ଇନଷ୍ଟାଗ୍ରାମରେ ଲାଇଭ କଲାବେଳେ, ଅଭାବନୀୟ ଘଟଣା। ଜଣକ ପରେ ଜଣେ ପାଣିରେ ବୁଡ଼ି ୪ ଜଣଙ୍କ ଜୀବନ ଚାଲି ଯାଇଛି।
ବାଡ଼ିରୁ ଝାମ୍ପି ନେଇ ବୃଦ୍ଧାଙ୍କ ଜୀବନ ନେଲା ମହାବଳ ବାଘ। ଘରଠାରୁ କିଛି ଦୂରକୁ ନେଇ ମହାବଳ ବାଘ ବୃଦ୍ଧାଙ୍କୁ ମାରି ଛାଡ଼ି ପଳାଇଥିବା ଜଣାପଡ଼ିଛି।
ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ, ସୋମବାର, ଚନ୍ଦ୍ର – କୁମ୍ଭ ଅହୋରାତ୍ର, ତିଥି – ୧୪ଶୀ ରାତ୍ରି ୦୧.୪୭ ଗତେ ଅମାବାସ୍ୟା, ଘାତ ଚନ୍ଦ୍ର – ମିଥୁନ, ମୀନ ଅହୋରାତ୍ର, ଘାତ ବାର- ମିଥୁନ,ପୁଷ୍କର ଦୋଷ – ରାତ୍ରି...
ବିଜ୍ଞାପନ ବଦଳରେ ହଠାତ୍ ଏଲ୍ଇଡି ସ୍କ୍ରିନ୍ରେ ପ୍ରସାରଣ ହେଲା ଅଶ୍ଲୀଳ ଫିଲ୍ମ। ତା’ବି ପୁଣି ସର୍ବସାଧାରଣ ସ୍ଥାନରେ। ଏଥିପାଇଁ ଲୋକଙ୍କୁ ଲଜ୍ଜିତ ହେବାକୁ ପଡ଼ିଥିଲା।
ବଲିଉଡ୍ର ଭାଇଜାନ ସଲମାନ ଖାନଙ୍କ ଘର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା। ଇ-ମେଲ୍ରେ ହତ୍ୟା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।
ଆଜିକୁ ମିଶାଇ ଦୁଇ ଦିନ ଯାଏ ତାଣ୍ଡବ ରଚିବ ପଶ୍ଚିମା ଝଡ଼ । ୨ ଦିନ ଯାଏ ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ କରିଛି।
ମାଟ୍ରିକ ପରୀକ୍ଷା ଦେବେ ବୋଲି ପରୀକ୍ଷାର୍ଥୀ ଏବଂ ଅଭିଭାବକଙ୍କୁ ନାକେଦମ ହେବାକୁ ପଡୁଛି । କିଏ ୪୫ କିଲୋମିଟର ଦୂରକୁ ପ୍ରତିଦିନ ଯା’ଆସ କରୁଛନ୍ତି ତ ଆଉ କିଏ ଘରଭଡ଼ା ନେଇ ରହିବା ସହ ପରୀକ୍ଷା ଦେଉଛନ୍ତି।
ଶ୍ରୀମନ୍ଦିର ଗର୍ଭଗୃହରେ ପଶି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି ସମ୍ଭାବ୍ୟ କ୍ଷତି ପହଞ୍ଚାଉଥିବା ମୂଷାଙ୍କ ପ୍ରାଦୁର୍ଭାବକୁ ରୋକିବା ପାଇଁ ଆସିଥିବା ସ୍ୱତନ୍ତ୍ର ମେସିନ କାମରେ ଲାଗିପାରିବନି।
ମହଙ୍ଗା ପଡ଼ିଲା ଗର୍ଲଫ୍ରେଣ୍ଡ୍କୁ ଧୋକା ଦେଇ ଅନ୍ୟ ଯୁବତୀଙ୍କ ସହ ଡିନର୍ ଡେଟ୍ରେ ଯିବା। ରାସ୍ତାକଡ଼ରେ ଚେୟାରରେ ବସି ଅନ୍ୟ ଯୁବତୀଙ୍କ ସହ ଖାଉଥିବା ବେଳେ ଧରି ପକାଇଥିଲେ ଗର୍ଲଫ୍ରେଣ୍ଡ୍।
କୂଅ ଭିତରୁ ମିଳିଲା ଯୁବତୀଙ୍କ ମୃତଦେହ। ପ୍ରେମିକାର ତଣ୍ଟି ଚିପି ହତ୍ୟା ପରେ ପ୍ରେମିକ ମୃତଦେହ କୂଅରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି।
ଡିଜେ ଆଜେକ୍ସଙ୍କ ମୃତ୍ୟୁର କାରଣ କ’ଣ ? କେମିତି ଓ କାହିଁକି ଆଜେକ୍ସଙ୍କ ମୃତ୍ୟୁ ହେଲା ? ପ୍ରେମ ପାଇଁ ଚାଲିଗଲା କି ଜୀବନ ? ଏବେ ଏମିତି କିଛି ପ୍ରଶ୍ନ ଡିଜେ ଆଜେକ୍ସଙ୍କ ମୃତ୍ୟୁ ସହ ସାମ୍ନାକୁ ଆସିଛି।
କଟକ, ଭୁବନେଶ୍ୱରରେ ଯଦି ଆପଣ ଘର ଭଡ଼ାରେ ଦେଉଛନ୍ତି ତା’ହେଲେ ସାବଧାନ ! କାହିଁକି ନା ଭଡ଼ା ଶୁତ୍ରରେ ରହିବା ପରେ ବ୍ଲାକମେଲ୍ କରୁଛନ୍ତି କିଛି ଲୋକ।
ରହସ୍ୟ ଘେରରେ ଲୋକପ୍ରିୟ ଡିଜେ ଆଜେକ୍ସ(DJ Azex)ଙ୍କ ମୃତ୍ୟୁ। ଭୁବନେଶ୍ୱର ସ୍ଥିତ ଘରୁ ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି।
କୁଆପଥର ମାଡ଼ ସହ ୪୦ରୁ ୫୦ କି.ମି. ବେଗରେ ପବନ ବହିପାରେ। ଏନେଇ ୧୫ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ ହୋଇଛି। ଆଜି ଭୋର ୪ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।
ସରକାରୀ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ। ଖାଲି ପଡ଼ିଥିବା ସିନିୟର ଆସୋସିଏଟ୍( Senior Associate ) ପଦବୀ ପାଇଁ ଗେଲ୍ ଗ୍ୟାସ୍ ଲିମିଟେଡ୍ ବିଜ୍ଞପ୍ତି ଜାରି କରିଛି।
ସରକାରୀ ବସ୍ରେ ମହିଳାଙ୍କ ପାଇଁ ମାଗଣା ଯାତ୍ରା, ଏହାସହ ବିଧବା ଭତ୍ତା ବୃଦ୍ଧି। ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀ କେନ୍ଦ୍ରଶାସିତ ଅଞ୍ଚଳବାସୀଙ୍କ ପାଇଁଏହି ମାଗଣା ବସ୍ ଟ୍ରିପ୍ ଘୋଷଣା କରିଛନ୍ତି।
ପ୍ରଥମେ ନାବାଳିକା ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇଲା, ପରେ ଦୁଷ୍କର୍ମ କଲା। ଏତିକିରେ ଥମିନଥିଲା ଅତ୍ୟାଚାର, ଛାତ୍ରୀଙ୍କ ଛାତିରେ ବ୍ଲେଡ୍ରେ ନିଜ ନାଁ ଲେଖି ଧମକ ମଧ୍ୟ ଦେଲା ଅଭିଯୁକ୍ତ।
ମାଟ୍ରିକ ପରୀକ୍ଷା ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ବିଭ୍ରାଟ ହୋଇଛି। ‘ବି’ ସେଟ୍ ପ୍ରଶ୍ନପତ୍ରରେ ‘ଏ’ ସେଟ୍ର ପ୍ରଶ୍ନ ରହିଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।
ବ୍ୟାନ୍ ହଟିବା ପରେ ଟ୍ରମ୍ପ ଫେସ୍ବୁକ୍ରେ ପ୍ରଥମ ପୋଷ୍ଟ ଶେୟାର କରିଛନ୍ତି। ୧୨ ସେକେଣ୍ଡର ଭିଡିଓ ପୋଷ୍ଟ ସହ ଟ୍ରମ୍ପ ଲେଖିଛନ୍ତି-“I'M BACK ! ”। ଭିଡିଓରେ ଟ୍ରମ୍ପଙ୍କ ୨୦୧୬ ନିର୍ବାଚନର ବିଜୟୀ ଭାଷଣ ରହିଛି।