No Plastic
ଏଣିକି ପ୍ଲାଷ୍ଟିକ୍ ପେନ୍ ନୁହେଁ କାଗଜ ପେନ୍ ବ୍ୟବହାର କରିବେ ଛାତ୍ରଛାତ୍ରୀ । ହଁ, ଅଦରକାରୀ କାଗଜ ସହ ବାଉଁଶ ଓ ପତ୍ରରେ ତିଆରି ହୋଇଥିବା ଡଟ୍ ପେନ୍ ଛାତ୍ରଛାତ୍ରୀ ବ୍ୟବହାର କରିବେ । ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଏଭଳି ପେନ୍ ପ୍ରସ୍ତୁତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଜଣେ ଯୁବକ ଆଉ ଏହାକୁ ବହୁଳ ବ୍ୟବହାର ଓ ନିର୍ମାଣ ପାଇଁ ଏସ ଏସ ଜି ଗ୍ରୁପ ର ମହିଳା ମାନଙ୍କୁ ମଧ୍ୟ ଦେଉଛନ୍ତି ତାଲିମ। ଏପରି ମହତ୍ ଉଦ୍ଦେଶ୍ୟ ରେ ଲାଗି ପଡ଼ିଥିବା ଯୁବକ ଜଣକ ହେଉଛନ୍ତି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ର ନେହେନା ଗାଁ ରେ ରହୁଥିବା ପ୍ରଭାକର ଦଣ୍ଡସେନା। ପ୍ରଭାକର ଜଣେ ଓକିଲ। ଆଇନ କୁ ପେଶା ଭାବରେ ଗ୍ରହଣ କରିଥିବା ପ୍ରଭାକରଙ୍କ ନିଶା କିନ୍ତୁ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା....
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)