ଦେହରୁ ଛାଡ଼ିନି ହୋଲି ରଙ୍ଗ, ହେଲେ ତା’ପୂର୍ବରୁ ଚାଲିଗଲା ଜୀବନ। ବାଥରୁମ୍ ଭିତରୁ ମିଳିଲା ଦମ୍ପତିଙ୍କ ମୃତଦେହ। ହୋଲି ଖେଳି ଘରକୁ ଆସିବା ପରେ ରହସ୍ୟଜନକ ଭାବେ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି।
ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଇନଷ୍ଟାଗ୍ରାମ ଡାଉନ୍ ଥିବା ସୂଚନା ମିଳିଛି। ଇନଷ୍ଟାଗ୍ରାମ ପେଜ୍ ଖୋଲିବା ମାତ୍ରେ ଏଥିରେ ଏରର୍ ଆସୁଥିବା ଦେଖିବାକୁ ମିଳିଛି।
୧୨ ଘଣ୍ଟା ପରେ ବି ପୁରୀ ମରିଚିକୋଟ ଛକ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ଆୟତ୍ତ ହୋଇପାରନି। ନିଆଁ ଲିଭାଇବା ଲାଗି ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ୍ ହେବାକୁ ପଡ଼ିଛି।
ବଲିଉଡର ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ସତୀଶ କୌଶିକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା।
ଝିଅ ଲାଗି ଜ୍ୱାଇଁ ଦେଖିବାକୁ ଯାଇଥିଲେ । ବାଟରେ ଛକିଥିଲା ଯମ...ଭୟାନକ ଦୁର୍ଘଟଣାରେ ଚାଲିଗଲା ପ୍ରାଣ । କିଛିଦିନ ପରେ ଯେଉଁ ବାହାଘର ହୋଇଥାଆନ୍ତା ଏବେ ସେଇଠୁ କୋକେଇ ଉଠିଲା
ବାହାଘରର ୧୨ ଦିନ ପରେ...ବୋହୂକୁ ମାରିଦେଲେ ଶାଶୂଘର ଲୋକ? ଅଧ ରାତିରେ ଫୋନ୍ ପାଇବା ପରେ ଭୋଭୋ କାନ୍ଦୁଛି ମାଆ...ଧୈର୍ଯ୍ୟହରା ବାପା
ବେକାରୀଙ୍କ ପାଇଁ ବଡ଼ ଖବର । ଏଣିକି ଛତିଶଗଡ଼ ରାଜ୍ୟର ସବୁ ବେକାରୀଙ୍କୁ ମାସକୁ ମିଳିବ ୨୫ ଶହ ଟଙ୍କା...ଏମିତି କରନ୍ତୁ ଆପ୍ଲାଏ
ବୋର୍ଡ ଅଫିସ୍ରେ ନାଲିପାଣି କାହାର ଦରକାର କିରେ? ଏଇଠି କ’ଣ ବଡ, ଛୋଟ ସବୁ ଭର୍ତ୍ତି ହୋଇ ରହିଛି ମଦ ବୋତଲ । ନାରଣ କଣ ହୋଇଛି କିରେ?
OYO ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲଙ୍କ ୱେଡିଂ ରିସେପସନ୍ରେ ସଫ୍ଟବ୍ୟାଙ୍କ ମୁଖ୍ୟ ମାସୋୟୋଶି ସନ୍ଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ। ଗତକାଲି ଦିଲ୍ଲୀରେ ରିସେପସନ୍ ପାର୍ଟି ଆୟୋଜିତ ହୋଇଥିଲା।
ରଙ୍ଗ ବଦଳରେ ବୋହିଲା ରକ୍ତ ନଦୀ। ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି।
ରାସାୟନିକ ରଙ୍ଗ ବଦଳରେ ପ୍ରାକୃତିକ ଓ ପରିବେଶ ଅନୁକୂଳ ରଙ୍ଗ ବ୍ୟବହାର କରନ୍ତୁ। ରଙ୍ଗରେ ବେଳେବେଳେ କାଚ ଗୁଣ୍ଡ ବା ଆଜ୍ବେଷ୍ଟସ୍ ଗୁଣ୍ଡ ପରି ବିପଜ୍ଜନକ ଉପାଦାନ ମଧ୍ୟ ମିଶାଯାଇଥାଏ। ଏହା କିଡନୀ, ଲିଭର୍, ହାଡ, ଆଖିକୁ କ୍ଷତି ପହଞ୍ଚାଇବା ସହ ଆଜ୍ମା ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ।...
ରଙ୍ଗ ଲଗାଇବା ପାଇଁ ମଜା ତ ଲାଗେ କିନ୍ତୁ ଶରୀରରୁ ରଙ୍ଗ ଛଡ଼ାଇବା କଷ୍ଟ। ତେବେ ରଙ୍ଗ ଖେଳିବା ପୂର୍ବରୁ ପ୍ରଥମେ ନିଜ ଶରୀରରେ ସୋରିଷ ତେଲ, ନଡ଼ିଆ ତେଲ କିମ୍ୱା କୌଣସି ମଶ୍ଚରାଇଜର କ୍ରିମ୍କୁ ଭଲଭାବରେ ମାଲିସ କରନ୍ତୁ।
ଆଜିକାଲି ଯିଏ ଯେତେ ଦାମୀ କୁକୁର ରଖିଲା ତାକୁ ନେଇ ସେତିକି ଚର୍ଚ୍ଚା ମଧ୍ୟ ହେଲା। ତେବେ ଏମିତି ଜଣେ ବ୍ୟକ୍ତି ଦାମୀ ଏବଂ ବିରଳ ପ୍ରଜାତିର କୁକୁର ପାଳିବାକୁ ଯାଇ କିଭଳି ହଟହଟାର ସାମ୍ନା କରିଛନ୍ତି।
ହୁକା ବାର୍ରେ କୋଲ୍ଡ ଡ୍ରିଙ୍କସ୍ରେ ନିଶାଦ୍ରବ୍ୟ ମିଶାଇ ୧୬ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହା ପୂର୍ବରୁ ନାବାଳିକାଙ୍କର ଅଶ୍ଳୀଳ ଭିଡିଓ କରି ଅଭିଯୁକ୍ତ ଜଣକ ବ୍ଲାକ୍ମେଲିଂ କରି ଆସୁଥିଲା।
‘ଚିନ୍ମୟୀଙ୍କୁ ମର୍ଡର କରାଯାଇ ନାହିଁ। ପାଣିରେ ବୁଡ଼ି ଚିନ୍ମୟୀଙ୍କର ମୃତ୍ୟୁ ହୋଇଛି।’ ବୁର୍ଲା ଭିସୁଟ୍ର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାକୁ ନେଇ ପ୍ରେସ୍ମିଟ୍ରେ ସମ୍ବଲପୁର ଏସ୍ପି ଏହି ସୂଚନା ଦେଇଛନ୍ତି।
ଭୁବନେଶ୍ୱରରେ ବିକ୍ଷୋଭ ବେଳେ ବିଜେପି କର୍ମୀଙ୍କ ଉପରେ ପୋଲିସର ଆକ୍ରମଣ ଓ ବ୍ୟବହାରକୁ ନେଇ ବିଜେଡିର ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ ପ୍ରଶ୍ନ ଉଠାଇଛନ୍ତି।
ଯେଉଁଦିନ ପ୍ରମୋସନ ପାଇଲେ, ସେଦିନ ଭିଜିଲାନ୍ସ ହାତରେ ଧରାପଡ଼ିଲେ। ଲମତାପୁଟ ଏସିଏଫ୍ ସୁରଜିତ୍ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି।
ଯାତ୍ରା ଓ ମେଲୋଡିରେ ଅଶ୍ଳୀଳତା ଓ ନଗ୍ନ ପ୍ରଦର୍ଶନକୁ ଆଦ୍ରୌ ପ୍ରଶୟ ଦିଆଯିବ ନାହିଁ। ଏପରିକି ଦ୍ୱିଅର୍ଥବୋଧକ ସଂଳାପ ମଧ୍ୟ ରହିବନି।
ଭୂଷଣ୍ଡପୁର ଗାଁରେ ଭୟଙ୍କର ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। କଟକ SCB ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆଖି ବୁଜିଛନ୍ତି।
୧୦୫ ବର୍ଷୀୟ ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କୁ ଶୋଭାଯାତ୍ରାରେ ମଶାଣିକୁ ନିଆଯାଇଥିଲା। ଏହି ସମୟରେ ଡିଜେ ସାଉଣ୍ଡ ସହ ସମସ୍ତେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।