• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

13-year-old girl missing for over a month
‘ମାସେ ହେଲା ମୋ ଝିଅର ପତ୍ତା ମିଳୁନି, ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ’

ମାସେ ହେଲାଣି ୧୩ ବର୍ଷର ନାବାଳିକା ନିଖୋଜ। ମହିଳା ଓ ତାଙ୍କ ପୁଅ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ଫଳ ଶୂନ୍‌। ଶେଷରେ ଝିଅକୁ ଉଦ୍ଧାର ଲାଗି ମହିଳା ଜଣକ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି।

CBI grills industrialist Mahima Mishra & his son Chandan Mishra
ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ପୁଅକୁ CBIର ଘନ ଘନ ଜେରା

ପାରାଦୀପ ବନ୍ଦର ଗେଷ୍ଟ ହାଉସ୍‌ରେ ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନଙ୍କୁ ସିବିଆଇ ୬ ଘଣ୍ଟା ଜେରା କରିଥିଲା। ଗତକାଲି ସକାଳୁ ସିବିଆଇ ଟିମ୍ ମହିମାଙ୍କ କଟକ ସ୍ଥିତ ଘର, ଅଫିସ୍ ଓ ପାରାଦୀପ ଅଫିସ୍‌ରେ ରେଡ୍ କରିଥିଲା।

Heavy Rain Forecast For Odisha In Next Two Days
୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ !

ରାଜ୍ୟରେ ସକ୍ରିୟ ଥିବା ମୌସୁମୀ ବାୟୁ ପ୍ରଭାବରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଉପକୂଳରେ ବର୍ଷା ଆରମ୍ଭ ହୋଇଛି।

Gold Price Today
ଆହୁରି ଶସ୍ତା ହେଲା ସୁନା, ରୁପା ଦର ବି କମିଲା

ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୧,୪୪୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୫୭,୫୦୦ ଟଙ୍କା ରହିଛି। ଗତକାଲି ତୁଳନାରେ ଆଜି ସୁନା ଓ ରୁପା ଦରରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି।

Odisha MLAs call on President Draupadi Murmu at Rashtrapati Bhawan
ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶା ବିଧାୟକ: ଜାଣନ୍ତୁ, କିଏ ଦେଲେ କି ଉପହାର...

ରାଷ୍ଟ୍ରପତି ଭବନରେ ଓଡ଼ିଶାର ବିଧାୟକମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଏତେ ନିକଟରୁ ତାଙ୍କୁ ଦେଖି ସମସ୍ତେ ଖୁସିରେ ବିଭୋର ହୋଇଛନ୍ତି।

Private ITI college principal in Mayurbhanj in trouble after students protest
ଆଦିବାସୀ ଛାତ୍ରଙ୍କୁ ମାଡ଼ ମାରିଲେ ପ୍ରିନ୍ସିପାଲ୍‌ଙ୍କ ଭାଇ ! 

ଏକ ଘରୋଇ ITI କଲେଜରେ ଜଣେ ଛାତ୍ରଙ୍କୁ ପ୍ରିନ୍ସପାଲ୍‌ଙ୍କ ସାନ ଭାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଛାତ୍ରମାନଙ୍କୁ କଲେଜ ପ୍ରିନ୍ସିପାଲଙ୍କ ସାନ ଭାଇ ମାଡ଼ ମାରିବା ଭିଡିଓ ଭାଇରାଲ୍ ହୋଇଛି।

Brazilian Body Builder Valdir Segato Dies On His Birthday
ମହଙ୍ଗା ପଡ଼ିଲା ଶକ୍ତି ବର୍ଦ୍ଧକ ଇଞ୍ଜେକ୍ସନ, ଜନ୍ମଦିନରେ ବଡି ବିଲ୍ଡରଙ୍କ ମୃତ୍ୟୁ

ବ୍ରାଜିଲର ବଡି ବିଲ୍ଡର ତଥା ଟିକ୍‌ଟକ୍‌ ଷ୍ଟାର୍‌ ଭ୍ଲାଦିର୍‌ ସେଗାତୋ ମସଲ୍‌ ବଢ଼ାଇବା ପାଇଁ ଏମିତି କିଛି ଉପାୟ ଆପଣାଇଲେ ଯେଉଁଥିରେ ତାଙ୍କର ଜୀବନ ଚାଲି ଯାଇଛି। ‘ହଲ୍‌କ’ ନାମରେ ଜଣାଶୁଣା ବ୍ରାଜିଲର ଏହି ବଡି ବିଲ୍ଡର ୨୩ ଇଞ୍ଚ ବାଇସ୍ପେସ୍‌ କରିବା ପାଇଁ ଏକ ବିପଦପୂର୍ଣ୍ଣ ଅଏଲର ଇଞ୍ଜେକ୍ସନ ନେଇଥିଲେ।...

Odisha woman elopes with another man
ପୁଅ, ସ୍ୱାମୀଙ୍କୁ ଛାଡ଼ି ଅନ୍ୟ ପୁରୁଷ ସହ ସ୍ତ୍ରୀ ଫେରାର !

ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ବାରମ୍ବାର ଥାନାକୁ ଡକାଉଥିବାରୁ ମାନସିକ ନିର୍ଯାତନାର ଶିକାର ହେଉଥିବା ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କରି ନ୍ୟାୟ ନପାଇବା ଯାଏ ଥାନା ଆଗରେ ଧାରଣା ଦେବାକୁ ମହିଳାଙ୍କ ସ୍ୱାମୀ ଓ ତାଙ୍କ ସମ୍ପର୍କୀୟ ଚେତାବନୀ ଦେଇଛନ୍ତି।

Tornado In Puri Triggers Panic Among Locals
ହଠାତ୍‌ ଆକାଶରେ ଘୋଟି ଆସିଲା କଳା ବାଦଲ, ତା’ପରେ ମାଡ଼ି ଆସିଲା ‘ଖଣ୍ଡିଆଭୂତ’...ଭୟଭୀତ ଲୋକେ

ହଠାତ୍‌ ଆକାଶରେ ଘୋଟି ଆସିଲା କଳା ବାଦଲ, ଏହାପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସମୁଦ୍ରର ଜଳରାଶିକୁ ଛୁଇଁଲା। ହଠାତ୍‌ ଏଭଳି ଦୃଶ୍ୟ ଦେଖି ଲୋକମାନେ ଆଚମ୍ବିତ ହେବାସହ ଭୟଭୀତ ହୋଇଯାଇଥିଲେ। 

US Speaker Nancy Meets Taiwan President
ଚୀନ-ତାଇୱାନ୍‌ ଟେନ୍‌ସନ: ତାଇୱାନ୍‌ ସପକ୍ଷରେ ବାହାରିଲା ଆମେରିକା

ଆମେରିକା ସିନେଟ୍‌ର ବାଚସ୍ପତି ତାଇୱାନ୍‌କୁ ଖୋଲା ସମର୍ଥନ ଜଣାଇଛନ୍ତି। ସବୁବେଳେ, ସବୁ ପରିସ୍ଥିତିରେ ତାଇୱାନ୍‌ ସହ ଆମେରିକା ଛିଡ଼ା ହୋଇଥିବା ନାନ୍ସି ପେଲୋସି ଆଶ୍ୱାସନା ଦେଇଛନ୍ତି।

Body Of Youth Found Hanging From Tree In Nuapada
ଫୁଲରେ ‘LOVE U’ ଲେଖି ଆତ୍ମହତ୍ୟା ! ଗଛରେ ଝୁଲୁଛି ମୃତଦେହ...

ଗଛରେ ଝୁଲୁଛି ମୃତଦେହ, ରାସ୍ତାରେ ଫୁଲରେ ସଜେଇ ଲେଖା ହୋଇଛି ‘LOVE U’। ରାସ୍ତାକଡ଼ ନିମ୍ବ ଗଛରୁ ଝୁଲୁନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର।

Daily Horoscope
Daily Horoscope 3rd August 2022: ଏହି ରାଶିର ବ୍ୟକ୍ତିଙ୍କୁ ଚାକିରି କ୍ଷେତ୍ରରେ ଖୁସି ଖବର ମିଳିବ

ସୌର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ  ବୁଧବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

1.5 Kg Plaster Falls In Puri Srimandir
ଶ୍ରୀମନ୍ଦିର ଗର୍ଭଗୃହରେ ଖସିଲା ଦେଢ଼ କିଲୋର ପ୍ଲାଷ୍ଟର

ଗର୍ଭଗୃହରେ ପ୍ରାୟ ଦେଢ କିଲୋଗ୍ରାମ ଓଜନର ଏକ କେମିକାଲ ଯୁକ୍ତ ପ୍ଳାଷ୍ଟର ଖସିଥିବା ଜଣାପଡ଼ିଛି। ପ୍ଳାଷ୍ଟରଟିକୁ ବଡ଼ଠାକୁର ବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଛି।

OSRTC Bus Services Suspended In Maoist Affected Districts
ଲାଲ୍‌ବାହିନୀର ଭୟରେ ସରକାରୀ ବସ୍‌ ଚଳାଚଳ ବନ୍ଦ

ନକ୍ସଲ ସଂଗଠନର ଡାକରା ଦେବା ମାତ୍ରେ ବନ୍ଦ ହୋଇଯାଉଛି ସରକାରୀ ବସ୍‌ ଚଳାଚଳ। ଲାଲ୍‌ବାହିନୀ ସହିଦ ସପ୍ତାହ ପାଳନ କରୁଥିବାରୁ ଏବେ ସରକାରୀ ବସ୍‌ ଚଳାଚଳ ବନ୍ଦ ରହିଛି। 

Gas Leak In Industrial Area Near Visakhapatnam
ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ଶତାଧିକ ଅସୁସ୍ଥ, ୫୦ରୁ ଅଧିକ ମହିଳା ହସ୍ପିଟାଲ୍‌ରେ ଭର୍ତ୍ତି

ବିଶାଖାପାଟଣା ନିକଟରେ ଥିବା ଏକ ଶିଳ୍ପାଞ୍ଚଳରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବାରୁ ଶତାଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ଗ୍ୟାସ୍‌ ଲିକ୍‌ ଯୋଗୁ ଏଠାରେ କାମ କରୁଥିବା କର୍ମଚାରୀଙ୍କ ଆଖି ପୋଡ଼ିବା ସହିତ ବାନ୍ତି ହୋଇଥିଲା।

Students Get Emotional And Break Down After Retirement Of Teacher In Bhadrak
ଦିଦିଙ୍କୁ ଛାଡ଼ିଲେନି ପିଲା, କଇଁ କଇଁ ହୋଇ କାନ୍ଦିଲେ...

ଶିକ୍ଷୟତ୍ରୀ ବିଦ୍ୟାଳୟରେ ପହଞ୍ଚିଲେ, ଆଉ ପିଲାମାନେ ଯେତେବେଳେ ଜାଣିଲେ ଆଜି ଶିକ୍ଷୟତ୍ରୀଙ୍କ କାର୍ଯ୍ୟ କରିବାର ଅନ୍ତିମ ଦିନ, ଆରମ୍ଭ ହୋଇଗଲା ସେଇ ଭାବପ୍ରବଣ ମୁହୂର୍ତ୍ତ । ପିଲାମାନେ ଏକାଠି ହୋଇ ଦିଦିଙ୍କୁ ପ୍ରଣାମ ଜଣାଇଲେ। ଆଉ ତା’ ପରେ କାନ୍ଦିବା ଆରମ୍ଭ କଲେ।

Comedian Papu Pom Pom speaks to media after clean chit in casting couch case
‘ଅଭିଯୋଗ ମିଛ ଥିଲା, ମୋତେ ଖାଲିଟାରେ ୪୩ ଦିନ ଜେଲରେ ରଖାଗଲା’

ନିର୍ଦ୍ଦୋଷରେ ଖଲାସ ପରେ ପପୁ ସାଂଘାତିକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଅଭିଯୋଗ ମିଛ ଥିଲା। ପୋଲିସ ପ୍ରେସରରେ ଗିରଫ କରିଥିଲା। ମୋତେ ଖାଲିଟାରେ ୪୩ ଦିନ ଜେଲ୍‌ରେ ରଖାଗଲା।’

ED Raids At National Herald Office
ପ୍ରଥମେ ସୋନିଆଙ୍କୁ ପଚରାଉଚରା, ପରେ ନ୍ୟାସନାଲ୍‌ ହେରାଲ୍ଡ ଅଫିସରେ ପଶିଲା ED

 ନ୍ୟାସନାଲ୍‌ ହେରାଲ୍ଡ ଅଫିସରେ ଇଡି ରେଡ୍‌। କୁହାଯାଉଛି ଯେ, ହେରାଲ୍ଡ ହାଉସ୍‌ର ଚତୁର୍ଥ ମହଲାରେ ଇଡି ସର୍ଚ୍ଚ ଅପରେସନ ଚଳାଇଛି।

Casting Couch Case Odia Actor Papu Pom Pom Gets Clean Chit
ଓଡ଼ିଆ ଅଭିନେତା ପପୁ ପମ୍‌ପମ୍‌ ନିର୍ଦ୍ଦୋଷରେ ଖଲାସ

ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ଓଡ଼ିଆ ଅଭିନେତା ପପୁ ପମ୍‌ପମ୍‌ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୨୦୧୬ରେ ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ଅଭିଯୋଗ ହୋଇଥିଲା। 

Commonwealth Games 2022: Sprinter Dutee Chand To Run On Track Today
Commonwealth Games: ଆଜି ଟ୍ରାକ୍‌ରେ ଦୌଡ଼ିବେ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ

ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇ ଆଜି ସନ୍ଧ୍ୟା  ୫ଟା ୧୭ରେ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ ଟ୍ରାକରେ ଦୌଡ଼ିବେ। ଭଲ ପ୍ରଦର୍ଶନ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବା ଅନେକ ସମ୍ଭାବନା ରହିଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।