ବ୍ରିଟେନ୍କୁ ମୁହଁତୋଡ଼ ଜବାବ ଦେବା ପରେ ମୋଦି ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛି ପାକିସ୍ତାନ୍ ମିଡିଆ । ଦୁଇ ଦିନ ପୂର୍ବରୁ ବ୍ରିଟେନରୁ ଆସୁଥିବା ନାଗରିକଙ୍କ ପାଇଁ ଭାରତ ସରକାର କଡା ନିୟମ ଘୋଷଣା କରିଛନ୍ତି ।
ପୁଣି ବଢ଼ିଲା ତେଲ ଦର । ସଙ୍କଟ ସମୟରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି ତୈଳ ଦର । ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ରେକର୍ଡ ସ୍ତରରେ ରହିଛି । ଅକ୍ଟୋବରରେ ପେଟ୍ରୋଲ ଏବଂ ଡିଜେଲ ଦର...
ଫୋକସ୍ରେ ଭବାନୀପୁର । ପଶ୍ଚିମବଙ୍ଗର ହାଇପ୍ରୋଫାଇଲ୍ ଭବାନୀପୁର ବିଧାନସଭା ଆସନ ନେଇ ଭୋଟ୍ ଗଣନା ଚାଲିଛି । ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରେ ଲିଡ୍ରେ ଅଛନ୍ତି । ଆଜି ଭୋଟ ଗଣତି ଆରମ୍ଭରୁ ହିଁ ଆଗୁଆ ଅଛନ୍ତି ମମତା ବାନାର୍ଜୀ ।
ଗୋଟିଏ ନଳକୂପ ପାଖରେ ଶହ ଶହ ଲୋକଙ୍କ ଭିଡ । ପାଣି ନେବା ପାଇଁ ହାତରେ ଗରା, ବାଲଟି ଧରି ଘଂଟା ଘଂଟା ଲମ୍ବା ଧାଡିରେ ଛିଡାହେବାକୁ ପଡୁଛି । ପୁଣି ତାହା ଭିତରେ ବି ପାଟିତୁଣ୍ଡ ଲାଗିଯାଉଛି, କିଏ ଆଗ ପାଣି ନେବ ପ୍ରତିଯୋଗିତା ଚାଲୁଛି ।...
ଟ୍ୱିଟର୍କୁ ଫେରିବେ କି ଡୋନାଲ୍ଡ ଟ୍ରମ୍ପ୍ ? ରିଷ୍ଟୋର୍ ହେବ କି ବ୍ଲକ୍ ହୋଇଥିଲା ଆକାଉଣ୍ଟ୍ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ ଫ୍ଲୋରିଡାର ଜଣେ ସଂଘୀୟ ଜଜଙ୍କୁ ଟ୍ୱିଟର ଆକାଉଣ୍ଟ ରିଷ୍ଟୋର୍ କରିବା କରିବାକୁ ଅନୁରୋଧ କହିଛନ୍ତି ।
ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାର ପର୍ଦ୍ଦାଫାଶ ହେବ କି ? କାହିଁକି ଓ କିପରି ଜୀବନ ହରାଇଲେ ମହନ୍ତ ? କିଏ ଉସକାଇଥିଲା ନା ସେ ବିଷାଦଗ୍ରସ୍ତ ଥାଇ ଏପରି ନିଷ୍ପତ୍ତି ନେଇଛନ୍ତି ? ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ...
ସୁଧୁରୁନି ପଡ଼ୋଶୀ ଦେଶ, ପୁଣି ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ବ୍ୟସ୍ତ । କେତେବେଳେ ଅନୁପ୍ରବେଶ ଉଦ୍ୟମ ତ କେତେବେଳେ ଅସ୍ତ୍ରବିରତି ଉଲ୍ଲଂଘନ ଆଉ ପୁଣି କେତେବେଳେ ବେଆଇନ୍ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ । ସୀମା ନିକଟସ୍ଥ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ସର୍ବଦା ଚେଷ୍ଟା କରୁଛି ପାକିସ୍ତାନ ।
ଦେଶରେ ବିଜୁଳି ସଙ୍କଟ ସମ୍ଭାବନା । ଘୋର ବିଜୁଳି ସଙ୍କଟ ଦେଇ ଗତି କରୁଥିବା ଚୀନ ପରି ଭାରତର ମଧ୍ୟ ସ୍ଥିତି ହୋଇପାରେ । ଅନେକ ଶିଳ୍ପ ଗୁଡିକର ବିଦ୍ୟୁତ୍ କାଟ୍ କରାଯାଉଛି । ଏହାର ପ୍ରଭାବ ଶିଳ୍ପ ଗୁଡିକର ଅର୍ଥ ବ୍ୟବସ୍ଥା ଉପରେ ପଡ଼ିପାରେ ବୋଲି...
ସ୍ୱାର୍ଥପର ଦୁନିଆରେ ଜଣେ ନିସ୍ୱାର୍ଥପର ମଣିଷ । ଅସହାୟ ଗାଈଗୋରୁଙ୍କ ପାଇଁ ଦେବଦୂତ ଭଳି । ଲୋକେ ଯେତେବେଳେ ନିଜ ବୃଦ୍ଧ ମାବାପାଙ୍କୁ ମଧ୍ୟ ଘରୁ ତଡି ଦେଉଛନ୍ତି ସେତେବେଳେ ବାଟରେ ଅସହାୟ ଅବସ୍ଥାରେ ବୁଲୁଥିବା ଗାଈଗୋରୁଙ୍କୁ ଘରକୁ ନେଇଯାଆନ୍ତି ଅଶୋକ ସାହୁ । ନିଜ ଖର୍ଚ୍ଚରେ ଏକ ଗୋଆଶ୍ରମ...
ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧୁସିତ ଅଞ୍ଚଳ ହୋଇଥିବା ବେଳେ ପ୍ରାକୃତିକ ପରିବେଶ ମଧ୍ୟ ଭରପୁର ରହିଛି । ଆଉ ଏହି ଜିଲ୍ଲାର ପାଣିପାଗକୁ ବେଶ ଖାପ ଖୁଆଛି ଲାଖ ଚାଷ । ଶିମିଳିପାଳ ପାଦଦେଶରେ ଥିବା ଠାକୁରମୁଣ୍ଡା ବ୍ଲକରେ ପ୍ରଥମେ ଆଦିବାସୀ ଉନୟନ ସଂସ୍ଥା ପକ୍ଷରୁ ଲାଖ...
ଗାନ୍ଧୀଙ୍କ ଆଦର୍ଶ ଓ ଅହିଂସା ମାର୍ଗ ସାରା ବିଶ୍ୱରେ ଅନୁକରଣୀୟ ହୋଇଛି । ଭାରତ ବର୍ଷରେ ମଧ୍ୟ ଗାନ୍ଧୀଜୀଙ୍କ ଚିନ୍ତା ଚେତନାକୁ ବହୁମାତ୍ରାରେ ସରକାର କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ସ୍ୱାଧୀନତା ଆନ୍ଦୋଳନ ସମୟରେ ଗାନ୍ଧୀଜୀ ଯେଉଁ ସବୁ ସ୍ଥାନକୁ ଯାଇ ସଂଗ୍ରାମକୁ ପ୍ରଜ୍ୱଳିତ କରିଥିଲେ, ସେ ସବୁ...
ବିପୁଳ ଭୋଟରେ ବିଜୟୀ ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ? ଭବାନୀପୁର ସିଟ୍ରୁ ବିଜୟ ହାସଲ କରିବା ମମତା ବାନାର୍ଜୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ଦୃଢ଼ୋକ୍ତି କରିଛି ଟିଏମସି ।
ଭାରତ-ଚୀନ ସୀମାରେ ସୁଧୁରୁଛି ସ୍ଥିତି । ଗତ ୬ମାସ ହେଲା ସ୍ଥିତି ସ୍ୱାଭାବିକ ହେଉଛି । ସୈନ୍ୟ ପ୍ରତ୍ୟାହାର ପାଇଁ ଦୁଇ ଦେଶ ମଧ୍ୟରେ ଏଯାବତ୍ ୧୨ ଥର ଆଲୋଚନା ହୋଇଥିବା ବେଳେ ଆସନ୍ତା ସପ୍ତାହରେ ପରବର୍ତ୍ତୀ ପର୍ଯ୍ୟାୟ ମଧ୍ୟ ଆଲୋଚନା ହେବ ବୋଲି ସ୍ଥଳସେନା ମୁଖ୍ୟ ଜେନେରାଲ...
ପଞ୍ଜାବ କଂଗ୍ରେସରେ ରାଜନୈତିକ ଅସ୍ଥିରତା ଜାରି ରହିଛି । ଆଉ ଏହାରି ମଧ୍ୟରେ ରାଜ୍ୟରେ ଆଉ ଏକ ପରିବର୍ତ୍ତନ ପାଇଁ କଂଗ୍ରେସ ହାଇକମାଣ୍ଡ ପ୍ରସ୍ତୁତି ଚଳାଇଛି । ରାଜ୍ୟ ସଭାପତି ଏବଂ ମୁଖ୍ୟମନ୍ତ୍ରୀ ବଦଳାଇବା ପରେ ପଞ୍ଜାବ କଂଗ୍ରେସରେ ରାଜ୍ୟ ପ୍ରଭାରୀ ମଧ୍ୟ ବଦଳିପାରନ୍ତି ବୋଲି କୁହାଯାଉଛି ।
ଅମଲାତନ୍ତ୍ର ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ଆଚରଣରେ ଖୁସି ନୁହଁନ୍ତି ଚିଫ୍ ଜଷ୍ଟିସ୍ । ଦେଶର ଅମଲାତନ୍ତ୍ର ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କ ମନୋଭାବକୁ ନେଇ ପ୍ରଧାନ ବିଚାରପତି ଏନ.ଭି ରାମଣାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ପୁଣି ଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କର ଆଜି ଜନ୍ମଦିନ । ୧୯୦୪ ମସିହା ଆଜିର ଦିନରେ ଉତ୍ତରପ୍ରଦେଶ ମୋଗଲସରାଇରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୁନସି ଶାରଦା ପ୍ରସାଦ, ସେ ବୃତ୍ତିରେ ଶିକ୍ଷକ ଥିଲେ ଏବଂ ମାତାଙ୍କ ନାମ ରାମ ଦୁଲାରୀ ।...
ଲୁହାପଥର ଓ କୋଇଲା କିଣା ନେଇ ୫୬ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ । ନୂଆଦିଲ୍ଲୀରେ ଥିବା PEC ଲିମିଟେଡ୍ ଓ ସୁନ୍ଦରଗଡ଼ରେ ଥିବା ଏକ ଘରୋଇ କମ୍ପାନିରେ ଦୂର୍ନୀତି ଅଭିଯୋଗ ଆସିବା ପରେ ଆକ୍ସନ୍ ମୁଡକୁ ଆସିଛି ସିବିଆଇ
ଉତ୍ତରପ୍ରଦେଶରେ ଦିନକୁ ଦିନ ଅପରାଧିକ ଗତିବିଧି ବଢ଼ିବଢ଼ି ଚାଲିଛି । ପୋଲିସ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ । ସ୍ପଷ୍ଟ ଦିବାଲୋକରେ ଗୋଟିଏ ପରେ ଗୋଟିଏ ହତ୍ୟା କରୁଛନ୍ତି ଦୁର୍ବୃତ୍ତ, ଆଉ ହତ୍ୟାକାଣ୍ଡ ଘଟାଇବା ପରେ ମଧ୍ୟ ବିନ୍ଦାସ ବୁଲୁଛନ୍ତି
ତାଲିବାନଙ୍କ ନୂତନ ନିର୍ଦ୍ଦେଶ ପରେ ଗଣମାଧ୍ୟମ କୌଣସି ପ୍ରସଙ୍ଗରେ ସନ୍ତୁଳିତ ରିପୋର୍ଟ ପ୍ରଦାନ କରିପାରିବ ନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ମିଡିଆ ନିକଟକୁ ସେପଟି କୌଣସି ନିର୍ଦ୍ଦେଶ ଆସିନାହିଁ । ତାଲିବାନ ଅଧିକାରୀଙ୍କ ପ୍ରତିକ୍ରିୟା ନଆସିବା ପର୍ଯ୍ୟନ୍ତ ସେହି ପ୍ରସଙ୍ଗରେ କୌଣସି ପ୍ରକାରର ଖବର ପ୍ରକାଶ ପାଇବ...
ଡିଏନ୍ଏ ଟେଷ୍ଟ୍ କରିବା ବାଧ୍ୟତାମୂଳକ ନୁହେଁ । କୌଣସି ବ୍ୟକ୍ତିଙ୍କୁ ଡିଏନ୍ଏ ଟେଷ୍ଟ୍ ପାଇଁ ବାଧ୍ୟ କରିବା ତାଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଏବଂ ଗୋପନୀୟତା ଅଧିକାରର ଉଲ୍ଲଂଘନ ଅଟେ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।