Advertisment

Today Panchang 3rd March 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୌର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ଶୁକ୍ରବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Today Panchang 3rd March 2023

Today Panchang 3rd March 2023

ସୌର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ଶୁକ୍ରବାର, ଚନ୍ଦ୍ର – ମିଥୁନ ଦିବା ୦୮.୫୮ ଗତେ କର୍କଟ, ତିଥି – ୧୧ଶୀ ଦିବା ୦୯.୧୧ ଗତେ ୧୨ଶୀ, ଘାତ ଚନ୍ଦ୍ର – କନ୍ୟା ଦିବା ୦୮.୫୮ ପର୍ଯ୍ୟନ୍ତ, ଘାତ ବାର-ବିଛା, ଧନୁ ଓ ମୀନ, ପୁଷ୍କର ଦୋଷ – ୧ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୦୯.୧୧ ଗତେ ୨ ପାଦ। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Advertisment

ଶୁଭ ସମୟ...

ପ୍ରାତଃ ୦୬.୦୮ ରୁ ୦୬.୫୫
ଦିବା ୦୭.୪୨ ରୁ ୦୯.୦୩
ଦିବା ୧୨.୨୨ ରୁ ୦୨.୪୨
ଦିବା ୦୪.୧୫ ରୁ ୦୫.୪୮
ସନ୍ଧ୍ୟା ୦୭.୨୭ ରୁ ୦୮.୫୩
ରାତ୍ରି ୦୨.୦୧ ରୁ ୦୪.୨୯

ଅଧିକ ପଢ଼ନ୍ତୁ: ଘରେ ଦର୍ପଣ ଲଗାଉଥିଲେ ଏହି ୧୧ଟି କଥାକୁ ମାନନ୍ତୁ

ଅଶୁଭ ସମୟ...

ଋାହୁକାଳ – ଦିବା ୧୦.୩୧ ରୁ ୧୧.୫୮
କାଳବେଳା – ଦିବା ୧୦.୩୧ ରୁ ୧୧.୫୮
ବାରବେଳା – ଦିବା ୦୯.୦୩ ରୁ ୧୦.୩୧
କାଳରାତ୍ରି – ରାତ୍ରି ୦୮.୫୩ ରୁ ୧୦.୨୬

Advertisment
Panchang
Advertisment
Advertisment