ବାଇକ୍ରେ ଯିବା ପାଇଁ ଯୁବତୀଙ୍କୁ ଡାକିଲେ, ହେଲେ ରୋକ୍ଠୋକ୍ ମନା କରିଦେଲେ ଯୁବତୀ। ଏଥିରେ ଉତ୍କ୍ଷିପ୍ତ ହୋଇ ଜଣେ ବ୍ୟକ୍ତି ରାଗରେ ସମ୍ପୃକ୍ତ ଯୁବତୀଙ୍କୁ ହେଲ୍ମେଟ୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
୨ ଶିକ୍ଷକ ବହିଷ୍କୃତ, ୮ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍। ୧୦ ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଦେଶବାସୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିଲେ, ଭାଇରସ୍କୁ ଭୟର କରିବାର କିଛି କାରଣ ନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ ଏଭଳି କହିଛନ୍ତି।
ନୂଆବର୍ଷରୁ ସୁନା-ରୂପା ଦର ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି। MCXରେ ସୁନା ଦର କେତେବେଳେ ହ୍ରାସ ପାଉଛି ତ ଆଉ କେତେବେଳେ ବୃଦ୍ଧି ପାଉଛି।
ଏଣିକି ବିନା ଇଣ୍ଟରନେଟ୍ରେ ମଧ୍ୟ ଆପଣ ହ୍ୱାଟ୍ସଆପ୍ ଅପରେଟ୍ କରିପାରିବେ। ଅର୍ଥାତ୍ ହ୍ୱାଟ୍ସଆପ୍ରେ ମେସେଜ୍ ପଠାଇବା ସହ ମେସେଜ୍ ରିସିଭ୍ ମଧ୍ୟ କରିପାରିବେ।
ସ୍ୱାମୀଙ୍କୁ ବଞ୍ଚାଇବାକୁ ସ୍ତ୍ରୀ ଅଣ୍ଟା ଭିଡିଛନ୍ତି.. ନିଜର ଗୋଟିଏ କିଡନୀ ଦେବାକୁ ନିଷ୍ପତ୍ତି ନେଇଛନ୍ତି..ହେଲେ ଅସ୍ତ୍ରୋପଚାର ପାଇଁ ୨୦ ଲକ୍ଷ ଟଙ୍କା ଆଣିବେ କେଉଠୁଁ ...
ମାଗଣା ଚାଉଳକୁ ନେଇ ସରଗରମ ହୋଇଛି ରାଜନୀତି.. କିଏ ଚାଉଳ ଦେଇ ଗରିବଙ୍କ ମନ କିଣିବ ତାକୁ ନେଇ ଚାଲିଛି ଟଣାଓଟରା..ଏସବୁ ଭିତରେ ଚାଉଳ ରାଜନୀତିର ରଙ୍ଗ କଣ ହେବ ଦେଖନ୍ତୁ ସ୍ପେଶାଲ ରିପୋର୍ଟରେ..
ସମ୍ପୂର୍ଣ୍ଣ ଭଲ ଥିଲେ.. କାଶ ଟିକେ ହେଉଥିଲା ବୋଲି ହସ୍ପିଟାଲକୁ ଆସିଥିଲେ.. ତା ପୁଣି ନିଜେ ଚାଲି ଚାଲି ଚିକିତ୍ସା ପାଇଁ ଆସିଥିଲେ.. କିନ୍ତୁ ଭଲ ହେବେ କଣ ଇଞ୍ଜେକ୍ସନ ନେବା ପରେ ଆଖି ବୁଜିଦେଲେ
ସ୍ତ୍ରୀଙ୍କୁ ଉପହାର ଦେବାକୁ ଅନଲାଇନରେ ଶାଢି ଅର୍ଡର କରିଥିଲେ.. ଉଠିଲା ଲଟେରୀ..କେମିତି ଲାଗିଲା ଚୁନ.. ଦେଖନ୍ତୁ..
କାର୍ ଡୋର୍ରେ ବାଇକ୍ ଚାଳକ ପିଟି ହେବା ଯୋଗୁ ଟ୍ରକ୍ ଚକା ତଳେ ଫସି ଯାଇଥିଲେ। ଯାହାକି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।
ସୌର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୬ ତାରିଖ ଶୁକ୍ରବାର। ନିଶାନ୍ତ ୦୪.୩୭ ଗତେ ପ୍ରତିପଦ, ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର, ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ରାତ୍ରି ୧୨.୧୩ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ...
ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଏକ ମନ୍ଦିର ଉପରେ ଖସି ପଡ଼ିଥିଲା। ଏଥିରେ ଜଣେ ପାଇଲଟ୍ଙ୍କ ମୃତ୍ୟୁ ହୋଇଛି।
ସନ୍ତାନକୁ ସୁରକ୍ଷା ଦେବା ବଦଳରେ ପିଶାଚ ସାଜି ଇଜ୍ଜତ ଲୁଟିଲେ ନିଜ ବାପା। ଆଉ ଏଥିରେ ଦ୍ୱିତୀୟ ପତ୍ନୀ ତାଙ୍କର ସାଥ୍ ଦେଇଥିଲେ।
ଗମନାଗମନ ପାଇଁ କେଉଁଠି କାଠ ପୋଲ ତ କେଉଁଠି ଜଙ୍ଗଲ ରାସ୍ତା ଉପରେ ଲୋକେ ନିର୍ଭର କରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।ଏଣୁ ଭାଗ୍ୟକୁ ଆଦରି ରହୁହିଛନ୍ତି ଲୋକେ।
୨୦୦ ମିଲିୟନରୁ ଅଧିକ ଟ୍ୱିଟର ୟୁଜର୍ସଙ୍କ ଇ-ମେଲ୍ ଆଡ୍ରେସ୍ ଲିକ୍ ହୋଇଥିବା ସୂଚନା ମିଳିଛି। ଏହିସବୁ ଇ-ମେଲ୍ ଆଡ୍ରେସ୍କୁ ଚୋରି କରି ହ୍ୟାକର୍ସମାନେ ଏହାକୁ ଅନ୍ଲାଇନ୍ ହ୍ୟାକିଂ ଫୋରମ୍ରେ ପୋଷ୍ଟ କରିଥିବା ଜଣେ ସିକ୍ୟୁରିଟି ରିସର୍ଚ୍ଚର କହିଛନ୍ତି।
ଚିଟ୍ଫଣ୍ଡ ଠକେଇ ମାମଲାରେ CBIକୁ ସୁପ୍ରିମକୋର୍ଟ ଜବାବ ତଲବ କରିଛନ୍ତି। ମାମଲାର ଅଗ୍ରଗତି ସମ୍ପର୍କରେ ସୋମବାର ସୁଦ୍ଧା ଜଣାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଭଗବାନଙ୍କ ଦର୍ଶନ ପାଇଁ ମନ୍ଦିର ବାହାରି ଥିବାବେଳେ ଦୁର୍ଘଟଣାରେ ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ପିକ୍ଅପ୍ ଭ୍ୟାନ୍ ଗଛରେ ପିଟି ହେବା ଯୋଗୁ ଦୁର୍ଘଟଣା ଘଟିଛି।