• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Two Dead After Scooter Hit Stationary Truck In Jajpur
ଦ୍ରୁତ ଗତିରେ ସ୍କୁଟିରେ ଆସିଲେ, ଟ୍ରକ୍‌କୁ ଧକ୍କା ଦେଲେ…୨ ମୃତ

ଦ୍ରୁତ ଗତିରେ ଆସି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ଧକ୍କା ଦେଲା ସ୍କୁଟି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। 

 Another Russian National Dies In Odisha
ଓଡ଼ିଶାରେ ପୁଣି ଜଣେ ରୁଷୀୟ ନାଗରିକ ମୃତ, ପାରାଦୀପ ପୋର୍ଟରୁ ମିଳିଲା ମୃତଦେହ...

ପାରାଦୀପ ପୋର୍ଟ ଆଙ୍କରେଜ୍‌ରେ ଥିବା ଏକ ଜାହାଜରେ ଜଣେ ରୁଷୀୟ ନାଗରିକଙ୍କ ମୃତଦେହ ମିଳିଛି।

MP Pratap Sarangi Refer To Bhubaneswar AIIMS
ଭୁବନେଶ୍ୱର AIIMSକୁ ରେଫର୍ ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ସାମାନ୍ୟ ସୁସ୍ଥ ହେବା ପରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଡିସ୍‌ଚାର୍ଜ କରାଯିବା ସହ ଭୁବନେଶ୍ୱର ଏମ୍ସକୁ ରେଫର୍ କରାଯାଇଛି।

Centre Revises Guidelines For Air Passengers From Identified High Risk Countries
ଆସିଲା ନୂଆ କୋଭିଡ୍‌ ଗାଇଡ୍‌ଲାଇନ୍‌: ଏହି ୬ ହାଇରିସ୍କ ଦେଶରୁ ଭାରତ ଆସିଲେ ଟେଷ୍ଟିଂ ବାଧ୍ୟତାମୂଳକ

ନୂଆ ଭାରିଆଣ୍ଟ୍ ସଂକ୍ରମଣ ବଢ଼ିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନୂଆ ଗାଇଡଲାଇନ୍ ଜାରି କରିଛି। ଏହି ନୂଆ ନିୟମ ଅନୁସାରେ, କୋଭିଡ୍‌ ବ୍ୟାପିଥିବା ୬ଟି ହାଇରିସ୍କ ଦେଶରୁ ଆସୁଥିଲେ ଆଗୁଆ ଟେଷ୍ଟିଂ କରିବା ବାଧ୍ୟତାମୂଳକ।

Odisha Hockey World Cup
‘ହକି ବିଶ୍ୱକପ୍ ପାଇଁ କୌଣସି ବାଧ୍ୟତାମୂଳକ ଗାଇଡ୍‌ଲାଇନ୍‌ ରହିବନି’

ପୂର୍ଣ୍ଣ ଦର୍ଶକଙ୍କ କ୍ଷମତାରେ ଏଥର ହକି ବିଶ୍ୱକପ୍ ମ୍ୟାଚ୍‌ର ଆୟୋଜନ ହେବ। ହକି ବିଶ୍ୱକପ୍ ପାଇଁ କୌଣସି ବାଧ୍ୟତାମୂଳକ ଗାଇଡ୍‌ଲାଇନ୍‌ ରହିବ ନାହିଁ।

Hours Before New Year Celebrations Russian Missile Strike Ukraine
ଗୋଟିଏପଟେ ଚାଲିଥିଲା ନୂଆବର୍ଷ ପାଳନ, ସେପଟେ ୟୁକ୍ରେନ୍‌ ଉପରେ ଘନ ଘନ ମିସାଇଲ୍‌ ମାଡ଼ କରୁଥିଲା ରୁଷ୍‌

ମିସାଇଲ୍‌ ମାଡ଼ରେ ଜଣେ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇ ଥିବାବେଳେ ୨୨ରୁ ଅଧିକ ଆହତ ହୋଇଛନ୍ତି।

Clash During New Year Celebration In Greater Noida
ନୂଆବର୍ଷ ସେଲିବ୍ରେସନ୍‌ ବେଳେ ହଙ୍ଗାମା: ଜବରଦସ୍ତ ଯୁବତୀଙ୍କ ସହ ସେଲ୍‌ଫି ଉଠାଉଥିଲେ, ଅଟକାଇବାରୁ ଛେଚିଲେ...

ନୂଆବର୍ଷ ସେଲିବ୍ରେସନ୍‌ ବେଳେ ଯୁବତୀଙ୍କ ସହ ଜବରଦସ୍ତ ସେଲ୍‌ଫି ଉଠାଇବାକୁ ନେଇ ମାର୍‌ପିଟ୍‌ ହୋଇଛି। ପ୍ରଥମେ ପାଟିତୁଣ୍ଡ ପରେ ମାର୍‌ପିଟ୍‌। ଏଥିରେ ୪ ଜଣ ଆହତ ହୋଇଛନ୍ତି।

A tailor Allegedly Murder In Bolangir For Rs 6,000
ବର୍ଷର ଶେଷ ଦିନରେ ବୋହିଲା ରକ୍ତ ନଦୀ, ଟେଲରଙ୍କ ତଣ୍ଟି କାଟି ନାଳରେ ଫିଙ୍ଗିଦେଲେ !

ଜଣେ ଟେଲରଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବର୍ଷର ଶେଷ ଦିନରେ ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ତଅଁଳା ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। 

Ban On Carrying Smartphones Inside Puri Srimandir
ଆଜିଠୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍‌ ମନା, କଡ଼ା ନିର୍ଦ୍ଦେଶ ଲାଗୁ

ଆଜିଠୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍ ମନା। ସେବାୟତମାନେ ଶ୍ରୀମନ୍ଦିର ସିଂହଦ୍ୱାର ଓ ଦକ୍ଷଣ ଦ୍ୱାର ନିକଟରେ ଥିବା ଦୁଇଟି କେନ୍ଦ୍ରରେ ମୋବାଇଲ ଜିମା ଦେଇ ମନ୍ଦିରକୁ ପ୍ରବେଶ କରିବେ।

New Year 2023 Predictions
ମେ’ରେ ବଢ଼ିବ ଦରମା, ରେଳ ଓ ବିମାନ ଦୁର୍ଘଟଣାର ସମ୍ଭାବନା ! ଜାଣନ୍ତୁ, ବର୍ଷ ୨୦୨୩ରେ କେଉଁ ମାସରେ କ’ଣ ଘଟିପାରେ...

ଗ୍ରହ ଚଳନ ଦୃଷ୍ଟିରୁ ଚଳିତ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଏହି ବର୍ଷ କୁମ୍ଭ ରାଶିରେ ଶନିଙ୍କ ପ୍ରଭାବ ରହିବ। ଏହାପରେ ଅକ୍ଟୋବର ପର୍ଯ୍ୟନ୍ତ ରାହୁ ମେଷ ରାଶି ଓ କେତୁ ତୁଳା ରାଶିରେ ରହିବ।

Commercial LPG Cylinder Price Hike
ବର୍ଷ ଆରମ୍ଭରୁ ଜନତାଙ୍କୁ ଝଟ୍‌କା, ମହଙ୍ଗା ହେଲା LPG ସିଲିଣ୍ଡର୍‌

ନୂଆବର୍ଷ ଆରମ୍ଭରୁ ଅଏଲ୍‌ ମାର୍କେଟିଂ କମ୍ପାନୀ ଗୁଡ଼ିକ ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଇଛନ୍ତି। ବର୍ଷ ୨୦୨୩ ଆରମ୍ଭରୁ ଏଲ୍‌ପିଜି ସିଲିଣ୍ଡର( LPG Cylinder) ଦର ବୃଦ୍ଧି ପାଇଛି।

5 Dead In Road Accident In Rajasthan
ନୂଆବର୍ଷରେ ଭୟଙ୍କର ଦୁର୍ଘଟଣା: କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କାରେ ଚାଲିଗଲା ୫ ଜୀବନ

ନୂଆବର୍ଷରେ ଭୟଙ୍କର ଦୁର୍ଘଟଣା। ଆଜି ଭୋର ସମୟରେ କାର୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଛି।

 Know Which Country Will Celebrate New Year 2023 First
ନୂଆବର୍ଷ ସେଲିବ୍ରେସନ୍‌: ଜାଣନ୍ତୁ, କେଉଁ ଦେଶ ୨୦୨୩କୁ ପ୍ରଥମେ ସ୍ୱାଗତ କରିବ ଓ କିଏ ଶେଷରେ...

ଯଦିଓ ନୂଆବର୍ଷ- ୨୦୨୩ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି ହେଲେ କିଛି ସ୍ଥାନରେ ନୂଆବର୍ଷ ଆଗୁଆ ପାଳନ ହେବାକୁ ଥିବାବେଳେ ଆଉ କିଛି ସ୍ଥାନରେ ବିଳମ୍ବରେ ପାଳନ ହେବ।

Rishabh Pant Likely To Be Airlifted To Delhi
ପ୍ଲାଷ୍ଟିକ୍‌ ସର୍ଜରୀ ପାଇଁ ଏୟାରଲିଫ୍ଟ ହୋଇପାରନ୍ତି ଋଷଭ୍‌ ପନ୍ତ

କ୍ରିକେଟର ଋଷଭ୍‌ ପନ୍ତଙ୍କୁ ଏୟାରଲିଫ୍ଟ କରାଯାଇପାରେ। ଅଧିକ ଚିକିତ୍ସା ପାଇଁ ଡେରାଡୁନରୁ ଦିଲ୍ଲୀକୁ ତାଙ୍କୁ ଏୟାରଲିଫ୍ଟ କରାଯାଇପାରେ ବୋଲି ସୂଚନା ମିଳିଛି। 

New Year Celebrations: Bhubaneswar DCP Appeal To People
ନୂଆବର୍ଷ ସେଲିବ୍ରେସନ୍: ମାନନ୍ତୁ ଏହିସବୁ ନିୟମ, ନହେଲେ ଅସୁବିଧାରେ ପଡ଼ିପାରନ୍ତି...

ନୂଆବର୍ଷ ଦିନ ବିଭିନ୍ନ ସ୍ଥାନରେ ପୋଲିସ୍‌ର କଡ଼ାକଡ଼ି ଚେକିଂ ହେବ। ମଦ୍ୟପାନ କରି ଗାଡ଼ି ଚଲାଇବା ଓ ଦ୍ରୁତ ଗତିରେ ଗାଡ଼ି ଚଲାଉଥିବା ବେଳେ ଯେଉଁମାନେ ଧରାପଡ଼ିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Why Cricketer Rishabh Pant Self Drive Car
କାହିଁକି ନିଜେ କାର୍‌ ଚଲାଉଥିଲେ ଋଷଭ୍‌ ପନ୍ତ ? ଆମ୍ବୁଲାନ୍ସ ଭିତରେ କହିଲେ ଅସଲ କାରଣ...

କାହିଁକି ନିଜେ ଡ୍ରାଇଭ କରୁଥିଲେ ପନ୍ତ ? କେମିତି ହେଲା ଦୁର୍ଘଟଣା ? ଏହାର କାରଣ ଏବେ ସାମ୍ନାକୁ ଆସିଛି। ଦୁର୍ଘଟଣାସ୍ଥଳରୁ ଯେଉଁ ଆମ୍ବୁଲାନ୍ସରେ ପନ୍ତଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା, ସେହି ଆମ୍ବୁଲାନ୍ସର ଫାର୍ମାସିଷ୍ଟ ମୋନୁ କୁମାର ଘଟଣା ସମ୍ପର୍କରେ କହିଛନ୍ତି।

Rhino chases tourists at Manas National Park in Assam
Viral Video: ଖୋଲା ଜିପ୍‌ରେ ବୁଲୁଥିଲେ ପର୍ଯ୍ୟଟକ, ଗୋଡ଼ାଇ ଆସିଲା ‘ଗଣ୍ଡା’

ଏକ ଖୋଲା ଜିପ୍‌ରେ କିଛି ପର୍ଯ୍ୟଟକ ଉଦ୍ୟାନ ଭିତରେ ବୁଲୁଥିବା ବେଳେ ହଠାତ୍ ଏକ ଗଣ୍ଡା ସେମାନଙ୍କୁ ଗୋଡ଼ାଇ ଆସିଥିଲା। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

Collision Between Bus And Car In Gujarat 9 Dead
ନିୟନ୍ତ୍ରଣ ହରାଇଲେ କାର୍‌ ଡ୍ରାଇଭର, ସିଧା ଯାଇ ବସ୍‌ ସହ ଧକ୍କା...ଚାଲିଗଲା ୯ ଜୀବନ

ବସ୍‌ ଓ ଏସ୍‌ୟୁଭି କାର୍‌ ମଧ୍ୟରେ ଧକ୍କା ହେବା ଯୋଗୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।

Covid Cases Surge In China
ଚୀନରେ ଆହୁରି ଭୟଙ୍କର ରୂପ ନେଇପାରେ କୋଭିଡ୍‌ ସଂକ୍ରମଣ, ୨୫ ହଜାର ଟପିପାରେ ଦୈନିକ ମୃତ୍ୟୁ !

ଚୀନରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ଦିନକରେ ପ୍ରାୟ ୯ ହଜାର ଲୋକଙ୍କ ମୃତ୍ୟୁ ଘଟୁଛି।

CBSE Announces Class 10, 12 Exam Dates
ଫେବୃଆରୀରୁ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା, ତାରିଖ ଘୋଷଣା...

ଆସନ୍ତା ଫେବୃଆରୀ ମାସରୁ ଆରମ୍ଭ ହେଉଛି ସିବିଏସ୍ଇ(CBSE)ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ା ଏନେଇ କେନ୍ଦ୍ରୀୟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।