ଯେତେ ସଚେତନ ହେବା ପରେ ବି ଦେଶରେ ଥମିବାର ନାଁ ନେଉନି ଏସିଡ୍ ଆକ୍ରମଣ ଘଟଣା। NCRB ରିପୋର୍ଟରେ ଚମକାଇ ଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି।
ଓଡ଼ିଶାରେ ରହିଛି ସୁନା ଖଣି। ଗୋଟିଏ କିମ୍ବା ଦୁଇଟି ନୁହେଁ ୩ଟି ଜିଲ୍ଲାରେ ସୁନା ପଥର ଖଣିର ସନ୍ଧାନ ମିଳିଛି।
ଧାରକରଜ ବଢୁଥିଲା, ଏପଟେ କୋଭିଡ୍ ପରେ ରୋଜଗାର ବି କମି କମି ଚାଲିଥିଲା। କରଜ ଶୁଝି ନପାରି ସ୍ତ୍ରୀ ଓ ୨ ପୁଅଙ୍କୁ ଜଣେ ବ୍ୟକ୍ତି ମାରିଦେଲେ।
ଆତ୍ମହତ୍ୟା ଉଦ୍ୟମର ୪ ଦିନ ପରେ ଜଣେ ମେଡିକାଲ୍ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ସିନିୟରମାନେ ତାଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା।
ବାରିପଦା ଓ ବାଲେଶ୍ୱରରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି। ପ୍ରଚଣ୍ଡ ଶବ୍ଦ ଯୋଗୁ ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ।
ପୋଲିସ କନେଷ୍ଟବଲ ବାସନ୍ତୀ ଚୌଧୁରୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। କର୍ତ୍ତବ୍ୟ ତୁଲାଇବା ସହ ଜଣେ ମହିଳା ଚାକିରି ଆଶାୟୀଙ୍କୁ ସାହାଯ୍ୟ କରି ସେ ପ୍ରଶଂସାର ପାତ୍ର ସାଜିଛନ୍ତି।
ବାହାଘର ଭୋଜିରେ ଅଘଟଣ, ବିଦ୍ୟୁତ୍ ଆଘାତରେ ନାବାଳକର ମୃତ୍ୟୁ ହୋଇଛି। ଗାଁରେ ଏକ ବିବାହ ଭୋଜି ଚାଲିଥିବା ବେଳେ ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଛି।
ମେଘାଳୟ ଏବଂ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହା ଚାଲିବ।
୨ ଜଣ ଅଜଣା ବ୍ୟକ୍ତି ନମ୍ବର ପ୍ଲେଟ୍ ନଥିବା ଏକ ପଲ୍ସର୍ ବାଇକ୍ରେ ଆସି ଢାବା ମାଲିକଙ୍କ ସହ ୨ ମିନିଟ୍ ପ୍ରଥମେ କଥା ହୋଇଥିଲେ। ଏହାପରେ ଢାବା ମାଲିକ ଓ ତାଙ୍କ ସହଯୋଗୀଙ୍କ ଉପରେ ୪ ରାଉଣ୍ଡ ଗୁଳି ଚଳାଇଥିଲେ।
ଏସିଡ୍ ମାଡ଼ରେ ଗୁରୁତର ଆହତ ହୋଇଥିବା ବାଲେଶ୍ୱରର ବନିତା ଶେଷରେ ଆଖି ବୁଜିଛନ୍ତି। ସ୍ୱାମୀ ବନିତାଙ୍କ ଉପରେ ଏସିଡ୍ ଫିଙ୍ଗି ଦେଇଥିଲେ।
ଶାସନ ମଧ୍ୟ ପ୍ରଶାସନକୁ ଯେଉଁଭଳି ଭାବେ ବ୍ୟବହାର କରୁଛି ତାହା ଗ୍ରହଣୀୟ ନୁହେଁ: ବିଜୟ ପଟ୍ଟନାୟକ
ଆର ସାହି ମାନେ କଟକ.. ସେଠି ଯେମିତି ଯାତ୍ରା ପାର୍ଟି ଚାଲିଥିଲା.. ନାଟକ ମଞ୍ଚସ୍ଥ ହଉଥିଲା.. ଏ ସାହିରେ ବି ଆଜି ହେଇଚି
ନବରଙ୍ଗପୁର ରାଜନୀତିରେ ପ୍ରଧାନ ପରିବାରର ପ୍ରାଧାନ୍ୟ ରହିଥିଲେ ମଧ୍ୟ ବିଗତ ୪ ଦଶନ୍ଧି ମଧ୍ୟରେ ଲୋକଙ୍କ ରାସ୍ତା ସମସ୍ୟାରେ କୌଣସି ସୁଧାର ଆସିନାହିଁ...
ୟୁଟ୍ୟୁବ୍ରେ ଜଣେ ସାପ ଧରିବା କୌଶଳ ଦେଖି ବ୍ରିଟେନ୍ରୁ ଓଡ଼ିଶା ଆସିଛନ୍ତି ଏହି ଦମ୍ପତି । ଭଦ୍ରକରେ ରହୁଥିବା ସାପଧରାଳି ମିର୍ଜା ଆରିଫଙ୍କୁ ଭେଟିଛନ୍ତି ଏହି ଦମ୍ପତି । ଜୀବଜନ୍ତୁଙ୍କୁ ଭଲ ପାଉଥିବା ଏହି ବିଦେଶୀ ଦମ୍ପତି ଭଦ୍ରକରେ ପହଞ୍ଚି ଗତ ଶୁକ୍ରବାର ମିର୍ଜାଙ୍କୁ ଭେଟି ତାଙ୍କର ଖୁବ୍...
ମାଲକାନଗିରି ଜିଲ୍ଲା ଗୌଡ଼ଗୋଡ଼ା ପଞ୍ଚାୟତରେ ଆବାସ ଯୋଜନାରେ ହେରଫେର୍
ମାର୍ଚ୍ଚ ୧ ତାରିଖରେ ସୌରଜଗତ ଦୁଇଟି ଉଜ୍ଜ୍ୱଳତମ ଗ୍ରହ ବୃହସ୍ପତି ଓ ଶୁକ୍ର ଅତି ନିକଟତର ହେବେ। ପଶ୍ଚିମ ଆକାଶରେ ଏମାନେ ଅତି ପାଖାପାଖି ଦେଖାଯିବେ।
ଭାବନ୍ତୁ, ଆପଣ ଲଟେରୀ ଜିତି କୋଟିପତି ହୋଇଯାଇଛନ୍ତି, ହେଲେ ଏସମ୍ପର୍କରେ ଆପଣ କିଛିବି ଜାଣି ନାହାନ୍ତି। କିନ୍ତୁ ଆପଣଙ୍କୁ ଖୋଜିବା ଲାଗି ଉଦ୍ୟମ ଚାଲିଛି। ତା’ହେଲେ ପରିସ୍ଥିତି କ’ଣ ହେବ।
ପୁଣି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ର ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର। ଏଥରର ଚର୍ଚ୍ଚା, ତାଙ୍କର ଦ୍ୱିତୀୟ ବିବାହକୁ ନେଇ।
୫ ଦିନ ପରେ ରାଜ୍ୟରେ ଆହୁରି ତାତି ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏବେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ତାପମାତ୍ରା ଠାରୁ ୨ରୁ ୪ ଡିଗ୍ରୀ ଅଧିକ ରହୁଛି।
ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି କନେଷ୍ଟବଲ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆଇନ ସମାନ। ହେଲେ ଆଜି କିନ୍ତୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭେଟ ହେବା ସମ୍ଭବ ହେଉନି।