଳୁ ଜଳାଇଥିଲେ ୧୧ ଲକ୍ଷ ୧୧ ହଜାର ଦୀପ । ସେହିପରି ବାରାଣସୀ ଦଶାଶ୍ୱମେଧ ଘାଟରେ ଆଳତୀ କରିବା ସହ ୧୧ ହଜାର ଦୀପ ପ୍ରଜ୍ୱଳନ କରାଯାଇଥିଲା।

Accident in Bhubaneswar
ନିଶାରେ ଲୋକଙ୍କ ଉପରେ ଗାଡି ଚଢାଇଦେଲା ଡ୍ରାଇଭର, ଜଣେ ଗୁରୁତର

ଦୁର୍ଘଟଣା ପରେ ଗାଡିରେ ଥିବା ୩ ଜଣ ଯୁବକ ସେଠାରୁ ଫେରାର ହୋଇଯାଇଛନ୍ତି।

Earthquake in delhi
ଦିଲ୍ଲୀ-NCRରେ ଭୂକମ୍ପ ଝଟ୍‌କା, ଭୟରେ ଘରୁ ବାହାରି ଆସିଲେ ଲୋକ

ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ଦକ୍ଷିଣ ଚୀନ୍‌ର ଜିନଜିଆଙ୍ଗ। ରାତି ପ୍ରାୟ ୧୧ଟା ୩୯ରେ ଏହି ଭୂକମ୍ପ ଅନୁଭୂତ ହୋଇଛି ।

Ramlalla Darshan
ଆଜିଠୁ ସର୍ବସାଧାରଣ ଦର୍ଶନ, ପ୍ରତିଦିନ ରାମଲାଲାଙ୍କୁ ଦର୍ଶନ କରିବେ ଦେଢ଼ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

ଗତକାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି ।

 Ram Lalla Divine Ornaments
ରାମଲାଲାଙ୍କ ବିଗ୍ରହରେ ଲାଗିଛି କେଉଁ ଅଳଙ୍କାର, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ...

ଆଧ୍ୟାତ୍ମ ରାମାୟଣ, ବାଲ୍ମିକୀ ରାମାୟଣ, ରାମଚରିତ ମାନସ ଓ ଆଲବନ୍ଦାର ସ୍ତୋତ୍ର ଆଦିରେ ବର୍ଣ୍ଣନା ଆଧାରରେ ଏବଂ ଗଭୀର ଗବେଷଣା କରି ରାମଲାଲାଙ୍କ ପାଇଁ ଏହି ଅଳଙ୍କାର ଆଦି ତିଆରି କରାଯାଇଛି।

Celebrities in Ayodhya
ଅଯୋଧ୍ୟା ରାମ ମନ୍ଦିର ପ୍ରାଙ୍ଗଣ ପାଲଟିଲା ମିନି ଇଣ୍ଡିଆ

ରାମଲଲାଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବରେ, ଉତ୍ସବ ମୁଖରିତ ସମଗ୍ର ଅଯୋଧ୍ୟା ଭୂମି। ଆଜିର ଏହି ଭବ୍ୟ ଆଉ ଦିବ୍ୟ ଅବସରରେ ସାମିଲ ହୋଇ ନିଜକୁ ଗୌରବାନ୍ୱିତ କରିଛନ୍ତି ଦେଶର ମହା ମହା ହସ୍ତୀ।

PM Modi Speech
ରାମ ଅଗ୍ନି ନୁହଁନ୍ତି ଉର୍ଜା, ବିବାଦ ନୁହଁନ୍ତି ସମାଧାନ

ପ୍ରଭୁ ରାମ ଭାରତର ଆସ୍ଥା, ଭାରତର ବିଚାର, ଭାରତର ଚେତନା। ରାମ ଅଗ୍ନି ନୁହଁନ୍ତି ଉର୍ଜା, ବିବାଦ ନୁହଁନ୍ତି ସମାଧାନ। ରାମଙ୍କ ପ୍ରତିଷ୍ଠା, ବସୁଧୈବ କୁଟୁମ୍ବକମର ନିଦର୍ଶନ। ଯାହା ସାରା ବିଶ୍ୱକୁ ଦେଉଛି ସର୍ବେ ଭବନ୍ତୁ ସୁଖୀନଃର ବାର୍ତ୍ତା ।

Pran Pratistha Utsav grips Odisha
ଅଯୋଧ୍ୟାରୁ ଓଡ଼ିଶା, ସବୁଠି ଭକ୍ତ ବିହ୍ୱଳିତ

ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ଅଯୋଧ୍ୟାରୁ ଓଡ଼ିଶା ଯାଏଁ । ଦୃଶ୍ୟ ସବୁ ଦେଖିଲେ ଲାଗୁଛି, ୫ ଶହ ବର୍ଷ ପରେ ଧରାଧାମକୁ ବାହୁଡ଼ି ଆସିଛନ୍ତି ପୁରୁଷୋତ୍ତମ।

PM Modi Speech
‘ରାମଲାଲା ଆଉ ଟେଣ୍ଟରେ ନୁହେଁ ଦିବ୍ୟ ମନ୍ଦିରରେ ରହିବେ’

ପ୍ରଭୁ ରାମ ଭାରତର ଆସ୍ଥା, ଭାରତର ବିଚାର, ଭାରତର ଚେତନା। ରାମ ଅଗ୍ନି ନୁହଁନ୍ତି ଉର୍ଜା, ବିବାଦ ନୁହଁନ୍ତି ସମାଧାନ। ରାମଙ୍କ ପ୍ରତିଷ୍ଠା, ବସୁଧୈବ କୁଟୁମ୍ବକମର ନିଦର୍ଶନ। ଯାହା ସାରା ବିଶ୍ୱକୁ ଦେଉଛି ସର୍ବେ ଭବନ୍ତୁ ସୁଖୀନଃର ବାର୍ତ୍ତା ।

Ram Lalla Pran Pratistha
କୋଟି କୋଟି ହିନ୍ଦୁଙ୍କ ଆଖିର ରାମ ମନ୍ଦିର ସ୍ୱପ୍ନ ସାକାର, ଭବ୍ୟ ମନ୍ଦିରରେ ହେଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା

ଭବ୍ୟ ଏ ରୂପ... ଦିବ୍ୟ ଏ କ୍ଷଣ... ଦୁର୍ଲଭ ଏ ଦର୍ଶନ...। ସ୍ୱର୍ଣ୍ଣ ସିଂହାସନ ଉପରେ ବିରାଜମାନ ଅଯୋଧ୍ୟାଧିପତି । ଦଶନ୍ଧି ଦଶନ୍ଧି ଧରି ତମ୍ବୁ ତଳେ ପୂଜା ପାଇବା ପରେ, ଆଜି ନିଜ ଆସ୍ଥାନକୁ... ନିଜ ଜନ୍ମସ୍ଥଳୀକୁ... ଅବଧପୁରୀର ରାଜମହଲକୁ ଫେରିଛନ୍ତି ରାମଲଲା।

security tight for ayodhya
ଅଯୋଧ୍ୟାରେ ପୋଲିସ୍‌ ଛାଉଣୀ, ସୁରକ୍ଷା ଦାୟିତ୍ୱରେ ରହିବେ ୧୭ ଆଇପିଏସ୍‌ ଓ ATS କମାଣ୍ଡୋ

ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୂରା ସହର ସୁରକ୍ଷାକର୍ମୀରେ ଛାଉଣୀ ହୋଇଛନ୍ତି । ପୂରା ସହର ସିସିଟିଭି ନଜରରେ ରହିଛି ।

Noida man stabbed
ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେଲା ପୁଅ, ପ୍ରଥମେ ଛୁରାମାଡ, ପରେ ହାତଗୋଡ ବାନ୍ଧି ବୁଲାଇଲା ବାଇକରେ

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ପୋଲିସର ସୂଚନା ମୁତାବକ ନୋଏଡା ସେକ୍ଟର-୧୯ ବାରୋଲା ଅଂଚଳରେ ବିଳମ୍ୱିତ ରାତିରେ ଏପରି ଘଟଣା ଘଟିଛି।

Mangal Dhawani
ଆସନ୍ତାକାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ମଙ୍ଗଳଧ୍ୱନୀରେ ପ୍ରକମ୍ପିତ ହେବ ଅଯୋଧ୍ୟା ନଗରୀ

ମଙ୍ଗଳ ଧ୍ୱନୀ ପାଇଁ ବିଭିନ୍ନ ରାଜ୍ୟରୁ ସ୍ୱତନ୍ତ୍ର ବାଦ୍ୟ ଯନ୍ତ୍ରର ଆୟୋଜନ କରାଯାଇଛି ।

News Fuse
ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ବଜାର ଏବେ ଭୂତକୋଠି

କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ଦୋକାନ ବଜାର ତିଆରି କଲେ। ହେଲେ ଏବେ ସେଠାରେ ଗ୍ରାହକ ତ ନାହାନ୍ତି, ଅଛି କେବଳ ମଦ ବୋତଲ ଆଉ ଗଛଲତା।

Kukra Tula
ନିଆରା ପର୍ବ କୁକୁରା ତୁଲା: ଷ୍ଟ୍ରିପ୍ ଯେଉଁ ଗାଁକୁ ଗଲେ ମିଳେ କୁକୁଡା

ଆଦିବାସୀ କନ୍ଧ ସମ୍ପ୍ରଦାୟର ଏକ ବିଶେଷ ପର୍ବ ହେଲା ପୋଢ଼ ବଳି। ଆଉ ସେହି ପୋଢ ବଳି ଯାତ୍ରା ପୂର୍ବରୁ କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆୟୋଜନ ହୋଇଛି କୁକରା ତୁଲା

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।