‘ମୋ ଝିଅକୁ ଫିଜିକାଲି ଆସଲ୍ଟ କରିଛନ୍ତି। ଏହାସହ ମୋ ଝିଅକୁ ଜୀବନରେ ମାରିଦେବାକୁ ଧମକ ମିଳିଛି। ଏପରିକି ମୋ ପରିବାରକୁ ସ୍ମାସ୍ କରିଦେବାର ଧମକ ଦିଆଯାଇଛି’ ବୋଲି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର କହିଛନ୍ତି।
ଶିବସେନାର ନେତୃତ୍ୱ କିଏ ନେବେ ସେଥିଲାଗି ଉଦ୍ଧବ ଠାକ୍ରେ ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଉଭୟଙ୍କୁ ଅଗଷ୍ଟ ୮ ସୁଦ୍ଧା ତଥ୍ୟଗତ ପ୍ରମାଣ ଦେବାକୁ ହେବ ବୋଲି ନିର୍ବାଚନ କମିଶନ କହିଛନ୍ତି।
‘ମୋ ପତ୍ନୀ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକ ନୁହଁନ୍ତି। ଆମ କାମ କ’ଣ, ଆମ କାମକୁ ସେସବୁ ସେ କିଛି ବୁଝିପାରିବେ ନାହିଁ। ପ୍ରକୃତି ମୋର ଜଣେ ଭଲ ସାଙ୍ଗ’ ବୋଲି ବାବୁସାନ କହିଛନ୍ତି। ଭାଇରାଲ୍ ଭିଡିଓକୁ ନେଇ ଅଭିନେତା ବାବୁସାନ ଏଭଳି ପ୍ରତିକ୍ରିୟା ରଖିଛନ୍ତି।
ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତିଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତା ବାବୁସାନଙ୍କ ପତ୍ନୀ ଝଗଡ଼ା କରୁଥିବା ଏକ ଭିଡିଓ ଭାଇରାଲ ହେଉଛି।
ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିଛି। ପାର୍ଥଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ଜବତ ହେବାର ଦିନକ ପରେ ପାର୍ଥଙ୍କୁ ଗିରଫ କରାଯାଇଛି।
୩ ମହଲାରୁ ଡେଇଁ ଜୀବନ ହାରିଲେ ୟୁଟ୍ୟୁବର। ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଦର୍ଶକଙ୍କ ସଂଖ୍ୟା କମୁଥିବାରୁ ଛାତ୍ର ଜଣକ ଚିନ୍ତାଗ୍ରସ୍ତ ଥିଲେ ବୋଲି ଜଣାପଡ଼ିଛି।
ଗତବର୍ଷ ଅକ୍ଟୋବରରେ ମଡେଲ୍ ପ୍ରିସିଲା କ୍ରୋଏସିଆରେ ଥିବା ଏକ ଲକ୍ଜୁରୀ ରେଷ୍ଟୁରାଣ୍ଟରୁ ୨.୪୪ ମିଲିୟନ ଡଲାର(୧୯ କୋଟି ଟଙ୍କାରୁ ଅଧିକ) ମୂଲ୍ୟର ଦାମୀ ୱାଇନ୍ ଚୋରି କରିଥିଲେ।
ଗୋବରୀ ନଦୀକୁ ପ୍ରଦୂଷିତ କରିଥିବାରୁ କେନ୍ଦ୍ରାପଡ଼ା ପୌର ପରିଷଦକୁ ମାସିକ ୧ ଲକ୍ଷ ଟଙ୍କା ହିସାବରେ ୨୮ ମାସକୁ ୨୮ ଲକ୍ଷ ଟଙ୍କା ଫାଇନ ପଡ଼ିଛି। କେନ୍ଦ୍ରାପଡା ପୌରପାଳିକା ଗୋବରୀ ନଦୀକୁ ଏକ ଅଘୋଷିତ ଡମ୍ପିଙ୍ଗ୍ ୟାର୍ଡ ପରିଣତ କରିଥିବା ଅଭିଯୋଗ ହୋଇଛି।
ଆଜି CBSE ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବ୍ସାଇଟ୍ cbseresults.nic.in and results.cbse.nic.in ରେ ରେଜଲ୍ଟ ଚେକ୍ କରିପାରିବେ।
ବୌଦ୍ଧ ବନଖଣ୍ଡ ଅଧିକାରୀ ସବୁ ନିୟମକୁ ଜଳାଞ୍ଜଳି ଦେଇ ବୌଦ୍ଧ ବନ୍ୟାପ୍ରାଣୀ ତତ୍ତ୍ୱବଧାରକଙ୍କୁ ୨ ମାସର ଦରମା ଦେଇଥିବା ଅଭିଯୋଗ ହୋଇଛି।
କୋରାପୁଟ ଓ ବଲାଙ୍ଗୀରରେ ମଧ୍ୟାହ୍ନ ଭୋଜନ ଦୁର୍ନୀତି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୋରାପୁଟର ୧୧୪ ଏବଂ ବଲାଙ୍ଗୀରର ୮୦ରୁ ଅଧିକ CRCCଙ୍କୁ କାର୍ଯ୍ୟାନ୍ତର କରାଯାଇଛି।
ପାଟନା ବିମାନବନ୍ଦରରେ ବୋମା ଆତଙ୍କ। ଏହା ଜଣାପଡ଼ିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ତତ୍କ୍ଷଣାତ ବିମାନକୁ ଅଟକାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ।
କଥାରେ ଅଛି, ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦେଇଥାନ୍ତି। ଏମିତି କିଛି ଘଟିଛି ବ୍ରିଟେନର ଜଣେ ବ୍ୟକ୍ତିଙ୍କ ସହ। ଲଟେରୀ ଟିକେଟ୍ ଜିତି ଏହି ବ୍ୟକ୍ତି ଜଣକ ରାତାରାତି କୋଟିପତି ହୋଇଯାଇଛନ୍ତି।
ଗ୍ଲୋବାଲ୍ ମାର୍କେଟ୍ରେ ସୁନା ଦରରେ ବଡ଼ ଧରଣର ହ୍ରାସ ଯୋଗୁ ଭାରତୀୟ ବଜାରରେ ମଧ୍ୟ ଦାମ୍ ହ୍ରାସ ପାଇଛି। ଆଜି ସକାଳେ MCXରେ ୨୪ କ୍ୟାରେଟ୍ ସୁନା ୨୫୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୯,୯୫୮ ଟଙ୍କାରେ କାରବାର ଚାଲିଥିଲା।
ନ୍ୟାସନାଲ୍ ହେରାଲ୍ଡ ନ୍ୟୁଜ୍ପେପର୍ରେ ହୋଇଥିବା ଅର୍ଥ ହେରଫେର ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି।
ବ୍ରହ୍ମପୁରର ଜଣେ ଯୁବତୀଙ୍କୁ ସ୍ୱାମୀ ମୁକୁନ୍ଦାନନ୍ଦ ବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଛି। ବାବାଙ୍କ ଆଶ୍ରମକୁ ଗଲେ, ସେମାନେ ଝିଅ ସହ ଭେଟିବାକୁ ଦେଉନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ପତ୍ନୀଙ୍କୁ ସବୁଦିନ ପାଇଁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ରାଜେଶ୍ୱରୀଙ୍କ ସ୍ୱାମୀ। କୋହଭରା କଣ୍ଠରେ ସେ କହିଛନ୍ତି, ‘ମଝିରେ ମଝିରେ ତାଙ୍କ ଦେହ ଖରାପ ହେଉଥିଲା। ତେବେ ଚିକତ୍ସା ପରେ ପୁଣି ସେ ଠିକ୍ ହୋଇଯାଉଥିଲେ।
ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ହୋଇଥିଲା। ଆଜି ଦିନ ୧୧ଟାରେ ପାର୍ଲାମେଣ୍ଟ ହାଉସ୍ର ପ୍ରଥମ ମହଲାରେ ଥିବା ୬୩ ନମ୍ବର ରୁମ୍ରେ ଭୋଟ୍ ଗଣତି ଆରମ୍ଭ ହେବ।
ପ୍ରେମିକାକୁ ବିଷ ଦେଇ ମାରିଲା ପ୍ରେମିକ। ଯୁବତୀଙ୍କ ମୃତ୍ୟୁ ପୂର୍ବର ଜମାନବନ୍ଦୀ ଭାଇରାଲ ହେବାରେ ଲାଗିଛି।
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁସାରେ, ରାଜ୍ୟରେ ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି।