ଏଣିକି ପ୍ଲାଷ୍ଟିକ୍ ପେନ୍ ନୁହେଁ କାଗଜ ପେନ୍ ବ୍ୟବହାର କରିବେ ଛାତ୍ରଛାତ୍ରୀ । ହଁ, ଅଦରକାରୀ କାଗଜ ସହ ବାଉଁଶ ଓ ପତ୍ରରେ ତିଆରି ହୋଇଥିବା ଡଟ୍ ପେନ୍ ଛାତ୍ରଛାତ୍ରୀ ବ୍ୟବହାର କରିବେ । ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଏଭଳି ପେନ୍ ପ୍ରସ୍ତୁତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଜଣେ ଯୁବକ ଆଉ ଏହାକୁ ବହୁଳ ବ୍ୟବହାର ଓ ନିର୍ମାଣ ପାଇଁ ଏସ ଏସ ଜି ଗ୍ରୁପ ର ମହିଳା ମାନଙ୍କୁ ମଧ୍ୟ ଦେଉଛନ୍ତି ତାଲିମ। ଏପରି ମହତ୍ ଉଦ୍ଦେଶ୍ୟ ରେ ଲାଗି ପଡ଼ିଥିବା ଯୁବକ ଜଣକ ହେଉଛନ୍ତି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ର ନେହେନା ଗାଁ ରେ ରହୁଥିବା ପ୍ରଭାକର ଦଣ୍ଡସେନା। ପ୍ରଭାକର ଜଣେ ଓକିଲ। ଆଇନ କୁ ପେଶା ଭାବରେ ଗ୍ରହଣ କରିଥିବା ପ୍ରଭାକରଙ୍କ ନିଶା କିନ୍ତୁ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା....
Published By: Santosh Kumar Sahoo
Last updated: 08 March 2024, 12:39 PM IST
ଆଜି ଅନ୍ତର୍ଜାତୀୟ ମହିଳା ଦିବସ,ମହିଳାଙ୍କ ପାଇଁ ଦିନଟିଏ । ସଶକ୍ତ ମହିଳା ଶକ୍ତି ଗଠନ ଦିଗରେ ସରକାରଙ୍କ କାହିଁ କେତେ ପଦକ୍ଷେପ ନେଉଛନ୍ତି । ଆଜି ଏମିତି କିଛି ମହିଳାଙ୍କୁ ଭେଟିବା ଯେଉଁମାନଙ୍କ ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ହିଁ ସେମାନଙ୍କୁ ଆଜି ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି....