ମାଙ୍କଡ଼ ସହ ସେଲ୍ଫି ନେବା ବେଳେ ଜଣେ ବ୍ୟକ୍ତି ୫୦୦ ଫୁଟ୍ ଗଭୀର ଖାତକୁ ଖସି ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି।
ସୁଶାନ୍ତଙ୍କ ମୃତ୍ୟୁର ଅଢ଼େଇ ବର୍ଷ ପରେ ଏହି ଫ୍ଲାଟ୍ରେ ରହିବା ପାଇଁ ନୂଆ ଭଡ଼ାଟିଆ ମିଳିଛନ୍ତି। ଘରର ମାଲିକ ବିଦେଶରେ ରହୁଥିବା ବେଳେ ଦୀର୍ଘ ଦିନ ଧରି ଏହି ଫ୍ଲାଟ୍ରେ ରହିବା ପାଇଁ ସେ ଭଡ଼ାଟିଆ ଖୋଜୁଥିଲେ।
ONGC ମାଙ୍ଗାଲୋର ରିଫାଇନାରି ଆଣ୍ଡ୍ ପେଟ୍ରୋକେମିକାଲ୍ସ ଲିମିଟେଡ୍(MRPL)ରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ଆସିଷ୍ଟାଣ୍ଟ ଏକ୍ସକ୍ୟୁଟିଭ୍ (ONGC MRPL Recruitment) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଓଡ଼ିଶାର ସରକାରୀ ଜମିକୁ କବ୍ଜା କରିଛନ୍ତି ଆନ୍ଧ୍ର ଡାକ୍ତର। ବନ୍ଧୁଗାଁ ବ୍ଲକ୍ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ କାପଲଡ଼ାର ଜମିକୁ ନେଇ ସୃଷ୍ଟି ହୋଇଛି ଏଭଳି ବିବାଦ।
ଜଣେ ଡେଲିଭରୀ ବୟଙ୍କ ଗାଡ଼ିକୁ ଏକ କାର୍ ଧକ୍କା ଦେବା ସହ ତାଙ୍କୁ ୫୦୦ ମିଟର ଯାଏ ଘୋଷାଡ଼ି ନେଇଥିଲା। ସାରା ଦେଶରେ ନୂଆବର୍ଷ ସେଲିବ୍ରେସନ୍ ଚାଲି ଥିବାବେଳେ ଦିଲ୍ଲୀରେ ଏହି ଛାତିଥରା ଦୁର୍ଘଟଣା ଘଟିଥିଲା।
ଆଜିଠୁ ଓଡ଼ିଶାରେ 5G ସେବା ଆରମ୍ଭ ହୋଇଛି। ଆଖି ପିଛୁଳାକେ ଡାଉନଲୋଡିଂ, ଆଉ ବିଜୁଳି ବେଗରେ ସର୍ଫିଂ ହେବ।
ପ୍ରେମିକ ସହ କଥାବାର୍ତ୍ତା ବନ୍ଦ କରି ଦେଇଥିଲା ପ୍ରେମିକା। ହେଲେ ବ୍ରେକ୍ଅପ୍କୁ ସହ୍ୟ କରିପାରି ନଥିଲେ ପ୍ରେମିକ।
ବସ୍ଟି ଚାନ୍ଦବାଲିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ଗାଡ଼ିଟି କଟକ-ଚାନ୍ଦବାଲି ରାସ୍ତାର ଛପୋଲିଆ ନିକଟରେ ରାସ୍ତା ତଳକୁ ଓଲଟି ପଡିଥିଲା।
ବିମାନ ଭିତରେ ମହିଳାଙ୍କ ଉପରେ ପରିସ୍ରା କରିଦେଲେ ମଦ୍ୟପ ଯାତ୍ରୀ। ଏଥିରେ ମହିଳାଙ୍କ ଡ୍ରେସ୍, ଜୋତା ଓ ବ୍ୟାଗ୍ ଓଦା ହୋଇଯାଇଥିବା ଅଭିଯୋଗ ହୋଇଛି।
ବେଙ୍ଗାଲୁରୁ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଜଣେ ମହିଳା ଯାତ୍ରୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଚେକିଂ ନାଁରେ ଡ୍ରେସ୍ ଖୋଲିବାକୁ କୁହାଯାଇଥିବା ମହିଳା ଜଣକ ଅଭିଯୋଗ ଆଣିଛନ୍ତି।
ବିଚ୍ ରାସ୍ତାରେ ଭୁବନେଶ୍ୱରରେ ଜଣେ ମହିଳା ପୋଲିସ୍ଙ୍କୁ ଆକ୍ରମଣ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି।
ଗଡ଼ାଣିରେ ଧରିଲାନି ବ୍ରେକ୍। ଫଳରେ ଘାଟି ରାସ୍ତାର ଗାର୍ଡ ୱାଲ୍ରେ ସିଧା ପିଟି ହୋଇ ସ୍କୁଟି ସହ ଓଲଟି ପଡ଼ିଲେ ଯୁବତୀ।
ଦିଲ୍ଲୀ ସୁଲତାନପୁରୀରେ ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଞ୍ଜଳି ସିଂ ମୃତ୍ୟୁ ମାମଲାରେ ଆଉ ଏକ ନୂଆ ଖୁଲାସା ହୋଇଛି।
ପ୍ରଥମେ ଅପହରଣ, ପରେ ଦୁଷ୍କର୍ମ। ଏହାକୁ ବିରୋଧ କରିବାରୁ ଯୁବତୀଙ୍କୁ ମାଡ଼ ମାରିବା ସହ ବିଷ ଦେଇଦେଲେ ପଡ଼ୋଶୀ।
ଯୁବକ, ଯୁବତୀଙ୍କୁ ଚାକିରି ଦେବା ନାଁରେ ଏକ ପ୍ଲେସ୍ମେଣ୍ଟ୍ ଏଜେନ୍ସି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି।
IndiGo ଏୟାରଲାଇନ୍ସର କର୍ମଚାରୀ ଓ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ପରେ ହାତାହାତି ହୋଇଥିଲା। ଯାତ୍ରୀ ଜଣକ ବିମାନ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ପରେ ଏପରି ସ୍ଥିତି ଉପୁଜିଥିବା ଜଣାପଡ଼ିଛି।
ଜଣେ ଯୁବଚାଷୀ ରାସ୍ତାରୁ ପାଇଥିବା ଲକ୍ଷାଧିକ ଟଙ୍କାକୁ ଫେରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଭଳି ମଣିଷ ପଣିଆର ଏକ ଜ୍ୱଳନ୍ତ ଉଦାହରଣ କେନ୍ଦ୍ରାପଡା ଜିଲ୍ଲାରେ ଦେଖିବାକୁ ମିଳିଛି।
ଗୋଡ଼ାଇ ଗୋଡ଼ାଇ ଛାତ୍ରୀଙ୍କୁ ହାଣିଲେ ଆଉ ଜଣେ ଛାତ୍ର। ୧୯ ବର୍ଷୀୟ ଛାତ୍ରୀଙ୍କୁ କଲେଜ ପରିସରରେ ଅନ୍ୟ ଜଣେ ଛାତ୍ର ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଦିଲ୍ଲୀ ସୁଲତାନପୁରୀର କଞ୍ଜାୱାଲା ଅଞ୍ଚଳରେ ହୋଇଥିବା ଭୟଙ୍କର ଦୁର୍ଘଟଣାର ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ଦୁର୍ଘଟଣା ବେଳେ ଅଞ୍ଜଳି ସିଂଙ୍କ ସହ ତାଙ୍କର ସାଙ୍ଗ ଥିଲେ।
ଢେଙ୍କାନାଳ ଜିଲ୍ଲାରେ ବଡ ଧରଣର ନକଲି ମଦ କାରଖାନା ଠାବ ହୋଇଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍ ବିଜେଡି ନେତାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି।