• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Mauro Morandi
ଶୂନଶାନ୍ ଦ୍ୱୀପରେ ୩୨ ବର୍ଷ, ଏକଲାପଣରେ ସାଥୀ ହୋଇଥିଲେ ପଶୁପକ୍ଷୀ

ନିର୍ଜନ ଓ ଶୂନଶାନ ଦ୍ୱୀପରେ ୩୨ ବର୍ଷ । ପାଖରେ ସାଙ୍ଗସାଥୀ, ବନ୍ଧୁପରିଜନ, ପରିବାର ଲୋକ କେହି ନଥିଲେ । ହେଲେ ନିଛାଟିଆ ଦ୍ୱୀପରେ ଶାନ୍ତି ଅନୁଭବ ହେଉଥଇଲା । ମୁକ୍ତ ବିହଙ୍ଗ ପରି ସେ ମନ ଇଚ୍ଛା ଘୁରି ବୁଲୁଥିଲେ । ଜଣେ ଇଟାଲୀୟ ନାଗରିକ ୩୨...

heavy rain
ମହାରାଷ୍ଟ୍ରରେ ମୂଷଳଧାରାରେ ବର୍ଷା : ବଜ୍ରାଘାତରେ ୧୩ ମୃତ

ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ମରାଠୱାଡା ଅଞ୍ଚଳରେ ପ୍ରବଳ ବର୍ଷା, ବନ୍ୟା ଏବଂ ବଜ୍ରପାତ ଯୋଗୁଁ ଅତି କମରେ ୧୩ ଜଣଙ୍କର ଜୀବନ ଯାଇଛି । ତେବେ ୫୬୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF)...

PM Modi
ଦେଶକୁ ମିଳିଲା ସ୍ୱତନ୍ତ୍ର ଗୁଣବିଶିଷ୍ଟ ୩୫ ଫସଲର କିସମ : ମୋଦି କହିଲେ, ବଢ଼ିବ ଚାଷୀଙ୍କ ଆୟ

ଚାଷୀଙ୍କ ପାଇଁ ଖୁସି ଖବର । ଲୋକାର୍ପିତ ହୋଇଛି ସ୍ୱତନ୍ତ୍ର ଗୁଣବିଶିଷ୍ଟ ୩୫ ଫସଲର କିସମ । ଏହି କିସମ ଗୁଡିକରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଦେଖାଦେଉଥିବା ପ୍ରଭାବକୁ ରୋକି ପାରୁଥିବା କ୍ଷମତା ସହ ଉଚ୍ଚ ପୋଷକ ତତ୍ତ୍ୱ ରହିଛି

 Zojila tunnel
ଏସିଆର ସବୁଠାରୁ ଲମ୍ବା ଟନେଲ୍ ଜୋଜିଲା : ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ

ଏସିଆର ସବୁଠୁ ଲମ୍ବା ଟନେଲ୍ ଜୋଜିଲାର ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ । ଜୋଜିଲା ଟନେଲର ନିର୍ମାଣ କାର୍ଯ୍ୟକୁ ସମୀକ୍ଷା କରିବା ସହ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ନୀତିନ ଗଡ଼କରୀ । ଶ୍ରୀନଗରରୁ ଯାତ୍ରୀ ଏହି ଟନେଲ୍ ଦ୍ୱାରା ଖୁବ୍ ଶୀଘ୍ର ଓ ସୁରକ୍ଷିତ ଭାବେ...

Pakistan home to 12 foreign terrorist organisations: CRS report
ପାକିସ୍ତାନରେ ୧୨ ଦୁର୍ଦ୍ଦଶ ଆତଙ୍କୀ ସଂଗଠନ, ୫ ସଂଗଠନର ଟାର୍ଗେଟ ଭାରତ : ରିପୋର୍ଟ

ଗୋଟିଏ କି ଦୁଇଟି ନୁହେଁ ପାକିସ୍ତାନ ପାଳୁଛି ୧୨ ଦୁର୍ଦ୍ଦଶ ଆତଙ୍କୀ ସଂଗଠନ । ଆତଙ୍କବାଦ ଉପରେ ଆମେରିକାର Congressional Research Service (CRS)ର ରିପୋର୍ଟରେ ପାକିସ୍ତାନ ସମ୍ପର୍କରେ ବଡ ଖୁଲାସା କରାଯାଇଛି। ପାକିସ୍ତାନରେ ୧୨ଟି ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନ ଥିବା ସହ ପ୍ରଶିକ୍ଷଣ ନେଉଥିବା ତଥ୍ୟରେ ପ୍ରକାଶ...

china-first-batch-of-aid
ଚୀନ୍‌କୁ ତାଲିବାନୀ ସରକାରଙ୍କ ଥ୍ୟାଙ୍କ୍ ୟୁ ! ଆଫଗାନିସ୍ତାନକୁ ପ୍ରଥମ ସହାୟତା ପଠାଇବେ ଜିନପିଙ୍ଗ୍ ସରକାର

ଚୀନ୍ ସରକାରଙ୍କ ତାଲିବାନୀ ପ୍ରେମ । ତାଲିବାନ ସରକାର ଗଠନ ପରେ ପ୍ରଥମ ସହାୟତା ପଠାଇବେ ଜିନପିଙ୍ଗ୍ ସରକାର । ଆଫଗାନିସ୍ତାନରେ ତାଲିବାନ ସରକାରକୁ ମାନ୍ୟତା ଦେବା ପରେ ୩୧୦ ଲକ୍ଷ ସହାୟତା ଘୋଷଣା କରିଥିଲା ଚୀନ୍  ।

big-success-for-security-forces
LoCରେ ସେନାକୁ ବଡ଼ ସଫଳତା : ପାକିସ୍ତାନୀ ଆତଙ୍କୀଙ୍କୁ ଜୀବନ୍ତ ଧରିଲେ ସୁରକ୍ଷାକର୍ମୀ

ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଭାରତରେ ଆତଙ୍କୀ ଷଡଯନ୍ତ୍ର ପଣ୍ଡ କରିବା ସହ ଜୀବନ୍ତ ପ୍ରମାଣ ସେନା ହାତରେ ଲାଗିଛି । କାଶ୍ମୀରର ଉରିରେ ପାକିସ୍ତାନ ବିରୋଧରେ ଆତଙ୍କବାଦର ଜୀବନ୍ତ ପ୍ରମାଣ ମିଳିଛି । ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସୁରକ୍ଷା...

LATA MANGESHKAR
ଆଜି ସ୍ୱର ସାମ୍ରାଜ୍ଞୀଙ୍କ ଜନ୍ମଦିନ : ପରିବାର ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ ଲତା

କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କର ଆଜି ଜନ୍ମଦିନ । ୯୨ ବର୍ଷରେ ପାଦ ଦେଲେ ସ୍ୱର ସମ୍ରାଜ୍ଞୀ । ଲତା ମଙ୍ଗେଶକରଙ୍କ ନାମ ଆସିବା ମାତ୍ରେ ସମ୍ମାନରେ ମଥାନତ ହୋଇଯାଏ । କାରଣ ଲତାଙ୍କ ସ୍ୱରର ଯାଦୁ ସମସ୍ତଙ୍କୁ ବିମୋହିତ କରେ । କେବଳ ଭାରତରେ ନୁହେଁ, ସାରା ପୃଥିବୀରେ...

Power cuts hit homes in north-east China
ଚୀନରେ ବିଜୁଳି ସଙ୍କଟ ! କଳ କାରଖାନା ଓ ମଲ୍ ବନ୍ଦ, ପାଣି ଗରମ କରିବାକୁ ବାରଣ

ବିଜୁଳି ସଙ୍କଟ ପାଇଁ ଚାଙ୍ଗଚୁନ୍ ଅଞ୍ଚଳରେ ଗତ ସପ୍ତାହରେ ବିଦ୍ୟୁତ୍ ଯୋଗାଣ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା, ଯାହାଫଳରେ ଘର ଏବଂ କାରଖାନାକୁ ସମାନ ଭାବେ ବିଜୁଳି ଯୋଗେଇ ହେବ । ତେବେ ଏଠାରେ ରହୁଥିବା ଲୋକେ ଅନେକ ଅଭିଯୋଗ କରିଛନ୍ତି । ଅଳ୍ପ ସମୟ ବ୍ୟବଧାନରେ ପାୱାର କଟ୍...

pla-soldiers
ଉତ୍ତରାଖଣ୍ଡରେ ଚୀନର ଅନୁପ୍ରବେଶ ଉଦ୍ୟମ : ବ୍ରିଜ୍ ଭାଙ୍ଗିବା ପରେ ପଳାଇଲେ PLA ସେନା

ପୂର୍ବ ଲଦାଖ୍ ପରେ ଉତ୍ତରାଖଣ୍ଡ ଉପରେ ଭୂମାଫିଆ ଚୀନର ନଜର । ଚୀନ୍‌ର ଷଡ଼ଯନ୍ତ୍ର ରୋକିବାକୁ ବିଶ୍ୱ ଏକଜୁଟ୍ ହେଉଥିବା ବେଳେ ଡ୍ରାଗନ୍ ପଡୋଶୀ ଦେଶ ଭାରତ ଉପରେ ବାରମ୍ବାର ଆଖି ପକାଉଛି । ପୂର୍ବ ଲଦାଖରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ଚୀନ୍ ଉତ୍ତରାଖଣ୍ଡର ବାରାହୋଟି ଅଞ୍ଚଳରେ...

unemployment
ପାକିସ୍ତାନରେ ଉତ୍କଟ ବେକାରୀ ସମସ୍ୟା : ଚପରାସୀ ପଦ ପାଇଁ ୧୫ ଲକ୍ଷ ଆବେଦନ

ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଦେଶର ପାଣ୍ଠି ଖର୍ଚ୍ଚ କରୁଥିବା ପଡ଼ୋଶୀ ଦେଶରେ ବର୍ତ୍ତମାନ ବେକାରୀ ହାର ୧୬ ପ୍ରତିଶତ ପର୍ଯ୍ୟସ୍ତ ବୃଦ୍ଧି ପାଇଛି । ବେକାର ଯୁବକଯୁବତୀଙ୍କୁ ରୋଜଗାର ଯୋଗାଇବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକପ୍ରକାର ବିଫଳ ହୋଇଛନ୍ତି ।

drdo
DRDO ତଥ୍ୟ ଚୋରି ଘଟଣା : ଅଭିଯୁକ୍ତଙ୍କ ମୋବାଇଲ୍ ହ୍ୟାକ୍ କରିଥିଲେ ରହସ୍ୟମୟୀ

ମୋବାଇଲ୍ ହ୍ୟାକ୍ କରିଥିଲେ ରହସ୍ୟମୟୀ । DRDO କର୍ମଚାରୀଙ୍କୁ ହନିଟ୍ରାପ୍‌ରେ ପକାଇଥିବା ରହସ୍ୟମୟୀ ସମ୍ପର୍କରେ ମିଳିଲା ଆଉ କିଛି ଚାଞ୍ଚଲ୍ୟକର ତଥ୍ୟ । ରହସ୍ୟମୟୀ ମହିଳା ଜଣକ ଜଣେ ଅଭିଯୁକ୍ତର ମୋବାଇଲ୍ ହ୍ୟାକ୍ କରିଥିବା କଥା ଜଣାପଡ଼ିଛି ।

ganja
ଶରୀର ପାଇଁ କ୍ଷତିକାରକ ନିଶାଦ୍ରବ୍ୟ ? ସୂଚେଇ ଦେବ ସ୍ମାର୍ଟଫୋନ୍‌ର ସ୍ୱତନ୍ତ୍ର ସେନସର୍ !

ସ୍ମାର୍ଟଫୋନ ସେନସର ତଥ୍ୟକୁ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ନିଶା ଅଭ୍ୟାସ ସମ୍ପର୍କରେ ମୂଲ୍ୟାଙ୍କନ କରାଯାଇଥିଲା, ଯାହା ୯୦ ପ୍ରତିଶତ ଠିକ୍ ବୋଲି ଜଣାପଡ଼ିଛି । କୌଣସି ବି ବ୍ୟକ୍ତିଙ୍କ ଫୋନରେ ସେନ୍ସର ବ୍ୟବହାର କରି ସେ କେତେବେଳେ ନିଶା ଖାଇବା ପାଇଁ ଚାହୁଁଛନ୍ତି, ସେ ସମ୍ପର୍କରେ ମଧ୍ୟ...

Adarsha Vidyalaya
ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭିବିଷ୍ୟତ : ଶିଳାନ୍ୟାସ ପରେ ବି ତିଆରି ହୋଇପାରୁନି ଆଦର୍ଶ ବିଦ୍ୟାଳୟ

ଆଦର୍ଶ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରି ଭୁଲିଯାଇଛନ୍ତି ସରକାର । ଏପଟେ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ପାଇଁ ଆଜି ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନି ।

Railway Station
୪୦ ମହଲା ବିଶିଷ୍ଟ ଟ୍ୱିନ୍ ଟାୱାର୍, ହୋଟେଲ୍, ଅଫିସ୍, ରିଟେଲ୍ ସପ୍ ! ବିଶ୍ୱସ୍ତରୀୟ ହେବ ରାଜଧାନୀର ରେଳ ଷ୍ଟେସନ୍

ବିଶ୍ୱସ୍ତରୀୟ ହେବ ରାଜଧାନୀ ଦିଲ୍ଲୀର ରେଳ ଷ୍ଟେସନ୍ । ଭାରତୀୟ ରେଳ (Indian Railways) ପକ୍ଷରୁ ପ୍ରମୁଖ ରେଳ ଷ୍ଟେସନ ଗୁଡ଼ିକୁ ପୁନଃବିକାଶ କାମ ଆରମ୍ଭ ହୋଇଛି । ବିଶ୍ୱସ୍ତରୀୟ ସମସ୍ତ ସୁବିଧା ସହିତ ସୌନ୍ଦର୍ଯ୍ୟକରଣ ପାଇଁ କାର୍ଯ୍ୟ ଚାଲିଛି ।

PM Modi launches Ayushman Bharat Digital Mission
’ ଦେଶରେ ସ୍ୱାସ୍ଥ୍ୟ ସୁବିଧାରେ ଆସିବ ବୈପ୍ଳବିକ ପରିବର୍ତ୍ତନ’ : ପ୍ରଧାନମନ୍ତ୍ରୀ ମୋଦି

ସାରା ଦେଶରେ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ ନେଇ ନେଇ ଗତ ବର୍ଷ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଘୋଷଣା କରିଥିଲେ ମୋଦି । ବର୍ତ୍ତମାନ ୬ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ପାଇଲଟ୍ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ କରାଯାଉଛି । ଆଜିଠାରୁ ଏହା ସାରା ଦେଶରେ...

Bharat Bandh Affects Normal Life
ଭାରତ ବନ୍ଦ ପାଇଁ ଯାତ୍ରୀ ହନ୍ତସନ୍ତ : ଘରକୁ ଯିବାକୁ ମିଳୁନି ଗାଡ଼ି

ଭାରତ ବନ୍ଦ ଫଳରେ ହନ୍ତସନ୍ତ ଯାତ୍ରୀ । ଭୁବନେଶ୍ୱର, ବାଲେଶ୍ୱର, ରାଉରକେଲା, କଟକ ଭଳି ବିଭିନ୍ନ ସହରରେ ଆଜି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ରେଳ ଷ୍ଟେସନରେ ଯାତ୍ରୀ ଓହ୍ଲାଇବା ପରେ ଘରକୁ ଯିବା ପାଇଁ କୌଣସି ଗାଡ଼ି ମିଳିନି । ଫଳରେ ଲୋକେ ଚାଲି...

Man builds ‘temple of love’ for his late wife
ମୃତ୍ୟୃ ପରେ ମା’କୁ ଝୁରୁଥିଲା ପୁଅ : ସହି ହେଲାନି ଦୁଃଖ, ସ୍ତ୍ରୀ ସ୍ମୃତିରେ ମନ୍ଦିର ତୋଳିଦେଲେ ସ୍ୱାମୀ

ସାମ୍ପଖଡା ନିବାସୀ ବନଜାରା ସମାଜର ନାରାୟଣ ସିଂ ରାଥୋଡ । ପତ୍ନୀ ଏବଂ ପୁଅମାନଙ୍କ ସହ ହସଖୁସିରେ ଦିନ କାଟୁଥିଲେ । ପରିବାରରେ ସବୁକିଛି ସ୍ୱାଭାବିକ ଚାଲିଥିଲା ।  ନାରାୟଣ ସିଂଙ୍କ ପତ୍ନୀ ଗୀତାବାଇ ଧାର୍ମିକ କାର୍ଯ୍ୟକ୍ରମରେ ଅଧିକ ଜଡିତ ଥିଲେ । ସେ ପ୍ରତିଦିନ ଭଜନ-କୀର୍ତ୍ତନ ଯିବାବେଳେ ଭଗବାନଙ୍କ...

chowmein-seller-became-a-millionaire
ମାଲାମାଲ୍ କଲା ଆଇପିଏଲ୍ : ୫୭ ଲକ୍ଷର ଲଟେରୀ ଜିତିଲେ ଚାଓମିନ୍ ବିକ୍ରେତା

ରାତାରାତି ଭାଗ୍ୟ ବଦଳାଇଦେଲା ଆଇପିଏଲ୍ । ଗୋଟିଏ କ୍ଷଣେ ୫୭ ଲକ୍ଷର ଲଟେରୀ ଜିତି କୋଟିପତି ହୋଇଗଲେ ଗୋପାଲ୍ । ଝାଡ଼ଖଣ୍ଡ ଲାତେହାର ଜିଲ୍ଲାରେ ଏପରି ଘଟଣା ଘଟିଛି । ଜଣେ ଚାଉମିନ୍ ବିକ୍ରେତା ଅନଲାଇନ୍ ବେଟିଂ ଡ୍ରିମ୍ - ୧୧ରେ ଲକ୍ଷାଧିକ ଟଙ୍କା ଜିତିଛନ୍ତି । ଡ୍ରିମ୍...

List of holidays
ଅକ୍ଟୋବର ମାସରେ ଛୁଟି ବର୍ଷା : ୨୧ ଦିନ ବନ୍ଦ ହୋଇପାରେ ବ୍ୟାଙ୍କ୍ . . . .

ଅକ୍ଟୋବର ମାସରେ ଗାନ୍ଧୀ ଜୟନ୍ତୀ, ବାଲ୍ମୀକି ଜୟନ୍ତୀ, ନବରାତ୍ରୀ, ଦୁଶହରା, ଇଦ୍-ଏ-ମିଲାଦ ଭଳି ଅନେକ ଦିନରେ ବ୍ୟାଙ୍କ ଛୁଟି ରହିବ । ଏମାସରେ ପଡୁଥିବା କିଛି ଛୁଟି / ପର୍ବ ଏକ ନିର୍ଦ୍ଦିଷ୍ଟ ରାଜ୍ୟ କିମ୍ବା ଅଞ୍ଚଳ ସହିତ ଜଡିତ । ଅକ୍ଟୋବରରେ ୫ ଟି ରବିବାର ଛୁଟି...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।