• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

bjd bjd face off
ମନ୍ତ୍ରୀଙ୍କ ସାମ୍ନାରେ ବିଜେଡିର ୨ ଗୋଷ୍ଠୀ ମୁହାଁମୁହିଁ

ମନ୍ତ୍ରୀଙ୍କ ସାମ୍ନାରେ ବିଜେଡି ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିଜେଡିର ଦୁଇଗୋଷ୍ଠୀ ମଧ୍ୟରେ ଠେଲାପେଲା, ପାଟିତୁଣ୍ଡ ।

charchit kumar
ଘର ସୁନ୍ଦରଗଡ଼, ସ୍ୱପ୍ନ ବଲିଉଡ଼୍ : ଯୁବ ସଙ୍ଗୀତଜ୍ଞ ବର୍ଗରେ ଇନ୍ଟରନ୍ୟାସନାଲ ବୁକ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ସୁନ୍ଦରଗଡ ଯୁବକ

ସୁନ୍ଦରଗଡ ଯୁବକ ଚର୍ଚ୍ଚିତ କୁମାର ।  ବନଦୁର୍ଗା କଲୋନୀ ଶଙ୍କରାର ନିବାସୀ ଲମ୍ବୋଦର ବୁଡାଙ୍କର ସାନ ପୁଅ । ଛୋଟ ବେଳୁ ସଙ୍ଗୀତ ପ୍ରତି ତାଙ୍କର ରୁଚି ରହିଥିଲା । ଷଷ୍ଠ ଶ୍ରେଣୀରେ ପାଠପଢିଲା ବେଳୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ଏବଂ ଦଶମ ଶ୍ରେଣୀ ବେଳକୁ...

harun papa
ଏ ଯୁଗର ଗୁରୁ ଦ୍ରୋଣ : ମାଗଣାରେ ପିଲାଙ୍କୁ ଖେଳ ପ୍ରଶିକ୍ଷଣ ଦେଉଛନ୍ତି ହାରୁନ ଖାଁ

ପେଶାରେ ଓକିଲ ନିଶା ଖେଳ ପ୍ରଶିକ୍ଷଣ । ସମସ୍ତଙ୍କ ପ୍ରିୟ ରେଢାଖୋଲର ହାରୁନ ପାପା । ପିଲାଟି ଦିନରୁ ଖେଳ ପ୍ରତି ଥିଲା ଅହେତୁକ ରୁଚି । ଆନ୍ତର୍ଜାତିକ ସ୍ତରରେ ନିଜକୁ ଦେଖିବାର ସ୍ୱପ୍ନ ଦେଖିଥିଲେ, ହେଲେ ତାଙ୍କର ସ୍ୱପ୍ନ ପୂରଣ ହୋଇପାରିଲାନି

accident
ଜାମ୍ମୁ କାଶ୍ମୀରରେ ସଡ଼କ ଦୁର୍ଘଟଣା : ଖାଇକୁ ଖସିଲା ବସ୍, ୮ ମୃତ, ୧୨ ଆହତ

ଜାମ୍ମୁ କାଶ୍ମୀରର ଡୋଡା ଠାରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ଚାଲିଗଲା ୮ ଜଣଙ୍କ ଜୀବନ । ଆଜି ସକାଳେ ଥାତ୍ରି-ଡୋଡା ରୋଡରେ ଥିବା ସୁଇ ଗାୱାରୀରେ ଏକ ସଡ଼କ ଦୁର୍ଘଟଣାରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ପ୍ରାରମ୍ଭିକ ସୂଚନା...

prashant kishore
ମୋଦି ମାନିଆ ବଖାଣିଲେ ନିର୍ବାଚନ ଷ୍ଟ୍ରାଟେଜିଷ୍ଟ : ଭ୍ରମରେ ଅଛନ୍ତି ରାହୁଲ, ବିଜେପି ଶକ୍ତି ସମ୍ପର୍କରେ ଅଜ୍ଞ କଂଗ୍ରସ

ମୋଦି ମ୍ୟାଜିକ୍ ଆଗରେ ଫିକା ପଡ଼ିବ ରାହୁଲଙ୍କ ରଣନୀତି । ସହଜ ନୁହେଁ ଦେଶରେ ବିଜେପି ଗଡ଼ ଭାଙ୍ଗିବା । ନିକଟ ଭବିଷ୍ୟତରେ ମୋଦି ଲହରରେ ଭଟ୍ଟା ପଡ଼ିବାର ସମ୍ଭାବନା ନାହିଁ । ଆସନ୍ତା କିଛି ଦଶନ୍ଧି ଧରି ଭାରତୀୟ ରାଜନୀତିରେ ବିଜେପିର ଦବଦବା ଜାରି ରହି

diya
ଚାହିଦା ନାହିଁ ! ଦୀପ ବ୍ୟବସାୟ ମାନ୍ଦା, ଚିନ୍ତାରେ କାରିଗର

ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ନେଟଙ୍ଗା ଗାଁ । ଏଠାରେ ୧୦୦ରୁ ଅଧିକ କୁମ୍ଭାର ପରିବାର ରହୁଛନ୍ତି । ସେମାନେ କାହିଁ କେତେ ବର୍ଷରୁ ମାଟିରେ ତିଆରି ବିଭିନ୍ନ ସାମଗ୍ରୀ ତିଆରି କରି ବିକ୍ରି କରି ଆସୁଛନ୍ତି । ସେଥିରେ ଯାହା ରୋଜଗାର ହୁଏ ପରିବାର ଚାଲେ ।...

 e toilet
କଟକରେ ଆରମ୍ଭ ହେଲା ଇ-ଟଏଲେଟ୍ : ମାତ୍ର ୧ ଟଙ୍କାରେ ମିଳିବ ସୁବିଧା

କଟକରେ ପ୍ରଥମ ଥର ଲାଗି ଆରମ୍ଭ ହେଲା ଇ-ଟଏଲେଟ୍ ବ୍ୟବସ୍ଥା । କଟକ ମହାନଗର ନିଗମର ସହଯୋଗରେ ସୁଲଭ ପରିମଳ କେନ୍ଦ୍ର ଓ ରିଫ୍ରେଶମେଣ୍ଟ ସେଣ୍ଟରର ଉଦଘାଟନ ହୋଇଛି । ଏକ ସଙ୍ଗରେ କଟକରେ ଦୁଇଟି ସ୍ଥାନରେ ଏହି ସ୍ୱୟଂଚାଳିତ ସ୍ମାର୍ଟ ଟଇଲେଟର ସୁବିଧା ମିଳିବ । ଲୋକଙ୍କୁ...

Asaduddin Owaisi
ପାଗଳ ହୋଇଗଲେଣି ବିଚରା ରସିଦ : ଇସଲାମ୍ ସହ କ୍ରିକେଟ୍‌ର ସମ୍ପର୍କ କ’ଣ ? ପାକ୍ ମନ୍ତ୍ରୀଙ୍କୁ ମୁହଁତୋଡ଼୍ ଜବାବ ଦେଲେ ଓୱେସି

ଟି -୨୦ ମ୍ୟାଚରେ ଟିମ ଇଣ୍ଡିଆ ବିପକ୍ଷ ପ୍ରଥମ ବିଜୟରେ ଇସଲାମର ବିଜୟ ଦର୍ଶାଇଥିବାରୁ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ କ୍ରିକେଟ୍ ମ୍ୟାଚ୍ ସହିତ ଇସଲାମର ସମ୍ପର୍କ କ’ଣ ବୋଲି ପ୍ରଶ୍ନ କରିଛନ୍ତି । ଇମ୍ରାନ ସରକାରର ମନ୍ତ୍ରୀ ଶେଖ ରସିଦଙ୍କୁ ପାଗଳ କହିବା ସହ ପଡ଼ୋଶୀଙ୍କୁ ମୁଣ୍ଡରେ...

Kiran Gosavi
ଆର୍ୟନ ଡ୍ରଗ୍ସ କେସ୍‌ର ସାକ୍ଷୀ କିରଣ ଗୋସାଭି ଗିରଫ୍

ଗୋସାଭିଙ୍କ ବିରୋଧରେ ଅନେକ ଠକେଇ ମାମଲା ରହିଛି ଏବଂ ସେଥିମଧ୍ୟରୁ ଗୋଟିଏରେ ପୋଲିସ ତାଙ୍କୁ ଖୋଜୁଥିଲା। ଗୋସାଭିଙ୍କୁ ବିଳମ୍ବିତ ରାତିରେ ଗିରଫ କରାଯାଇଛି । ତାଙ୍କୁ ପୁଣେ ପୋଲିସ୍ ୨୦୧୮ର ଏକ ଠକେଇ ମାମଲାରେ ଗିରଫ କରିଛି । ହେଲେ ମୁମ୍ବାଇରେ ଥିବା ମାମଲାରେ ତାଙ୍କୁ ହସ୍ତାନ୍ତର କରାଯିବ...

nuapada
ଫାଙ୍କା ପଡିଛି ଭିଟାମାଟି : କ୍ଲବ ଘରେ ୪ ବର୍ଷ ହେବ ଦିନ କାଟୁଛନ୍ତି ଦଶ ପ୍ରାଣୀ ପରିବାର

ଛୋଟିଆ ଘରଟିଏ । ସେଇଠି ରୋଷେଇ, ସେଇଠି ଶୁଆବସା । ଜଣେ ନୁହେଁ, ଗୋଟିଏ ପରିବାରର ଦଶ ଜଣ ସେଇଠି ଖାଉଛନ୍ତି, ପିଉଛନ୍ତି, ଶୋଉଛନ୍ତି ମଧ୍ୟ । ଘର ଖଣ୍ଡେ ନଥିବାରୁ ଏମିତି ଦହଗଂଜ ହେଉଛନ୍ତି ନୂଆପଡ଼ି ଜିଲ୍ଲା ଖଡିଆଳ ଘରଧରା ଗାଁର ଗିରି ହରିଜନ ।

aryan khan
ଆଜି ଆର୍ୟନ ଖାନଙ୍କୁ ମିଳିବ କି ଜାମିନ୍ ? ଲଗାତର ତୃତୀୟ ଦିନ ପାଇଁ ଶୁଣାଣି କରିବେ ବମ୍ବେ ହାଇକୋର୍ଟ

ଆଜି ଆର୍ୟନ ଖାନଙ୍କୁ ମିଳିବ କି ଜାମିନ୍ ? ବମ୍ବେ ହାଇକୋର୍ଟରେ ଆଜି ତୃତୀୟ ଦିନ ପାଇଁ ଆର୍ୟନଙ୍କ ଜାମିନ୍ ଆବେଦନର ଶୁଣାଣି ହେବ । ଗତ ଦୁଇ ଦିନ ଧରି କୋର୍ଟ ରୁମରେ ହାଇଡ୍ରାମା ପରେ ଆଜି ପୁଣି ଥରେ ଶୁଣାଣି କରିବେ ଅଦାଲତ । ଗତକାଲି...

hockey team
ଏନ୍ତୁଡିଶାଳରେ ହକିର କ୍ରେଜ : ପାଣିଭରା ଷ୍ଟାଡିୟମ୍‌ରେ ହକି ମ୍ୟାଚ୍, ଟ୍ରଫି ବଦଳରେ ଖାସି ପୁରସ୍କାର

ଉବୁଡା ଖାବୁଡା ଖେଳପଡିଆ । ବର୍ଷାରେ ପଚପଚ କାଦୁଅ ଓ ପାଣି ଭରା ଷ୍ଟାଡିୟମ, ତଥାପି ଉତ୍ସାହ କମ ନାହିଁ । ପଡିଆ ଭିତରେ ଖେଳାଳିଙ୍କ ଘମାସାନ ଆଉ ପଡିଆ ବାହାରେ ଦର୍ଶକଙ୍କ ଖଚାଖଚ୍ ଗହଳି । ସୁନ୍ଦରଗଡ ଜିଲ୍ଲା ଗ୍ରାମାଚଂଳରେ ହକିର କ୍ରେଜ ବଢ଼ିବଢ଼ି ଚାଲିଛି ।

Odia youth Muktikant
ଓଡିଶା-ଆନ୍ଧ୍ର ସୀମା ବିବାଦର ସମାଧାନ ପାଇଁ ପଦଯାତ୍ରା : ଭୁବନେଶ୍ୱରରୁ ବାହାରି ଆନ୍ଧ୍ର ଅଭିମୁଖେ ଓଡ଼ିଆ ଯୁବକ

କାନ୍ଧରେ ବ୍ୟାଗ୍, ଆଉ ବ୍ୟାଗରେ ଲାଗିଛି ତ୍ରିରଙ୍ଗା । ପଦଯାତ୍ରା କରି ସୀମା ବିବାଦର ସମାଧାନ କରିବାକୁ ପ୍ରୟାସ । ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ଭାଷା ବିଭେଦ ଦୂର କରିବାକୁ ଓଡ଼ିଆ ଯୁବକ ନିଆରା ଉଦ୍ୟମ କରିଛନ୍ତି ।

fish
କୋଟିଏରେ ଗଲା ମାଛ

ମାଛର ଦାମ ଶୁଣିଲେ ଉଡିଯିବ ହୋସ । ଦେଖନ୍ତୁ ଏହା କେଉଁ ମାଛ ।

farmer
ବଳ ଗଲାଣି, ମନରୁ ଉତ୍ସାହ ଯାଇନି : ବୟସର ଅପରାହ୍ନରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଦୁଇ ଭାଇ

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । କଠିନ ପରିଶ୍ରମ ତାଙ୍କୁ ଦେଇଛି ଏକ ନୂଆ ପରିଚୟ । ଏଥିସହ ୧୫ରୁ ୨୦ ଲୋକଙ୍କୁ ଦେଇଛନ୍ତି ରୋଜଗାରକ୍ଷମ ହେବାର ସୁଯୋଗ

Matka Man
ଦୀନଦରିଦ୍ରଙ୍କ ଶୋଷ ମେଣ୍ଟାଉଛନ୍ତି . . . ସେ ରିୟଲ୍ ଲାଇଫର ସୁପର୍ ହିରୋ

ଇଏ ଆଇରନ୍ ମ୍ୟାନ୍, ସୁପର୍ ମ୍ୟାନ୍ କି ସ୍ପାଇଡର୍ ମ୍ୟାନ୍ ନୁହନ୍ତି । ଇଏ ରିୟଲ୍ ଲାଇଫର ସୁପର୍ ହିରୋ । 

village problem
ଉପାନ୍ତ ଅଞ୍ଚଳରେ ଅପହଞ୍ଚ ବିକାଶ, ଗାଁରେ ପହଞ୍ଚି ପାରୁନି ସରକାରୀ ଯୋଜନା

ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ପାଦଦେଶରେ ରହିଛି ଟମକସିଳା ଗାଁ। ଯେଉଁ ଗାଁରେ ନାହିଁ ବିକାଶର ଚିହ୍ନ ବର୍ଣ୍ଣ। ଏହି ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡେ ନାହିଁ। କୌଣସି କାମ ପଡିଲେ ଗାଁ ଲୋକେ ପ୍ରତିଦିନ ଭରା ନଦୀରେ ହାତରେ ବାଡି ଖଣ୍ଡେ ଧରି ଜୀବନକୁ ବାଜି ଲଗାଇ...

photographer
ମେରାଇନ ଇଂଜିନିୟରରୁ ଫଟୋଗ୍ରାଫର

ଫଟୋଗ୍ରାଫର ତାଙ୍କର ନିଶା ଏବଂ ପେଶା । ଆଉ ସେଥିପାଇଁ ମେରାଇନ ଇଂଜିନିୟରରୁ ହୋଇଗଲେ ଫଟୋଗ୍ରାଫର । ସେ ହେଉଛନ୍ତି ଜଗତସିଂହପୁରର ପ୍ରବଳ ମହାନ୍ତି । 

election
ନିର୍ବାଚନ ହାରିଗଲେ ସ୍ତ୍ରୀ : ସହ୍ୟ କରିପାରିଲେନି ପ୍ରଫେସର୍ ସ୍ୱାମୀ, ଚାଲିଗଲା ଜୀବନ

କାଳ ହେଲା ନିର୍ବାଚନ । ସ୍ତ୍ରୀ ନିର୍ବାଚନ ହାରିଯିବା ପରେ ସହ୍ୟ କରିପାରିଲେନି ସ୍ୱାମୀ । ପରାଜୟ ଖବର ଶୁଣି ଜୀବନ ଚାଲିଗଲା । ବିହାର ଭୋଜପୁର ଜିଲ୍ଲାର ଚାରପୋଖରୀ ବ୍ଲକରେ ଏଭଳି ଅଭାବନୀୟ ଘଟଣା ଘଟିଛି । ନିକଟରେ ବିହାରରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହୋଇଥିଲା ।

fuel price hike
କନ୍ଦାଉଛି ତେଲ ଦର : ୧୧୮ ଟଙ୍କାରେ ବିକ୍ରି ହେଉଛି ପେଟ୍ରୋଲ ଲିଟର !

ଦେଶର ଅନେକ ରାଜ୍ୟରେ ପେଟ୍ରୋଲ ଲିଟର ୧୦୦ ଟପିଲାଣି । ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ବାଲାଘାଟରେ ପେଟ୍ରୋଲ ଲିଟର ରେକର୍ଡ ଛୁଇଁଛି । ମଧ୍ୟପ୍ରଦେଶର ବାଲାଘାଟରେ ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୧୨୦ ଟଙ୍କା ପାଖାପାଖି ପହଞ୍ଚିଛି । ଏଠାରେ ପେଟ୍ରୋଲର ଲିଟର ୧୧୮.୯୮ ଟଙ୍କା ଥିବାବେଳେ ଡିଜେଲ ଲିଟର...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।