• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Odia Tele Actress Rajeswari Ray Mohapatra No More
ପରଲୋକରେ ଓଡ଼ିଆ ଅଭିନେତ୍ରୀ ରାଜେଶ୍ୱରୀ ରାୟ

ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ପରଲୋକ ହୋଇଛି। ଏକାଧିକ ଓଡ଼ିଆ ଧାରାବାହିକରେ ଅଭିନୟ କରି ସେ ପ୍ରଶଂସା ସାଉଁଟିଥିଲେ।

Gold price Today
ଅଲ୍‌ ଟାଇମ୍‌ ରେକର୍ଡରୁ ୪,୮୯୦ ଟଙ୍କା ଶସ୍ତା ହେଲା ସୁନା

ଯଦି ଆପଣ ଏବେ ସୁନା କିଣିବା ପାଇଁ ଚାହୁଁଛନ୍ତି ତା’ହେଲେ ଆପଣ ଅଲ୍‌ ଟାଇମ୍‌ ରେକର୍ଡ ଦାମ୍‌ ଠାରୁ ଶସ୍ତାରେ ପାଇପାରିବେ। କାରଣ ଅଲ୍‌ ଟାଇମ୍‌ ରେକର୍ଡ ତୁଳନାରେ ଏବେ ଆପଣଙ୍କୁ ପ୍ରତି ୧୦ ଗ୍ରାମକୁ ୪,୮୯୦ ଟଙ୍କା ଶସ୍ତାରେ ସୁନା ମିଳିବ। 

Doctor Arrested By Vigilance Video Goes Viral
ଭାଇରାଲ୍‌ ହେଉଛି ଲାଞ୍ଚୁଆ ଡାକ୍ତରଙ୍କ ରସିକିଆ ରିଲ୍ସ

ଲାଞ୍ଚ ନେବା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆଙ୍କୁ ଗିରଫ କରାଯାଇଛି। ମୃତ୍ୟୁ ପ୍ରମାଣପତ୍ର ବାବଦରେ ଫର୍ମରେ ଦସ୍ତଖତ କରାଇ ଦେବା ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ।

Dead mother Cobra with 14 live babies found from septic tank
ଛୁଆ ଆଗରେ ଭୋକରେ ଛଟପଟ ହୋଇ ମରିଗଲା ନାଗୁଣୀ

ଏକ ବଡ଼ ନାଗୁଣୀ ଭୋକରେ ମରିଗଲା ପଛେ, ଛୋଟ ଛୋଟ ସାପଙ୍କୁ ଖାଇଲା ନାହିଁ।  କାରଣ ସେହି ଛୋଟ ଛୋଟ ସାପ ଗୁଡ଼ିକ ସେଇ ନାଗୁଣୀର ଛୁଆ ଥିଲେ।

Student given expired medicine at private hospital in Odisha
ଅସୁସ୍ଥ ହେବାରୁ ହସ୍ପିଟାଲ୍‌ ଗଲେ, ହେଲେ ଏକ୍ସପାଏରୀ ମେଡିସନ୍‌ ଖାଇ ପୁଣି ଭର୍ତ୍ତି ହେଲେ

ଏକ୍ସପାଏରୀ ମେଡିସନ୍‌ ଖାଇବା ପରେ ଛାତ୍ର ଗୁରୁତର। ଅସୁସ୍ଥ ଅନୁଭବ କରିବାରୁ ଗତ ୧୬ ତାରିଖରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।

NEET exam centre innerwear removal case: NTA constitutes fact-finding team
ମହଙ୍ଗା ପଡ଼ିବ କି ପରୀକ୍ଷାର୍ଥୀଙ୍କ ଅନ୍ତଃବସ୍ତ୍ର ଚେକିଂ ?

ନିଟ୍ ପରୀକ୍ଷାରେ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ବାହାର କରି ଯାଞ୍ଚ କରାଯିବା ଘଟଣାର ତଦନ୍ତ ହେବ। ଘଟଣାର ସତ୍ୟାସତ୍ୟ ଯାଞ୍ଚ ହେବ।

CBSE 12th Result To be Announced Tomorrow
କାଲି ପ୍ରକାଶ ପାଇବ CBSE ଦ୍ୱାଦଶ ରେଜଲ୍ଟ

ଆସନ୍ତାକାଲି ପ୍ରକାଶ ପାଇବ CBSE ଦ୍ୱାଦଶ ବୋର୍ଡ ରେଜଲ୍ଟ। ଦିନ ସାଢ଼େ ୧୨ଟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା। 

Work From Home Rules Announced By Commerce Ministry
ଏବେ ବର୍ଷେ ଯାଏ ‘Work From Home’ କରିପାରିବେ କର୍ମଚାରୀ !

ମହାମାରୀ କରୋନା ଯୋଗୁ ଅଧିକାଂଶ କର୍ମଚାରୀ ଏବେ ଘରୁ କାମ(Work From Home) କରୁଛନ୍ତି। ଏବେ ବାଣିଜ୍ୟ ମନ୍ତ୍ରାଳୟ(Commerce Ministry) ୱାର୍କ ଫ୍ରମ୍‌ ହୋମ୍‌ ପାଇଁ ନୂଆ ନିୟମ ଘୋଷଣା କରିଛି।

Odisha Plus 2 admission
ଆଜିଠୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ

ଯୁକ୍ତ ୨ ପ୍ରଥମ ବର୍ଷ ପାଇଁ ଆଜିଠୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିପାରିବେ।

Daily Horoscope Today
Daily Horoscope 20th July 2022: ଏହି ରାଶିର ବ୍ୟକ୍ତି ସତର୍କ ରୁହନ୍ତୁ, ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି

ସୌର କର୍କଟ ମାସ  ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ, ବୁଧବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

6 Injured As Onion Laden Truck Overturns In Baripada
ମରଣଯନ୍ତା ପାଲଟିଛି ଘାଟି ରାସ୍ତା: ବୋଲେରୋ ଉପରେ ଓଲଟି ପଡ଼ିଲା ଟ୍ରକ୍‌

ବାଙ୍ଗିରିପୋଷି ଘାଟିରେ ଏକ ପିଆଜ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ବୋଲେରୋ ଉପରେ ଓଲଟି ପଡ଼ିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି।

Odisha Govt To Open Ration ATM Soon
ଓଡ଼ିଶାରେ ଖୋଲିବ ରାସନ୍ ATM, ଟଙ୍କା ବଦଳରେ ବାହାରିବ ରାସନ୍‌

ATMରୁ ଟଙ୍କା ବାହରିଲା ଭଳି ଏଣିକି ରାସନ୍‌ ବାହାରିବ। ପାଇଲଟ ପ୍ରୋଜେକ୍ଟ ଭାବେ ରାଜଧାନୀ ଭୁବନେଶ୍ୱରରେ ଏହି ଯୋଜନା ଆରମ୍ଭ ହେବ। 

Odisha Likely To Experience Rain For Next 3 Days
ପାଣିପାଗ ବିଭାଗର ସତର୍କ ସୂଚନା- ଏହି ୨ ଦିନ ପ୍ରବଳ ବର୍ଷିବ !

ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ମଧ୍ୟ ରହିଛି।

Surge In COVID19 Cases In India
କରୋନାର କମ୍‌ ବ୍ୟାକ୍‌: ଦିନକରେ ୧୬ ହଜାର ଉପରେ ଆକ୍ରାନ୍ତ, ଚିନ୍ତା ବଢ଼ାଇଲା ଏହିସବୁ ରାଜ୍ୟ...

ଗତ ୭ ସପ୍ତାହରେ କରୋନା କେସ୍‌ ଓ ମୃତ୍ୟୁ ସଂଖ୍ୟା ଯେଉଁଭଳି ଲଗାତାର ଭାବେ ବୃଦ୍ଧି ପାଉଛି, ତାହା ଚିନ୍ତାର କାରଣ ହୋଇଛି।  ଗତ ୨୪ ଘଣ୍ଟାରେ ଦେଶରେ ୧୬,୯୩୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Tension Erupts In Berhampur University
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା,୨ ଛାତ୍ରଙ୍କୁ ପରୀକ୍ଷା ଦେବାକୁ ବାରଣ

ଚତୁର୍ଥ ସେମିଷ୍ଟର ପାଇଁ ୨ ଛାତ୍ରଙ୍କୁ ପରୀକ୍ଷା ଦେବାକୁ ବାରଣ କରିବାରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। 

Congress MLA Mohammed Moquim votes for NDA's Prez candidate Draupadi Murmu
ମୋକିମଙ୍କ ପାଇଁ ମହଙ୍ଗା ପଡ଼ିବ କି କ୍ରସ୍‌ ଭୋଟିଂ ?

ଦଳର ନିର୍ଦ୍ଦେଶ ଫାଙ୍କି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ NDAର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି। ଏନେଇ କଂଗ୍ରେସ ନେତାମାନେ ନିନ୍ଦା କରିଛନ୍ତି।

Gold Price Today
କିଛି ଦିନ କମିବା ପରେ ବଢ଼ିଲା ସୁନା ଦାମ୍‌

ଗତ ସପ୍ତାହରେ ଲଗାତାର ଭାବେ ସୁନା ଦର ହ୍ରାସ ପାଇଥିବା ବେଳେ ଆଜି ପୁଣି ସୁନା ଓ ରୁପା ଦର ବୃଦ୍ଧି ଘଟିଛି। ୨୪ କ୍ୟାରେଟ୍‌ ସୁନା ୨୪୮ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମକୁ ୫୦,୩୫୫ ଟଙ୍କାରେ ପହଞ୍ଚିଛି।

Bus Falls Into Narmada River In Madhya Pradesh
ବଡ଼ ଦୁର୍ଘଟଣା: ନଦୀକୁ ଖସିଲା ବସ୍‌, ୧୩ ଯାତ୍ରୀ ମୃତ

୫୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ନଦୀକୁ ଖସି ପଡ଼ିଛି। ଆଜି ସକାଳୁ ସକାଳୁ ମଧ୍ୟପ୍ରଦେଶରେ ଏହି ଅଘଟଣ ଘଟିଛି।

GST On Some Essential Products
ଆଜିଠୁ ସାଧାରଣଜନତାଙ୍କ ଉପରେ ମହଙ୍ଗା ମାଡ଼: ଜାଣନ୍ତୁ, କ’ଣ ହେଲା ମହଙ୍ଗା, କ’ଣ ଶସ୍ତା...

ଆଜିଠୁ କିଛି ଅତ୍ୟାବଶ୍ୟକ ସାମଗ୍ରୀ(Daily Essential Items) ଦାମ୍‌ ବଢ଼ିଛି। ଯେପରିକି ଦହି, ଲସି, ଚାଉଳ, ପନିର ଓ କିଛି ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦାମ୍‌ ବୃଦ୍ଧି ହୋଇଛି।

Monkey Throws 4-Month-Old Baby Off Building In UP
୪ ମାସର ଶିଶୁକୁ ୩ ମହଲାରୁ ଫିଙ୍ଗି ଦେଲା ମାଙ୍କଡ଼, ତା’ପରେ...

୪ ମାସର ଶିଶୁକୁ ୩ ମହଲାରୁ ଫିଙ୍ଗି ଦେଲା ମାଙ୍କଡ଼। ଫଳରେ ଘଟଣାସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ଘଟିଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।