• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Work From Home Till 2023
୨୦୨୩ ଯାଏ ‘Work From Home’ କରିବେ ଆଇଟି ସେକ୍ଟରର ଏହି କର୍ମଚାରୀ, ସରକାର ଦେଲେ ଅନୁମତି

ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରରେ କାମ କରୁଥିବା IT କର୍ମଚାରୀଙ୍କ ୱାର୍କ ଫ୍ରମ୍‌ ହୋମ୍‌ ସମୟ ସୀମାକୁ ବଢ଼ାଇ ଦିଆଯାଇଛି। ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ଅନୁମତି ପ୍ରଦାନ କରାଯାଇଛି। 

Kangaroo court held in Bhubaneswar
କମେଣ୍ଟମରାକୁ ନେଇ ବାପା-ପୁଅଙ୍କୁ ଆଣ୍ଠେଇ ଦେଲେ, ପରେ ଭିଡିଓ ଭାଇରାଲ୍‌ କଲେ...

କମେଣ୍ଟମରାକୁ ନେଇ ଦୁଇଜଣ ଯୁବକଙ୍କ ସହ ସେମାନଙ୍କର ବାପାଙ୍କୁ ସର୍ବ ସମ୍ମୁଖରେ ଆଣ୍ଠେଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି।

4 Dead In Rajasthan Cylinder Explosion
ବରଯାତ୍ରୀ ବାହାରିବା ପୂର୍ବରୁ ଅଘଟଣ, ଅତିଥିଙ୍କ ପାଇଁ ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର

ବରଯାତ୍ରୀ ବାହାରିବା ପୂର୍ବରୁ ବଡ଼ ଅଘଟଣ। ଗ୍ୟାସ୍‌ ସିଲିଣ୍ଡର ଫାଟି ୪ ଅତିଥିଙ୍କ ମୃତ୍ୟୁ ଘଟି ଥିବାବେଳେ  ୬୦ ଜଣ ଆହତ ହୋଇଛନ୍ତି।

Today Panchang
Today Panchang 9th Dec 2022: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରୁ ବାହାରନ୍ତୁ...

ସୌର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଶୁକ୍ରବାର ଚନ୍ଦ୍ର  – ମିଥୁନ ଅହୋରାତ୍ର ତିଥି- ପ୍ରତିପଦ ଦିବା ୧୧/୩୪ ଗତେ ୨ୟା ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର ଘାତ ବାର – ବିଛା, ଧନୁ, ମୀନ। ଜାଣନ୍ତୁ, ଆଜି କେଉଁ ସମୟରେ ଶୁଭ...

16-year-old dies while playing cricket in UP
ଖେଳ ପଡ଼ିଆରେ ଯୁବକଙ୍କ ହାର୍ଟ ଆଟାକ୍‌, ରନ୍‌ ପାଇଁ ଦୌଡ଼ୁ ଥିବାବେଳେ ମୁଣ୍ଡ ବୁଲାଇ ତଳେ ପଡ଼ିଗଲେ...

କ୍ରିକେଟ ଖେଳୁ ଥିବାବେଳେ ଉତ୍ତର ପ୍ରଦେଶର କାନପୁର ସହରରେ ଜଣେ ୧୬ ବର୍ଷୀୟ ବାଳକଙ୍କ ଅଚାନକ୍‌ ହାର୍ଟ ଆଟାକ୍‌ ହେବାରୁ ମୃତ୍ୟୁ ଘଟିଛି।

Today Midnight Cyclone Mandous To Landfall
ଆଜି ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ! ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ବାତ୍ୟା ପ୍ରଭାବରେ ଉତ୍ତର ତାମିଲନାଡ଼ୁର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ଘଣ୍ଟାପ୍ରତି ୮୫ କି.ମି. ବେଗରେ ପବନ ବହିପାରେ। ଏହାକୁ ଦୃଷ୍ଟିରେ ରଖି ଉତ୍ତର ତାମିଲନାଡୁର ବହୁ ଜିଲ୍ଲାରେ ସ୍କୁଲ୍‌, କଲେଜ ଛୁଟି ଘୋଷଣା କରାଯାଇଛି।

This ATM in Hyderabad dispenses gold
ଟଙ୍କା ବଦଳରେ ATMରୁ ବାହାରୁଛି ସୁନା ! ମାତ୍ର ଅଳ୍ପ ସେକେଣ୍ଡରେ ପାଇବେ ଶୁଦ୍ଧ ସୁନା

ଗୋଲ୍ଡସିକ୍କା ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ଫିନ୍‌ଟେକ୍‌ କମ୍ପାନୀ ହାଇଦ୍ରାବାଦରେ ଏକ ଏଟିଏମ୍‌ ଖୋଲିଛି। ହେଲେ ଏହି ଏଟିଏମ୍‌ରୁ ଟଙ୍କା ବଦଳରେ ସୁନା ବାହାରୁଛି।

Cyclone Mandous Update
ଡିସେମ୍ବର ୯ ମଧ୍ୟ ରାତ୍ରରେ ଉପକୂଳ ଅତିକ୍ରମ କରିବ ବାତ୍ୟା, ଘଣ୍ଟାପ୍ରତି ୭୦ କି.ମି. ବେଗରେ ପବନ ବହିପାରେ...

ବଙ୍ଗୋପସାଗରରେ ସକ୍ରିୟ ରହିଛି ବାତ୍ୟା ‘ମେଣ୍ଡସ୍’। ଦକ୍ଷିଣ-ପଶ୍ଚିମ ଓ ଏହାର ଆଖପାଖ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଘନୀଭୂତ ହୋଇ ଏକ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି।

Sleaze Video Of Rajasthan Minister Video Goes Viral
ମନ୍ତ୍ରୀଙ୍କ ଆପତ୍ତିଜନକ ଭିଡିଓ Viral ! ମନ୍ତ୍ରୀ ପଦରୁ ହଟାଇବା ପାଇଁ ଦାବି

ମନ୍ତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ୍‌ ପରେ ହଇଚଇ ସୃଷ୍ଟି ହୋଇଛି। ସମ୍ପୃକ୍ତ ମନ୍ତ୍ରୀଙ୍କୁ ମନ୍ତ୍ରୀ ପଦରୁ ହଟାଇବା ପାଇଁ ବିଜେପି ଦାବି କରିଛି।

Today Gujarat And Himachal Pradesh Election Results To Be Declared
ଗୁଜରାଟରେ କଂଗ୍ରେସକୁ ଧୂଳି ଚଟାଇଲା ବିଜେପି, ହିମାଚଳରେ କଡ଼ା ଟକ୍କର...

ଯଦି ଆମେ ପ୍ରାରମ୍ଭିକ ଟ୍ରେଣ୍ଡ୍‌କୁ ଦେଖିବା, ତା’ହେଲେ ଗୁଜରାଟରେ ବିଜେପି ଏହାର ଶାସନ ବଜାୟ ରଖିବାକୁ ଯାଉଛି। କାରଣ ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁସାରେ ବିଜେପିକୁ ଅନ୍ୟ ଦଳ ଠାରୁ ଅଧିକ ଭୋଟ୍‌ ମିଳିଥିବା ଦେଖିବାକୁ ମିଳିଛି।

FIR Against Actress Varsha Priyadarshini
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ମାମଲା

ଭୁବନେଶ୍ୱରରେ ରହୁଥିବା ଜଣେ ମହିଳା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସୁନା ଦୋକାନରେ ଚାକିରି ଦେବାକୁ କହି ବର୍ଷା ଓ ତାଙ୍କର ଜଣେ ସହଯୋଗୀ ଆୟୁଷି ତାଙ୍କ ଠାରୁ ୩୦ ହଜାର ଟଙ୍କା ନେଇଥିବା ସେ ଅଭିଯୋଗ କରିଛନ୍ତି।

Padampur Bypoll Result
କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇବେ ପଦ୍ମପୁରବାସୀ ?

କାହାର ହେବ ପଦ୍ମପୁର ? କିଏ ମାରିବ ବାଜିବ ? କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇବେ ପଦ୍ମପୁରବାସୀ ?  ଆଜି ସବୁକିଛି ସ୍ପଷ୍ଟ ହୋଇଯିବ।

Bullets being fired from nowhere ; Athagarh residents scared
କିଏ ମାରୁଛି ଗୁଳି, କେଉଁଠୁ ଆସୁଛି ଗୁଳି...କେହି କିଛି ବି ଜାଣି ପାରୁ ନାହାନ୍ତି

ଗାଁରେ ପଡୁଛି ମେଞ୍ଚା ମେଞ୍ଚା ଗୁଳି। ଛକ, ବଜାର ଠାରୁ ଆରମ୍ଭ କରି ଲୋକଙ୍କ ଘରେ ମଧ୍ୟ ଗୁଳି ପଡୁଛି। ଗୁଳି ମାଡ଼ ଏତେ ଅଧିକ ରହିଛି ଯେ, ଘରର ଆଜବେଷ୍ଟସ୍‌ କଣା ହୋଇଯାଇଛି। ଏହାସହ ଲୋକମାନେ ଆହତ ମଧ୍ୟ ହୋଇଛନ୍ତି।

Odisha May Receive Rainfall Around Dec 10-11
ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ! ଓଡ଼ିଶାର ଏହିସବୁ ଜିଲ୍ଲାରେ ବର୍ଷା ହୋଇପାରେ

ଯଦିଓ ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ, ତେବେ ବାହ୍ୟବଳୟ ସହ ଜଡ଼ିତ ମେଘ ସମୂହ ପ୍ରଭାବରେ ୧୦ ଏବଂ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

Age No Bar : Kendrapara couple ties the knot in their 60s
ଧାନ ବିଲରେ ପ୍ରେମ...ବର ୬୩ କୁ କନିଆ ୬୫

ବାଧକ ସାଜିଲାନି ବୟସ...ଧାନ ବିଲରେ ଏଇମାନଙ୍କର ଗଢି ଉଠିଥିଲା ପ୍ରେମ। ବର ୬୩କୁ କନିଆ ୬୫। ଏବେ ମଣ୍ଡପରେ ହେଲା ବାହାଘର...

 After husband’s death, woman elopes, orphaned child seeks assistance
ପ୍ରେମିକ ସାଥୀରେ ମାଆ ଫେରାର୍‌, ଜେଜେ ବାପା-ମାଆଙ୍କ ଆଶ୍ରାରେ ବଢୁଛି ମହାନ୍‌...

ବାପା ଚାଲିଗଲେ, ମାଆ ପ୍ରେମିକ ସହିତ ଫେରାର ହୋଇଗଲା। ବୁଢା ଜେଜେବାପା-ମାଆଙ୍କ କୋଳରେ ବଢିଲା କୁନି ପୁଅ ମହାନ୍‌। କଷ୍ଟେମଷ୍ଟେ ପ୍ରଥମରୁ ୫ମ ପର୍ଯ୍ୟନ୍ତ ସିନା ପାଠ ପଢାଇଲେ ଏବେ କିନ୍ତୁ ପାଠ ପାଇଁ ଅଣ୍ଟିରେ ନାହିଁ ଧନ। ସରକାରୀ ସହାୟତା ମିଳିବେ ଏବେ ପାଠ ପଢିପାରିବ ମହାନ୍‌।

News Fuse | BJP leaders take out rally riding bullock cart
ବିଜେପି ବାଲାଙ୍କୁ ମୁଣ୍ଡିଆ ଦେଲା ବଳଦ

ବିଜେପି ନେତାଙ୍କ ଭାଷଣ ଶୁଣି ବିଜେଡି ନେତାଙ୍କୁ ଖୋଜୁଛି କି ବଳଦ ? ଦେଖୁନୁରେ ନାରଣ କେମିତି ମୁଣ୍ଡ ହଲାଉଛି ଯେମିତି ୨୨ ମହଲା କୋଠାକୁ ମାରିକି ଗଳେଇ ଦେବ...

Special Story | Recitation of Bhagabata at Bhagabata Tungi still practised in this Jajpur village
ଡିଜିଟାଲ ଯୁଗରେ ଭାଗବତ ଟୁଙ୍ଗୀ

ଆଜି ବି ଗାଁ ଗାଁରେ ବଞ୍ଚିଛି ପରମ୍ପରା। ଯୁଗ ଡିଜିଟାଲ ହେଲାଣି ହେଲେ ଭାଗବତ ଟୁଙ୍ଗୀର ମୋହ ଛାଡିପାରିନାହାନ୍ତି ଲୋକ

Special Story | I will not spare anyone, says lady blackmailer Archana Nag
ଅର୍ଚ୍ଚନାଙ୍କ ୩ ରୂପ : ଇମୋସନାଲ ହେଲେ, ଆଟାକ୍ ପୁଣି ଟାର୍ଗେଟ୍

୩ ରୂପ ଦେଖାଇଲେ ହନିଟ୍ରାପ୍‌ କତୱିନ୍‌ ଅର୍ଚ୍ଚନା ନାଗ। ଫାଷ୍ଟ ଇମୋସନାଲ ହେଲେ, ପରେ ଆଟାକ୍ ଆଉ ଶେଷରେ ଟାର୍ଗେଟ୍ କଲେ। ଆଉ ମୁହଁ ଖୋଲିଲେ ରାଜ୍ୟ ଦୋହଲିବ ବ ବୋଲି କହିଦେଲେ।

Special Story | Balasore lad becomes guardian of border from cattle rearer
ଦିନେ ଛେଳି ଜଗୁଥିଲେ, ଏବେ ସୀମା ଜଗିବେ

ମନରେ ଇଚ୍ଛା ଥିଲେ ସବୁ ସମ୍ଭବ। ଦିନେ ଛେଳି, ଗାଈ ଜଗୁଥିଲେ...ଏବେ ସୀମା ଜଗିବେ। ମାଆ ଚାଲିଗଲା ପରେ ବାପା ବି କୁଆଡେ ପଳେଇଲେ...ହେଲେ ଜୀବନ ଯୁଦ୍ଧରେ ହାର ନମାନି ଦିନରାତି ପରିଶ୍ରମ କରୁଥିଲେ। ଏବେ ଅଗ୍ନିବୀରରେ ସାମିଲ ହେଲେ

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।