ସୁନ୍ଦର ଚେହେରା, ହେଲେ କାରନାମା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଧନୀକ ଶ୍ରେଣୀର ଲୋକଙ୍କୁ ମିଠା ମିଠା କଥା କହି ନିଜ ପ୍ରେମ ଜାଲରେ ଫସାଉ ଥିଲେ, ଶେଷରେ ହନିଟ୍ରାପ୍ କରି ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ ମହିଳା ୟୁଟ୍ୟୁବର ନାମରା କାଦିର୍।
ପୁଣି ରେପୋ ରେଟ୍ ବୃଦ୍ଧି ପରେ ଜନତାଙ୍କୁ ଝଟ୍କା ଲାଗିଛି। ରେପୋ ରେଟ୍ ବୃଦ୍ଧି ପରେ ମହଙ୍ଗା ହେବ ଋଣ। ହୋମ୍ ଲୋନ୍(Home Loan), ଗାଡ଼ି ଲୋନ୍ ସମେତ ସମସ୍ତ ପ୍ରକାରର ଋଣ ମହଙ୍ଗା ହେବ।
ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ସ୍କୁଲ୍ର ୭ ଜଣ ଛାତ୍ରଙ୍କୁ ସବୁଦିନ ପାଇଁ କ୍ୟାମ୍ପସରୁ ସସ୍ପେଣ୍ଡ୍ କରାଯାଇଛି। ଯଦି ସମ୍ପୃକ୍ତ ଛାତ୍ରମାନେ କ୍ୟାମ୍ପସକୁ ଆସନ୍ତି ତା’ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି।
ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ, ବୁଧବାର। ଚନ୍ଦ୍ର – ବୃଷ ଅହୋରାତ୍ର ତିଥି- ୧୪ଶୀ ଦିବା ୦୮/୦୧ ଗତେ ପୂର୍ଣ୍ଣିମା ଘାତ ଚନ୍ଦ୍ର- ବିଛା ଅହୋରାତ୍ର ଘାତ ବାର – କର୍କଟ। ଜାଣନ୍ତୁ, ଆଜି କେଉଁ ସମୟରେ କାର୍ଯ୍ୟ ଆରମ୍ଭ କଲେ...
ବୋର୍ୱେଲରେ ଫସି ରହିଥିବା ବାଳକ ନିକଟକୁ ପାଇପ୍ ଯୋଗେ ଅମ୍ଲଜାନ ପଠାଯାଉଛି। ୮ ବର୍ଷର ବାଳକ ତନ୍ମୟ ସାହୁ କ୍ଷେତରେ ଖେଳୁଥିଲେ। ଏହି ସମୟରେ କିଛି ଦିନ ପୂର୍ବେ ସେହି କ୍ଷେତରେ ଖୋଳାଯାଇଥିବା ବୋର୍ୱେଲ ଭିତରେ ଅଚାନକ ଖସି ପଡିଥିଲେ।
ଆଜି ଦିଲ୍ଲୀ ମହାନଗର ନିଗମ(MCD) ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଗତ ୧୫ ବର୍ଷ ହେବ ଦିଲ୍ଲୀ ମହାନଗର ନିଗମରେ ବିଜେପିର ଶାସନ ଚାଲିଛି।
ଦିଲ୍ଲୀରେ ଶ୍ରଦ୍ଧା ୱାକର୍ ହତ୍ୟା ମାମଲା ମନରୁ ନଲିଭୁଣୁ ମହାରାଷ୍ଟ୍ରରେ ଜଣେ ବ୍ୟକ୍ତି ନିଜ ଲିଭ୍-ଇନ୍ ପାର୍ଟନରଙ୍କୁ ଶ୍ରଦ୍ଧାଙ୍କ ଭଳି ହତ୍ୟା କରିବାକୁ ଧମକ ଦେଇଛନ୍ତି। ଲିଭ୍-ଇନ୍ ପାର୍ଟନର ତାଙ୍କୁ ହଇରାଣ କରିବା ସହ ୭୦ ଖଣ୍ଡ କରିବା ପାଇଁ ଧମକ ଦେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି।...
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା। ବାତ୍ୟା ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟ୍ୱିଟ୍ କରି ସୂଚନା ଦେଇଛି।
ଭୁବନେଶ୍ୱର କୋର୍ଟରେ ହାଜର ବେଳେ ଅର୍ଚ୍ଚନା ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, କାହିଁକି ଲୁଚିଛିନ୍ତି ସୋ-କଲ୍ଡ୍ ଭିିକ୍ଟିମ୍ ? ମୋତେ ଆର୍ବିଟାରିଲି ଆରେଷ୍ଟ କରାଗଲା।
ନ୍ୟୁଡ୍ କଲ୍ ପାଇଁ ଆତ୍ମହତ୍ୟା କଲେ ବ୍ୟାଙ୍କ ଅଧିକାରୀ। ମାନସିକ ଚାପଗ୍ରସ୍ତ ହୋଇ ସମ୍ପୃକ୍ତ ବ୍ୟାଙ୍କ୍ ଅଧିକାରୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ।
ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS), ଭୁବନେଶ୍ୱରରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ଓ ଆଶାୟୀ ପ୍ରାର୍ଥୀ ଅନ୍ଲାଇନ୍ରେ ଆବେଦନ କରିପାରିବେ।
ବଙ୍ଗୋପସାଗରରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ୫.୧ ତୀବ୍ରତାର ଭୂକମ୍ପ ଝଟ୍କା ନେଇ NCS ସୂଚନା ଦେଇଛି।
ଏବେ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଠି ଷ୍ଟେଜ୍ ଉପରେ ବରକୁ ଆଲିଙ୍ଗନ କରିବା ସହ କିସ୍ କରୁଛନ୍ତି ବୁର୍ଖା ପିନ୍ଧିଥିବା ଜଣେ ଲୋକ। ଆଉ ଏହି ସମୟରେ କନ୍ୟା ହସୁଥିବା ନଜର ଆସିଛି।
ଗୁଜରାଟ ବିଧାନସଭା ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟରେ ମୋଟ୍ ୯୩ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ।
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୭ଟାରୁ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ପଦ୍ମପୁର ନିର୍ବାଚନମଣ୍ଡଳୀର ମୋଟ୍ ୩୧୯ ବୁଥ୍ରେ ୨ ଲକ୍ଷ ୬୯ ହଜାର ୩୨୬ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି।
ପଂଚାୟତରେ ନା ନାହିଁ, ହେଲେ ଘର ସଂପୂର୍ଣ୍ଣ ହୋଇଗଲା। ଦୁର୍ନୀତି ଏମିତି ହୋଇଛି ଯେ ଯୁଆଡେ ଦେଖିବ ସିଆଡେ କେଁ...
ନିମନ୍ତ୍ରଣ ହୋଇନଥିଲା କି କାହାକୁ ଡକାଯାଇନଥିଲା। ହେଲେ ବାହାଘରରେ ହଠାତ୍ ପହଞ୍ଚିଲେ ହଷ୍ଟେଲ୍ ପିଲା...ବର କହିଲେ ନିଜ ଖାଇକି ଯାଅ, ପିଲାଙ୍କ ପାଇଁ ବି ନେଇକି ଯାଅ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ...
ପୋଷା କୁକୁରର ଥିଲା ଜନ୍ମଦିନ। କେକ୍ କାଟିବା ପାଇଁ ୩୫୦ ଲୋକଙ୍କୁ ନିମନ୍ତ୍ରଣ କଲେ ପରିବାର ଲୋକ। ଗିଫ୍ଚରେ ମିଳିଲା ଏତିକି ସୁନା...
ଆହୁରି ନାଚିବାକୁ ବାକି ଅଛି ? ୨୨ ବର୍ଷ ହେଲାଣି ତ ଶାସନ କରୁଛ, ପୁଣି ଲୋକଙ୍କ ସହ ଯୋଡି ହେବାକୁ ନାଚିବାକୁ ପଡୁଛି। ଏ ସମ୍ପର୍କରେ ବୋଧହୁଏ ପ୍ରବଳ ଫାଟ...
ପ୍ରେମିକର ଭୟଙ୍କର କାଣ୍ଡ। ଝଗଡା ହେବାରୁ ପ୍ରଥମେ ପ୍ରେମିକାଙ୍କୁ ଚାପୁଡା ମାରିଲା...ମନଶାନ୍ତି ହେଲାନି ଯେ ବନ୍ଧୁକ କାଢି ଫାୟାରିଂ କରିଦେଲା। ଜୀବନ ଯିବା ପରେ କାଜୁ ଜଙ୍ଗଲକୁ ନେଇ...