ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ବିଧାୟକ ମହମ୍ମଦ ମୋକିମ ଓ ସୁରେଶ ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍ କରିଛନ୍ତି।
ରାଜଧାନୀ ବେଜିଂ ସମେତ ସହରାଞ୍ଚଳରେ ସ୍ଥିତି ଅତି ସାଂଘାତିକ ଥିବା ବେଳେ ସମଗ୍ର ଚୀନକୁ ମହାମାରୀ କବଳିତ କରିବା ଆଶଙ୍କା ବଢିଯାଇଛି।
ହୋର୍ଡିଂ ଉପରେ ଚଢ଼ି ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ ଅଭିନବ ପ୍ରତିବାଦ କରିଛନ୍ତି। ବିଭିନ୍ନ ପ୍ରକଳ୍ପ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସେ ରାଉରକେଲାରୁ ପାଦରେ ଚାଲିଚାଲି ଭୁବନେଶ୍ୱର ଆସିଥିଲେ।
ଜେଲ୍ ଭିତରେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ବଢ଼ିଛି। ଗୋବିନ୍ଦଙ୍କ ମୃତଦେହ ପୋଷ୍ଟମର୍ଟମ ଯିବା ପୂର୍ବରୁ ତାଙ୍କ ପକେଟ୍ରୁ ଏକ ମାଟିଆ ରଙ୍ଗର ଲଫାପା ମିଳିଛି।
ଓଡ଼ିଶାରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଆଜି ସକାଳ ପ୍ରାୟ ୯ଟା ୪୭ ମିନିଟ୍ରେ ପ୍ରାୟ ୫/୬ ସେକେଣ୍ଡ ପାଇଁ ଗଜପତି ଜିଲ୍ଲା ମୋହନା ଓ ଆର. ଉଦୟଗିରି ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।
ଚେକିଂ ବେଳେ ହୋମଗାର୍ଡଙ୍କ ଉପରେ ଗାଡ଼ି ମଡ଼ାଇ ପଳାଇଲେ ଭ୍ୟାନ୍। ଫଳରେ ଘଟଣାସ୍ଥଳରେ ସମ୍ପୃକ୍ତ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି।
ଟ୍ୱିଟର(Twitter)କୁ କିଣିବା ପରେ ଏଲନ୍ ମସ୍କ (Elon Musk)ଙ୍କୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି। କେତେବେଳେ ଛଟେଇ ତ ଆଉ କେତେବେଳେ ଅଫିସ୍ରେ କଟକଣା, ପୁଣି କେତେବେଳେ ଟ୍ୱିଟ୍କୁ ନେଇ ୟୁଜରଙ୍କ ଉପରେ କଟକଣା।
ଚୀନ୍, ଜାପାନ, ଆମେରିକା, ବ୍ରାଜିଲ ଏବଂ କୋରିଆରେ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏସବୁ ଦେଶରେ ସପ୍ତାହକୁ ପ୍ରାୟ ୩୫ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।ବିଶେଷ କରି ଚୀନରେ କୋଭିଡ ସ୍ଥିତି ଅତି ସାଂଘାତିକ ରହିଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡ୍କଲ୍ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାଁନ୍ତରାଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଅମାପ ସମ୍ପତ୍ତି ଠାବ ହୋଇଛି।
ନିମ୍ନମାନର ଖାଦ୍ୟ ବିକ୍ରି କରୁଥିବା ସମସ୍ତ ହୋଟେଲ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଉ ଅନ୍ ସ୍ପଟ୍ ଲାଇସେନ୍ସ ବାତିଲ୍ କରାଯିବ। ଆବଶ୍ୟକସ୍ଥଳେ ହୋଟେଲ୍କୁ ସିଲ୍ ମଧ୍ୟ କରାଯିବ।
ଡେକୋରେସନ୍, ସେଲିବ୍ରେସନ୍, ମ୍ୟୁଜିକ୍ ଓ ଡ୍ୟାନ୍ସ ବିନା ବିବାହ କାର୍ଯ୍ୟକ୍ରମ ପୁରା ଫିକା ଫିକା ଲାଗିଥାଏ। ଆଉ ବିନା ଡ୍ରାମାରେ ତ ବିବାହ କାର୍ଯ୍ୟକ୍ରମ ପୁରା ଅଧୁରା କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ବିବାହ ବେଳେ କିଛି ନା କିଛି ଡ୍ରାମା ତ ନିଶ୍ଚିତ ଭାବେ ଦେଖିବାକୁ ମିଳିଥାଏ।
ମିଶନ-୨୪ ମାନସ ମନ୍ଥନ ବେଳେ ବିଜେଡି କର୍ମୀଙ୍କ ମୁଣ୍ଡ ଗରମ। ଭୋଜିରେ ମାଂସ ତରକାରୀ ଭାଗବଣ୍ଟାକୁ ନେଇ ମାଡ଼ଗୋଳ ଓ ବାଡ଼ିଆପିଟା। କୁରୁକ୍ଷେତ୍ର ପାଲଟିଥିଲା ଭୋଜି ସ୍ଥଳ।
ଆଜି ସକାଳେ ଗାଁ ନିକଟରେ ଅମ୍ରିତ୍ ବୁଲୁଥବା ଦେଖି ଲୋକେ ପୋଲିସ୍କୁ ଖବର ଦେଇଥିଲେ। ଏହାପରେ ପୋଲିସ୍ ପହଞ୍ଚି ତାଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନୟାଗଡ଼ ମେଡିକାଲ୍କୁ ନେଇଛି।
୫ ଦିନ ପୂର୍ବରୁ ଟ୍ୟୁସନ୍ ଯାଇ ଅମ୍ରିତ୍ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ତାଙ୍କର କୌଣସି ପତ୍ତା ମିଳିପାରୁ ନଥିଲା।
ଫିଫା ବିଶ୍ୱକପ୍-୨୦୨୨ରେ ପେନାଲଟି ସୁଟ୍ ଆଉଟରେ ୪-୨ରେ ବାଜି ମାରିଲା ଆର୍ଜେଣ୍ଟିନା। ଫଳରେ ୩୬ ବର୍ଷ ପରେ କତାର ରାଜଧାନୀରେ ଦୋହାରେ ଆୟୋଜିତ ଫିଫା ବିଶ୍ୱକପ୍-୨୦୨୨କୁ ନିଜ ନାଁରେ କରି ଇତିହାସ ରଚିଛି ଆର୍ଜେଣ୍ଟିନା।
ବିଶ୍ୱ ବିଜୟୀ ହେଲା ଆର୍ଜେଣ୍ଟିନା। ପେନାଲଟି ସୁଟ୍ ଆଉଟରେ ୪-୨ରେ ବାଜି ମାରିଲା ଆର୍ଜେଣ୍ଟିନା। ୩୬ ବର୍ଷ ପରେ କତାର ରାଜଧାନୀରେ ଦୋହାରେ ଆୟୋଜିତ ଫିଫା ବିଶ୍ୱକପ୍-୨୦୨୨କୁ ନିଜ ନାଁରେ କରି ଇତିହାସ ରଚିଛି ଆର୍ଜେଣ୍ଟିନା।
ସରକାରଙ୍କୁ କହି କହି ଥକିଗଲେ ଗାଁ ଲୋକେ। ହେଲେ ୨୨ ବର୍ଷର ସ୍ଥିର ସରକାର ଲୋକଙ୍କ ଆବଶ୍ୟକତା ପୂରଣ କରିପାରିଲାନି। ଶେଷରେ ଗାଁ ଲୋକେ ବାନ୍ଧିଲେ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରିଛନ୍ତି।
ପାୱାରକଟ୍ର ସୁଯୋଗ ନେଇ ଉଠାଇ ନେଲେ, ତା’ପରେ ଜୀବନ ନେଇଗଲେ। ସାମାନ୍ୟ ବଚସାରୁ ବିଚ୍ ବଜାରରେ ହତ୍ୟା।
ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ବିବାହ ପରେ ମଧ୍ୟ ଅନ୍ୟ ଯୁବକ କିମ୍ବା ଯୁବତୀଙ୍କ ସହ ସମ୍ପର୍କ ରଖିଥାନ୍ତି। ଖାଲି ବିବାହିତ ଯୁବକ କିମ୍ବା ଯୁବତୀ ନୁହଁନ୍ତି ରିଲେସନଶିପ୍ରେ ଥାଇ ମଧ୍ୟ ଅନେକ ଯୁବକ, ଯୁବତୀ ସେମାନଙ୍କ ପାର୍ଟନରଙ୍କୁ ଧୋକା ଦେଇ ଅନ୍ୟ ଜଣଙ୍କ ସହ ସମ୍ପର୍କ ରଖିଥାନ୍ତି। ଯାହାକି...
କଟକ ବାରଙ୍ଗ ଥାନା ASI ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କେଉଁ କାରଣ ପାଇଁ ତାଙ୍କର ମୃତ୍ୟୁ ହେଲା ତାହା ଜଣାପଡ଼ିନି।