ଶ୍ୱଶୁରଙ୍କୁ ଘରେ ତାଲା ପକାଇ ବୟଫ୍ରେଣ୍ଡ୍ ସହ ଫେରାର ମାରିଲା ବୋହୂ। ଘରୁ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ଅନ୍ୟାନ୍ୟ ଦାମୀ ଜିନିଷ ଓ ନଗଦ ଦେଢ଼ ଲକ୍ଷ ଟଙ୍କା ନେଇ ମହିଳା ଜଣକ ବୟଫ୍ରେଣ୍ଡ୍ ସହ ଫେରାର ହୋଇଥିବା ଅଭିଯୋଗ।
ଆତଙ୍କବାଦ ପ୍ରସଙ୍ଗରେ ଗତକାଲି ଜାତିସଂଘରେ ବୈଦେଶିକ ମନ୍ତ୍ରୀ ସ୍ତରୀୟ ଆଲୋଚନା ବେଳେ ପାକ୍ର ମୁଖା ଖୋଲିଥିଲେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର।
ଶ୍ରଦ୍ଧାଙ୍କ ହତ୍ୟାକାଣ୍ଡ ମନରୁ ନଲିଭୁଣୁ ପୁଣି ସମାନ ଅପରାଧ ସୁରତରେ ଘଟିଛି। ଗର୍ଲଫ୍ରେଣ୍ଡ୍ ବିବାହ ପାଇଁ ବାଧ୍ୟ କରିବାରୁ ଅତି ନିର୍ମମ ଭାବେ ହତ୍ୟା କରିଛି ବୟଫ୍ରେଣ୍ଡ୍।
ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଓ ହିଂସା ମାମଲା ଘଟଣାରେ ସମ୍ବଲପୁର ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ରଙ୍କ ସମେତ ୮ ଜଣ ଓକିଲ ଗିରଫ ହୋଇଛନ୍ତି।
ପୁରୀ ନବକଳେବର ରୋଡ୍ ସ୍ଥିତ ଶ୍ରୀଜଗନ୍ନାଥ ଟିମ୍ବରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଶାଳ, ପିଆଶାଳ, ଆକାଶିଆ ଭଳି ବହୁ ମୂଲ୍ୟବାନ କାଠ ପୋଡ଼ି ପାଉଁଶ ହୋଇ ଯାଇଛି।
ଚଳିତ ଶିକ୍ଷାବର୍ଷ ୨୦୨୨-୨୩ରୁ CBSE ନୂଆ ପାଟର୍ଣ୍ଣରେ ପରୀକ୍ଷା କରାଇବ। ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଏଥର ଆରମ୍ଭ ହେବ କମ୍ପିଟେନ୍ସି ପାଟର୍ଣ୍ଣ।
ଯେଉଁଠି ଜଣେ କଲେଜ ଛାତ୍ରୀଙ୍କ ସହ ଅନ୍ୟ ୩ ଛାତ୍ରୀଙ୍କର ଯୁକ୍ତିତର୍କ ହେଉଛି। ପରେ ଝଗଡ଼ା ଏତେ ଜୋରରେ ହେଉଛି ଯେ, ସମ୍ପୃକ୍ତ ଛାତ୍ରୀ ଏକାକୀ ଅନ୍ୟ ୩ ଛାତ୍ରୀଙ୍କୁ ରାସ୍ତାରେ ଗଡ଼େଇ ପିଟୁଛନ୍ତି।
ସମ୍ବଲପୁର ଓକିଲ ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି।
ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ କାମ କରୁଥିବା ୩ ଜଣ କର୍ମଚାରୀ ଗତକାଲି ଜିଲ୍ଲାପାଳଙ୍କ ନିର୍ଯାତନା କଥା କହିବା ପରେ ତାଙ୍କୁ ଅନ୍ୟତ୍ର ବଦଳି କରିଦେବେ ବୋଲି ଜିଲ୍ଲାପାଳ ଧମକ ଦେଇଛନ୍ତି।
ଅରୁଣାଚଳ ପ୍ରଦେଶ ତଓ୍ୱାଙ୍ଗରେ ଭାରତ-ଚୀନ୍ ସୈନ୍ୟ ମୁହାଁମୁହିଁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏଲ୍ଏସିରେ ଭାରତ-ଚୀନ ସେନା ମୁହାଁମୁହିଁ ନେଇ ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତି ରଖିଥିଲେ।
ତଓ୍ୱାଙ୍ଗ ସେକ୍ଟରରେ ଭାରତ-ଚୀନ ସୈନିକ ମୁହାଁମୁହିଁ ଘଟଣା ପରେ ଦେଖାଦେଇଥିବା ସ୍ଥିତି ଉପରେ ଆମେରିକା ତୀକ୍ଷଣ ନଜର ରଖିଛି। ଘଟଣା ପରେ ଦୁଇ ଦେଶ ଖୁବ ଶୀଘ୍ର ଉତ୍ତେଜନାକୁ ହ୍ରାସ କରିଥିବାରୁ ଆମେରିକା ଆଶ୍ୱସ୍ତି ପ୍ରକାଶ କରିଥିବା ହ୍ୱାଇଟ୍ ହାଉସ୍ର ପ୍ରେସ୍ ସଚିବ କହିଛନ୍ତି।
ଷ୍ଟେଜ୍ ଉପରେ ବର-କନ୍ୟା ଚୁଟି ଝିଙ୍କାଝିଙ୍କି ଓ ପିଟାପିଟି। କେତେବେଳେ ବର, କନ୍ୟାକୁ ଠେଲି ଦେଲାଣି ତ ଆଉ କେତେବେଳେ କନ୍ୟା, ବରକୁ ଠେଲି ଦେଲାଣି। ପରିସ୍ଥିତି ଏପରି ହୋଇଥିଲା ଯେ, ଚୁଟି ଝିଙ୍କାଝିଙ୍କ ପର୍ଯ୍ୟନ୍ତ କଥା ଯାଇଥିଲା।
ପ୍ରଥମ ସେମିଫାଇନାଲରେ କ୍ରୋଏସିଆକୁ ୩-୦ ଗୋଲ୍ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ଆର୍ଜେଣ୍ଟିନା ଦେଖିବାକୁ ମିଳିଥିଲା ଲିଓନେଲ ମେସିଙ୍କ ଯାଦୁ। ୩୪ ତମ ମିନିଟ୍ରେ ଏକ ପେନାଲ୍ଟି କିକ୍ ଜରିଆରେ ମେସି ପ୍ରଥମ ଗୋଲ୍ ସ୍କୋର କରିଥିଲେ।
ଦନ୍ତାହାତୀ ଶିକାର ପରେ ଏବେ ଶିମିଳିପାଳରେ ମହାବଳ ବାଘ ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି। ମାସକ ପୂର୍ବେ ବାଘକୁ ଶିମିଳିପାଳରେ ଗୁଳି କରି ଶିକାର କରାଯାଇ ଥିବା ଅନୁମାନ କରାଯାଉଛି।
ବାର୍ଥ ଡେ’ ପାର୍ଟିରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ରାଜଧାନୀ ଭୁବନେଶ୍ୱରରୁ ଏଭଳି ଅଭିଯୋଗ ଆସିଛି। ପୋଲିସ୍ ଘଟଣାର ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି।
ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ ଆଜି ଶପଥ ଗ୍ରହଣ କରିଛନ୍ତି। ଦ୍ୱିତୀୟ ଥର ପାଇଁ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
ସରକାରୀ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପୂରଣ ପାଇଁ ଜବଲପୁର କ୍ୟାଣ୍ଟନମେଣ୍ଟ ବୋର୍ଡ ବିଜ୍ଞପ୍ତି ଜାରି କରିଛି।
ମିଳିଲା ନିଖୋଜ ଥିବା ଗୋଟିଏ ପରିବାରର ୩ ଜଣ ସଦସ୍ୟ ଓ ସେମାନଙ୍କର ଜଣେ ପଡ଼ୋଶୀଙ୍କ ପତ୍ତା। ଖୋଜାଖୋଜି ପରେ ୪ ଜଣ ଫେରୁଥିବା କାର୍ଟି ରାସ୍ତାକଡ଼ କୂଅ ଭିତରୁ ଠାବ କରାଯାଇଛି।
ଏକ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀ ପିକ୍ନିକ୍ ସାରି ବସ୍ରେ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଗତକାଲି ମୁମ୍ବାଇରେ ଏହି ଦୁର୍ଘଟଣା ଘଟିଛି।
ବିଶ୍ୱକପ୍ ପୂର୍ବରୁ ରାଜଧାନୀର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପାଇଁ ପ୍ରସ୍ତୁତ ହେଉଛି ପୋଲିସ। ଫୋକସ୍ରେ ବଞ୍ଜାରା, କିନ୍ନର ଓ ଭିକ୍ଷୁକ।