• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Before Death Russia Tourist Pavel Antov Came To Bhubaneswar
ମୃତ୍ୟୁ ପୂର୍ବରୁ ଭୁବନେଶ୍ୱର ଆସିଥିଲେ ଋଷ୍‌ ପର୍ଯ୍ୟଟକ ପାଭେଲ୍‌

ରୁଷୀୟ ପର୍ଯ୍ୟଟକ ପାଭେଲ୍‌ ଆନ୍ତୋଭ ଓ ଭ୍ଲାଦିମିର ବିଦେନୋଭଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଥିବାବେଳେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି।

Know What Cricketer Rishabh Pant Said During Rescue After Horrific Car Crash
‘ମୁଁ ଋଷଭ୍‌ ପନ୍ତ, ମୋତେ ଉଦ୍ଧାର କର...’

ଭୟଙ୍କର କାର୍‌ ଦୁର୍ଘଟଣାର ଶିକାର ହୋଇ ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର୍‌ ଋଷଭ୍ ପନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ସୌଭାଗ୍ୟବଶତଃ, ଏକ ବଡ଼ ଧରଣର ଅଘଟଣରୁ ସେ ଅଳ୍ପକେ ଭର୍ତ୍ତି ଯାଇଛନ୍ତି। ହେଲେ ଦୁର୍ଘଟଣାରେ ଋଷଭ୍‌ଙ୍କ ପିଠି, ଆଣ୍ଠୁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ,...

Video Shows Cricketer Rishabh Pant Car Catches Fire
ଭୟଙ୍କର ଥିଲା କ୍ରିକେଟର ଋଷଭ୍‌ ପନ୍ତଙ୍କ କାର୍‌ ଦୁର୍ଘଟଣା, ସାମ୍ନାକୁ ଆସିଲା Video...

ମର୍ସିଡିଜ୍‌ କାର୍‌ରେ ପନ୍ତ ଘରକୁ ଫେରୁଥିବା ବେଳେ ଗାଡ଼ି ଡିଭାଇଡରରେ ପିଟି ହୋଇ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ଦୁର୍ଘଟଣାରେ ଋଷଭ୍‌ଙ୍କ ପିଠି, ଆଣ୍ଠୁ ଓ ମୁଣ୍ଡରେ ଆଘାତ ଲାଗିଛି।

Know PM Modi Mother Heeraben's Struggle Life
ଜୀବନରେ କେବେ ହାରିନଥିଲେ ହୀରାବେନ୍‌, ଅନ୍ୟ ଘରେ ବାସନ ମାଜି ନିଜ ପିଲାଙ୍କୁ ପାଠପଢ଼ାଇ ଥିଲେ...

ଯଦିଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ୍‌ଙ୍କ ଜୀବନ ସଂଘର୍ଷମୟ ଥିଲା, କିନ୍ତୁ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ନିଜକୁ ସେ ଶୃଙ୍ଖଳିତ କରି ରଖିଥିଲେ। ମା’ଙ୍କ ସହ ମୋଦିଙ୍କ ଏକ ଖାସ୍‌ ସମ୍ପର୍କ ଥିଲା।

Cricketer Rishabh Pant Car Accident
ଦୁର୍ଘଟଣାରେ ଟିମ୍‌ ଇଣ୍ଡିଆ କ୍ରିକେଟର ଋଷଭ୍ ପନ୍ତ ଗୁରୁତର

ସଡ଼କ ଦୁର୍ଘଟଣାରେ କ୍ରିକେଟର ଋଷଭ୍ ପନ୍ତ ଗୁରୁତର ଆହତ ହୋଇଛନ୍ତି। ଦିଲ୍ଲୀରୁ ରୁର୍କୀ କାର୍‌ରେ ଫେରିଲା ବେଳେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

Pele Legendary Footballer Dies At The Age Of 82
ଆରପାରିରେ ଫୁଟବଲ୍ ଇତିହାସର ସର୍ବଶ୍ରେଷ୍ଠ ଖେଳାଳି ପେଲେ

ପରଲୋକରେ ଫୁଟବଲ୍ ଇତିହାସର ସର୍ବଶ୍ରେଷ୍ଠ ଖେଳାଳି ତଥା ବ୍ରାଜିଲ୍‌ର ସୁପରଷ୍ଟାର ପେଲେ। କର୍କଟ ରୋଗରେ ଆକ୍ରାନ୍ତ ହୋଇ ୮୨ ବର୍ଷ ବୟସରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି।

 PM Modi's Mother Heeraben Passes Away
ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ହୋଇଥିଲା। 

Russian Tourists Death In Odisha
କାହିଁକି ତରବରିଆ ଭାବେ ପୋଡ଼ି ଦେଲେ ରୁଷ୍‌ ପର୍ଯ୍ୟଟକଙ୍କ ମୃତଦେହ ? ମୃତ୍ୟୁକୁ ନେଇ ସସ୍‌ପେନ୍ସ...

ରୁଷୀୟ ପର୍ଯ୍ୟଟକ ପାଭେଲ୍‌ ଆନ୍ତୋଭଙ୍କ ମୃତ୍ୟୁ ବିବାଦୀୟ ଜାଣିବା ସତ୍ତ୍ୱେ ସଂରକ୍ଷିତ ରଖାଗଲା ନାହିଁ ତାଙ୍କର ଭିସେରା। ସନ୍ଦେହଜନକ ଭାବେ ତରତର ହୋଇ ପୋଡ଼ି ଦିଆଗଲା ତାଙ୍କ ମୃତଦେହ, ଏନେଇ ଏବେ ନାନା ପ୍ରଶ୍ନ ଉଠିଛି। 

Now You Can Vote Any Where In India
ଏଣିକି ଦେଶର ଯେଉଁ ସ୍ଥାନରେ ଥିଲେ ବି ଭୋଟ୍‌ ଦେଇପାରିବେ

ଘରରୁ ଦୂରରେ ଥିବା ଭୋଟର୍ ଯଦି ଭୋଟ୍ ଦେବାକୁ ଚାହିଁବେ, ତେବେ ସେମାନଙ୍କୁ ନିଜ ବୁଥ୍‌କୁ ଆଉ ଆସିବାକୁ ପଡ଼ିବ ନାହିଁ।

3 Of Family Consume Poison On Camera, Video Goes Viral
ବ୍ଲାକ୍‌ମେଲ୍‌ କରୁଥିଲେ ପର୍ଣ୍ଣ ଅଭିନେତ୍ରୀ, ଭିଡିଓ କରି କ୍ୟାମେରା ସାମ୍ନାରେ ବିଷ ପିଇଲେ ପରିବାରର ୩ ସଦସ୍ୟ...

କ୍ୟାମେରା ସାମ୍ନାରେ ବିଷ ପିଇଲେ ପରିବାରର ୩ ସଦସ୍ୟ। ମୁମ୍ବାଇର ଜଣେ ‘ପର୍ଣ୍ଣ ଅଭିନେତ୍ରୀ’ ବ୍ଲାକ୍‌ମେଲିଂ କରୁଥିବା ଅଭିଯୋଗ ଆଣି ପରିବାରର ସଦସ୍ୟ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି।

Asked About Life Partner Know What Congress Leader Rahul Gandhi Says
କାହାକୁ ଲାଇଫ୍‌ ପାର୍ଟନର କରିବେ ରାହୁଲ ଗାନ୍ଧି ? ଏମିତି ଝିଅଙ୍କୁ ପସନ୍ଦ କରନ୍ତି...

କାହାକୁ ଲାଇଫ୍‌ ପାର୍ଟନର କରିବେ ରାହୁଲ ଗାନ୍ଧି ? କେମିତି ଝିଅ ତାଙ୍କର ପସନ୍ଦ ? ଏକ ୟୁଟ୍ୟୁବ୍‌ ଚ୍ୟାନେଲରେ ସାକ୍ଷାତକାର ବେଳେ ଏସମ୍ପର୍କରେ ସେ ଏହାର ପ୍ରତିକ୍ରିୟା ରଖିଛନ୍ତି।

By January 26 Odisha To Get 5G Services
Good News ! ! ! ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ ମିଳିବ 5G ସେବା

ମାସେ ଭିତରେ ଓଡ଼ିଶାରେ ଆରମ୍ଭ ହେବ 5G ସେବା। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ 5G କାମ ଶେଷ ହେବ ବୋଲି ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ରେଳ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି। 

Scuffle OnBoard Plane Video Goes Viral
Viral Video: କାହା କଥା ଶୁଣିଲେନି, ବିମାନ ଭିତରେ ପିଟି ଚାଲିଲେ...

ଆପଣମାନେ ଦେଖିଥିବେ ବସ୍‌ ଓ ଟ୍ରେନ୍‌ରେ ସିଟ୍‌ ପାଇଁ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। ହେଲେ ଏବେ ଏହି ଝଗଡ଼ା ବିମାନ ଭିତରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। 

Renovation Of Bhubaneswar Railway Station
ଏୟାରପୋର୍ଟ ଭଳି ଦିଶିବ ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନ

ଭୁବନେଶ୍ୱର ଷ୍ଟେସନର ନବୀକରଣ ସହ ବିଶ୍ୱସ୍ତରୀୟ କରିବା ଲାଗି ରୂପରେଖ ପ୍ରସ୍ତୁତ ହୋଇଛି। ବିଶ୍ୱ ସ୍ତରୀୟ ହେବାକୁ ଥିବା ଏହି ଷ୍ଟେସନରେ ବିମାନବନ୍ଦର ପରି ସମସ୍ତ ପ୍ରକାର ସୁବିଧା ମିଳିବ।

Twitter Down For Thousands Of Users
Twitter ଡାଉନ୍‌, ସାଇନ୍‌ ଇନ୍‌ ବେଳେ ଆସୁଛି ଏରର୍‌ ମେସେଜ

ଟ୍ୱିଟର୍‌ର ୱେବ୍‌ ଭର୍ସନକୁ ସାଇନ୍‌ ଇନ୍‌ରେ ଏରର୍‌ ନୋଟିସ୍ ଆସୁଥିବା ଦେଖିବାକୁ ମିଳିଛି। ଆଜି ଭୋର ସମୟରେ ଲଗ୍‌ ଇନ୍‌ ବେଳେ କିଛି ୟୁଜର୍ସଙ୍କୁ ସାଇନ୍‌ ଇନ୍‌ରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

39 international travellers tested positive in 2 days at Indian airports
୨ ଦିନରେ ୩୯ କରୋନା ପଜିଟିଭ୍‌ ଚିହ୍ନଟ, ବିମାନରେ ବିଦେଶରୁ ଭାରତକୁ ଫେରିଥିଲେ...

୨ ଦିନ ମଧ୍ୟରେ ବିଦେଶରୁ ଫେରିଥିବା ଯାତ୍ରୀଙ୍କ ମଧ୍ୟରୁ ୩୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେଣୁ ଆଶା କରାଯାଉଛି, କେନ୍ଦ୍ର ସରକାର ଆସନ୍ତା ସପ୍ତାହରୁ ବିଶେଷ କରି ଚୀନ ଏବଂ କୋଭିଡ୍ ପ୍ରଭାବିତ ଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ପାଇଁ ସ୍କ୍ରିନିଂକୁ ଜୋରଦାର କରିପାରନ୍ତି।

Miscreants Allegedly Firing In Khordha
ଭୋଜି ଚାଲିଥିବା ବେଳେ ବଚସା, ପରେ ବୋମାମାଡ଼...

ଭୋଜି ଚାଲିଥିବା ବେଳେ ପ୍ରଥମେ ବଚସା ହୋଇଥିଲା, ପରେ ବୋମାମାଡ଼। ଖୋର୍ଦ୍ଧା ଜିଲ୍ଳା ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡା ଗାଁରେ ସାମାନ୍ୟ ବଚସାକୁ ନେଇ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। 

Mystery shrouds Gobinda Sahu's death, suspense over towel and rope
ଜେଲ୍‌ରୁ ହସ୍ପିଟାଲ୍ ଯିବା ବେଳକୁ ବଞ୍ଚିଥିଲା ଗୋବିନ୍ଦ !

ଗୋବିନ୍ଦ ମୃତ୍ୟୁ ମାମଲାରେ ଆଉ ଏକ ବଡ଼ ସୂଚନା ମିଳିଛି। ଜେଲ୍‌ରୁ ହସ୍ପିଟାଲ୍ ଯିବା ବେଳକୁ ବଞ୍ଚିଥିଲା ଗୋବିନ୍ଦ। ଓଟିଭିକୁ ଗୋବିନ୍ଦର ଓକିଲ ଦୁର୍ଗାମୋହନ ପାଢ଼ୀ ଏହି ସୂଚନା ଦେଇଛନ୍ତି।

RT-PCR tests to be mandatory for international arrivals from these countries
ଆହୁରି କଡ଼ାକଡ଼ି ହେଲା କଟକଣା: ଏହି ୫ ଦେଶରୁ ଭାରତ ଆସିଲେ କରୋନା ଟେଷ୍ଟ ବାଧ୍ୟତାମୂଳକ

ଚୀନ, ଜାପାନ ସମେତ ଅନ୍ୟ କିଛି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତ ସରକାର ସଜାଗ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ୍‌ କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି।

Wife Filed For Divorce From Husband For Not Giving Money For Makeup
ମେକ୍‌ଅପ୍‌ ପାଇଁ ସ୍ୱାମୀ ଦେଲେନି ଟଙ୍କା, ତଲାକ୍‌ ମାଗିଲେ ସ୍ତ୍ରୀ...

ମେକ୍‌ଅପ୍‌ ପାଇଁ ଓ ହାତ ଖର୍ଚ୍ଚ ପାଇଁ ସ୍ୱାମୀ ଟଙ୍କା ନଦେବାରୁ ଜଣେ ମହିଳା, ସ୍ୱାମୀଙ୍କ ଠାରୁ ତଲାକ୍‌ ମାଗିଛନ୍ତି। ଏଥିପାଇଁ ମହିଳା ଜଣକ ପ୍ୟାମିଲି କୋର୍ଟରେ ଆବେଦନ କରିଛନ୍ତି।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।