• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Lodge FIR against media persons for unauthorised entry in school campus
ସାମ୍ବାଦିକଙ୍କୁ ସ୍କୁଲ୍‌ ମନା, ବିନା ଅନୁମତିରେ ଏଣ୍ଟ୍ରି କଲେ ରୁଜୁ ହେବ FIR

ଯଦି କୌଣସି ଗଣମାଧ୍ୟମ ପ୍ରତିନିଧି କିମ୍ବା କ୍ୟାମେରାମ୍ୟାନ୍‌ ବିନା ଅନୁମତିରେ  ସ୍କୁଲରେ ପ୍ରବେଶ କରନ୍ତି ତେବେ ପ୍ରଧାନ ଶିକ୍ଷକ ତୁରନ୍ତ ତାଙ୍କ ନାଁରେ ଥାନାରେ FIR ଦେବାକୁ କୁହାଯାଇଛି। 

Coronavirus
ଚିନ୍ତା ବଢ଼ାଉଛି କରୋନା, ରାଜ୍ୟରେ ଆଜି ବି ୫ ଶହ ଉପରେ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ  ଆଜି ବି କରୋନା ସଂକ୍ରମଣ ୫ ଶହ ଉପରେ। ୨୪ ଘଣ୍ଟାରେ ଆଉ ୫୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Amarnath Yatra Tragedy: 5 From Rayagada Stranded
‘ଆମକୁ ଉଦ୍ଧାର କରନ୍ତୁ, ୨ ଦିନ ହେଲା ଭଲରେ କିଛି ଖାଇନୁ’

ଅମରନାଥରେ ଶନିବାର ସନ୍ଧ୍ୟାରେ ବାଦଲ ଫଟା ବର୍ଷା ଯୋଗୁ ଶତାଧିକ ଶ୍ରଦ୍ଧାଳୁ ଫସି ରହିଛନ୍ତି। ଗୁମ୍ଫା ଓ ପାର୍ବତ୍ୟ ଅଞ୍ଚଳରେ ଫସି ରହିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ରାୟଗଡ଼ାର ୫ ଜଣ ଅଛନ୍ତି। 

Daily Horoscope
Daily Horoscope 10th July 2022: ଏହି ରାଶିର ବ୍ୟକ୍ତିଙ୍କ ଆକସ୍ମିକ ଧନ ପ୍ରାପ୍ତି ହୋଇପାରେ

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ, ରବିବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Rain Likely In Odisha In Next 5 Days
ଆହୁରି ୫ ଦିନ ବର୍ଷିବ ! ୨୪ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆସନ୍ତା ୪ ରୁ ୫ ଦିନ ଧରି ବର୍ଷା ଲାଗି ରହିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Husband Killed her Wife
ପାଟିକୁ ସୁଆଦିଆ ଲାଗିଲାନି ମାଂସ ତରକାରୀ, ପିଟିପିଟି ଜୀବନ ନେଇଗଲା ସ୍ୱାମୀ

ପତ୍ନୀ ମାଂସ ତରକାରୀ ରାନ୍ଧିଲା, କିନ୍ତୁ ସୁଆଦିଆ ଲାଗିଲାନି...ବାସ୍ ଏତିକିରେ ରାଗିଗଲା ସ୍ୱାମୀ। ଏକ ଲୁହା ପାଇପରେ ପତ୍ନୀକୁ ପିଟି ପିଟି ମାରିଦେଲା ସ୍ୱାମୀ ।

Low Pressure Area Formed
ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି, ଆହୁରି ବର୍ଷିବ !

ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ ବୋଲି ପୂର୍ବାନୁମାନ କରାଯାଇଛି।  

Bhubaneswar Back In Red Zone
ବଢ଼ିଲା କୋଭିଡ୍‌ ସଂକ୍ରମଣ, ରେଡ୍‌ ଜୋନ୍‌କୁ ଫେରିଲା ଭୁବନେଶ୍ୱର

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱର ପୁଣି ରେଡ୍‌ ଜୋନ୍‌କୁ ଫେରିଛି। ରେଡ୍ ଜୋନ୍‌କୁ ଫେରିବା ପରେ ଭୁବନେଶ୍ୱର ମେୟର କଡ଼ା ତାଗିଦ୍ କରିଛନ୍ତି। 

US President Joe Biden Accidentally Reads The Part On The Teleprompter
ଟିଭିରେ ଭାଷଣ ଦେବା ବେଳେ ବାଉଳା ହୋଇଗଲେ ଆମେରିକା ରାଷ୍ଟ୍ରପତି, ଭୁଲ୍‌ରେ ପଢ଼ିଦେଲେ...

ଟେଲିଭିଜନରେ ଭାଷଣ ଦେବା ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଟେଲିପ୍ରମ୍ପଟରରେ ଲେଖା ହୋଇଥିବା ନିର୍ଦ୍ଦେଶକୁ ଭୁଲ୍‌ରେ ପଢ଼ି ଦେଇଥିଲେ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

Son Kills Father
ସାହାରା ବଦଳରେ ବାପାର ଜୀବନ ନେଲା ପୁଅ, ହତ୍ୟା ପରେ ଜାଳିଦେଲା ଶବ

ପରିଣତ ବୟସରେ ସାହାରା ହେବା ବଦଳରେ ବାପାର ଜୀବନ ନେଇଗଲା ପୁଅ। ଆଉ ବାପାକୁ ହତ୍ୟା ପରେ ଶବକୁ ଜାଳିଦେଲା ପୁଅ।

Know The Benefits And Uses Of Onion And Garlic Peels
ଭୁଲ୍‌ରେ ପିଆଜ ଓ ରସୁଣ ଚୋପାକୁ ଫିଙ୍ଗନ୍ତୁ ନାହିଁ, ଏଥିରୁ ମିଳିଥାଏ ଏହିସବୁ ଫାଇଦା...

ଆପଣ ପିଆଜ ଓ ରସୁଣ ଚୋପାକୁ ଫିଙ୍ଗି ଦେଉଛନ୍ତି, ତା’ହେଲେ ଏହାକୁ ନଫିଙ୍ଗି ଏହାର ବ୍ୟବହାର କରିପାରିବେ। ପିଆଜ ଓ ରସୁଣ ସ୍ୱାସ୍ଥ୍ୟ ପାଇଁ ଅନେକ ହିତକର ସାବ୍ୟସ୍ତ ହୋଇଥିବା ବେଳେ ଏହାର ଚୋପାରୁ ମଧ୍ୟ ଅନେକ ଫାଇଦା ମିଳିଥାଏ। 

Daily Horoscope
Daily Horoscope 9th July 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଚାକିରିରେ ଶୁଭ ଖବର ମିଳିପାରେ

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୯ ତାରିଖ,  ଶନିବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Amarnath Tragedy: Cloudburst triggers flash floods kills 16
ଅମରନାଥ ଯାତ୍ରା ବେଳେ ବଡ଼ ଅଘଟଣ: ବାଦଲଫଟା ବର୍ଷା ନେଲା ୧୬ ଜୀବନ, ୩୦ରୁ ଅଧିକ ନିଖୋଜ

ପବିତ୍ର ଅମରନାଥ ଯାତ୍ରା ବେଳେ ବଡ଼ ଅଘଟଣ ଘଟିଛି। ବାଦଲଫଟା ବର୍ଷା ଯୋଗୁ ୧୬ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ସେହିପରି ୩୦ରୁ ଅଧିକ ତୀର୍ଥଯାତ୍ରୀ ନିଖୋଜ ଅଛନ୍ତି। 

Bahuda Yatra 2022: Security Beefed Up In Puri
ରଥ, ପଥ, ପ୍ରସ୍ତୁତ...ରତ୍ନବେଦୀକୁ ଫେରିବେ କାଳିଆ ସାଆନ୍ତ

ନବଦିନାତ୍ମକ ଯାତ୍ରା କରି ଭକ୍ତଜନଙ୍କୁ ଆଡ଼ପ ମଣ୍ଡପରେ ଦୁର୍ଲଭ ଦର୍ଶନ ଦେଇ ଆଜି ଶ୍ରୀମନ୍ଦିର ଫେରୁଛନ୍ତି ଶ୍ରୀଜିଉ। ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ୧୨ଟାରେ ପହଣ୍ଡି ସରିବାର ନୀତି ନିର୍ଦ୍ଧାରଣ ହୋଇଛି। 

Woman Commits Suicide In Ganjam
ଲୋକଲଜ୍ଜା ସହିନପାରି ବିଷ ପିଇ ଦେଲେ ବିବାହିତା ମହିଳା !

ଲୋକଲଜ୍ଜା ସହିନପାରି ଆତ୍ମହତ୍ୟା କଲେ ବିବାହିତା ମହିଳା। ସେପଟେ ସମ୍ପୃକ୍ତ ବିବାହିତା ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ଆସି ଗାଁ ଲୋକଙ୍କ ଦ୍ଵାରା ନିର୍ଧୂମ ମାଡ଼ ଖାଇଲେ ଯୁବକ।

Japanese Ex PM Shinzo Abe Dies After Being Shot
ଗୁଳିମାଡ଼ରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ

ଗୁଳିମାଡ଼ରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ ଘଟିଛି। ଏକ ସଭାରେ ଭାଷଣ ଦେବା ବେଳେ ସିଞ୍ଜୋ ଆବେଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା।

Daughter Appeared In Matric Exam At The Time Of Mothers Death
ମା’ର ମରଣ ଦିନ ପରୀକ୍ଷା ଦେଲା ଝିଅ, ଏବେ ରେଜଲ୍ଟ ଆସିଲା...

ମନରେ ଅନେକ ଦୁଖଃ କଷ୍ଟ ଥାଏ ତଥାପି ଛାତିରେ ପଥର ରଖି ପରୀକ୍ଷା ଦେଇଥିଲା ଝିଅ। ଏବେ ମାଟ୍ରିକ ପରୀକ୍ଷାରେ ପାସ୍‌ କରିଛି ଝିଅ। ମା’ଙ୍କ ସ୍ୱପ୍ନ ପୂରଣ କରିଛନ୍ତି, ହେଲେ ପାଖରେ ମାଆ ନାହିଁ।

7th Pay Commission: 5% DA May Hike For Central Government Employees
7th Pay Commission: ଖୁବ୍‌ଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର, ଉପକୃତ ହେବେ ୫୦ ଲକ୍ଷ କର୍ମଚାରୀ

ଖୁବ୍‌ଶୀଘ୍ର କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର। ଜୁଲାଇରେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ DA ବଢ଼ାଇ(DA Hike)ପାରନ୍ତି।

9 Dead As Vehicle Falls In Uttarakhand River
ନଦୀକୁ ଖସି ପଡ଼ି ପାଣି ସୁଅରେ ଭାସିଗଲା ଟୁରିଷ୍ଟ୍‌ ଗାଡ଼ି, ଉଦ୍ଧାର ପରେ ମିଳିଲା...

ନଦୀକୁ ବସ୍‌ ଖସି ପଡ଼ିବା ଯୋଗୁ ୯ ଜଣ ପାଣି ସୁଅରେ ଭାସି ଯାଇଛନ୍ତି। ଉତ୍ତରାଖଣ୍ଡର ରାମନଗରରେ ଏହି ଅଭାବନୀୟ ଘଟଣା ଘଟିଛି।

India secures comprehensive win against England in first T20 match
ବିଜୟରୁ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ

ଭାରତ-ଇଂଲଣ୍ଡ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ବଡ଼ ବ୍ୟବଧାନରେ ଟିମ୍‌ ଇଣ୍ଡିଆ ବିଜୟ ହାସଲ କରିଛି। ପ୍ରଥମେ ଅର୍ଦ୍ଧ ଶତକ ଓ ପରେ ୪ଟି ୱିକେଟ୍ ନେଇ ଘରୋଇ ଟିମ୍‌କୁ ହାର୍ଦ୍ଦିକ ପାଣ୍ଡିଆ ଧରାଶାୟୀ କରିଛନ୍ତି।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।