• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Girl Students Run For 2 Km On National Highway To Reach Exam Centre
ଟ୍ରାଫିକ୍ ଜାମ୍‌ରେ ଫସିଲେ ପରୀକ୍ଷାର୍ଥୀ, ସେଣ୍ଟରରେ ପହଞ୍ଚିବାକୁ ୨ କିଲୋମିଟର ଧାଇଁଲେ...

ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ୍। ପରିସ୍ଥିତି ଏମିତି ହେଲା ଯେ, ପଛକୁ ପଛ ଶହ ଶହ ଗାଡ଼ି ଅଟକି ରହିଲା। ଶେଷରେ ପରୀକ୍ଷାର୍ଥୀ କାଳ ବିଳମ୍ବ ନକରି ଜାତୀୟ ରାଜପଥର କଡ଼େ କଡ଼େ ଧାଇଁବାକୁ ଲାଗିଲେ।

DGP Sunil Bansal still mum on late minister Naba Das assassination case
ନବ ଦାସ ହତ୍ୟାକାଣ୍ଡର ୨୩ ଦିନ ପରେ ବି ଡିଜିପି ଚୁପ୍‌

ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ମୁହଁ ଖୋଲିଲେନି ପୋଲିସ ଡିଜି। ହତ୍ୟାକାଣ୍ଡର ୨୩ ଦିନ ପରେ ବି ଏଯାଏ ନବଙ୍କୁ ହତ୍ୟାର ଉଦ୍ଦେଶ୍ୟ ସାମ୍ନାକୁ ଆସିନି।

Youth kills delivery boy Unable to pay for iPhone
iPhone ପାଇଁ ଡେଲିଭରୀ ବୟଙ୍କୁ ହତ୍ୟା, ୩ ଦିନ ଘର ଭିତରେ ମୃତଦେହ ରଖିବା ପରେ ସ୍କୁଟିରେ ନେଇ ଜାଳିଦେଲେ...

ଜଣେ ଯୁବକ ଆଇଫୋନ୍‌ ପାଇଁ ପୁରା ପ୍ଲାନିଂ ସହ ନା କେବଳ ଜଣେ ଡେଲିଭରୀ ବୟଙ୍କୁ ହତ୍ୟା କରିଛନ୍ତି, ବରଂ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଜାଳିଦେଇଥିଲେ।

Mysterious haemorrhage fever hits in Balasore
ବ୍ୟାପୁଛି ମସ୍ତିଷ୍କ ଜ୍ୱର ! ଜାଣନ୍ତୁ, ଏହାର ଲକ୍ଷଣ ଓ କାହା ଦ୍ୱାରା ବ୍ୟାପି ଥାଏ...

ସୋର ପୁରୁବାଇ କନ୍ୟାଶ୍ରମର ଛାତ୍ରୀଙ୍କୁ ହୋଇଛି ମସ୍ତିଷ୍କ ପ୍ରଦାହ ଅର୍ଥାତ୍‌ ମସ୍ତିଷ୍କ ଜ୍ୱର। କନ୍ୟାଶ୍ରମର ୨୬ ଜଣ ଅନ୍ତେବାସିନୀଙ୍କ ମଧ୍ୟରୁ ୫ ଜଣଙ୍କ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି। 

Minor Girl Dragged By Hair For Declining Marriage Proposal
ଝିଅ ବୟସର ନାବାଳିକାଙ୍କୁ ବିବାହ କରିବାକୁ ଚାହୁଁଥିଲେ, ମନା କରିବାରୁ ରାସ୍ତାରେ ଚୁଟି ଘୋଷାଡ଼ି ଚଲେଇଲେ...

ନିଜ ଝିଅ ବୟସର ନାବାଳିକାଙ୍କୁ ବିବାହ କରିବାକୁ ଚାହୁଁଥିଲେ ୪୭ ‍ବର୍ଷୀୟ ବ୍ୟକ୍ତି। ହେଲେ ତାଙ୍କର ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ୧୬ ବର୍ଷୀୟ ନାବାଳିକା। ଶେଷରେ ସମ୍ପୃକ୍ତ ନାବାଳିକାଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିଥିଲା।

 Clash Erupts Between ABVP And JNU Students Union At JNU
JNUରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଗତକାଲି ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଛାତ୍ର ଗୋଷ୍ଠୀ।

Sambalpur Collector Ananya Das engaged to Bolangir Collector Chanchal Rana
ଦ୍ୱିତୀୟ ବିବାହ କରିବେ ସମ୍ବଲପୁର-ବଲାଙ୍ଗିର ଜିଲ୍ଲାପାଳ

ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା। ଗତକାଲି ଉଭୟ IASଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି।

Khola Katha | Senior BJD leader Debasis Nayak on selection of new leaders
ସରକାରଙ୍କ ଷ୍ଟିଅରିଂ କାହା ହାତରେ?

ବିଜେଡିରେ ବରିଷ୍ଠ ନେତାଙ୍କୁ ପଚରାଯାଉନି। ଭଲ ପିଲା ରାଜନୀତି କରିବା ଦରକାର। ଇନ୍ଦିରାଙ୍କ ପରେ ଓଡିଶାରେ ଏମିତି ଭୟାନକ ଘଟଣା ଘଟିଛି । ମୁଖ୍ୟମନ୍ତ୍ରୀ ପୋଲିସ ନୁହନ୍ତି, ବନ୍ଧୁକ ଧରି ଛିଡା ହେବେ : ଦେବାଶିଷ ନାୟକ, ବରିଷ୍ଠ ବିଜେଡି ନେତା

Tallest idol of Lord Shiv being constructed in Jajpur
ଯାଜପୁରରେ ନିର୍ମାଣ ହେଉଛି ବିଶ୍ୱର ସବୁଠୁ ଉଚ୍ଚା ଶିବମୂର୍ତ୍ତି

ଏଇଠି ତିଆରି ହେଉଛି ବିଶ୍ୱର ସବୁଠୁ ଉଚ୍ଚ ଶିବମୂର୍ତ୍ତି। ଆଉ ମାତ୍ର ଦୁଇରୁ ତିନିମାସ ଭିତରେ ସରିବ ପୂରା କାମ। ମୁଖ ଦର୍ଶନ ପାଇଁ ଯିବାକୁ ପଡ଼ିବ ଲିଫ୍ଚରେ। ଜାଗରରେ ଦର୍ଶନ କରନ୍ତୁ ବିଶ୍ୱର ସବୁଠୁ ଉଚ୍ଚ ଶିବମୂର୍ତ୍ତିକୁ

Man in Sonepur throws daughter’s body in forest over fear of getting ostracised
ଜନ୍ମ କଲା ଝିଅକୁ ଜଙ୍ଗଲରେ ଫୋପାଡିଦେଲା ବାପା...

ଯେଉଁ ଝିଅକୁ ଜନ୍ମ କରିଥିଲା...ଗାଁ ଲୋକଙ୍କୁ ଡରି ଦେହାନ୍ତ ପରେ ଜଙ୍ଗଲରେ ଫୋପାଡି ଦେଲା। ଏତିକିରେ ଶାନ୍ତି ମିଳିଲାନି ଯେ ଶବ ଉପରେ ଢାଙ୍କି ଦେଲା କାଠ ସାଙ୍ଗକୁ ପତ୍ର

College student hailing from Mayurbhanj works as hairdresser & does odd jobs to fund his studies
ସୈନିକ ହେବା ପାଇଁ ଚୁଟି କାଟି ପାଠ ପଢୁଛନ୍ତି ରୂପକ

ଅଟକେଇ ପାରିନି ଆର୍ଥିକ ଅନାଟନ। କାଠହାଣି ଜଙ୍ଗଲରେ ବିକ୍ରି କରୁଛନ୍ତି, ହଷ୍ଟେଲରେ ପୁଣି ଚୁଟି କାଟୁଛନ୍ତି। ଯେତିକି ରୋଜଗାର ହେଉଛି ସେତିକି ପାଠ ପଢିବା ସହ ସୈନିକ ହେବାର ସ୍ୱପ୍ନ ଦେଖୁଛନ୍ତି ରୂପକ

Mother cries for financial help for treatment of son with kidney failure
ପୁଅ କିଡନୀ ରୋଗରେ, ବାପା ହୋଟେଲ୍‌ରେ...

ଭେଣ୍ଡିଆ ପୁଅର ଦୁଇଟି ଯାକ କିଡନୀ ଖରାପ। ଘର ଚଳେଇବା ପାଇଁ ହୋଟେଲରେ କାମ କରୁଛନ୍ତି ବାପା। ଯେତିକି ଯାହା ରୋଜଗାର ହେଲା ସେତିକିରେ ଚଳେ ପରିବାର। ଦିନେ କାମ କଲେ ଆରଦିନକୁ ଘରେ ଚୁଲି ଜଳିବ। ପୁଅକୁ ଔଷଧ ଦେବାକୁ ବାପା ଟଙ୍କା ଆଣିବ ବା କେଉଁଠୁ?

 Man allegedly kills wife and performs ritualistic worship in dhenkanal
ତନ୍ତ୍ର ସାଧନା ପାଇଁ ସ୍ତ୍ରୀର ଜୀବନ ନେଲା ପିଶାଚ ସ୍ୱାମୀ, ହତ୍ୟା ପରେ ଉଲଗ୍ନ କରି ଜଙ୍ଗଲରେ ପୂଜାର୍ଚ୍ଚନା...

ତନ୍ତ୍ର ସାଧନା ପାଇଁ ସ୍ତ୍ରୀର ଜୀବନ ନେଲା ସ୍ୱାମୀ। ମୁଣ୍ଡରେ ତନ୍ତ୍ର ସାଧନାର ନିଶା ଏତେ ମାତ୍ରାରେ ଥିଲା ଯେ, ସ୍ତ୍ରୀକୁ ହତ୍ୟା ପରେ ଉଲଗ୍ନ କରି ଜଙ୍ଗଲରେ ପୂଜାର୍ଚ୍ଚନା କଲା।

High security jail to come up on Bhubaneswar outskirts
ଭୁବନେଶ୍ୱର ଉପକଣ୍ଠରେ ହେବ ହାଇ ସିକ୍ୟୁରିଟି ଜେଲ୍‌

ଭୁବନେଶ୍ୱର ଉପକଣ୍ଠ ଜାମୁଝରୀରେ ନିର୍ମାଣ ହେବେ ହାଇ ସିକ୍ୟୁରିଟି ଜେଲ୍‌। ଝାରପଡ଼ା ଜେଲ୍‌ରେ କଏଦୀ ସଂଖ୍ୟା ବଢୁଥିବାରୁ ଜାମୁଝରୀରେ ୧୫୦ ଏକର ଜାଗାରେ ଏହି ଅତ୍ୟାଧୁନିକ ଜେଲ୍‌ ନିର୍ମାଣ କରାଯିବ।

Today Panchang
Today Panchang 18th Feb 2023: ଆଜି ଏହି ସମୟରେ କୌଣସି କାର୍ଯ୍ୟ ଆରମ୍ଭ କରନ୍ତୁ, ଶୁଭ ଫଳ ପ୍ରାପ୍ତି ହୋଇପାରେ...

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶୁକ୍ରବାର, ଚନ୍ଦ୍ର – ଧନୁ ରାତ୍ରି ୦୧.୪୭ ଗତେ ମକର, ତିଥି – ୧୨ଶୀ ରାତ୍ରି ୧୧.୩୬ ଗତେ ୧୩ଶୀ, ଘାତ ଚନ୍ଦ୍ର – ତୁଳା, କୁମ୍ଭ ରାତ୍ରି ୦୧.୪୭ ଗତେ ସିଂହ, ଘାତ ବାର-ବିଛା...

Imposter posing as doctor, police duped people on the promise of jobs; arrested
ଏମିତି ଲୋକଙ୍କୁ ସାବଧାନ ! ବେଶ ବଦଳାଇ ଲୋକଙ୍କୁ ଚୂନ ଲଗାଉ ଥିଲେ, ଠକେଇ ଟଙ୍କାରେ ଗଢ଼ିଥିଲେ ଯାତ୍ରା ପାର୍ଟି...

ପୋଲିସ ହାତରେ ଠକ-୪୨୦। କେତେବେଳେ ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ ତ ଆଉ କେତେବେଳେ ଡାକ୍ତର ପୁଣି କେତେବେଳେ ଥାନା ଅଧିକାରୀର ପରିଚୟ ଦେଇ ଲୋକଙ୍କଠୁ ଲୁଟ୍‌ କରିଥିଲେ।

Maha Shivratri celebrations
ଦେବ ଦେବ ମହାଦେବଙ୍କ ଜାଗରଯାତ୍ରା: ରାତି ୧୦ଟାରେ ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ଉଠିବ ମହାଦୀପ

ଆଜି ଦେବ ଦେବ ମହାଦେବଙ୍କ ଜାଗରଯାତ୍ରା।  ଏଥିପାଇଁ ଭୋରରୁ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି। ଶୃଙ୍ଖଳିତ ଦର୍ଶନ ପାଇଁ ସବୁଠି ବ୍ୟାପକ ବ୍ୟବସ୍ଥା ହୋଇଛି। 

These cities to submerge underwater
ଫୁଲୁଛି ସମୁଦ୍ର...ବୁଡିଯିବ ଏଇ ସବୁ ସହର

ଭୟଙ୍କର ଭାବରେ ଫୁଲୁଛି ସମୁଦ୍ର। ଏଇ ସବୁ ସହରକୁ ବଢୁଛି ବିପଦ...କେତବେଳେ ବି ବୁଡିପାରେ ଭାରତର ଏଇ ସବୁ ଅଂଚଳ

Why do railway tracks have crushed stones alongside them ?
ରେଲୱେ ଟ୍ରାକ୍‌ରେ କାହିଁକି ବିଛାଯାଏ ପଥର?

ଜାଣିଛନ୍ତି କି? ରେଲୱେ ଟ୍ରାକ୍‌ରେ କାହିଁକି ବିଛାଯାଏ ଏତେମାତ୍ରାରେ ପଥର? ଜାଣନ୍ତୁ କଣ ରହିଛି କାରଣ...

Commissionerate police personnel begin exercise to shape up
ଚାକିରି ବଞ୍ଚାଇବାକୁ ପଡିଆରେ ପୋଲିସ୍‌

ସବୁ ପୋଲିସ ବାବୁଙ୍କୁ ଚାକିରି ଚିନ୍ତା। ଫିଟ୍‌ ନିର୍ଦ୍ଦେଶନାମା ଆସୁ ଆସୁ ସକାଳୁ ସକାଳୁ ପଡିଆରେ ଦଣ୍ଡ-ବୈଠକ ମାରୁଛନ୍ତି ଖାକି ବାବୁ। ୧୫ ଦିନକୁ ଥରେ ଓଜନ ହେବାକୁ ନେଇ ଚିନ୍ତା ଅଫିସରଠୁ କର୍ମଚାରୀ

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।