• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

 Locals Perform Last Rites Of Street Dog
ଚମ୍ପିର ଏକଦଶାହ କର୍ମ : ପୋଷା କୁକୁରର ମୃତ୍ୟୁ ପରେ ଶୁଦ୍ଧି ହେବା ସହ ଲଣ୍ଡା ହେଲେ ମାଲିକ

ପୋଷା କୁକୁର ଚାଲିଯିବା ଦୁଃଖରେ ଏକଦାଶହ କ୍ରିୟା । ଭୋଜି ଭାତର ଆସର । ନିଆରା ସମ୍ପର୍କର ନିଦର୍ଶନ । ମଣିଷ ଭଳି ପଶୁର ହେଲା ଦଶାହ, କ୍ରିୟାକର୍ମ ପରେ ଭୋଜି ଭାତ । ପୋଷା କୁକୁରର ମୃତ୍ୟୁ ପରେ ଗୋଟିଏ ମାଲିକ ଜଣକ ଦୁଃଖରେ ଭାଙ୍ଗିପଡିଛନ୍ତି ।...

BMC Commissioner Shri. Sanjay Kumar Singh
NGT ନିୟମରେ ଢଙ୍କା ଯାଇପାରିବନି ପ୍ରାକୃତିକ ନାଳ ! ଡ୍ରେନ୍ ସମସ୍ୟା ପ୍ରସଙ୍ଗରେ ମୁହଁ ଖୋଲିଲେ ବିଏମସି କମିଶନର 

ରାଜଧାନୀରେ କୃତ୍ରିମ ବନ୍ୟା ଓ ମୁକୁଳା ଡ୍ରେନ୍ ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ସଞ୍ଜୟ ସିଂ । ପ୍ରାକୃତିକ ନାଳ କଭର ହୋଇ ପାରିବନି । ପ୍ରାକୃତିକ ନାଳକୁ କଭର ନକରିବା ନେଇ NGTଙ୍କ ନିର୍ଦ୍ଦେଶ ରହିଛି । ଏଥିସହ ସେ ସୂଚନା ଦେଇଛନ୍ତି...

Keonjhar
ଆନ୍ଦୋଳନକାରୀଙ୍କୁ ମରଣାନ୍ତକ ଆକ୍ରମଣ ! ଚମ୍ପୁଆ ବିଧାୟିକାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ଚମ୍ପୁଆ ବିଧାୟିକା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ବିଧାୟିକା ମିନାକ୍ଷୀ ମହାନ୍ତ ଲୋକ ଲଗାଇ ମାଡ଼ ମାରିବା ଭଳି ଅଭିଯୋଗ ଆଣିଛି ମାଇନିଂ ଏରିଆ ଟ୍ରକ୍ ମାଲିକ ସଂଘ । ଏନେଇ ବମେବାରୀ ଥାନାରେ ପୃଥକ ଭାବେ ୪ଟି ଏତଲା ଦିଆଯାଇଥିଲେ ମଧ୍ୟ...

Miraculous Innovation
ଛୋଟ ଫ୍ରିଜ୍ ତିଆରି କରି ଚର୍ଚ୍ଚାରେ ଓଡ଼ିଆ ପୁଅ : ଖର୍ଚ୍ଚ ମାତ୍ର ୧୧୩୫ ଟଙ୍କା

ଦୁନିଆର ସବୁଠୁ SMALLEST FUNCTIONAL REFRIGERATOR ତିଆରି କରିବାରେ କମଲଙ୍କୁ ସଂପୂର୍ଣ୍ଣ ସାହାଯ୍ୟ କରିଥିଲେ ତାଙ୍କ ସାନଭାଇ। ନିର୍ମାଣ ବେଳର ଭିଡିଓ ରେକର୍ଡିଂ କରିବାଠାରୁ ଆରମ୍ଭ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ଅପଲୋଡ କରିବା ପର୍ଯ୍ୟନ୍ତ ସବୁ ପ୍ରକାର ସହାୟତା ସେ ଯୋଗାଇ ଦେଇଥିଲେ। କମଲଙ୍କ ନୂଆ...

Visakhapatnam couple has twins same day
ଭାଗ୍ୟଲକ୍ଷ୍ମୀଙ୍କ ଉପରେ ପ୍ରସନ୍ନ ହେଲେ ଭାଗ୍ୟଦେବୀ : ଆଇଭିଏଫ୍ ପଦ୍ଧତିରେ ଯାଆଁଳା ସନ୍ତାନର ମା’ ହେଲେ

ବିଶାଖାପାଟନମର ଭାଗ୍ୟଲକ୍ଷ୍ମୀଙ୍କ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ଆଇଭିଏଫ୍ ପଦ୍ଧତିରେ ସେ ଦୁଇଟି ଯମଜ ଶିଶୁର ମା’ ହୋଇଛନ୍ତି । ୨୦୧୯ ମସିହାରେ ସେପ୍ଟେମ୍ବର ୧୫ ତାରିଖରେ ଗୋଦାବରୀ ନଦୀରେ ଡଙ୍ଗାବୁଡି ୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ଏଥିରେ ଭାଗ୍ୟଲକ୍ଷ୍ମୀ ତାଙ୍କର ଦୁଇ କୁନି...

Ex-Tamil Nadu DGP Jalad Kumar Tripathy
ଜଳଦ ତ୍ରିପାଠୀ ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର !

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଭର୍ଚୁଆଲ ବୈଠକରେ ଜଳଦ ତ୍ରିପାଠୀଙ୍କ ନାଁ ଚୂଡ଼ାନ୍ତ ହେବା ପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଥିବା ସୂଚନା ମିଳିଛି । ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ମୁଖ୍ୟ ସୂଚନା କମିଶନର ସୁନୀଲ ମିଶ୍ର ଗତ ମାସ...

Odisha Man Who Donates Free Firewood
ରାୟଗଡାର ସ୍ୱେଚ୍ଛାସେବୀ ଆପୁଲୁସ୍ୱାମୀ କାଡ୍ରାକା : ଗରିବ ନିଃସହାୟ ଲୋକଙ୍କ ଶବ ସତ୍କାର ପାଇଁ ମାଗଣାରେ ଯୋଗାନ୍ତି କାଠ

ରାୟଗଡା ସହର ଆମ୍ବାଗୁଡା ଅଞ୍ଚଳର ଯୁବକ ଆପୁଲୁସ୍ୱାମୀ କାଡ୍ରାକା । ଜଣେ ପରୋପକାରୀ ମଣିଷ ହିସାବରେ ସାରା ରାୟଗଡା ସହରରେ ସୁପରିଚିତ । ଲୋକଙ୍କ ବିପଦ ଆପଦ ସମୟରେ ସବୁବେଳେ ସହାୟତାର ହାତ ବଢାଇଥାନ୍ତି ଆପାଲୁସ୍ୱାମୀ । ଗତ ଦୁଇ ବର୍ଷ ହେଲାଣି ସେ ଆରମ୍ଭ କରିଛନ୍ତି ଏକ...

corona virus
ରାଜ୍ୟରେ ପୁଣି ୭୩୪ ପଜିଟିଭ ଚିହ୍ନଟ, ୪ ମୃତ

ରାଜ୍ୟରେ ଧୀରେ ଧୀରେ ହ୍ରାସ ପାଉଛି ସଂକ୍ରମଣ । ଆଜି ପୁଣି ୭୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ଆକ୍ରାନ୍ତ ଅଛନ୍ତି ୧୦୧ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୩୩୫ ଚିହ୍ନଟ ହୋଇଥିବା ଷ୍ଟେଟପୁଲରୁ ୮୧ ଚିହ୍ନଟ ହୋଇଛନ୍ତି ।...

Students orphaned by Covid need not pay exam fees
ଅନାଥଙ୍କୁ ପରୀକ୍ଷା ଫି ଛାଡ : ସିବିଏସଇ ପକ୍ଷରୁ ବିଜ୍ଞପ୍ତି ଜାରି

କୋଭିଡରେ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କ ପାଇଁ ଆଶ୍ୱାସନା । ମହାମାରୀ କରୋନାରେ ଯେଉଁ ଛାତ୍ରଛାତ୍ରୀମାନେଅଭିଭାବକଙ୍କୁ ହରାଇଛନ୍ତି, ସେମାନଙ୍କର ଦେୟ ଛାଡ କରାଯିବ । ଏନେଇ ସିବିଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କୋଭିଡରେ ଅଭିଭାବକଙ୍କୁ ହରାଇଥିବା ଛାତ୍ରଛାତ୍ରୀମାନେ ୨୦୨୧-୨୨ ଶିକ୍ଷା ବର୍ଷରେ ପରୀକ୍ଷା ଫି କିମ୍ବା ପଂଜୀକରଣ...

Weather forecast today
୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଏସବୁ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ୪ ଜିଲ୍ଲା ନୂଆପଡା, ନବରଙ୍ଗପୁର, କଳାହାଣ୍ଡି ଓ ବଲାଙ୍ଗିର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏପଟେ ସମସ୍ତ ଜିଲ୍ଲାର ଜିଲ୍ଲାର ଜିଲ୍ଲାପାଳଙ୍କୁ...

Drowning Death
ପୋଖରୀରେ ବୁଡ଼ି ୨ ଶିଶୁ ମୃତ

କଳାହାଣ୍ଡି ବିଶ୍ୱନାଥପୁର ଥାନା କୁଟୁରୁଗୁଡ଼ା ଗାଁରେ ଦୁଃଖଦ ଘଟଣା । ପୋଖରୀରେ ବୁଡି ଦୁଇ ନିଷ୍ପାପ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।  କୁଟ୍ରୁଗୁଡା ଗାଁର ସୁଶାନ୍ତ ଏବଂ କୁସ୍ମିତା ନାମକ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । 

taliban
ଅନ୍ତରୀଣ ସରକାରରେ ଉପମନ୍ତ୍ରୀ ନିଯୁକ୍ତ କଲା ତାଲିବାନ : ଏଥର ବି ମନ୍ତ୍ରିମଣ୍ଡଳରେ ମହିଳାଙ୍କୁ ସ୍ଥାନ ମିଳିଲାନି

ଅସଲ ଚରିତ୍ର ଦେଖାଇଲା ତାଲିବାନ । ଏତେ ବିକ୍ଷୋଭ ଓ ଆନ୍ଦେଳନ ସତ୍ତ୍ୱେ ମନ୍ତ୍ରିମଣ୍ଡଳରେ ମିଳିଲାନି ଜଣେ ବି ମହିଳାଙ୍କୁ ସ୍ଥାନ । ବାହାରେ କାମ କରିବାକୁ ବି ମହିଳାଙ୍କୁ ମନା କରିଛି ଆତଙ୍କୀ ସଂଗଠନ । ତାଲିବାନ ନେତୃତ୍ୱାଧୀନ ଆଫଗାନିସ୍ତାନର ଅନ୍ତରୀଣ ସରକାରକୁ ଇନକ୍ଲୁସିଭ୍ କରିବାକୁ ସବୁ...

america
କୋଭିସିଲ୍ଡକୁ ଆମେରିକାର ଗ୍ରୀନ୍ ସିଗନାଲ୍ : ୨ଟି ଯାକ ଡୋଜ୍ ନେଇଥିବା ଯାତ୍ରୀ ଯାଇପାରିବେ US

ରାଷ୍ଟ୍ରପତି ବାଇଡେନଙ୍କ ନୂତନ ନୀତି ଭାରତ ଭଳି ଦେଶର ଲୋକଙ୍କୁ ଯାତ୍ରା ପ୍ରତିବନ୍ଧକରୁ ମୁକ୍ତି ମିଳିଛି । ଭାରତ ୩୩ଟି ରାଷ୍ଟ୍ର ମଧ୍ୟରେ ଅଛି, ଯାହାର ସମସ୍ତ ସମ୍ପୂର୍ଣ୍ଣ ଟିକାକୃତ ଯାତ୍ରୀଙ୍କୁ ଅନୁମତି ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅନୁମୋଦିତ ଟିକା ତାଲିକାରେ ଭାରତର ପ୍ରଭାବଶାଳୀ ଟିକା ହେଉଛି...

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 22 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

Covid-19 vaccination drive
ଭାରତ ‍‍ବଡ଼ ସଂଖ୍ୟାରେ କରୋନା ଟିକା ଲଗାଇବାରେ ସକ୍ଷମ : WHO

ଭାରତରେ ଚାଲିଥିବା ଟିକାକରଣ ଅଭିଯାନକୁ WHOର ପ୍ରଶଂସା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଦକ୍ଷିଣ ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁନମ୍ କ୍ଷେତ୍ରପାଲ ସିଂ କହିଛନ୍ତି, କରୋନା ଟିକାକରଣ ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବା ସହ ବହୁ ସଂଖ୍ୟକ ଟିକା ଦେବା ପାଇଁ ଭାରତ ସକ୍ଷମ

Odisha BJP To Follow Gujarat Model For Winning Streak
ଗୁଜରାଟ ମଡେଲକୁ ଆପଣେଇବ ରାଜ୍ୟ ବିଜେପି

ଗୁଜରାଟ ମଡେଲକୁ ଆପଣେଇବ ରାଜ୍ୟ ବିଜେପି। ସଂଗଠନକୁ ସୁଦୃଢ଼, ନେତୃତ୍ୱକୁ ଗୁରୁତ୍ୱ ଦେବ ଦଳ।

After IT Raids, Sonu Sood Defends Himself, Albeit Vaguely
ମୁହଁ ଖୋଲିଲେ ସୋନୁ ସୁଦ୍

ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ରେଡ୍ ପରେ ସୋନୁଙ୍କ ପ୍ରତିକ୍ରିୟା। ତାଙ୍କ ଫାଉଣ୍ଡେସନର ପ୍ରତ୍ୟେକ ଟଙ୍କା ଅମୂଲ୍ୟ ଜୀବନ ରକ୍ଷାରେ ଲାଗିବ। ସବୁ ସରକାରର ବ୍ରାଣ୍ଡ ଆମ୍ବାସଡର ହେବାକୁ ପ୍ରସ୍ତୁତ।

Special Story | Heartless Son Abandons Octogenarian Woman In Middle Of Forest In Bargarh
ଘା’ ହେଲା ବୋଲି ବୁଢ଼ୀ ମାଆକୁ ଜଙ୍ଗଲରେ ଛାଡ଼ିଦେଲେ ପୁଅବୋହୂ

ଗାଁ ବାଲା ବାସନ୍ଦ କରିଦେଲେ ବୋଲି, ୮୨ ବର୍ଷୀୟା ଅସୁସ୍ଥ ବୁଢ଼ୀ ମାଆକୁ ପର କରିଦେଲେ ପୁଅବୋହୂ। ଘଞ୍ଚ ଜଙ୍ଗଲରେ ଏକ ପତ୍ର କୁଡ଼ିଆ କରି, ତାକୁ ସେଇଠି ଜଙ୍ଗଲୀ ଜନ୍ତୁଙ୍କ ମୁହଁରେ ଛାଡ଼ି ଦେଇ ଆସିଲେ।

Special Story | Amazon Permanently Banned 600 Chinese Brands | Here\'s All Details
ଏହି ଭୁଲ ପାଇଁ ଏକାସଙ୍ଗେ ଚୀନର ୬୦୦ଟି ବ୍ରାଣ୍ଡକୁ ବ୍ୟାନ୍ କଲା ଆମାଜନ୍

ଧରା ପଡିଛି ଚୀନର ଚିଟିଂ। ମାତ୍ର ଗୋଟିଏ ଭୁଲ୍ ପାଇଁ ଅନେକ କ୍ଷତି ସହିବାକୁ ପଡିଛି। ରିଭ୍ୟୁ ବେଳେ ଚାଇନା କଂପାନୀର ମିଛ ଧରା ପଡିବା ପରେ ୬୦୦ଟି ବ୍ରାଣ୍ଡକୁ ବ୍ୟାନ୍ କରିବାକୁ ବାଧ୍ୟ ହୋଇଛି ଆମାଜନ୍।

Special Story | Meet Rourkela\'s \'Pad Woman\' Who Spreads Awareness On Menstrual Hygiene
ଋତୁସ୍ରାବକୁ ଏତେ ଲାଜ କାହିଁକି? ମୁଁ ମାଗଣା ବାଣ୍ଟିବି ଲକ୍ଷେ ପ୍ୟାଡ୍

କିଛିଦିନ ପୂର୍ବରୁ ଅକ୍ଷୟ କୁମାରଙ୍କର ପ୍ୟାଡମ୍ୟାନ୍ ସିନେମା ସାରା ଦେଶରେ ଚହଳ ପକାଇଥିଲା। ଏବେ ରାଉରକେଲାରେ ବାହାରିଛନ୍ତି ଜଣେ ପ୍ୟାଡ୍ ଓମ୍ୟାନ୍। ନାଁ ତାଙ୍କର ଅନୁଶ୍ରୀ ଦାସ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।