ମଧ୍ୟପ୍ରଦେଶର ଶିବପୁରୀ ନାମକ ସ୍ଥାନରେ ପବିତ୍ର ନର୍ମଦା ନଦୀ କୂଳରେ ରହିଛି ଭାରତର ୪ର୍ଥ ଜ୍ୟୋର୍ତିଲିଙ୍ଗ ଶ୍ରୀ ଓଁକାରେଶ୍ବର। ନର୍ମଦାକୁ ୨ ଭାଗରେ ବିଭକ୍ତ କରି ଠିଆ ହୋଇଥିବା ମାନଧାତା ପର୍ବତ ଉପରେ ଉପବେସନ କରିଛନ୍ତି ଭଗବାନ ଶଙ୍କର। ଏଠାରେ ଭଗବାନଙ୍କୁ ଗୋଟିଏ ନୁହେଁ ଯୋଡିଏ ଶିବ ଲିଙ୍ଗରେ ଉପାସନା କରାଯାଏ…
Published By: Santosh Kumar Sahoo
Last updated: 08 March 2024, 12:28 PM IST
ପବିତ୍ର ଭାରତବର୍ଷର ତୃତୀୟ ଜ୍ୟୋତିର୍ଲିଙ୍ଗ ଭଗବାନ ମହାକାଳେଶ୍ୱର । ଭାରତର ପବିତ୍ର ଉଜ୍ଜୟିନୀ ନଗରୀରେ ଭଗବାନ ଶଙ୍କର ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ଭାବେ ପୂଜିତ ହେଉଛନ୍ତି।