କେନ୍ଦ୍ର ସରକାରୀ କର୍ମଚାରୀମାନେ ଜାନୁଆରୀ ମାସର ମହଙ୍ଗା ଭତ୍ତା ଅପେକ୍ଷାରେ ଥିବାବେଳେ ହୋଲି ପୂର୍ବରୁ ସରକାର ଘୋଷଣା କରିବେ ବୋଲି ଶୁଣିବାକୁ ମିଳିଥିଲା। ହେଲେ ଏ ପର୍ଯ୍ୟନ୍ତ ଏନେଇ କିଛିବି ଘୋଷଣା ହୋଇନାହିଁ।
ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ ପରୀକ୍ଷାରେ ପାସ୍ କରାଇ ଦେବାର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକି ଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଛି।
ଏହି ଗାଁରେ ରହିବା ପାଇଁ ଲୋକଙ୍କୁ ପାଖାପାଖି ୫୦ ଲକ୍ଷ ଟଙ୍କାର ଅଫର୍ ଦିଆଯାଉଛି। ଆପଣ ଭାବୁଥିବେ କାହିଁକି ଏଭଳି ଅଫର୍ ଦିଆଯାଉଛି ? କ’ଣ ରହିଛି ଏହା ପଛର କାରଣ, ଆସନ୍ତୁ ଜାଣିବା...
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ମନ୍ତ୍ରୀମାନେ ହେଲିକପ୍ଟରରେ ମୋଟ୍ ୭୬ଟି ଗସ୍ତ କରିଛନ୍ତି। ଏଥିପାଇଁ ରାଜ୍ୟ ରାଜକୋଷରୁ ୧୭ କୋଟି ୮୯ ଲକ୍ଷ ୧୩ ହଜାର ୭୧୩ ଟଙ୍କା ଖର୍ଚ୍ଚ ହୋଇଛି।
ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ। ଏଥିରେ ଲାଗି ପାରୁନି ରୋକ୍। ପ୍ରାୟ ୧୫ ହଜାର ସ୍ଥାନରେ ନିଆଁ ଲାଗିଥିବା ପଛରେ ନିଆଁ ଲିଭାଇବା କାମରେ ବନ କର୍ମଚାରୀ ଲାଗିଛନ୍ତି।
ଗତ ୨୮ ତାରିଖରେ ନବ ଦାସ ଝିଅ ଦୀପାଳିଙ୍କୁ ଫୋନ କରି କହିଥିଲେ କି ତୁ ଶୀଘ୍ର ପଳାଇ ଆସେ। ଦୀପାଳିି ବିଦେଶରେ ଥିବାରୁ ତାଙ୍କୁ ଶୀଘ୍ର ଆସିବାକୁ କହିଥିଲେ ନବ।
ସମ୍ପତ୍ତି ପାଇଁ ବାପାକୁ ହତ୍ୟା କଲା ପୁଅ। ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ସୁଟ୍କେଶ୍ରେ ଭର୍ତ୍ତି କରି ଫିଙ୍ଗିଦେଲା ନୃଶଂସ ପୁଅ।
ନିଶା ବିରୋଧରେ ବଲାଙ୍ଗିର ପୋଲିସ୍ର ମିଶନ ‘କଫ ସିରପ୍’। ଗାଡ଼ି ସମେତ ୪୦ ଲକ୍ଷ ଟଙ୍କାର କଫ ସିରପ୍ ବୋତଲ ବଲାଙ୍ଗିର ପୋଲିସ୍ ଜବତ କରିଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଡାଟା ଅନୁସାରେ, ୧୧୪ ଦିନ ପରେ ଦିନକରେ ଅର୍ଥାତ୍ ରବିବାର ଦିନ ୫ ଶହରୁ ଅଧିକ ନୂଆ କରୋନା କେସ୍ ସାମ୍ନାକୁ ଆସିଛି। ଏହାପୂର୍ବରୁ ଗତ ବର୍ଷ ନଭେମ୍ବର ୧୮ରେ ୫୦୦ ନୂଆ କେସ୍ ସାମ୍ନାକୁ ଆସିଥିଲା।
ଇତିହାସ ରଚିଲା ଭାରତୀୟ ଫିଲ୍ମ 'RRR'। ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ଓସ୍କାର ମିଳିଛି।
ମୋବାଇଲ୍ ଦେବାକୁ ମନା କରିବାରୁ ସ୍ୱାମୀକୁ ପନିକିରେ ହାଣିଲା ସ୍ତ୍ରୀ। ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗାଁରେ ଏହି ଘଟଣା ଘଟିଛି।
ବାରିପଦା-ବେତନଟୀ ରାସ୍ତାରେ ବସ୍ ଓଲଟି ପଡ଼ିବା ଯୋଗୁ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗତକାଲି ମଧ୍ୟ ରାତ୍ରରେ ‘ଇନ୍ଦ୍ରାଣୀ’ ନାମକ ଏକ ଘରୋଇ ବସ୍ ଓଲଟି ପଡ଼ିଥିଲା।
ଯାତ୍ରୀ ଜଣକ କେତେବେଳେ ଟଏଲେଟ୍ ଭିତରେ ସିଗାରେଟ୍ ଟାଣୁଥିଲେ ତ ଆଉ କେତେବେଳେ ବିମାନର ଡୋର୍ ଖୋଲିବା ପାଇଁ ପ୍ରୟାସ କରିଥିଲେ। ଶେଷରେ କ୍ରିୟୁ ମେମ୍ବର୍ସ ଅନ୍ୟ ଯାତ୍ରୀଙ୍କ ସହ ମିଶି ସମ୍ପୃକ୍ତ ଯାତ୍ରୀଙ୍କୁ କାବୁ କରି ତାଙ୍କ ହାତ, ଗୋଡ଼ ବାନ୍ଧି ସିଟ୍ରେ ବସାଇ ଥିଲେ।
ପ୍ରକୃତରେ ହୋଲି ପାର୍ଟି ପରେ ସତୀଶଙ୍କ ସହ କ’ଣ ହୋଇଥିଲା ? କେମିତି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିଲା ? ଯାହାର ଜବାବ ସତୀଶଙ୍କ ମ୍ୟାନେଜର ସନ୍ତୋଷ ରୟ ଦେଇଛନ୍ତି।
ଶୋଇଥିବା ବେଳେ ଘରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ପରିବାରର ୫ ସଦସ୍ୟ। ଚାଳ ଘରେ ଶୋଇଥିବା ବେଳେ ହଠାତ୍ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା।
ଭୁବନେଶ୍ୱରରେ ଚାଲିଥିବା ଦୁଇ ଦିନିଆ ଆଞ୍ଚଳିକ ଫିଲ୍ମ କନକ୍ଲେଭ୍ ତରଙ୍ଗ ସିନେ ଫ୍ଲିକ୍ସର ଆଜି ଦ୍ୱିତୀୟ ଦିନ। ଆଜି ୩ଟି ଫିଲ୍ମ ପ୍ରଦର୍ଶିତ ହେବ।
କୌଣସି ଦାମୀ କାର୍ରେ ବସି କନ୍ୟା ଶାଶୁଘରକୁ ବିଦା ହୋଇ ନାହାନ୍ତି ବରଂ ଶଗଡ଼ରେ ବସି ପାରମ୍ପରିକ ଢଙ୍ଗରେ ଶାଶୁଘର ଯାଇଛନ୍ତି। ବର ଘୋଡ଼ାରେ ବସି ବିବାହ ମଣ୍ଡପକୁ ଆସିଥିବା ବେଳେ କନ୍ୟା ବଳଦ ଗାଡ଼ିରେ ବସି ଶାଶୁ ଘରକୁ ଯାଇଛନ୍ତି।
ଆହାର କେନ୍ଦ୍ରକୁ ଖାଇବାକୁ ଆସି ମାଡ଼ ଖାଇଲେ ଯୁବତୀ। ନିମ୍ନମାନର ଖାଦ୍ୟକୁ ନେଇ ପ୍ରତିବାଦ କରିବାରୁ ଯୁବତୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।
ପୁଣି ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରକୁ ପଥର ମାଡ଼। ଦୁର୍ବୃତ୍ତଙ୍କ ପଥର ମାଡ଼ରେ କିଛି ବଗିର ଝରକା କାଚ ଭାଙ୍ଗି ଯାଇଛି।
ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ୧୫ ତାରିଖରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।