• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

People gathered in Kabul temple under Taliban rule
ତାଲିବାନ୍ ଶାସନରେ ଆଫଗାନିସ୍ତାନରେ ଶୁଭିଲା ହରେ ରାମ, ହରେ କୃଷ୍ଣ ଶବ୍ଦ

ତାଲିବାନ୍ ରାଜ୍‌ରେ ଆଫଗାନିସ୍ତାନରେ ଗୁଞ୍ଜରିତ ହେଲା ହରେ କୃଷ୍ଣ ଓ ହରେ ରାମ ଶବ୍ଦ । ବନ୍ଧୁକ ମୁନରେ ତାଲିବାନ ଦଖଲ ପରେ ଆଫଗାନିସ୍ତାନରେ ଭୟର ବାତାବରଣ ଲାଗି ରହିଥିଲା । ହେଲେ ବର୍ତ୍ତମାନ ଧୀରେ ଧୀରେ ସ୍ଥିତି ସାମାନ୍ୟ ହେବାରେ ଲାଗିଛି

pakistani-hackers-hacked-the-email-id
ମୁମ୍ବାଇର ଇଷ୍ଟ ସାଇବର ଡିଭିଜନର ଇମେଲ ଆଇଡି ହ୍ୟାକ୍ କଲେ ପାକିସ୍ତାନୀ ହ୍ୟାକର୍ସ

ଭାରତର ସାଇବର୍ ଡିଭିଜନ୍ ଉପରେ ଶତ୍ରୁ ଦେଶ ହ୍ୟାକର୍ସଙ୍କ ଆଖି । ପାକିସ୍ତାନୀ ହ୍ୟାକରମାନେ ମୁମ୍ବାଇର ଇଷ୍ଟ ସାଇବର ଡିଭିଜନର ଇମେଲ ଆଇଡି ହ୍ୟାକ୍ କରିଛନ୍ତି । ହ୍ୟାକିଂ ପରେ ତଥ୍ୟ ଚୋରି କରିବାକୁ ଚେଷ୍ଟା କରାଯାଇଛି । ଏକ ଇମେଲ ଆଇଡିରୁ ପୋଲିସ ଅଧିକାରୀଙ୍କୁ ଫିସିଂ ମେଲ...

meteorite-crash-lands
ଶୋଇଥିବା ବେଳେ ଛାତ ଚିରି ମହିଳାଙ୍କ ବେଡ୍ ଉପରେ ଖସି ପଡ଼ିଲା ଉଲକାପିଣ୍ଡ

ନିଘୋଡ଼ ନିଦରେ ଶୋଇଥିଲେ ମହିଳା, ବେଡ଼ ଉପରେ ଖସି ପଡ଼ିଲା ଉଲକାପିଣ୍ଡ । କାନାଡାର ଜଣେ ମହିଳାଙ୍କ ସହ ଏପରି ଅଭାବନୀୟ ଘଟଣା ଘଟିଛି । ମହିଳା ଜଣକ ଶୋଇଥିବା ସମୟରେ ଛାତ ଚିରି ଆକାଶରୁ ଖସି ପଡ଼ିଲା ମୃତ୍ୟୁ । ମହାକାଶରୁ ଏକ ଉଲକାପିଣ୍ଡ ଆସି ସେ...

army
ପାକିସ୍ତାନ ଇସାରାରେ କଶ୍ମୀରରେ ହିନ୍ଦୁ-ଶିଖ୍‌ଙ୍କୁ ହତ୍ୟା : ଖୁଲାସା କଲା ଭାରତୀୟ ସେନା

ଭାରତ ବିରୋଧରେ ଲଗାତାର ଷଡ଼ଯନ୍ତ୍ର କରିଚାଲିଛି ଶତ୍ରୁ ଦେଶ ପାକିସ୍ତାନ । କେତେବେଳେ ଚୀନ ସହ ମିଶି ଯୋଜନା ପ୍ରସ୍ତୁତ କରୁଛି ତ ଆଉ କେତେବେଳେ ଭାରତ ଭିତରକୁ ଆତଙ୍କୀ ଅନୁପ୍ରବେଶ ଉଦ୍ୟମ କରାଉଛି । କାଶ୍ମୀର ଘାଟିରେ ଶାନ୍ତି ଦେଖିଲେ ଦେହରେ ନିଆଁ ଲାଗିଯାଉଛି । ଭାରତର...

Union Cabinet approves affiliation of 100 schools in
୧୦୦ ନୂଆ ସୈନିକ୍ ସ୍କୁଲକୁ ମୋଦି କ୍ୟାବିନେଟରେ ମଞ୍ଜୁରୀ : ଆଡମିଶନ କରିପାରିବେ ୫୦୦୦ ଛାତ୍ରଛାତ୍ରୀ

ଦେଶରେ ଖୋଲିବ ଆଉ ଶହେଟି ସୈନିକ ସ୍କୁଲ । ମଙ୍ଗଳବାର ଦିନ ମୋଦି କ୍ୟାବିନେଟରେ ୧୦୦ଟି ନୂଆ ସୈନିକ ସ୍କୁଲକୁ ଅନୁମୋଦନ ମିଳିଛି । ୨୦୨୨-୨୩ ଶିକ୍ଷା ବର୍ଷରୁ ୫୦୦୦ ନୂତନ ଛାତ୍ର ଆଡମିଶନ କରିପାରିବେ । ଆସନ୍ତା ଶିକ୍ଷା ବର୍ଷରୁ ଏହି ୧୦୦ଟି ସ୍କୁଲରେ ଷଷ୍ଠ ଶ୍ରେଣୀରୁ...

png and CNG Price Updates
ପୁଣି ବଢ଼ିଲା ସିଏନଜି ଓ ପିଏନଜି ମୂଲ୍ୟ : ୧୦ ଦିନରେ ଦ୍ୱିତୀୟ ଥର ପାଇଁ ମହଙ୍ଗା ହେଲା ଗ୍ୟାସ୍

ସାଧାରଣ ଲୋକଙ୍କୁ ଝଟକା । ପେଟ୍ରୋଲ-ଡିଜେଲ ଦର ଆକାଶ ଛୁଆଁ ଥିବା ବେଳେ ସିଏନଜି ଓ ପିଏନଜି ମୂଲ୍ୟ ମଧ୍ୟ ବଢ଼ି ଚାଲିଛି । ଅକ୍ଟୋବର ମାସରେ ଦ୍ୱିତୀୟ ଥର ପାଇଁ ବୃଦ୍ଧି ପାଇଲା PNG ଗ୍ୟାସ୍ ମୂଲ୍ୟ । ଆଇଜିଏଲ୍ ପୁଣିଥରେ PNG ମୂଲ୍ୟରେ ଦୁଇ ଟଙ୍କା...

Pralhad Joshi, union coal minister
ଦେଶରେ କୋଇଲାର ଅଭାବ ନାହିଁ : ଆଶ୍ୱାସନା ଦେଲେ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

କୋଇଲା ଅଭାବ ପାଇଁ ପାର୍ବଣରେ ଦେଶରେ ଶକ୍ତି ସଙ୍କଟ ସୃଷ୍ଟି ନ ହେଉ । ଏଥିପାଇଁ କୋଇଲା ଯୋଗାଣ ବଢ଼ାଇବ ପାଇଁ କୋଲ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଦେଶର ତାପଜ ବିଦ୍ୟୁତ ସଂସ୍ଥାଗୁଡ଼ିକ କୋଇଲା ଯୋଗାଣ ଜାରି ରହିଛି ଏବଂ ରାଜ୍ୟଗୁଡ଼ିକୁ କୋଇଲା ଷ୍ଟକ୍...

ARYAN KHAN
ଆର୍ୟନଙ୍କୁ ଜେଲ୍ ନା ବେଲ୍ ? ଆଜି ଜାମିନ୍ ଆବେଦନର ଶୁଣାଣି

ଆର୍ୟନଙ୍କୁ ଜେଲ୍ ନା ବେଲ୍ ? ମୁମ୍ବାଇ କ୍ରୁଜ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ୍ ବାଦଶାହ ଶାହାରୁଖଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ଆଜି ହେବ । ତାଙ୍କୁ ବେଲ୍ ମିଳିବ ନା ସେ ଜେଲରେ ରହିବେ ତାର ନିଷ୍ପତ୍ତି ନେବେ କୋର୍ଟ । ଗତ...

Manish Das Death Mystery
ମନୀଷଙ୍କ ମୃତ୍ୟୁର କାରଣ କ’ଣ ? ୩ ଦିନ ପରେ ବି ମିଷ୍ଟ୍ରି ଆଉ ମିଷ୍ଟ୍ରି . . . . .

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ରହସ୍ୟ ଉପରୁ ହଟିପାରୁନି ପରଦା । ହତ୍ୟା ନା ଦୁର୍ଘଟଣା ସସପେନ୍ସ ପରେ ସସପେନ୍ସ ଲାଗିରହୁଛି । ପୋଷ୍ଟମର୍ଟମର ପ୍ରାଥମିକ ତଥ୍ୟ ଅନୁସାରେ ଶ୍ୱାସରୁଦ୍ଧରୁ ତାଙ୍କର ମୃତ୍ୟୁ ହୋଇଛି । ତେବେ ପୋଖରୀରେ ବୁଡ଼ିବା ପରେ ଶ୍ୱାସରୁଦ୍ଧ ନା...

gamil
Facebook, Insta,WhatsApp ପରେ ଡାଉନ୍ ହେଲା Gmail

ଗୁଗୁଲ ସେବା ପ୍ରଭାବିତ । ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ୍ ପରେ ବନ୍ଦ ହେଲା Gmail ସେବା । ଲଗ୍ ଇନ୍ ସମୟରେ ସମସ୍ୟା ଦେଖାଦେଇଛି । ବର୍ତ୍ତମାନ ସମୟରେ ଭାରତରେ ଜିମେଲ୍ ସେବା କାମ କରୁନାହିଁ । ଭାରତର ଅନେକ ସ୍ଥାନରେ ଲୋକମାନେ ଗୁଗୁଲର ଏହି ମାଗଣା...

durga puja
ମିର୍ଜାପୁର ଗାଁର ନିଆରା ଦୁର୍ଗାପୂଜା : ରାସ୍ତାରେ ନୂଆ ଶାଢ଼ୀ ବିଛାଇ ମା’ଙ୍କୁ ସ୍ୱାଗତ କରନ୍ତି ଗ୍ରାମବାସୀ

ଧରାବତରଣ କରିଛନ୍ତି ମା ଦୁର୍ଗା । ଆଜି ପୂଜା ମଣ୍ଡପ ଗୁଡିକରେ ମହାମାୟାଙ୍କ ମହାସପ୍ତମୀ ପୂଜା । ଏହି ପାର୍ବଣ ସମୟରେ କିଛି ସ୍ଥାନରେ ରହିଛି ମାଙ୍କର ନିଆରା ପୂଜା ପରମ୍ପରା ।

Photos of Mulayam Akhilesh leader on marriage card
ନିମନ୍ତ୍ରଣ ପତ୍ରରେ ସପା ନେତାଙ୍କ ଫଟୋ : ଆଶୀର୍ବାଦରେ ଭୋଟ୍ ଓ ଆଜମ୍ ଖାନ୍‌ଙ୍କ ମୁକ୍ତି ଦାବି କଲେ ଯୁବକ

ବିବାହ ନିମନ୍ତ୍ରଣ ପତ୍ରରେ ରାଜନୀତିର ରଙ୍ଗ । ଉପହାର ବଦଳରେ ଭୋଟ ମାଗିଲେ ବର । ଉତ୍ତରପ୍ରଦେଶର ରାମପୁରରେ ଏକ ବିବାହ ନିମନ୍ତ୍ରଣ କାର୍ଡ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହ କାର୍ଡ ରାଜନୀତି ରଙ୍ଗରେ ରଙ୍ଗେଇ ହୋଇଛି । ସମାଜବାଦି ପାର୍ଟି ଉଦ୍ଦେଶ୍ୟରେ ଏହି ନିମନ୍ତ୍ରଣ...

 Boy Killed In Leopard Attack Near Chhattisgarh Temple
ନବରଙ୍ଗପୁରରୁ ଛତିଶଗଡ଼ ବୁଲିବାକୁ ଯାଇଥିଲେ, ୬ ବର୍ଷର ପିଲାକୁ ଝାମ୍ପିନେଲା ବାଘ

୬ ବର୍ଷର ପିଲାକୁ ବାଘ ନେଇଗଲା । ଛତିଶଗଡ଼ ସିହାୱା ଶୀତଳା ମନ୍ଦିର ଯାଇଥିଲା ବେଳେ ଏପରି ଅଘଟଣ ଘଟିଛି । ପରିବାର ସହ ବୁଲିବାକୁ ଯାଇଥିଲା ବେଳେ ପିଲାକୁ ବାଘ ଝାମ୍ପିନେଇଥିବା ସୂଚନା ମିଳିଛି

gopinath
ରୋଗଶଯ୍ୟାରେ ଭେଣ୍ଡିଆ ପୁଅ : ସାହାଯ୍ୟ କରିବାକୁ ଗୁହାରୀ କରୁଛି ଦୁଃଖିନୀ ମା’

ଆନନ୍ଦପୁର ଉପଖଣ୍ଡ ହରିଡାପାଳ ପଞ୍ଚାୟତ ପାଇକଚାଟ୍ରା ଗାଁର ଦୁଖୀ ଗରିବ ଅସହାୟ ଗୋପୀନାଥ। ବାପା ଉଦୟନାଥ ରାଉତ ଓ ସାବିତ୍ରୀଙ୍କ ଏକମାତ୍ର ସନ୍ତାନ । ଅଭାଵ ଅନାଟନରେ ବଢିଥିବା ଏହି ପୁଅ ରୋଜଗାର ପାଇଁ ଦିନେ ଦାଦନ ଶ୍ରମିକ ସାଜି ବାହାର ରାଜ୍ୟକୁ ପଳାଇଥିଲା । ବାପାମା’ଙ୍କୁ ଶେଷ...

uttar pradesh
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ବିଷ ଖାଇଲେ ଯୁବକ : ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ୟୁପିର ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଆତ୍ମହତ୍ୟା ଉଦ୍ୟମ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

covaxin
୨ରୁ ୧୮ ବର୍ଷ ବୟସର ଶିଶୁ ଓ କିଶୋରଙ୍କୁ କୋଭାକ୍ସିନ୍ ଟିକା !

ଭାରତକୁ ମିଳିଲା ପିଲାଙ୍କ କୋଭିଡ୍ ଟିକା । ୨ରୁ ୧୮ ବର୍ଷ ବୟସର ଶିଶୁ ଓ କିଶୋର ମାନଙ୍କୁ ଦିଆଯିବ କୋଭିଡ୍ ଟିକା । ଏନେଇ କୋଭାକ୍ସିନକୁ ଡିସିଜିଆଇ ଅନୁମତି ଦେଇଥିବା ସୂଚନା ମିଳିଛି । ଭରତ ବାୟୋଟେକ ଏବଂ ଆଇସିଏମଆର ମିଳିତ ଭାବେ କୋଭାକ୍ସିନ ଟିକା ପ୍ରସ୍ତୁତ...

Sameer Wankhede
ସମୀର ୱାଙ୍ଖଡେଙ୍କ ପଛରେ ପୋଲିସ୍ ? ମହାରାଷ୍ଟ୍ର ଡିଜିପିଙ୍କ ନିକଟରେ ଅଭିଯୋଗ କଲେ ସିଂଘମ୍ ଅଫିସର୍

ସିଂଘମ୍ ଅଫିସର୍ ସମୀର ୱାଙ୍ଖଡେଙ୍କ ପଛରେ ଗୁଇନ୍ଦାଗିରି କରୁଛି ପୋଲିସ୍ ? ମୁମ୍ବାଇର ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଦୁଇ ପୋଲିସ କର୍ମଚାରୀ ତାଙ୍କର ପିଛା କରୁଥିବା ଅଭିଯୋଗ କରିଛନ୍ତି

rakesh asthana
ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନାଙ୍କୁ ଆଶ୍ୱସ୍ତି : ନିଯୁକ୍ତିକୁ ଚ୍ୟାଲେଞ୍ଜ କରିଥିବା ଆବେଦନକୁ ଖାରଜ କଲେ ହାଇକୋର୍ଟ

ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥନାଙ୍କୁ ଆଶ୍ୱସ୍ତି । ଦିଲ୍ଲୀ ପୋଲିସ କମିଶନର ତଥା ଗୁଜୁରାଟର କ୍ୟାଡର ଆଇପିଏସ୍ ଅଧିକାରୀ ରାକେଶ ଆସ୍ଥାନାଙ୍କ ବିରୋଧରେ ବିଚାରାଧୀନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ଏହି ଆବେଦନରେ ରାକେଶ ଆସ୍ଥାନାଙ୍କୁ ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତି ଏବଂ ତାଙ୍କ...

Pratap-Jena
ଠିକା କର୍ମଚାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି, ପ୍ରଥମ ବର୍ଷରୁ ମିଳିବ ଅଧିକ ୫୦% ଦରମା

ଠିକା କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ହୋଇଛି । ଏଣିକି ଠିକା କର୍ମଚାରୀଙ୍କୁ ଇନିସିଆଲ ଆପଏଣ୍ଟି କୁହାଯିବ ବୋଲି ନିଷ୍ପତ୍ତି ହୋଇଥିବା କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ସମସ୍ତ ଠିକା କର୍ମଚାରୀଙ୍କୁ ପ୍ରଥମ ବର୍ଷରୁ...

ଅମିତାଭ୍ ବଚ୍ଚନ
ବୟସ ତାଙ୍କ ସମ୍ମୁଖରେ ହାର ମାନିଛି, ଛୋଟ ହେଉ କି ବଡ଼ ସବୁ ସ୍କ୍ରିନରେ ଅମିତାଭ ହିଟ୍

ଛୋଟ ହେଉ କି ବଡ଼, ସବୁ ପରଦାରେ ସେ ହିଟ୍ । ଦମଦାର ଭଏସ୍ ଓ ଜବରଦସ୍ତ ଆକ୍ସନ୍ ତାଙ୍କୁ ସମସ୍ତ ଭାରତୀୟଙ୍କ ହୃଦୟରେ ସ୍ଥାନ ଦେଇଛି । ଯେତେବେଳେ ସେ ନିଜର ପରିଚୟ ଦିଅନ୍ତି, ତାହା ଇତିହାସ ପାଲଟେ । ସେ ବିଗ୍ ବି, ସେହନସାହା,...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।