• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

American Airlines Bans Indian Student For Peeing On Co-Passenger
ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେଲେ ଛାତ୍ର, ସଫେଇ ଦେଇ କହିଲେ- ‘ନିଦରେ ଥିଲି, ପରିସ୍ରା କରିଦେଲି’

ନ୍ୟୁୟର୍କରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବିମାନରେ ଜଣେ ଯାତ୍ରୀ ଅନ୍ୟ ଜଣେ ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିବା ଜଣାପଡ଼ିଛି। ନିଶାସକ୍ତ ଅବସ୍ଥାରେ ଥିବା ଏହି ଯାତ୍ରୀଙ୍କୁ ପୋଲିସ୍‌ ହେପାଜତକୁ ନେଇ ପଚରାଉଚରା ଚଳାଇଛି।

Maiden flight takes off for Bhubaneswar from Rangeilunda airstrip in Berhampur
ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ଉଡ଼ିଲା ବିମାନ

ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିବା ପରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରେ ଅବତରଣ କରିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ସେବାର ଶୁଭାରମ୍ଭ କରିଥିଲେ ।

Minister Naba Das Murder Case Know The Reaction Of Dipali Das
ନିର୍ବାଚନ ଲଢ଼ିବା ଚର୍ଚ୍ଚାକୁ ନେଇ ପ୍ରତିକ୍ରିୟା ରଖିଲେ ନବ ଦାସଙ୍କ ଝିଅ

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ତାଙ୍କ ଝିଅ ଦୀପାଳି ଦାସ ପ୍ରତିକ୍ରିୟା ରଖିଛନ୍ତି। ଦୀପାଳି କହିଛନ୍ତି, ‘ମୁଁ ଜାଣିଛି, ତଦନ୍ତକୁ ଅଧିକ ସମୟ ହେଲାଣି। ତେବେ କ୍ରାଇମବ୍ରାଞ୍ଚ ଶେଷ ନିଷ୍ପତ୍ତି ନ ନେବା ଯାଏ ଆମେ କିଛି କହିବୁନୁ।’

Man falls in love with daughter in law elopes with her
ବୋହୂ ପ୍ରେମରେ ଶ୍ୱଶୁର ବାୟା, ୬ ମାସର ଝିଅକୁ ଛାଡ଼ି ଶ୍ୱଶୁର ସହ ଫେରାର...

ବୋହୂ ପ୍ରେମର ପଡ଼ିଛନ୍ତି ଶ୍ୱଶୁର। ଶେଷରେ ଉଭୟ ଘର ଛାଡ଼ି ଫେରାର ହୋଇଯାଇଛନ୍ତି। ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ ପରେ ଘଟଣା ସାମ୍ନାକୁ ଆସିଥିଲା।

CM Naveen Patnaik unevil’s Biju Patnaik's iconic ‘Dakota’ aircraft
ନୂଆ ରୂପରେ ବିଜୁ ବାବୁଙ୍କ ଡାକୋଟା, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବହୁ ଦିନ ପ୍ରତୀକ୍ଷାର ଅନ୍ତ ହେବା ସହ ଶେଷରେ ବିଜୁ ବାବୁଙ୍କ ସ୍ମୃତି ବହନ କରୁଥିବା ‘ଡାକୋଟା’ ବିମାନ ଲୋକାର୍ପିତ ହୋଇଛି। 

UP Cop's Leave Application Goes Viral
ପୋଲିସ୍‌ ବାବୁଙ୍କ ଛୁଟି ଆବେଦନ- ‘୨୨ ବର୍ଷ ହେବ ହୋଲିରେ ବାପ ଘରକୁ ଯାଇ ନାହାନ୍ତି ପତ୍ନୀ, ରାଗିଛନ୍ତି...’

ପତ୍ନୀଙ୍କ ରାଗକୁ ଶାନ୍ତ କରିବା ପାଇଁ ଛୁଟି ପାଇଁ ପୋଲିସ୍‌ ବାବୁଙ୍କ ଏଭଳି ନିଆରା ଚିଠିକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଉତ୍ତରପ୍ରଦେଶର ଫରୁଖାବାଦ ଜିଲ୍ଲାର ଜଣେ ପୋଲିସ୍‌ ଇନ୍ସପେକ୍ଟର ଏହି ଛୁଟି ଆବେଦନ କରିଛନ୍ତି।

Avoid antibiotics for seasonal cold and cough, says ima
ମନଇଚ୍ଛା ଆଣ୍ଟିବାୟୋଟିକ୍ ଖାଉଥିଲେ ସାବଧାନ ! ଟିକିଏ ଭୁଲ୍‌ ନେଇପାରେ ଜୀବନ...

କୌଣସି ଭାଇରାଲ୍‌ ଫିଭର ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ ମେଡିସିନ୍‌ ନଖାଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଏହାସହ IMA ମଧ୍ୟ ଏନେଇ ସତର୍କ କରାଇଛି। 

I Love Odia Dalma Says Bollywood Music Director Anu Malik
‘ଓଡ଼ିଆ ଖାଦ୍ୟ ଭାରି ସୁଆଦିଆ...ଖେଚୁଡି ଓ ଡାଲମା ମୋର ବହୁତ ପସନ୍ଦ’

‘ଓଡ଼ିଆ ଡାଲମା ମୋର ବହୁତ ପସନ୍ଦ। ମୋତେ ଓଡ଼ିଶା ଖାଦ୍ୟ ବହୁତ ଭଲ ଲାଗେ’...ଓଟିଭି ଫୋରସାଇଟ୍‌- ୨୦୨୩ର ତ୍ରୟୋଦଶ ସଂସ୍କରଣରେ ଯୋଗ ଦେଇ ବଲିଉଡ୍‌ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ଏହା କହିଛନ୍ତି। 

Odisha Women Commission grappling with huge pendency
ଷ୍ଟାଫ୍ ଅଛନ୍ତି, ମେମ୍ବର ଅଛନ୍ତି... ତଥାପି ୫ ହଜାର କେସ୍‌ ପେଣ୍ଡିଂ

ଏବେ ବି ଅନେକ ମହିଳାଙ୍କ ପାଇଁ ଅପହଞ୍ଚ କମିଶନ। ଷ୍ଟାଫ୍ ଅଛନ୍ତି, ମେମ୍ବର ଅଛନ୍ତି ତଥାପି ୫ ହଜାର କେସ୍‌ ପେଣ୍ଡିଂ ଅଛି।

Bulldozer Action On Mafia Atiq Ahmed Close Aide New House
ବୁଲିଲା ବୁଲ୍‌ଡୋଜର, ମାଟିରେ ମିଶିଲା ୩ କୋଟିର ଘର...ମାର୍ଚ୍ଚ ୧୨ରେ ଥିଲା ଗୃହ ପ୍ରବେଶ

ମାଫିଆ ଅତିକ୍‌ ଅହମ୍ମଦର ପାଖ ଲୋକଙ୍କ ଘର ଭଙ୍ଗା ଯାଉଥିବା ବେଳେ ଶୁକ୍ରବାର ଦିନ ଅତିକ୍‌ର ପାଖ ଲୋକ କୁହାଯାଉଥିବା ମାଶୁକ୍‌ ଉଦ୍ଦୀନର ଆଲିଶାନ୍‌ ଘରକୁ ମାଟିରେ ମିଶାଇ ଦିଆଯାଇଛି।

OTV Foresight International Standard Road Infrastructure By 2024 End Odisha Says Nitin Gadkari
‘୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ଭଳି ରାସ୍ତା ହେବ’

୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ମାନର ରାସ୍ତା ହେବ। ଓଟିଭି ଫୋରସାଇଟ୍‌-୨୦୨୩ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ସୂଚନା ଦେଇଛନ୍ତି।

7 Killed As Truck Rams Into Bus In Haryana
ଡ୍ରାଇଭରଙ୍କ ଆଖି ଲାଗିଗଲା, ସିଧା ଯାଇ ବସ୍‌ ପଛରେ ପିଟି ହେଲା ଟ୍ରକ୍‌...

ବସ୍‌କୁ ଧକ୍କା ଦେଲା ଟ୍ରକ୍‌। ଘଟଣାସ୍ଥଳରେ ହିଁ ୭ ଜଣଙ୍କ ଜୀବନ ଚାଲି ଯାଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି।

Haryana girl reaches Odisha reportedly to marry her girlfriend
ନାବାଳିକାଙ୍କ ପ୍ରେମରେ ପାଗଳ ଯୁବତୀ, ବାହା ହେବା ପାଇଁ ହରିୟାଣାରୁ ଧାଇଁ ଆସିଲେ ଓଡ଼ିଶା...

ନାବାଳିକାଙ୍କ ପ୍ରେମରେ ପାଗଳ ହୋଇ ହରିୟାଣାରୁ ଓଡ଼ିଶା ଧାଇଁ ଆସିଥିଲେ ଯୁବତୀ। କିନ୍ତୁ ସ୍ଥାନୀୟ ଲୋକେ ତାଙ୍କୁ ପୋଲିସ୍‌ ଜିମା ଦେଇଛନ୍ତି। 

MLA Bijaya Shankar's estranged girlfriend Somalika tweets to CM Naveen demanding justice
ବଢ଼ୁଛି ବିଧାୟକ ବିଜୟ ଶଙ୍କରଙ୍କ ଅଡ଼ୁଆ, ଓଡ଼ିଶା ସରକାରଙ୍କ ବିରୋଧରେ ବର୍ଷିଲେ ବିଧାୟକଙ୍କ ଗର୍ଲଫ୍ରେଣ୍ଡ୍‌

ବାନ୍ଧବୀ ସୋମାଲିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ ମାମଲାରେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି।

Tractor starting on its own entering shop video goes viral
ଆଶ୍ଚର୍ଯ୍ୟ ! ! ! ଆପେ ଆପେ ଷ୍ଟାର୍ଟ ହୋଇ ଗଡ଼ିଲା ଟ୍ରାକ୍ଟର, କାଚ ଭାଙ୍ଗି ଶୋ’ ରୁମ୍‌ ଭିତରେ ପଶିଲା...

ଆପେ ଆପେ ଗଡ଼ିଲା ଟ୍ରାକ୍ଟର। ଆଉ ସିଧା ଯାଇ ଶୋ’ ରୁମ୍‌ର କାଚ ଭାଙ୍ଗି ଭିତରେ ପଶିଲା। ଉତ୍ତରପ୍ରଦେଶର ବିଜନୌରରେ ଏହି ଆଶ୍ଚର୍ଯ୍ୟକର ଘଟଣା ଘଟିଛି।

Woman falls into drain while capturing bride & groom
ଏମିତି ଫଟୋ ଉଠାଇବା ନିଶା ! ବର-କନ୍ୟାଙ୍କ ଫଟୋ ଉଠାଇବା ବେଳେ ଡ୍ରେନ୍‌ରେ ଗଳି ପଡ଼ିଲେ ମହିଳା

ବର ଓ କନ୍ୟାଙ୍କ ଫଟୋ ଉଠାଉ ଥିବାବେଳେ ଜଣେ ମହିଳା ଡ୍ରେନ୍‌ରେ ଗଳି ପଡ଼ିଥିଲେ। ଯାହାର ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

Why Gopal Das Killed Minister Naba Das Revealed
କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କଲା ଗୋପାଳ, ସାମ୍ନାକୁ ଆସିଲା କାରଣ...

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ କାହିଁକି ଅଭିଯୁକ୍ତ ଗୋପାଳ ଦାସ ହତ୍ୟା କରିଥିଲା ଏହାର କାରଣ ଜଣାପଡ଼ିଛି। 

Kolhapur mangaon gram panchayat appeals to residents turn off tv cellphone know the reason
ସନ୍ଧ୍ୟାରେ ସମସ୍ତେ ନିଜର ଫୋନ୍‌, ଟିଭି ବନ୍ଦ ରଖନ୍ତୁ.... ଜାଣନ୍ତୁ, କେଉଁଠି ଏଭଳି ନିଷ୍ପତ୍ତି ଓ କାହିଁକି

ଆଜିକାଲିର ଯୁବପିଢ଼ି ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍‌କୁ ଏତେ ମାତ୍ରାରେ ବ୍ୟବହାର କରୁଛନ୍ତି ଯେ, ଏହା ବିନା କ୍ଷଣିକ ସମୟ ରହିବା ସେମାନଙ୍କ ପକ୍ଷେ ମୁସ୍କିଲ୍‌ ହୋଇପଡ଼ୁଛି। ଏସବୁ ଭିତରେ ମହାରାଷ୍ଟ୍ରର କୋଲାହାପୁର ଜିଲ୍ଲାର ଏକ ଗାଁ ପୁଣିଥରେ ସାମାଜିକ ସଂସ୍କାର ପ୍ରସଙ୍ଗରେ ଏକ ବଡ଼ ଉଦାହରଣ ସୃଷ୍ଟି କରିବାକୁ ଯାଉଛି।

Today Panchang 3rd March 2023
Today Panchang 3rd March 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୌର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ଶୁକ୍ରବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

2 Youth Breaking Into Shah Rukh Khan's Bungalow Mannat
ଶାହରୁଖଙ୍କ ସୁରକ୍ଷାରେ ତ୍ରୁଟି ! ବିନା ଅନୁମତିରେ ‘ମନ୍ନତ’ରେ ପଶିଲେ ଅଜଣା ଯୁବକ

ବଲିଉଡ୍‌ କିଙ୍ଗଖାନ୍ ଶାହରୁଖ ଖାନଙ୍କ ସୁରକ୍ଷାରେ ତ୍ରୁଟି ନେଇ ଏକ ବଡ଼ ମାମଲା ସାମ୍ନାକୁ ଆସିଛି। ଗୁରୁବାର ରାତିରେ ୨ ଜଣ ଅଜଣା ଯୁବକ ସୁପରଷ୍ଟାର ଶାହରୁଖଙ୍କ ଘର ‘ମନ୍ନତ’ରେ ବେଆଇନ୍‌ ଭାବେ ପଶିଥିଲେ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।